ନୂଆ ପରୀକ୍ଷା ବିଲ୍, ଧରାପଡିଲେ କୋଟିଏ ଜରିମାନା

ଭୁବନେଶ୍ୱର : ବିଧାନସଭାରେ ଶୁକ୍ରବାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ପାରିତ ହୋଇଛି । ପରୀକ୍ଷାରେ ଅନିୟମିତତା ସହ ତ୍ରୁଟି ରୋକିବାକୁ ରାଜ୍ୟ ସରକାର ଏହି ବିଲ୍ ଆଣିଛନ୍ତି। ନୂଆ ବିଲରେ କଠୋର ଦଣ୍ଡବିଧାନ ସହ…
Read More...

ଶ୍ରୀ କାଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ରତ୍ନମୁଦ 

ଲଡୁଗାଁ : କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମରେ ନବ ନିର୍ମିତ ଶ୍ରୀ ଶ୍ରୀ  କାଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ରତ୍ନମୁଦ ମହାଆଡମ୍ବରରେ ସମ୍ପନ୍ନ ହୋଇଯାଇଛି  । ରତ୍ନମୁଦ ଉତ୍ସବ ଅବସରରେ…
Read More...

ଜିଓ ଫୋନରେ ଚାଲିବ ୨ଟି ସିମ୍: ମିଳିବ ୟୁପିଆଇ, ୟୁଟ୍ୟୁବ୍, ଫେସବୁକ୍..

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଖୁବ୍ ଶୀଘ୍ର ଏକ ନୂଆ ଫିଚର ଫୋନ୍ ଆଣିବାକୁ ଯାଉଛି । ଜିଓର ନୂଆ ଫିଚର ଫୋନ୍ ଏବେ BIS ସାର୍ଟିଫିକେସନରେ ଦେଖିବାକୁ ମିଳିଛି । ଖାସ୍ କଥା ହେଉଛି ଏହି ଫୋନ୍ ଡୁଆଲ ସିମ୍ ସହିତ ଆସିବ । ତେବେ…
Read More...

ତୁରୁମୁଙ୍ଗାରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଲା ଟିପିଏନଓଡିଏଲ

ପାଟଣା : ମହିଳା ଓ ବେକାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ଵାବଲମ୍ବୀ କରିବା ପାଇଁ ଟାଟା ପାୱାର ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଧନ୍ଦାମୂଳକ…
Read More...

ତମାଖୁ ଜାତ ଦ୍ରବ୍ୟ ଉପରେ ଚଢ଼ାଉ

ପାଟଣା : ପାଟଣା ପୁଲିସ ଓ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ପାଟଣା ବଜାର ଅଞ୍ଚଳରେ ବିଭିନ୍ନ ଦୋକାନରେ ତମାଖୁ ଜାତ ଦ୍ରବ୍ୟ ବିକୁଥିବା ଦୋକାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ଥାନାଧିକାରୀ ଉଦୟବୀର…
Read More...

ତୁରୁମୁଙ୍ଗା ଥାନାରେ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସମୀକ୍ଷା ବୈଠକ

ପାଟଣା : ପାଟଣା ବ୍ଲକ ଅଞ୍ଚଳ ତୁରୁମୁଙ୍ଗା ଥାନାରେ ଆଜି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ପହଞ୍ଚି ଥାନାର ବିଭିନ୍ନ ନଥିପତ୍ର ଯାଞ୍ଚ କରିବା ସହ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ…
Read More...

ଆସିଲା ହିରୋ ଭିଡା ଭି୨ ଇ-ସ୍କୁଟର, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ହିରୋର ଇଲେକ୍ଟ୍ରିକ୍ ସହାୟକ କମ୍ପାନୀ ଭିଡା ନିଜ ନୂଆ ଭି୨ ଇ-ସ୍କୁଟର ନେଇଆସିଛି । ଭି୨ ଇ-ସ୍କୁଟର ୩ଟି ଭାରିଆଣ୍ଟରେ ଆସିଛି । ଏଥିରେ ଲାଇଟ୍, ପ୍ଲସ୍ ଓ ପ୍ରୋ ଭାରିଆଣ୍ଟ…
Read More...

