www.samajalive.in
Tuesday, December 9, 2025
17.1 C
Bhubaneswar

ସ୍କୁଟିକୁ ଏମିତି ସଜାଇଲେ ଯୁବତୀ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : କିଛି ଲୋକଙ୍କୁ ଘର ସଜାସଜି କରିବାକୁ ଭଲ ଲାଗେ । ଆପଣ ସାମାଜିକ ଗଣମାଧ୍ୟମରେ ଏମିତି ଅନେକ ଭିଡିଓ ଦେଖିଥିବେ । କିନ୍ତୁ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀ ଏକ ସ୍କୁଟିକୁ ଭିନ୍ନ ଢଙ୍ଗରେ ସଜାଉଛନ୍ତି । ସ୍କୁଟିକୁ ସେ ନୂଆ ବୋହୂ ଭଳି ସଜାଉଛନ୍ତି । ଭିଡିଓକୁ ଦେଖି ସମସ୍ତେ ପସନ୍ଦ କରିବା ସହ ସେୟାର କରୁଛନ୍ତି ।

 

View this post on Instagram

 

A post shared by Hetal’s Art (@hetal_diy_queen)

- Advertisement -

ସାମାଜିକ ଗଣମାଧ୍ୟମରେ ଯୁବତୀ ଜଣକ ନିଜ ଆକ୍ଟିଭାକୁ ସଜାଇ ଭିଡିଓ ସେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ଏବେ ଭିଡିଓଟି ଭାଇରାଲ ହେବା ସହ ସମସ୍ତେ ତାଙ୍କର ଏହି କାରୁକାର୍ଯ୍ୟକୁ ପସନ୍ଦ କରୁଛନ୍ତି । ଏଭଳି ସଜାଇବା ପାଇଁ ସେ ବିଭିନ୍ନ ପ୍ରକାର ମୋତି ଭଳି ନଜର ଆସୁଥିବା ଷ୍ଟିକର ଏବଂ ସରଞ୍ଜାମ ବ୍ୟବହାର କରୁଛନ୍ତି । ସମସ୍ତେ ତାଙ୍କର ଏହି କଳାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories