ନର୍ମାଲ ଏସିର ଟିକେଟ୍ କରି ଗରିବ ରଥରେ ଯାତ୍ରା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଭାରତୀୟ ରେଳ ସହ ଜଡିତ ଏକ ଚକିତ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି । ଏକ ଟ୍ରେନରେ ଯାତ୍ରୀଙ୍କଠୁ ନର୍ମାଲ ଏସି କୋଚର ଭଡା ଆଦାୟ କରାଯାଇଛି କିନ୍ତୁ ଯାତ୍ରା ସମୟରେ ଗରିବ ରଥ ଏକ୍ସପ୍ରେସର ଏସି କୋଚ୍…
Read More...

୨୪ରୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୨୪ରୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏକ୍ସରେ ସୂଚନା ଦେଇଛନ୍ତି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ନେଇ ବର୍ଷା ଆଶଙ୍କା ରହିଛି ।…
Read More...

ନଦୀରେ ଫସିଲା ୨ ବୋଟ୍

ଭୁବନେଶ୍ବର : ରାଜନଗର ଭିତରକନିକା କୁମ୍ଭୀରିଆ ନଦୀରେ ୨ଟି ବୋଟ୍ ଫସିଛି । ବୋଟରେ ପର୍ଯ୍ୟଟକ ଫସିରହିଥିବାବେଳେ ବୋଟକୁ ଉଦ୍ଧାର କରିବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି । ୪୦ ପର୍ଯ୍ୟଟକଙ୍କୁ ଭିତରକନିକା ନେଇ ୨ଟି…
Read More...

ଦୁର୍ଦିନରେ ବାଉଁଶ କାରିଗର

ନିରାକାରପୁର : ଆଧୁନିକତାର ପ୍ରଭାବରେ ହଜିଯାଉଛି କୌଳିକ ବୃତ୍ତି । ଦିନ‌କୁ ଦିନ ପ୍ଲାଷ୍ଟିକ ତିଆରି ଘର କରଣା ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ ପାରମ୍ପରିକ ବାଉଁଶ ତିଆରି କୁଲା, ଡାଲା, ଭୋଗେଇ ଆଦିର ଚାହିଦା ହ୍ରାସ…
Read More...

ଉଠାଦୋକାନ ଉଚ୍ଛେଦକୁ ସବୁଠି ବିରୋଧ

ଭୁବନେଶ୍ଵର : ବିଏମ୍‌ସି ଓ ବିଡିଏ ପକ୍ଷରୁ ରାଜଧାନୀର ତିନୋଟି ଜୋନ୍‌ରେ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି । ଦୋକାନୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଗୁରୁବାର ପଟାସ ଛକ, ଗୋପବନ୍ଧୁ ଛକ, ଲିଙ୍ଗରାଜ ଅଞ୍ଚଳ,…
Read More...

୨୨ରୁ ବଢିବ ଶୀତ

ଭୁବନେଶ୍ବର : ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ଥିବାବେଳେ ୨୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହିତ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ…
Read More...

ଫ୍ଲିପକାର୍ଟ ଅଫର୍, ୬ ହଜାର ଟଙ୍କାରୁ ମଧ୍ୟ କମ୍ ଦାମରେ ମିଳୁଛି ସ୍ମାର୍ଟଟିଭି

ନୂଆଦିଲ୍ଲୀ : ଫ୍ଲିପକାର୍ଟରେ ବିଗ୍ ସେଭିଂ ଡେଜ୍ ସେଲ୍ ଆରମ୍ଭ ହୋଇସାରିଛି । ଏହି ସେଲରେ ସ୍ମାର୍ଟଫୋନ୍ ଏବଂ ଇଲେକ୍ଟ୍ରୋନିକ୍ସ ସମେତ ଅନେକ ପ୍ରକାର ସାମଗ୍ରୀରେ ଭାରୀ ରିହାତି ମିଳୁଛି । ସେଲରେ ଆପଣ ଥମସନ୍ ଏବଂ…
Read More...

ମହଙ୍ଗା ହେବ ପାର୍ଲେ-ଜି ବିସ୍କୁଟ, ଓଜନ ମଧ୍ୟ କମିପାରେ

ନୂଆଦିଲ୍ଲୀ : ପାର୍ଲେ-ଜି ବିସ୍କୁଟ ଦାମ୍ କମ୍ପାନୀ ତରଫରୁ ବଢିବାକୁ ଯାଉଛି । ଏକ ରିପୋର୍ଟରେ ସାମ୍ନାକୁ ଆସିଛି କି ଦେଶର ସବୁଠାରୁ ବଡ ଫୁଡ୍ ପ୍ରଡକ୍ଟ ପ୍ରସ୍ତୁତ କରୁଥିବା କମ୍ପାନୀ ପାର୍ଲେ ଉତ୍ପାଦ ଜାନୁୟାରୀ ୨୦୨୫ରୁ…
Read More...

ବସରେ ମହିଳାଙ୍କ ଉଗ୍ର ରୂପ, ଅସଦାଚରଣ କରିବାରୁ ମାରିଲେ ୨୫ ଚାପୁଡା

ପୁଣେ : ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ମହିଳା ବସରେ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରୁଥିବା ନଜର ଆସୁଛନ୍ତି । କୁହାଯାଉଛି କି ଏହି ଭିଡିଓ ପୁଣେର । ମହିଳା ଜଣକ ପୁଣେରେ ଏକ…
Read More...

ଜୟପୁରରେ ସିରିଜ୍ ଦୁର୍ଘଟଣା, ୫ ଜୀବନ୍ତ ଦଗ୍ଧ

ରାଜସ୍ଥାନ : ଜୟପୁରରେ ଆଜି ଏକ ବଡ ଦୁର୍ଘଟଣା ଘଟିଛି । ଆଜମେର ରୋଡ୍ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ସିଏନଜି ଗ୍ୟାସ୍ ଭର୍ତ୍ତି ଏକ ଟ୍ୟାଙ୍କର ବିସ୍ଫୋରଣ ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଭାନକ୍ରୋଟା ସ୍ଥିତ ଏକ…
Read More...

ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ : ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।  ଜାତୀୟ ରାଜପଥ ୫୫ ଟାଉନ ଥାନା ପ୍ରଶାନ୍ତି ହୋଟେଲ ଛକରେ ଘଟିଛି ଏହି ଦୁର୍ଘଟଣା । ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି…
Read More...

ଭାରତ ଛାଡ଼ିବେ ବିରାଟ-ଅନୁଷ୍କା, ସବୁଦିନ ପାଇଁ ଲଣ୍ଡନରେ ରହିବେ

ନୂଆଦିଲ୍ଲୀ : କ୍ରିକେଟ୍‌ ତାରକା ବିରାଟ କୋହଲି ଓ ତାଙ୍କ ପତ୍ନୀ ବଲିଉଡ୍‌ ତାରକା ଅନୁଷ୍କା ଶର୍ମା ଭାରତ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି। ଦୁହେଁ ସେମାନଙ୍କ ଦୁଇ ସନ୍ତାନ ଭାମିକା ଓ ଆକାୟଙ୍କ ସହ ସବୁଦିନ ପାଇଁ…
Read More...

ଶୁକ୍ରବାର ରାଶିଫଳ: ବାଣିଜ୍ୟରେ ଲାଭ ସହ ମିଳିବ ଖୁସି ଖବର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ରାଜଯୋଗ ଥିବାରୁ ଉଚ୍ଚ ସମ୍ମାନ ମିଳିପାରେ, ମାତ୍ର ଥଣ୍ଡାକଫଜନିତ କ୍ଲେଶ ଭୋଗ କରିପାରନ୍ତି। କର୍ମଚଞ୍ଚଳ ରହିବେ। ହୃଦୟରୁ ଜାତ କ୍ରୋଧ ସମ୍ବରଣ କରିବାକୁ ପଡ଼ିବ। ସାହସୀ ଓ ଜ୍ଞାନୀ ହେବେ। ବୃଷ- ଆୟୁଷ୍ମାନ୍‌…
Read More...

କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ପାଟଣା : ସାରା ରାଜ୍ୟରେ ଶୀତ ଲହରୀ ଲାଗି ରହିଛି । ବିଶେଷକରି ଜଙ୍ଗଲ ପାହାଡ଼ ଘେରା କେନ୍ଦୁଝର ଜିଲାରେ କେତେକ ଅଞ୍ଚଳରେ ତାପମାତ୍ରା ହ୍ରାସ ହେବା ସହିତ ପ୍ରବଳ ଥଣ୍ଡା ଅନୁଭୂତ ହେଉଅଛି । ତନ୍ମଧ୍ୟରେ ଅଟେଇ ଜଙ୍ଗଲ…
Read More...

ଗଛକୁ ପିଟିଲା ଅଟୋ, ୨ ଗୁରୁତର

ପାଟଣା : ପାଟଣା ଥାନା ଅଞ୍ଚଳ ପାଟଣା-କେନ୍ଦେଇପଶି ରାସ୍ତାର ମାଧପୁର ନିକଟରେ ଆଜି ପୂର୍ବାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ରାସ୍ତାକଡ଼ରେ ଥିବା ଏକ ଆକାଶିଆ ଗଛକୁ ଧକ୍କା ଦେବା ଫଳରେ ଅଟୋରେ ଥିବା ଦୁଇ ଜଣ ଗୁରୁତର…
Read More...

ବିଦ୍ୟାଳୟ କାନ୍ଥରୁ ଖସୁଛି ପ୍ଲାଷ୍ଟର, ବାହାରେ ପଢୁଛନ୍ତି ଛାତ୍ରଛାତ୍ରୀ 

ପାଟଣା : ସାହାରପଡା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ଚାତରପାଣି ଗ୍ରାମର ବରବେଡା ସାହିରେ ଥିବା ପ୍ରାଥମିକ ବିଦ୍ୟାଳୟଟି ୧୯୫୪ ମସିହାରେ ନିର୍ମିତ ହୋଇଛି। ଦୀର୍ଘ ବର୍ଷରୁ ତିଆରି ହୋଇଥିବା ଉକ୍ତ ବିଦ୍ୟାଳୟଟି ଏକ…
Read More...

ଭ୍ରାମ୍ୟମାଣ ବିଜ୍ଞାନମେଳା ଗାଡିରୁ ପୃଷ୍ଟିକର ଖାଦ୍ୟ ସମ୍ୱନ୍ଧୀୟ ଜ୍ଞାନ ଆହୋରଣ କଲେ ଛାତ୍ରଛାତ୍ରୀ 

ପାଟଣା : ଆଜି ସଚେତନତା ଉଦ୍ଦେଶ୍ୟରେ ଏକ ଭ୍ରାମ୍ୟମାଣ ଗାଡି ସାହାରପଡ଼ା ବ୍ଲକ ଅନ୍ତର୍ଗତ ବାଇକଳା ପଞ୍ଚାୟତ ଅନ୍ତର୍ଗତ ବିଲା ରାମଚନ୍ଦ୍ର ପୁର ଉଚ୍ଚ ବିଦ୍ୟାଳୟଠାରେ ପହଞ୍ଚି ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟ ପ୍ରାଙ୍ଗଣରେ ରହି…
Read More...

ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ

କଟକ : ଚାକିରି ଦେବା ନାଁ ରେ କୋଟି କୋଟି ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି । ପୁଅ ଝିଅ ଓ ସ୍ୱାମୀଙ୍କୁ ଠକେଇରେ ସାମିଲ କରାଇ ରାଜ୍ୟ ଓ ରାଜ୍ୟ ବାହାରରୁ ଏକାଧିକ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଠକି ନେଇଛନ୍ତି ଜଣେ…
Read More...

ବଡଦିନ ଓ ନୂଆବର୍ଷ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ବୈଠକ

ଜି ଉଦୟଗିରି : ଆଗାମୀ ଡ଼ିସେମ୍ବର ୨୫ ବଡଦିନ ଓ ନୂଆବର୍ଷ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ବିଭିନ୍ନ…
Read More...

ଗୋପାଳପୁର ବେଳାଭୂମିରେ ପାଣି ଟୋପାଏ ପାଇଁ ଡହଳବିକଳ ପର୍ଯ୍ୟଟକ

ଗୋପାଳପୁର : ଗୋପାଳପୁର ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବେଳାଭୂମି ମଧ୍ୟରୁ ଗୋଟିଏ ବୋଲି ପରିଗଣିତ ହେଉଥିବାବେଳେ ଏଠାରେ କିନ୍ତୁ ପର୍ଯ୍ୟଟକଙ୍କ ନିମନ୍ତେ କୈାଣସି ଆନୁସାଙ୍ଗିକ ସୁବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ହଇରାଣ…
Read More...

ଲଇଡାରେ ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 

ରେଙ୍ଗାଲି : ସମ୍ବଲପୁର ଜିଲାର ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟର ଖେଳ ପଡିଆରେ ଆଜିଠାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବିଭିନ୍ନ କଲେଜର ଆନ୍ତଃ ମହାବିଦ୍ୟାଳୟ ଗ୍ରୁପ୍ "ବି" ର  କ୍ରିକେଟ ଟୁର୍ଣ୍ଣାମେଣ୍ଟ…
Read More...

ହ୍ବାଟ୍ସଆପରେ ଚାଟଜିପିଟି ସହ କରନ୍ତୁ ଚାଟ୍, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ : ଓପନ ଏଆଇର ଚାଟ୍ ଜିପିଟି କୃତ୍ରିମ ବୁଦ୍ଧିମତା ଦୁନିଆରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ନେଇଆସିଛି । ଏବେ କମ୍ପାନୀ ନିଜ ଏହି ଚାଟ୍ ବୋଟର ବିସ୍ତାର କରୁଛି । ଏହା ମଧ୍ୟରେ ଏବେ ଆପଣ ନିଜ ହ୍ବାଟ୍ସଆପ୍ ବା…
Read More...

ବଜାରକୁ ଆସିଲା କିଆ ସିରୋସ୍, ଫେବୃୟାରୀରୁ ପାଇବେ ଗ୍ରାହକ

ନୂଆଦିଲ୍ଲୀ : ସାଉଥ୍ କୋରିଆର କାର ନିର୍ମାତା କମ୍ପାନୀ କିଆ ଭାରତୀୟ ବଜାରରେ ନିଜ ନୂଆ ସିରୋସ୍ ଏସୟୁଭି ନେଇଆସିଛି । ଏହା କମ୍ପାନୀର ଭାରତୀୟ ବଜାରରେ ୭ମ ମଡେଲ । କମ୍ପାନୀର ପୋର୍ଟଫୋଲିଓରେ ସୋନେଟ୍, ସେଲଟସ୍,…
Read More...

ସହକାରୀ ଜିଲାପାଳ ନିଲମ୍ବିତ

ଭୁବନେଶ୍ବର : ଜଗତସିଂହପୁର ଜିଲାର ସହକାରୀ ଜିଲାପାଳ ଉମେଶଚନ୍ଦ୍ର ଲେଙ୍କା ନିଲମ୍ବିତ ହୋଇଛନ୍ତି । ଜଣେ କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ । ଏହା ସହ…
Read More...