ଜାନୁୟାରୀ ୧୧ରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରିବ ଓ୍ବାର୍ଲ୍ଡ ଓଡ଼ିଶା ସୋସାଇଟି

ଭୁବନେଶ୍ବର : ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ଆସନ୍ତା ବର୍ଷ ଜାନୁୟାରୀ ମାସ ୧୧ ତାରିଖ ଦିନ ଭୁବନେଶ୍ବରଠାରେ ହାଇବ୍ରିଡ ଢଙ୍ଗରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି। ରାଜ୍ଯ ରାଜଧାନୀରେ…
Read More...

ଚାଷୀ ନେତା ରାକେଶ ଟିକାୟତ ଗିରଫ

ନୂଆଦିଲ୍ଲୀ  : ଚାଷୀ ନେତା ରାକେଶ ଟିକାୟତ ଗିରଫ ହୋଇଛନ୍ତି । ରାକେଶ ଟିକାୟତଙ୍କୁ ପୁଲିସ ଯମୁନା ଏକ୍ସପ୍ରେସରୁ ଉଠାଇ ନେବାପରେ ତାଙ୍କୁ ଟପ୍ପଲ ଥାନାରେ ଅଟକ ରଖାଯାଇଛି । ଅନ୍ୟପଟେ ତାଙ୍କୁ କାହିଁକି ଗିରଫ କରାଯାଇଛି…
Read More...

ବାହାର ରାଜ୍ୟକୁ ଚାଲାଣ ହେଉଛି ଟ୍ରକ୍ ଟ୍ରକ୍ କପା, ଶାଗମାଛ ଦରରେ କିଣି ମାଲାମାଲ୍ ହେଉଛନ୍ତି ଦଲାଲ

ଗୁଣୁପୁର : ଆରମ୍ଭ ହେଲା ଅମଳ ଋତୁ । ହେଲେ ଏଯାଏଁ ଖୋଲିନି କପା ମଣ୍ଡି । ଏଭଳି ସ୍ଥିତିରେ ଅମଳ ସାରିଥିବା ଚାଷୀ ଏବେ କପା ବିକ୍ରି ନେଇ ଚିନ୍ତାରେ ପଡିଛନ୍ତି । ପ୍ରଶାସନ ଏଦିଗରେ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି।…
Read More...

ସ୍ଥାନୀୟ ପିଲାଙ୍କୁ ଚାକିରି ଦେବା ଲାଗି ବାବା ବିଶ୍ଵକର୍ମା ଅପରେଟର ସଂଘର ଦାବି

ପାଟଣା : କେନ୍ଦୁଝର ଜିଲାରେ ବେକାରୀ ସମସ୍ୟା ଏବେ ଚରମ ସୀମାରେ ପହଞ୍ଚିଛି। ଖଣିଖାଦାନରେ  ଓଡ଼ିଆ ପିଲାଙ୍କୁ ନିଯୁକ୍ତି ମିଳୁନି ବୋଲି ବାରମ୍ବାର ଅଭିଯୋଗ ହେଉଛି। ତେବେ ଏବେ ପାଣିକୋଇଲି ଠାରୁ ରାଜାମୁଣ୍ଡା ଯାଏ ରାସ୍ତା…
Read More...

ମନରେଗା ଯୋଜନାରେ ବ୍ଲକ ସ୍ତରୀୟ ଜନଶୁଣାଣି

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ ବ୍ଲକ ଓ ଅନ୍ୟାନ୍ୟ ଲାଇନ ବିଭାଗ ଦ୍ଵାରା ମନରେଗା ଯୋଜନାରେ କରାଯାଇଥିବା ଉନ୍ନୟନ କାର୍ଯ୍ୟ ପାଇଁ ଆଜି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ବିଡିଓ…
Read More...

ପାଟଣାରେ ନୌସେନା ଦିବସ ପାଳିତ

ପାଟଣା : ନୌସେନା ଦିବସ ଅବସରରେ ପାଟଣା କଲ୍ୟାଣ ମଣ୍ଡପଠାରେ ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ ପାଟଣା - ସାହାରପଡ଼ାର ସଦସ୍ୟମାନଙ୍କ ଦ୍ଵାରା ଏକ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟମାନେ…
Read More...

ପାଟଣାରେ କିଶୋରୀଙ୍କ ଆତ୍ମରକ୍ଷା ଶିବିର

ପାଟଣା : ପାଟଣା ଜି ଏନ ହାଇସ୍କୁଲ ପରିସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସପାୟର ଦ୍ୱାରା ବୁଧବାର ବାଳିକାମାନଙ୍କ ବ୍ଲକସ୍ତରୀୟ ଏକ ଦିବସୀୟ ଆତ୍ମରକ୍ଷା କୌଶଳ ଶିବିର ଅନୁଷ୍ଠିତ ହୋଇଯାଇଛି। ପାଟଣା ବ୍ଲକର ୨୦ଟି ପଞ୍ଚାୟତର…
Read More...

ହରିଚନ୍ଦନପୁରରେ ୨୬ ଟିକିଆ ହାତୀପଲ, ନଷ୍ଟ କଲେ କୋବି ଫସଲ

ପାଟଣା : ପାଟଣା ବନାଞ୍ଚଳରେ ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ଥିବାବେଳେ ଏହି ପଲରେ ଗୋଟିଏ ଦନ୍ତା ଗୋଠ ଛଡା ହୋଇ ଉଖୁଣ୍ଡା ଅଞ୍ଚଳ ମୁହାଁ ହୋଇଛି। ଗତକାଲିଏହି ହାତୀପଲ ରାତି କିମିର୍ଦାପଶି ,ନୂଆଖମଣ ଆଦି ଗ୍ରାମରେ…
Read More...

ହନୁମାନ ମନ୍ଦିରରୁ ଚୋରି ଘଟଣାରେ ଯୁବକ ଗିରଫ

ପାଟଣା : ଗତ କିଛିଦିନ ତଳେ ପାଟଣା  ବ୍ଲକ ମୁଖ୍ୟାଳୟ ସ୍ୱାମ ଶାସନ ଛକ ହନୁମାନ ମନ୍ଦିରରୁ ପୂଜା ସାମଗ୍ରୀ ଚୋରି ହୋଇଥିଲା। ଚୋରି ହେବା ଦିନ ରାତିରେ ପାଟଣା - ଢେଙ୍କିକୋଟ ରାସ୍ତାରେ ପାଟଣା ଥାନା ଏଏସଆଇ ନୂଆସ ଲୁଗୁନ…
Read More...

ପିକଅପ ଧକ୍କାରେ ୨ କଲେଜ ଛାତ୍ର ମୃତ

ଆଠଗଡ : ଆଠଗଡ-ମୁଣ୍ଡଳୀ ଭାୟା କନ୍ଦରପୁର ରାସ୍ତାର କନ୍ଦରପୁର ନିକଟ ରାସ୍ତାରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ନାବାଳକ କଲେଜ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । କନ୍ଦରପୁର ଗ୍ରାମର…
Read More...

୩୫ ଦାଦନ ଶ୍ରମିକ ଉଦ୍ଧାର

ଟିଟିଲାଗଡ଼ :  ଦାଦନଗଡ଼ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଧାନ କଟା ପରେ ଦାଦନ ଚାଲାଣ ଜୋର ଧରିଛି । କ୍ଷୁଦ୍ର ଚାଷୀ ଧାନ ଅମଳ ପରେ ଦଲାଲକୁ ବିକ୍ରି ସହ ହାତରେ କାମ ନଥିବା ବେଳେ ସୁଯୋଗ ଉଣ୍ଡୁଥିବା ଶ୍ରମିକ ଦଲାଲଙ୍କ…
Read More...