ରାସନ ଚାଉଳ ବଣ୍ଟନବେଳେ ଗଣ୍ଡଗୋଳ, ସମିତି ସଭ୍ୟଙ୍କୁ ଆକ୍ରମଣ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠାର ସିଂ ପଞ୍ଚାୟତ ଅଧିନସ୍ଥ ଭାଲିଆଗଡ ଗାଁରେ ରାସନ ଚାଉଳ ବଣ୍ଟନ ସମୟରେ ଗୋଟିଏ ପରିବାରର କିଛି ସଦସ୍ୟ ଯୋଗାଣ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କୁ ଧମକ ଦେବା ଓଜନ ମେସିନ,…
Read More...

ପଢା ବୟସରେ ପରିବାର ବୋଝ ସମ୍ଭାଳୁଛନ୍ତି ଜବା

ଠାକୁରମୁଣ୍ଡା : ଦୁନିଆର ରୀତିନୀତିକୁ ଜାଣିବା ପୁର୍ବରୁ ବାପା ମା ହାତ ଛାଡି ଚାଲିଯାଇଛନ୍ତି । ପାଠପଢା ବୟସରେ ଲଦି ହୋଇଯାଇଛି ପରିବାରର ବୋଝ । ଖାତାକଲମ ଧରୁଥିବା କୋମଳ ହାତରେ ଏବେ ଦାଦନ ଖଟିବାକୁ ଯାଇ ଇଟା-ପଥର,…
Read More...

ଚାକିରି ଦେବା ନାଁରେ ଦେଢ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଗୋପାଳପୁର : ଚାକିରି ଦେବା ନାଁରେ ଜଣେ ଯୁବକଙ୍କଠାରୁ ଦେଢ ହଜାର ଟଙ୍କା ଠକେଇ ହୋଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ଯୁବକ ଜଣକ ହେଲେ ସିନ୍ଧିଗାଁ ଟାଟା କୋଲନୀର ଅଜିତ କୁମାର…
Read More...

ମୁମ୍ବାଇ ବୋଟ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ମୁମ୍ବାଇ : ମୁମ୍ବାଇରେ ବୁଧବାର ଭାରତୀୟ ନୌସେନାର ଏକ ସ୍ପିଡ୍ ବୋଟ୍ ନିୟନ୍ତ୍ରଣ ହରାଇ ଏକ ଘରୋଇ ବୋଟ୍ ସହ ଧକ୍କା ହୋଇଛି । ଏଥିରେ ଯାତ୍ରୀବାହୀ ବୋଟରେ ଥିବା ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୧ ଜଣଙ୍କୁ ଉଦ୍ଧାର…
Read More...

ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି କି ? ଏମିତି ସହଜରେ ଜାଣିପାରିବେ

ନୂଆଦିଲ୍ଲୀ : ଯଦି ଇଣ୍ଟରନେଟ୍ ବ୍ରାଉଜ୍ କରିବା ସମୟରେ ଅଚାନକ ଅଜବ ବିଜ୍ଞାପନ ଆସେ ତେବେ ହୋଇପାରେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଯାଇଛି । ଯଦି ଆପଣ ପୂର୍ବ ଭଳି ଫୋନ୍ ବ୍ୟବହାର କରୁଛନ୍ତି କିନ୍ତୁ ଆପଣଙ୍କ ଅଧିକ ଡାଟା…
Read More...

ମୁମ୍ବାଇରେ ଓଲଟିଲା ବୋଟ୍, ୪୦ ନିଖୋଜ

ମୁମ୍ବାଇ : ମୁମ୍ବାଇର ଗେଟଓ୍ବେ ଅଫ୍ ଇଣ୍ଡିଆ ପାଖରେ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବୋଟ୍ ଓଲଟି ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଛି । ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୩୯ ଜଣଙ୍କୁ ସନ୍ଧାନ କରାଯାଉଛି ।…
Read More...

ଅନାସ୍ଥା ସପକ୍ଷରେ ଭୋଟ, ରାୟ ସଂରକ୍ଷିତ

ଜି ଉଦୟଗିରି : ଅନାସ୍ଥା ସପକ୍ଷରେ ଆଜି ହେବାକୁ ଥିବା ଆଲୋଚନା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନାରେ କୌଣସି ନିଷ୍କର୍ଷ ନବାହାରିବାରୁ ନିର୍ବାଚନ ଅଧିକାରୀ…
Read More...

ମଧ୍ୟାହ୍ନ ଭୋଜନ ଅଣ୍ଡା ଚୋରି କରୁଛନ୍ତି ବିଦ୍ୟାଳୟ ଅଧ୍ୟକ୍ଷ, ଭିଡିଓ ଭାଇରାଲ

ବୈଶାଳୀ : ବିହାରର ବୈଶାଳୀରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଲାଲଗଞ୍ଜର ରିଖର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ସାହାଣୀ ନିଜ ଛାତ୍ରଛାତ୍ରୀଙ୍କ ଅଣ୍ଡା ଚୋରି କରିନେଇଛନ୍ତି । ଅଣ୍ଡା ଚୋରି କରିବା ସମୟର ଦୃଶ୍ୟ…
Read More...

ରୋଲାଣ୍ଡ ଫାର୍ମାସିଷ୍ଟ କଲେଜରେ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଯୁବକ ଗିରଫ

ଗୋପାଳପୁର : ଗୋପାଳପୁର ଥାନା ପୁଲିସ ରୋଲାଣ୍ଡ ଫାର୍ମାସିଷ୍ଟ କଲେଜର ଡି ଫାର୍ମା ପଢୁଥିବା ଛାତ୍ରୀ ଆତ୍ମହତ୍ୟା ମାମଲାରେ ମାନସିକ ଯନ୍ତ୍ରଣା ଦେବା ସହ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ସହପାଠୀ  ଯୁବକକୁ ଗିରଫ କରି…
Read More...

ବାରମ୍ବାର ଘଟୁଛି ଦୁର୍ଘଟଣା, ସୁରକ୍ଷା ଦାବିରେ ରାସ୍ତାରୋକ

ଆଠଗଡ : ଆଠଗଡ-ମୁଣ୍ଡଳୀ ଭାୟା କନ୍ଦରପୁର ରାସ୍ତା ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ଗତ ୪ ତାରିଖରେ ଉକ୍ତ ମୁଖ୍ୟ ରାସ୍ତା କଡରେ କଣ୍ଟେଇ କୋଳି ଖାଉଥିବା ଦୁଇ ନାବାଳକ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ କାନାରା ବ୍ୟାଙ୍କ ପକ୍ଷରୁ ସାଇକେଲ ପ୍ରଦାନ 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ଆଜି ଭଞ୍ଜ ବିହାର ପରିସରରେ ଥିବା କାନାରା ବ୍ୟାଙ୍କ ଶାଖା ପକ୍ଷରୁ ୫ ଟି ସାଇକେଲ ପ୍ରଦାନ କରାଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହାର ଶୁଭ ଆରମ୍ଭ କରିଥିଲେ ।…
Read More...

ଗୋପାଳପୁର ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ 

ଗୋପାଳପୁର : ବ୍ରହ୍ମପୁର ଏସପି ଡ଼ା.ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ଗୋପାଳପୁର ପୁଲିସ ପକ୍ଷରୁ ସ୍ଥାନୀୟ କଲେଜ ଛକଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି…
Read More...

ଦେଶରେ ୨୩୬ ସହରରେ କ୍ରୟ-ବିକ୍ରୟ କରିପାରିବେ ରୟାଲ ଏନଫିଲ୍ଡର ପୁରୁଣା ବାଇକ୍

ନୂଆଦିଲ୍ଲୀ : ମିଡ୍-ସାଇଜ୍(୨୫୦ସିସି-୭୫୦ସିସି) ମୋଟରସାଇକେଲ ସେଗମେଣ୍ଟରେ ଗ୍ଲୋବାଲ ଲିଡର ରୟାଲ ଏନଫିଲ୍ଡ ଆଜି ନିଜ ପ୍ରି-ଓନ୍ଡ ମୋଟରସାଇକେଲ ବିଜନେସ୍ ରିଓନର ବିସ୍ତାର କରିବାକୁ ଘୋଷଣା କରିଛି । ଏବେ ସାରା ଦେଶରେ ୨୩୬…
Read More...