ବାଇକରେ ଯାତ୍ରା କରୁଛି ଓଟ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଲୋକଙ୍କୁ ହସର ଖୋରାକ ଯୋଗାଏ, ଆଉ କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଥାଏ । ଏମିତି ଏକ ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ…
Read More...

ଡେଙ୍ଗୁ-ମ୍ୟାଲେରିଆ ପାଇଁ ଶସ୍ତା ବୀମା ଆଣିଲା ଫୋନପେ, ଦାମ୍ ମାତ୍ର ୫୯ ଟଙ୍କା

ନୂଆଦିଲ୍ଲୀ : ଫୋନପେ ଡେଙ୍ଗୁ ଓ ମ୍ୟାଲେରିଆ ପାଇଁ ଏକ ନୂଆ ଶସ୍ତା ବୀମା ପ୍ଲାନ୍ ନେଇଆସିଛି । ଏହାର ପ୍ରାରମ୍ଭିକ ଦାମ୍ ମାତ୍ର ୫୯ ଟଙ୍କା ପ୍ରତି ବର୍ଷ ହୋଇପାରେ । ଏହି ସ୍ବାସ୍ଥ୍ୟ ବୀମା ଯୋଜନା ଡେଙ୍ଗୁ, ମ୍ୟାଲେରିଆ…
Read More...

ଜାନୁୟାରୀରେ ମୁକ୍ତିଲାଭ କରିବ ‘ସନାତନୀ’

ଭୁବନେଶ୍ବର : ଓଡ଼ିଆ ଫିଲ୍ମ ‘ସନାତନୀ’ର ମୋସନ୍ ପୋଷ୍ଟର ରିଲିଜ୍ ହୋଇଯାଇଛି । ବିଦିଶା କ୍ରାଫ୍ଟ ବ୍ୟାନରରେ ପ୍ରସ୍ତୁତ ଓଡ଼ିଆ ସିନେମା ‘ସନାତନୀ’, କର୍ମ ହିଁ ଧର୍ମର ମୋସନ୍ ପୋଷ୍ଟର ମୁକ୍ତିଲାଭ କରିଛି । ଫିଲ୍ମ…
Read More...

ପାଟଣା ବନାଞ୍ଚଳରେ ପଶିଲେ ହାତୀପଲ

ପାଟଣା : ଗତରାତି ପାଟଣା ଅଞ୍ଚଳକୁ ୨୭ ଟିକିଆ ହାତୀପଲ ପ୍ରବେଶ କରି କିଛି ସମୟ ଉପଦ୍ରବ କରିଥିବା ବେଳେ ପୁନଶ୍ଚ ଉଖୁଣ୍ଡା ଅଞ୍ଚଳକୁ ଫେରିଯାଇଥିଲେ। ଆଜି ସକାଳୁ ପୁଣି ଏହି ହାତୀପଲ ପାଟଣା ବନାଞ୍ଚଳ ଖିରେଇଟାଙ୍ଗିରୀ…
Read More...

ମହିଳାଙ୍କ ଗୋଡ ଉପରେ ଚଢ଼ିଗଲା ଟ୍ରାକ୍ଟର

ପାଟଣା : ପାଟଣା ଥାନା ଅଞ୍ଚଳ ବେଗନା ଗ୍ରାମରେ ଜଣେ ମହିଳାଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ସେ ତଳେ ପଡ଼ିଯିବା ପରେ ତାଙ୍କର ବାମ ଗୋଡ଼ ଉପରେ ଟ୍ରାକ୍ଟର ଚଢ଼ି ଯାଇଛି। ଚକା ଚଢ଼ିଯିବା ଫଳରେ ଗୋଡଟି ମାଟିରେ…
Read More...

ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ

ପାଟଣା :  ସମଗ୍ର ଶିକ୍ଷା କେନ୍ଦୁଝରଙ୍କ ସୌଜନ୍ୟରୁ ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦ୍ଵାରା ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି।…
Read More...

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଥାନାରେ ଅଭିଯୋଗ ପରେ ଯୁବକ ଗିରଫ

ଗୁଣୁପୁର : ରାୟଗଡା ଜିଲା ଗୁଣୁପୁର ପୁଟାସିଂ ବାଳିକା ବିଦ୍ୟାଳୟର ୧୦ମ ଶ୍ରେଣୀ ଅନ୍ତେବାସୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଛି।  ଛାତ୍ରୀର ବାପା  ଗୁଣୁପୁର ଥାନାର ଲିଖିତ ଅଭିଯୋଗ କରିଥିବା ଗୁଣୁପୁର ଥାନା ଅଧିକାରୀ…
Read More...

ଭାରତର ଏହି ସହରରେ ହେଉଛି ୭୮% ସଡକ ଦୁର୍ଘଟଣା

ନୂଆଦିଲ୍ଲୀ : ସାରା ଦୁନିଆରେ ସଡକ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ମାମଲାରେ ଭାରତ ଆଗରେ ରହିଛି । ଆକୋ ଦ୍ବାରା ଜାରି ଆକ୍ସିଡେଣ୍ଟ ଇଣ୍ଡେକ୍ସ ୨୦୨୪ ଅନୁସାରେ ଭାରତର ମେଟ୍ରୋ ସହରରେ ସମସ୍ତ ସଡକ ଦୁର୍ଘଟଣାର ୭୮ ପ୍ରତିଶତ,…
Read More...

ବଜାରକୁ ଆସିବ ହିରୋର ସବୁଠାରୁ ଶସ୍ତା ଇ-ସ୍କୁଟର, ଥରେ ଚାର୍ଜ କଲେ ଯିବ ୬୪ କି.ମି.

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଲଗାତର ଇ-ସ୍କୁଟରର ଚାହିଦା ବଢିବାରେ ଲାଗିଛି । ଏହି ସେଗମେଣ୍ଟରେ ଓଲା ଏସଓ୍ବାନ୍ ପ୍ରୋ, ଟିଭିଏସ୍ ଆଇକ୍ୟୁବ୍ ଓ ହିରୋ ଭିଡା ଭି-ଓ୍ବାନ୍ ଭଳି ସ୍କୁଟର ସାମିଲ । ବଢୁଥିବା ଚାହିଦାକୁ ଦେଖି…
Read More...

୫ ବର୍ଷରେ ସବୁଠାରୁ ଶସ୍ତା ହେଲା ସିମେଣ୍ଟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ସିମେଣ୍ଟ ସେକ୍ଟରରେ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ସିମେଣ୍ଟ ଦାମ୍ ଗତ ୫ ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚିଯାଇଛି । ଏକ ରିପୋର୍ଟ ଅନୁସାରେ ଗତ କିଛି ମାସରେ କମ୍ପାନୀମାନେ ସିମେଣ୍ଟ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ତାଲିମ ସେବା ଶିବିର ଅନୁଷ୍ଠିତ 

ପାଟଣା : କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅର୍ନ୍ତଗତ କପୁଣ୍ଡି ଗ୍ରାମପଞ୍ଚାୟତର ରାଜୀବଗାନ୍ଧୀ ସଭାଗୃହ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ କାର୍ଯ୍ୟ…
Read More...

ଆଠଗଡ ମହୋତ୍ସବ ପାଇଁ ବିଭିନ୍ନ କମିଟିର ପ୍ରସ୍ତୁତି

ଆଠଗଡ : ଆଠଗଡ ମହୋତ୍ସବ ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଆଠଗଡ ମାଟିର କଳା, ସଂସ୍କୃତି, ଐତିହ ଓ ଲୋକକଳାକୁ ଲୋକଲୋଚନକୁ ଆଣିବା ଏହାର ବ୍ୟାପକ ପ୍ରଚାର ପ୍ରସାର ସହ ଉଦୀୟମାନ…
Read More...

ସମବାୟ ସମିତି ସମ୍ପାଦକଙ୍କ ୭ ଦଫା ଦାବିପତ୍ର

ଆଠଗଡ : ଆଠଗଡ ବ୍ଲକ ଓ ଏନଏସିରେ କାର୍ଯ୍ୟରତ ୨୬ ଟି ପ୍ରାଥମିକ କୃଷି ସେବା ସମବାୟ ସମିତିର ସଂପାଦକମାନେ ୭ ଦଫା ଦାବି ନେଇ ଆଠଗଡ ସମବାୟ ସହକାରୀ ନିବନ୍ଧକଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ୧୦…
Read More...