ମଙ୍ଗଳପୁରରେ ମହୁଲି ମଦ ବିକ୍ରିକୁ ମହିଳାଙ୍କ ବିରୋଧ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ବାଇକଳା ପଞ୍ଚାୟତ ମଙ୍ଗଳପୁର ଗ୍ରାମରେ ଦୁଇଜଣ ବ୍ୟକ୍ତି ମହୁଲି ମଦ ବିକ୍ରି କରୁଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି । ଦୁଇ ଦୁଇ ଥର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ…
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଉଦଯାପିତ 

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠ ପରିସରରେ ଓଷ୍ଟା ପକ୍ଷରୁ ଘଟଗାଁ ବ୍ଲକସ୍ତରୀୟ ଶିଶୁ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ଓଷ୍ଟାର ରାଜ୍ୟ ସମ୍ପାଦକ କାହ୍ନୁଚରଣ ସାମଲ ମୁଖ୍ୟ…
Read More...

ମାତ୍ର କିଛି ସେକେଣ୍ଡରେ ଟାୟାରରେ ପବନ ଭରିବ, ଟର୍ଚ୍ଚ ଭଳି କାମ ଦେବ ଏହି ଛୋଟ ଡିଭାଇସ୍

ନୂଆଦିଲ୍ଲୀ : ପେଟ୍ରୋନିକ୍ସ ଭାରତରେ ଏକ ଜଣାଶୁଣା ଗ୍ୟାଜେଟ୍ ବ୍ରାଣ୍ଡ୍ ଯାହା ବାୟୁ ୫.୦ ନାମକ ଏକ ନୂଆ ପୋର୍ଟେବଲ ଟାୟର ଇନଫ୍ଲାଟର ନେଇଆସିଛି । ଏହା ମାତ୍ର କିଛି ମିନିଟରେ ଟାୟାରରେ ପବନ ଭର୍ତ୍ତି କରିବା ସହ…
Read More...

ବୁଧବାର ରତ୍ନଭଣ୍ଡାର ମରାମତି କାମ ବନ୍ଦ

ପୁରୀ : ବୁଧବାର ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ । ମହାପ୍ରଭୁଙ୍କ ଦିବା ପହୁଡ ନୀତି ପାଇଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ ବୋଲି ଏଏସଆଇ ଅଧିକ୍ଷକ ଡିବି ଗଡନାୟକ ସୂଚନା ଦେଇଛନ୍ତି । ମରାମତି ପାଇଁ ପ୍ରାୟ ୨୦…
Read More...

ନିଆରା ପରମ୍ପରା: ବିବାହରେ ଛେଳି ଶିଙ୍ଘରେ ପ୍ରସ୍ତୁତ ଅଳଙ୍କାର ପିନ୍ଧେ କନ୍ୟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ବିଶ୍ବର ବିଭିନ୍ନ କୋଣରେ ଭିନ୍ନ ପ୍ରକାର ପରମ୍ପରା ଆଦି ଦେଖିବାକୁ ମିଳେ । ବିଶ୍ବର ଆଦିବାସୀ ସମ୍ପ୍ରଦାୟଙ୍କ ରୀତି ନୀତି ବହୁତ ଅଜବ ଏବଂ ଏହା ସମସ୍ତଙ୍କୁ ଚକିତ କରିଥାଏ । ଏହାର ଏକ ଦୃଶ୍ୟ ଏବେ ସାମାଜିକ…
Read More...

ଷ୍ଟିଲବାର୍ଡ ଆଣିଲା ଭିଣ୍ଟେଜ୍ ହେଲମେଟ୍ ସିରିଜ୍, ଦାମ୍ ମାତ୍ର ୯୫୯ ଟଙ୍କା

ନୂଆଦିଲ୍ଲୀ : ଷ୍ଟିଲବାର୍ଡ ହାଇ-ଟେକ୍ ଇଣ୍ଡିଆ ଲିମିଟେଡ୍ ନିଜ ନୂଆ ଭିଣ୍ଟେଜ୍-ପ୍ରେରିତ ହେଲମେଟ୍ସର ରେଞ୍ଜ ଏସବିଏଚ୍-୫୪, ଏସବିଏଚ୍-୫୫ ଓ ଏସବିଏଚ୍-୫୬ ଲଞ୍ଚ୍ କରିଛି । ଏହି ହେଲମେଟ୍ସ ସେହି ଚାଳକଙ୍କ ପାଇଁ ଡିଜାଇନ୍…
Read More...

ଜାନୁୟାରୀରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଜାନୁୟାରୀରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ…
Read More...

କୁଟୀର ଶିଳ୍ପରେ ପରିଣତ ହେଲାଣି ମହୁଲି ମଦ, ନିଦାବିଷ୍ଣୁ ସାଜିଛି ପୁଲିସ

ପାଟଣା : ପାଟଣା ଅବକାରୀ ଥାନାର ନିଷ୍କ୍ରିୟତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବଢ଼ିଲାଣି । ଏହି ଅବକାରୀ ଥାନା ଅଞ୍ଚଳରେ ବହୁ ଗ୍ରାମରେ ଏବେ ଦେଶୀ ମହୁଲି ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଥାନା ଅଞ୍ଚଳରେ ଏବେ…
Read More...

କେନ୍ଦୁଝର ଜିଲାରେ ଟ୍ରକ୍ ଟର୍ମିନାଲ କେବେ ?

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ବାଲିଯୋଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ଜଣଙ୍କର ପୂର୍ବରୁ ମୃତ୍ୟୁ ଘଟିଥିଲା। ଏହାପରେ ଜିଲାରେ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଘନଘନ ବୈଠକ ସାଙ୍ଗକୁ ବ୍ୟାପକ ବିଚାର…
Read More...

ଗାଡି ଚାଳକଙ୍କୁ ସକାଳୁଆ ଚା’ ପିଆଇ ସଡକ ସୁରକ୍ଷା ବାର୍ତ୍ତା ଦେଉଛି ପରିବହନ ବିଭାଗ

ପାଟଣା : ସମଗ୍ର କେନ୍ଦୁଝର ଜିଲାରେ ହାଡଭଙ୍ଗା ଶୀତ ଅବ୍ୟାହତ ଥିବାବେଳେ ଦିନ ରାତି ଜିଲାର ୪୯ ନଂ ଜାତୀୟ ରାଜପଥ ଓ ୨୦ ନଂ ଜାତୀୟ ରାଜପଥରେ ବହୁ ଭାରୀଯାନ ଚଳାଚଳ କରୁଛି । ରାତିରେ ଅନିଦ୍ରା ହୋଇ ମଧ୍ୟ ଗନ୍ତବ୍ୟ ସ୍ଥଳରେ…
Read More...

ଖେଳ ପଡିଆକୁ ନେଇ ରାଜନୀତି, ଧାରଣାରେ ବସିଲେ କର୍ପୋରେଟର

କଟକ : ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ପୋରେଟର ଧାରଣା ଦେଇଛନ୍ତି । କଟକ ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର, ଅଭିଭାବକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରତିବାଦରେ…
Read More...

କମ୍ ଦାମରେ ଲାଭା ଆଣିଲା ଏମିତି ସ୍ମାର୍ଟଫୋନ୍, ମିଳିବ ୨ଟି ସ୍କ୍ରିନ୍

ନୂଆଦିଲ୍ଲୀ : ଲାଭା ନିଜ ଲାଭା ବ୍ଲେଜ୍ ଡୁଓ ୫ଜି ଲଞ୍ଚ୍ କରିଛି ଯାହା କମ୍ପାନୀର ଲାଟେଷ୍ଟ ୫ଜି ସ୍ମାର୍ଟଫୋନ୍ । ଏଥିରେ ୨ଟି ସ୍କ୍ରିନ୍ ରହିଛି । ଅକ୍ଟୋବରରେ ଲଞ୍ଚ୍ ହୋଇଥିବା ଅଗ୍ନି ୩ ପରେ ଏହା ଦ୍ବିତୀୟ ସ୍ମାର୍ଟଫୋନ୍…
Read More...

ମାଓନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ

ଗୁଣୁପୁର : ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ ନେଇ ରାୟ ପ୍ରକାଶ କରିଛନ୍ତି କୋର୍ଟ । ଏନେଇ ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ବହୁ ଚର୍ଚ୍ଚିତ କୁଟିଙ୍ଗଗୁଡା ଏନକାଉଣ୍ଟର ମାମଲାର ରାୟ ପ୍ରକାଶ…
Read More...

ମାତ୍ର ୧୭ ପଇସାରେ ଯିବ ୧ କିଲୋମିଟର, କମ୍ ଦାମରେ ମିଳୁଛି ଏହି ଇ-ସ୍କୁଟର

ନୂଆଦିଲ୍ଲୀ : ଓ୍ବାର୍ଡଓ୍ବିଜାର୍ଡ ଇନୋଭେସନ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ଭାରତୀୟ ବଜାରରେ ‘ନେମୋ’ ନାମକ ଏକ ନୂଆ ଇ-ସ୍କୁଟରର ବଜାର ପ୍ରବେଶ କରିଦେଇଛି । ଏହାର ପ୍ରାରମ୍ଭିକ ଦାମ୍ ୯୯,୦୦୦ ଟଙ୍କା(ଏକ୍ସ-ଶୋରୁମ୍)…
Read More...

ଜାନୁୟାରୀ ୧ରୁ ମହଙ୍ଗା ହେବ ମ୍ୟାଗି

ନୂଆଦିଲ୍ଲୀ : ୨ ମିନିଟରେ ପ୍ରସ୍ତୁତ ହେଉଥିବା ମ୍ୟାଗି ମହଙ୍ଗା ହୋଇପାରେ । ଆଗାମୀ ବର୍ଷ ଜାନୁୟାରୀରୁ ମ୍ୟାଗି ଦାମ୍ ବଢିପାରେ । ପୂର୍ବରୁ ୨୦୨୨ରେ ମ୍ୟାଗି ଦାମ୍ ୨ ଟଙ୍କା ବୃଦ୍ଧି କରାଯାଇଥିଲା ।  କହିରଖୁଛୁ…
Read More...

ସୁନା-ରୂପା ଦାମ୍ ଖସିଲା, ଜାଣନ୍ତୁ..

ନୂଆଦିଲ୍ଲୀ : ଦିଲ୍ଲୀ ସର୍ରୋଫା ବଜାରରେ ସୁନା ୧୪୦୦ ଟଙ୍କା ହ୍ରାସ ପାଇ ୮୦ ହଜାର ଟଙ୍କା ତଳକୁ ଖସିଆସିଛି । ଅନ୍ୟପଟେ ରୂପା ଦାମ୍ ୪୨୦୦ ଟଙ୍କା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଦାମ୍ କମିଥିବାରୁ ଘରୋଇ ବଜାରରେ…
Read More...

ସାପକୁ ଏମିତି ଆକ୍ରମଣ କଲା ଚିଲ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିଶାଳ ସାପ ଓ ଚିଲ ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି । ଆରମ୍ଭରେ ଚିଲ ସାପକୁ ନିଜ ପଞ୍ଝାରେ ଧରିବା ପାଇଁ ଚେଷ୍ଟା କରୁଛି ।…
Read More...

ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ୩ ଭାରତୀୟ

ନୂଆଦିଲ୍ଲୀ: ଆମେରିକାର ଖ୍ୟାତନାମା ପତ୍ରିକା ଫୋର୍ବସ ପକ୍ଷରୁ ଚଳିତବର୍ଷର ସବୁଠୁ ପ୍ରଭାବଶାଳୀ ୧୦୦ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ଭାରତର ତିନିଜଣ ମହିଳା ସ୍ଥାନ ପାଇଛନ୍ତି। ଏମାନେ ହେଲେ…
Read More...

ଭାଇର ଟ୍ୟୁସନ ଫି ଛାଡ଼ ପାଇଁ ଭଉଣୀଙ୍କୁ ଦୁଷ୍କର୍ମ, ବିଦ୍ୟାଳୟ ମାଲିକଙ୍କୁ ୧୦ ବର୍ଷ ଜେଲଦଣ୍ଡ

ରାଉରକେଲା : ଭାଇର ଟ୍ୟୁସନ ଫି ଛାଡ଼ ପାଇଁ ଭଉଣୀଙ୍କୁ ବଳାତ୍କାର ମାମଲାର ଆଜି ରାୟ ପ୍ରକାଶ ପାଇଛି। ରାଉରକେଲା ଫାଷ୍ଟଟ୍ରାକ ଅଦାଲତ ମାମଲାର ବିଚାର କରି ବିଦ୍ୟାଳୟର ମାଲିକ ତଥା ଅଧ୍ୟକ୍ଷ ବିଭୂତି ଭୂଷଣ ଗୁପ୍ତାକୁ ୧୦…
Read More...

ଟ୍ରାକ୍ଟରକୁ ଧକ୍କା ଦେଲା ବୋଲେରୋ, ୫ ମୃତ

ଝାଡଖଣ୍ଡ: ଝାଡଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ବୋକାରୋ ଜିଲା କସମାର ଥାନା ରାମଗଡ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଛିଡା ହୋଇଥିବା…
Read More...

ସାଂସଦଙ୍କ ସହ ସାକ୍ଷାତ ଓ ଆଲୋଚନା କଲେ ୧୫ ଜଣ ସରପଞ୍ଚ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୧୫ ଟି ପଞ୍ଚାୟତର ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡର କିଛି ନେତା ଭୂବନେଶ୍ବରରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି…
Read More...

ନିଷ୍ଟ୍ ବିଶ୍ୱବିଦ୍ୟାଳୟ ଓ ବିଏସ୍ଏନ୍ଏଲ୍ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର

ଗୋପାଳପୁର : ନିଷ୍ଟ୍ ବିଶ୍ୱବିଦ୍ୟାଳୟ ଓ ବିଏସ୍ଏନ୍ଏଲ୍ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ବୁଝାମଣା ପତ୍ର ଭର୍ଚୁଆଲ ମୋଡରେ ସ୍ଵାକ୍ଷର ହୋଇଛି ।  ବିଏସ୍ଏନ୍ଏଲ୍ ପକ୍ଷରୁ ନିଷ୍ଟ୍ ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ…
Read More...

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୩ ଗିରଫ

ରେଙ୍ଗାଲି : ସମ୍ବଲପୁର ଜିଲାର ଠେଲକୋଲୋଇ ବିଳମ୍ବିତ ରାତିରେ ଠେଲକୋଲୋଇ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ବାବୁଖିଣ୍ଡା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା ।  ଜୁଆ ଖେଳରେ ଲିପ୍ତ ଥିବା ତିନି ଜଣ…
Read More...