୧୪୭ ଗ୍ୟାସ୍ ସିଲିଣ୍ଡର ନେଇଗଲେ ଦୁର୍ବୃତ୍ତ

ବାରଣାସୀ : ବାରଣାସୀ ଜିଲାର ମିର୍ଜାମୁରାଦ ଥାନା ଅଞ୍ଚଳରେ ଏକ ଗାଁରେ ଗ୍ୟାସ୍ ସିଲିଣ୍ଡର ଏଜେନ୍ସିରୁ ଦୁର୍ବୃତ୍ତ ୧୪୭ ସିଲିଣ୍ଡର ଧରି ଫେରାର ହୋଇଯାଇଛନ୍ତି । ଏନେଇ ଯାଞ୍ଚ ଚାଲିଥିବା ପୁଲିସ ସୂଚନା ଦେଇଛି । ଗୋମତୀ…
Read More...

ରୁଟିଶିଳା ଫୁଟବଲ ଫାଇନାଲ: ଗାଭାସ୍କର ଏଫ୍. ସି ଚାମ୍ପିଅନ 

ପାଟଣା : ଘଟଗାଁ ବ୍ଲକ ରୁଟିଶିଳା ଯୁବ ଫୁଟବଲ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ୨୪ ତମ ବାର୍ଷିକ ଫୁଟବଲ ପ୍ରତିଯୋଗିତାରେ କଟକର ଗାଭାସ୍କର ଏଫସି ଚମ୍ପିୟାନ ହୋଇଛି । ସେହିପରି ହାତୀନୋଟାର ଜଗା ବଳିଆ ଏଫସି ରନର୍ସ ଅପ…
Read More...

ପାଟଣା ବଜାର ଅଞ୍ଚଳରେ ସରକାରୀ ଜାଗା ଚିହ୍ନଟ

ପାଟଣା : ପାଟଣା ବଜାର ଅଞ୍ଚଳ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥ ପ୍ରଶସ୍ତୀକରଣ ହେବାର ଅଛି। ଏହି ପରିପ୍ରେକ୍ଷୀରେ ପାଟଣା ବଜାର ଅଞ୍ଚଳ ବିଭିନ୍ନ ଦୋକାନ ନିର୍ମାଣ କାରଣରୁ ସଙ୍କୁଚିତ ହୋଇ ଯାଉଛି। ଏଭଳି ସ୍ଥିତିରେ…
Read More...

ପ୍ରଚଣ୍ଡ ଶବ୍ଦରେ ଥରିଲା ଢେଙ୍କିକୋଟ ପାଟଣା ଅଞ୍ଚଳ 

ପାଟଣା : ଆଜି ପୂର୍ବାହ୍ନ ୧୦ ଟା ୪୭ ରୁ ୧୦ ଟା ୪୮ ମଧରେ ଢେଙ୍କିକୋଟ, ପାଟଣା ଓ ସାହାରପଡା ଅଞ୍ଚଳକୁ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । ଏହି ଶବ୍ଦ ଏତେ ତୀବ୍ର ଥିଲା ଯେ ବହୁ ସ୍ଥାନରେ ଘରର କବାଟ, ଝରକା ହଲି ଉଠିବା ସହ…
Read More...

ଚାକୁଣ୍ଡାପାଳରେ ଆୟୁଷ୍ମାନ ଆରୋଗ୍ୟ ଶିବିର

ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଚାକୁଣ୍ଡାପାଳ ସ୍ବାସ୍ଥ୍ୟ ଉପକେନ୍ଦ୍ରଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଚାକୁଣ୍ଡାପାଳ ସରପଞ୍ଚ ରକ୍ଷାମଣି ନାଏକ ଫିତାକାଟି…
Read More...

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ, ଝିଅ ଓ ଭଣଜା ଗୁରୁତର

କେନ୍ଦ୍ରାପଡା : ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ, ଝିଅ ଓ ଭଣଜା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏମିତି ଅଭାବନୀୟ ଘଟଣା ଘଟିଛି କୁଦାନଗରୀ ଥାନା ଗୌଡ ଗାଁରେ । ଉତ୍ୟକ୍ତ ସ୍ବାମୀର ଟାଙ୍ଗିଆ ଚୋଟରେ…
Read More...

ଖରିଫ ଧାନ ସଂଗ୍ରହ ପାଇଁ ସଚେତନତା ଶିବିର ଅନୁଷ୍ଠିତ 

କଣ୍ଟାବାଞ୍ଜି : ଚଳିତ ବର୍ଷ ଖରିଫ ଧାନ ୨୦୨୪-୨୫ ଧାନ ସଂଗ୍ରହ ପାଇଁ କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ତରଫରୁ ଟିଟିଲାଗଡ ଉପଖଣ୍ଡର ବିଭିନ୍ନ ବ୍ଲକ ସହ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ  ଗତ ୨୫ ତାରିଖରୁ ୩୦…
Read More...

ଦନ୍ତା ହାତୀ ଆକ୍ରମଣରେ ୩ ଗୁରୁତର 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ଢୋଲ ମାନ୍ଦଲ ସେକ୍ସନର ବଡ଼କଲା ବିଟ ଅଧୀନ ଦାଣ୍ଡେଲ ରିଜର୍ଭ ଜଙ୍ଗଲରେ ଆଜିପ୍ରାୟ ସନ୍ଧ୍ୟା ୪.୩୦ରୁ ୫ଟା ମଧ୍ୟରେ ଗୋଟିକିଆ ଦନ୍ତା ହାତୀକୁ ଘଉଡ଼ାଇବା ସମୟରେ ୩ ଜଣ…
Read More...

ଅଜଣା ଗାଡି ଧକ୍କାରେ ଜଣେ ମୃତ

ପାଟଣା : ପାଟଣା ବ୍ଲକ ଅଞ୍ଚଳ ତୁରୁମୁଙ୍ଗା ଥାନା ନିକଟ ୪୯ ନଂ ଜାତୀୟ ରାଜପଥର ଝାରବେଡା ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ଜଣକ ମୟୁରଭଞ୍ଜ ଜିଲା ଚଢେଇଭୋଳ ଗ୍ରାମର ଏମଡି ମୁସାରଫ(୪୨)…
Read More...

ଫାଶୀ ଲଗାଇ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ପାଟଣା : ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସରାସପଶି ପଞ୍ଚାୟତ ଗୋବରାବେଡା ଗ୍ରାମର ଭୋଳାନାଥ ନାଏକଙ୍କ ସାନପୁଅ ଦେବପ୍ରସାଦ ନାଏକ(୨୩)ଆଜି ମଧ୍ୟାହ୍ନ ପରେ ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘର…
Read More...

ଗଞ୍ଜାମ ଜିଲାରେ କଇଁଛ ସୁରକ୍ଷା ପାଲଟିଛି ପ୍ରହସନ

ଗୋପାଳପୁର : ନଭେମ୍ବର ୧ ରୁ ମେ ୩୧ ପର୍ଯ୍ୟନ୍ତ କଇଁଛଙ୍କ ସୁରକ୍ଷା ନିମନ୍ତେ ଋଷିକୂଲ୍ୟା ମୁହାଣ ଅଞ୍ଚଳ ସମେତ ଓଡ଼ିଶାର କେତେକ ସମୁଦ୍ର ଅଞ୍ଚଳକୁ ନୋ ଫିସିଂ ଜୋନ ଭାବେ ଘୋଷଣା କରାଯିବା ସହ ବନବିଭାଗ ପକ୍ଷରୁ କଡାକଡି…
Read More...