ସିନେମା ହଲରେ ଏଣ୍ଟ୍ରି ମାରିଲେ ‘ପୁଷ୍ପା’, ଭିଡିଓ ଭାଇରାଲ

ମୁମ୍ବାଇ : ପୁଷ୍ପା-୨ ସିନେମାଘରେ ହାଉସଫୁଲ୍ ହୋଇ ଆଗେଇ ଚାଲିଛି । ଫିଲ୍ମକୁ ଦର୍ଶକଙ୍କ ଭରପୁର ଭଲପାଇବା ମିଳୁଛି । ମାତ୍ର କିଛି ଦିନରେ ୪୦୦-୫୦୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ନିଜ ମୂଳ ଖର୍ଚ୍ଚ…
Read More...

ମହିଳାଙ୍କୁ ତଣ୍ଟିକାଟି ହତ୍ୟା

ଦଶପଲ୍ଲା : ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି । ବାଣିଗୋଚ୍ଛା ଥାନା ଗଙ୍ଗାଡିହ ଗାଁ ରାସ୍ତାକଡରୁ ତଣ୍ଟିକଟା ଅବସ୍ଥାରେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମହିଳାଙ୍କ ପରିଚୟ ମିଳିପାରିନଥିବାବେଳେ କେହି ହତ୍ୟା…
Read More...

ଟୋୟୋଟା ଆଣିଲା ଦମଦାର ସେଡାନ, ଜାଣନ୍ତୁ ଫିଚର୍ ଓ ଦାମ୍

ନୂଆଦିଲ୍ଲୀ : ଟୋୟୋଟା ଭାରତୀୟ ବଜାରରେ ନିଜ ନୂଆ ସେଡାନ କ୍ୟାମରୀ ଲଞ୍ଚ୍ କରିଦେଇଛି । କମ୍ପାନୀ ଏହାର ଏକ୍ସ-ଶୋରୁମ୍ ଦାମ୍ ୪୮ ଲକ୍ଷ ଟଙ୍କା ରଖିଛି । ଏହାକୁ ୬ ରଙ୍ଗର ବିକଳ୍ପ ସିମେଣ୍ଟ ଗ୍ରେ, ଏଟିଟ୍ୟୁଡ୍ ବ୍ଲାକ୍,…
Read More...

୪ ସାଇବର ଲୁଟେରାଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ୪ ସାଇବର ଲୁଟେରାଙ୍କୁ ଧରିଲା ପୁଲିସ । ଅନଲାଇନ୍ ବେଟିଂ କାରବାର ଚାଲିଥିବା ସୁରାକ ପାଇ ଲୁଟେରାଙ୍କ କଲ୍ ସେଣ୍ଟରରେ ରେଡ୍ କଲା ଏୟାରଫିଲ୍ଡ ଥାନା ପୁଲିସ । ପ୍ରେଷ୍ଟିଜ୍…
Read More...

ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି(ଗୁରୁବାର) ସର୍ବସାଧାରଣଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ । ୧୨ ତାରିଖ ଗୁରୁବାର ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ…
Read More...

ବୈତରଣୀ ନଦୀରୁ ଉଦ୍ଧାର ହେଲା ଭାସମାନ ପଥର

ଦୋବଲ : ଭଦ୍ରକ ଜିଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ମାଲନାପୁର ଦେଇ ପ୍ରବାହିତ ବୈତରଣୀ ନଦୀ ଗର୍ଭରୁ ଏକ ଭାସମାନ ପଥର ମିଳିଛି ।  ଏହା ଅଲୌକିକ ଘଟଣା ଭାବି ପଥରଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି  ।…
Read More...

ଛତ୍ରପୁର ବ୍ଲକ ଦେଶରେ ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କୃତ

ଛତ୍ରପୁର : କେନ୍ଦ୍ର ପଞ୍ଚାୟତ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ଯୋଗଦେଇ ୪୫ଟି ପଞ୍ଚାୟତ…
Read More...

ପିକଅପ୍ ଭ୍ୟାନ୍ ଓଲଟିବା ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ

ମୋହନା : ପିକଅପ୍ ଭ୍ୟାନ୍ ଓଲଟିବା ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି । ଏହା ପରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି…
Read More...

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସ୍ଵତନ୍ତ୍ର ସଚେତନତା କର୍ମଶାଳା

ପାଟଣା : ପାଟଣା ବ୍ଲକ ଅଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଋଣ ପଞ୍ଚାୟତ କର୍ମକର୍ତ୍ତାମାନଙ୍କୁ ନେଇ ବ୍ୟାଙ୍କ ଋଣ ସ୍ଵତନ୍ତ୍ର ସଚେତନତା କର୍ମଶାଳା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବିଡିଓ ମାନସ କୁମାର…
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଭାରତୀୟ ଭାଷା ଉତ୍ସବ ପାଳିତ 

ପାଟଣା : ମହାନ କବି ସୁବ୍ରମାନିଆ ଭାରତୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଘଟଗାଁ ବ୍ଲକ ଅନ୍ତର୍ଗତ ଟିକିରା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଭାରତୀୟ ଭାଷା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ…
Read More...

ଗ୍ରାମ୍ୟ ଜଳ ପରିମଳ ସମିତି କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର

ପାଟଣା : ପାଟଣା ବ୍ଲକ ସଭାଗୃହରେ ଆଜି ୪ଟି ପଞ୍ଚାୟତର ଜଳ ପରିମଳ ସମିତି କର୍ମକର୍ତ୍ତାଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ରାଜ୍ୟରେ ୨୭ଟି ଉତ୍ପାଦ ଓ ସାମଗ୍ରୀକୁ ମିଳିଛି ଜିଆଇ ମାନ୍ୟତା

ଭୁବନେଶ୍ବର : ରାଜ୍ୟରେ ଅନେକ ସାମଗ୍ରୀ ଓ ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଥିବାବେଳେ ଆଉ କିଛି ବାଦ୍ ପଡିଯାଇଛନ୍ତି । ବୁଧବାର ବିଧାନସଭା ପ୍ରଶ୍ନୋତ୍ତର କାଳରେ ଏନେଇ ସୂଚନା ଦେଇଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ…
Read More...

‘୯୯% ପୁରୁଷଙ୍କ ଦୋଷ…’ ଇଞ୍ଜିନିୟର ଅତୁଲଙ୍କ ଆତ୍ମହତ୍ୟାକୁ ନେଇ ଏମିତି କହିଲେ କଙ୍ଗନା

ନୂଆଦିଲ୍ଲୀ : ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସୋମବାର ଫାଶୀ ଲଗାଇଥିଲେ । ଆତ୍ମହତ୍ୟା ପୂର୍ବରୁ ସେ…
Read More...

ସାହାରପଡାରେ ବିଦ୍ୟୁତ ସମସ୍ୟା, ପ୍ରତିକାର ପାଇଁ ଦାବି

ପାଟଣା : ସାହାରପଡା ବ୍ଲକ ସଭା ଗୃହରେ ଆଜି ବିଦ୍ୟୁତ ସମସ୍ୟା ସମ୍ବନ୍ଧିତ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକର ୨୦ ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟାଙ୍କ ସମେତ ଡିଇଓ, ଏଡିଇଓ, ପିଇଓମାନେ ମଧ୍ୟ…
Read More...

ଲୁଗା ଦୋକାନରେ ଅଗ୍ନିକାଣ୍ଡ

କଟକ : ପୀଠାପୁରରେ ଥିବା ଏକ ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣାପଡିନାହିଁ । ତେବେ ନିଆଁ ଲିଭାଇବାକୁ ଦମକଳ ବାହିନୀର ୨ଟି ଗାଡି ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ…
Read More...

ଦାରିଦ୍ର୍ୟ ଦୂରୀକରଣ ସମ୍ପର୍କିତ କର୍ମଶାଳା 

ପାଟଣା : ମଙ୍ଗଳବାର ଦିନ ପାଟଣା ବ୍ଲକ ସଭା ଗୃହଠାରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣା ବ୍ଲକ ବିଡ଼ିଓ ମାନସ କୁମାର ଦଣ୍ଡପାଟ,…
Read More...

ତୁରୁମୁଙ୍ଗାରେ ମାନବାଧିକାର ଦିବସ ପାଳିତ

ପାଟଣା : ଆଜି ମାନବାଧିକାର ଦିବସ ରୂପେ ସମଗ୍ର ବିଶ୍ୱରେ ପାଳିତ ହେଉଥିବା ଅବସରରେ ଅନ୍ତର୍ଜାତୀୟ ମାନବାଧିକାର ମଞ୍ଚ ତରଫରୁ ତୁରୁମୁଙ୍ଗାଠାରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି…
Read More...

୨୮୫୩୭ ଗାଁକୁ ପାନୀୟ ଜଳ ଯୋଗାଣ

ଭୁବନେଶ୍ବର : ରାଜ୍ୟରେ ୨୮୫୩୭ ଗ୍ରାମକୁ ପୂର୍ଣ୍ଣାଙ୍ଗ ବା ଆଂଶିକ ରୂପେ ପାଇପ ଯୋଗେ ପାନୀୟଜଳ ଯୋଗାଣ କରାଯାଇଛି । ମଙ୍ଗଳବାର ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ ଏମିତି ତଥ୍ୟ ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ…
Read More...

୭,୭୯୯ ହେକ୍ଟର ଲଣ୍ଡା ପାହାଡରେ ହୋଇଛି ବନୀକରଣ

ଭୁବନେଶ୍ବର : ରାଜ୍ୟରେ ୨୦୨୦-୨୧ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୭,୭୯୯.୨୧ ହେକ୍ଟର ଲଣ୍ଡା ପାହାଡରେ ବନୀକରଣ କରାଯାଇଛି । ଆଜି ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏସମ୍ପର୍କିତ…
Read More...

୧୭ ତାରିଖରୁ ରତ୍ନଭଣ୍ଡାର ମରାମତି ଆରମ୍ଭ

ପୁରୀ : ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବା ନେଇ ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି ଆରମ୍ଭ ହେବ । ଦିନ ଗୋଟାଏରୁ…
Read More...

ନୂଆବର୍ଷରୁ ମହଙ୍ଗା ହେବ ଏହି କାର୍, ବଢିବ ଦାମ୍

ନୂଆଦିଲ୍ଲୀ : ନୂଆବର୍ଷରୁ ଟାଟା ଓ କିଆ ଗାଡି ମହଙ୍ଗା ହେବାକୁ ଯାଉଛି । ଅଟୋମେକର ଟାଟା ମୋଟର୍ସ ଓ କିଆ ଇଣ୍ଡିଆ ଆଗାମୀ ମାସରୁ ନିଜ ଯାତ୍ରୀବାହୀ ଗାଡି ଦାମ୍ ବଢାଇବା ନେଇ ଘୋଷଣା କରିଛି । ଏହା ପୂର୍ବରୁ ହ୍ୟୁଣ୍ଡାଇ,…
Read More...

ଆରମ୍ଭ ହେଲା ଛତିଶା ନିଯୋଗ ବୈଠକ

ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ ରତ୍ନଭଣ୍ଡାର ମରାମତି ନେଇ ବିସ୍ତୃତ ଆଲୋଚନା ଚାଲିଛି । ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ । ତେବେ…
Read More...

ପ୍ରଥମେ ଠାକୁରଙ୍କୁ ମୁଣ୍ଡିଆ ମାରିଲା, ପରେ ସବୁ ଚୋରି କରିନେଇଗଲା

ଭୋପାଳ : ମଧ୍ୟ ପ୍ରଦେଶର ରାଜଗଡ ଜିଲାର ମାଚଲପୁରରେ ଚୋରିର ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଏକ ଚୋର ଚୋରି କରିବା ପୂର୍ବରୁ ପେଟ୍ରୋଲ ପମ୍ପର ଅଫିସରେ ଥିବା ଭଗବାନଙ୍କ ମୂର୍ତ୍ତିକୁ…
Read More...

ପୁଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ, ୩୨୯୦ ଲିଟର ମଦ ଜବତ

ଆଠଗଡ/ତିଗିରିଆ : କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହ ଓ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଆଠଗଡ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ସୋମବାର ସକାଳେ ଏକ ବଡଧରଣର ଚଢାଉ ଅଭିଯାନ କରାଯାଇଛି ।…
Read More...

କନ୍ଦରପୁର ରାସ୍ତା ଦୁର୍ଘଟଣାକୁ ନେଇ ଉପଜିଲାପାଳଙ୍କୁ ଦାବିପତ୍ର

ଆଠଗଡ : ଆଠଗଡ-ମୁଣ୍ଡଳି ଭାୟା କନ୍ଦରପୁର ରାସ୍ତା ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳୀ ଯୋଗୁଁ ଉକ୍ତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ରାସ୍ତା ନିର୍ମାଣ ସମୟରେ କନ୍ଦରପୁର ଗ୍ରାମବାସୀ ରାସ୍ତା…
Read More...

ପାଟଣା ବ୍ଲକ ଖୁଣ୍ଟାପଡ଼ା ଗ୍ରାମରେ ମାଣ୍ଡିଆ ଅମଳ ଦିବସ ପାଳିତ 

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମରେ ଚଳିତ ଖରିଫ ଋତୁ ପାଇଁ ମାଣ୍ଡିଆ ଅମଳ ଦିବସ ପାଳିତ ହୋଇଛି। ଶ୍ରୀଅନ୍ନ ଅଭିଯାନ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପାଟଣା ବ୍ଲକ…
Read More...

ପାଟଣାକୁ ଉପଖଣ୍ଡ ମାନ୍ୟତା ଦାବି, ରାଜସ୍ବ ମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା : କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ପାଟଣା ଏବଂ ସାହାରପଡା ବ୍ଲକକୁ ନେଇ ଉପଖଣ୍ଡ ଦାବି ଜୋର ଧରିଛି। ଏହି ଦୁଇଟି ବ୍ଲକରେ ସରକାରଙ୍କ ବିକାଶ ଯୋଜନା ଆଜି ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଛି। ଏ ଅଞ୍ଚଳର ବିକାଶ…
Read More...

କଲେଜ ଛାତ୍ରୀଙ୍କୁ ଅସଦାଚରଣ ସହ ଦୁଷ୍କର୍ମ ଅଭିଯୋଗରେ ଦୋକାନୀ ଗିରଫ 

ଜି ଉଦୟଗିରି : ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ସ୍ଥାନୀୟ ବନ୍ଧ ଛକ ସ୍ଥିତ ଅମିରା ଫେସନ୍ ମାଲିକ ସନ୍ତୋଷ କୁମାର ସାହୁଙ୍କୁ ଗିରଫ କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ପାଵୁରିଆ ସୁଲେସରୁ ଗ୍ରାମର ଜୈନିକା…
Read More...

ବାଇକ୍ ଚଳାଇ ମାସକୁ ଆୟ ୮୦ ହଜାର ଟଙ୍କା, ଭିଡିଓ ଦେଖିଲେ ଉଡିବ ହୋସ୍

ବେଙ୍ଗାଲୁରୁ : ଭାରତରେ ବାଇକ ଟ୍ୟାକ୍ସି ସହରରେ ଯାତ୍ରାକୁ ସୁଗମ କରିଛି । ଏଥିରେ ଲୋକ ଗହଳିରେ ଶସ୍ତାରେ ଏବଂ ସୁବିଧାରେ ଯାତ୍ରା କରିପାରୁଛନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ବାଇକ୍ ଟ୍ୟାକ୍ସି ଚାଳକ…
Read More...

ଚଟାପଟ୍ ଚାର୍ଜ ହେବ ଇ-କାର୍, ସାରା ଦେଶରେ ୬୦୦ ଚାର୍ଜିଂ ଷ୍ଟେସନ ଲଗାଇବ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ : କାର୍ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ୨୦୩୨ ସୁଦ୍ଧା ସାରା ଦେଶରେ ଇଲେକ୍ଟ୍ରିକ୍ ଗାଡି ପାଇଁ ପ୍ରାୟ ୬୦୦ ଡିସି ଫାଷ୍ଟ-ଚାର୍ଜିଂ ଷ୍ଟେସନ ଲଗାଇବା ନେଇ ଘୋଷଣା କରିଛି । ଆଗାମୀ ୭ ବର୍ଷରେ ସାଧାରଣ ଲୋକଙ୍କ…
Read More...

ଖଟ ଉପରେ ଶୋଇ ବହି ପଢୁଛି ଅଜଗର, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିଶାଳ ଅଜଗର ପାଖରେ ବସି ଜଣେ ଯୁବକ ବହି ପଢୁଥିବା ନଜର ଆସୁଛି । ଏହି ଭିଡିଓ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ…
Read More...

ଆସିଲା ରେଡମି ନୋଟ୍ ୧୪ ସିରିଜ୍, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ରେଡମି ନୋଟ୍ ୧୪ ସିରିଜ୍ ଭାରତରେ ଲଞ୍ଚ୍ ହୋଇଯାଇଛି । ଏହି ଲାଇନଅପରେ ୩ ସ୍ମାର୍ଟଫୋନ୍ ଆସେ ଯାହାର ନାଁ ରେଡମି ନୋଟ୍ ୧୪, ୧୪ ପ୍ରୋ ଏବଂ ୧୪ ପ୍ରୋ ପ୍ଲସ୍ । ଆଣ୍ଡ୍ରଏଡ୍ ୧୪ରେ ଆଧାରିତ ଏହି ଫୋନ…
Read More...

ସାମାଜିକ ବନୀକରଣ କାର୍ଯ୍ୟାଳୟ ପରିସରରୁ ଚନ୍ଦନ ଗଛ ଚୋରି

ପାଟଣା : ପାଟଣା ବନ ବିଭାଗ ଅଧୀନ ପାଟଣା ବ୍ଲକ ନିକଟରେ ସାମାଜିକ ବନୀକରଣ କାର୍ଯ୍ୟାଳୟ ପରିସରରୁ ଗତରାତି ଏକ ୧୫ ବର୍ଷର ପୁରୁଣା ଚନ୍ଦନ ଗଛ ଚୋରି ହୋଇଛି । ସେଠାରେ ରହୁଥିବା କର୍ମଚାରୀଙ୍କ କୋଠରୀ ବାହାରୁ ତାଲା ମାରି…
Read More...

ଲତାବୁଦାରେ ଗୋରାଣ୍ଡିଯୋଡିର ନୂତନ ଅଙ୍ଗନବାଡି ଗୃହ

ପାଟଣା : ଗତ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ସାହାରପଡା ବ୍ଲକର ଦଶଟି ଗ୍ରାମରେ ଅଙ୍ଗନବାଡି ଘର ନିର୍ମାଣ ନିମନ୍ତେ ଓମବାଡ଼ସି ଫଣ୍ଡରୁ ପ୍ରତି ଘର ନିମନ୍ତେ ପନ୍ଦର ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । ଟେଣ୍ଡର କରାଯାଇ…
Read More...

ଯୁବଜ୍ୟୋତି କ୍ରିକେଟ ପ୍ରତିଯୋଗିତା ଉଦଯାପିତ, ରଙ୍ଗାମାଟିଆ ଦଳ ଚମ୍ପିଆନ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଝାରବେଡା ଯୁବଜ୍ୟୋତି କ୍ଳବର ଷଷ୍ଠ ବାର୍ଷିକ କ୍ରିକେଟ ପ୍ରତିଯୋଗିତାର ଶେଷ ଦିନରେ ପ୍ରଥମ ମ୍ୟାଚରେ ରଙ୍ଗାମାଟିଆ ଦଳ ପ୍ରଥମେ ବ୍ୟାଟିଂ କରି ୧୦୨ ରନର ବିଜୟ ଲକ୍ଷ ପାଇଁ ଓସ୍ତ ପଙ୍ଗାକୁ…
Read More...

କଣ୍ଟେନର ଧକ୍କାରେ ମହିଳା ମୃତ 

ଗୋପାଳପୁର  :  ଗୋପାଳପୁର ଥାନା ଅନ୍ତର୍ଗତ ପୋକଡିବନ୍ଦ ଛକ ଚର୍ଚ୍ଚ ସମ୍ମୁଖ ଜାତୀୟ ରାଜପଥରେ ଆଜି ଏକ କଣ୍ଟେନର ପଛପଟୁ ଧକ୍କା ଦେବାରୁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଗଜପତି ଜିଲାର…
Read More...

ବେଆଇନ ରନ୍ଧାମଦ ନେଲା ଜୀବନ: ଚୁଲିରେ ପଡି ଯୁବକଙ୍କ ମୃତ୍ୟୁ

ରେଙ୍ଗାଲି : ସମ୍ବଲପୁର ଜିଲାର ଠେଲକୋଲୋଇ ଥାନା ଅନ୍ତର୍ଗତ ବମାଲୋଇ ପଞ୍ଚାୟତର ତିଲେଇମାଲ ବାରଗାଡ ଗ୍ରାମରେ ବେଆଇନ ମହୁଲି ମଦ ରାନ୍ଧୁଥିବାବେଳେ ଚୁଲିରେ ପଡିଯାଇ ରାଜେଶ ରୋହିଦାସ ନାମକ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି…
Read More...

ଚିଲିଗୁଡ଼ା ମୁଡରା ପୋଲରେ ଫାଟ, ବାରମ୍ବାର ନିମ୍ନମାନର କାମ ହେଉଥିବା ଅଭିଯୋଗ

ଲଡୁଗାଁ : ଭବାନୀପାଟଣାରୁ ବୋରିଗୁମାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଚିଲିଗୁଡା ଗ୍ରାମ ନିକଟରେ ଥିବା ମୁଣ୍ଡୁରା ନଦୀ ପୋଲ ନିମ୍ନମାନର କାମ ଯୋଗୁଁ ବାରମ୍ଵାର ଫାଟ ସୃଷ୍ଟି ହେଉଛି । ଯଦ୍ୱାରା…
Read More...

ଛତୁ ଚାଷ ଦେଇଛି ରୋଜଗାର, ଆର୍ଥିକ ସ୍ୱାବଲମ୍ବୀ ହୋଇଛନ୍ତି ବୃନ୍ଦାବତୀ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ୭ ନମ୍ବର ୱାର୍ଡ କୁଲିଆକୁଟି ଗାଁର  ବୃନ୍ଦାବତୀ କହଁର ଛତୁ ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରୁଥିବା ଦେଖୁବାକୁ ମିଳିଛି…
Read More...

ଅଦିନିଆ ବର୍ଷାରେ ଭିଜିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ

ଲଡୁଗାଁ : କଳାହାଣ୍ଡି ଜିଲା କୋକସରା ଅଞ୍ଚଳ ଚାଷୀ ଧାନ ଅମଳ କରି ଚାତକ ପରି ଚାହିଁ ବସିଛନ୍ତି । କାରଣ  କୋକସରା ଅଞ୍ଚଳ  ଚଳିତ ବର୍ଷ ଚାଷୀଙ୍କୁ ଦଇବ ଦାଉ ସାଧି ଚାଲିଛି ।  କେତେବେଳେ ମରୁଡ଼ି ତ କେତେବଳେ ଚକଡା ପୋକ…
Read More...