ସୁରକ୍ଷାବନ୍ଧ ଧଶିବା ଘଟଣା: କ୍ଷେତ୍ର ପରିଦର୍ଶନ କଲେ ଜଳସମ୍ପଦ ବିଭାଗ ଅଧିକାରୀ

ଆରଡି :  ଯାଜପୁର ଜଳସମ୍ପଦ ବିଭାଗ ଅଧିନରେ ଥିବା ବୈତରଣୀ ନଦୀର ଆରଡି ନିକଟସ୍ଥ ବୋଡକ ଠାରୁ ମୁଆଁ ତିନିତର ନଦୀଘାଟ ପର୍ଯ୍ଯନ୍ତ ସୁରକ୍ଷାବନ୍ଧର ମୁଆଁ ଗାଁ ନିକଟରେ ଗତ ଶୁକ୍ରବାର  ପ୍ରାୟ ୨ଶହ ଫୁଟ ସୁରକ୍ଷାବନ୍ଧ …
Read More...

ମହିଳାଙ୍କ ଉପରେ ଚଢିଗଲା ଟ୍ରଲର

ସୁନ୍ଦରଗଡ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ପଣ୍ଡରିଢିପା ଛକ ନିକଟରେ ପଣ୍ଡରିଢିପା ଗାଁର ଜଣେ ମହିଳାଙ୍କ ଉପରେ ଟ୍ରଲର ଚଢିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମହିଳାଜଣକ ଅଟୋରୁ…
Read More...

ପାନ ମସଲା ପାନୀୟ, ଭିଡିଓ ଦେଖି ଚକିତ ହେଲେ ଲୋକେ

ନୂଆଦିଲ୍ଲୀ : ଆଜିକାଲି ଷ୍ଟ୍ରିଟ୍ ଫୁଡ୍ସ ଓ ଡ୍ରିଙ୍କ୍ସରେ ନୂଆ ନୂଆ ପରୀକ୍ଷା ଦେଖିବାକୁ ମିଳିଛି । ଏଥିରେ କିଛି ନୂଆ ପରୀକ୍ଷଣ ଲୋକଙ୍କୁ ଚକିତ କରେ, ଆଉ କିଛି ଲୋକଙ୍କୁ ହସର ଖୋରାକ ଯୋଗାଏ । ନିକଟରେ ଜଣେ ଷ୍ଟ୍ରିଟ୍…
Read More...

ଭୁବନେଶ୍ୱରରେ ଆଜି ହାଫ୍ ଡେ’ ସ୍କୁଲ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଆଜି ହାଫ୍ ଡେ' ସ୍କୁଲ। ଭୁବନେଶ୍ୱରରେ ଆଜି ଦିନ ଗୋଟାଏ ଯାଏଁ  ସବୁ ସ୍କୁଲ୍ ଖୋଲା ରହିବ । ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ…
Read More...

ଗ୍ରୋସରୀ ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ସୋର : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ବଜାରରେ ଥିବା ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ଦୋକାନରେ ଥିବା ଅନେକ ସାମଗ୍ରୀ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଗୁରୁବାର ରାତିରେ…
Read More...

ଶିଳ୍ପ ଜିଲାରେ ୫୦୦କୋଟି ଜଳକର ବାକି

ସୁନ୍ଦରଗଡ଼ : କୋଟିଏ କି ଦୁଇ କୋଟି ନୁହେଁ, ଜଳ କର ବାବଦରେ ବକେୟା ରହିଛି ୫୦୦କୋଟିରୁ ଊର୍ଦ୍ଧ୍ବ। ଜଳସେଚନ ବିଭାଗ ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଜିଲାର ୧୦୭ଟି ଛୋଟ ବଡ଼ କଳକାରଖାନା ଏବଂ…
Read More...

ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ୍ କଟକଣା, ‘ମୋ ବସ୍’ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର : ଆଜିଠୁ ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୯ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ…
Read More...

ଶିବ ମନ୍ଦିର ଭାଙ୍ଗି ମସଜିଦ ନିର୍ମିତ ହୋଇଛି

ଆଜମେର: ଅଯୋଧ୍ୟା, ମଥୁରା, ଜ୍ଞାନବାପୀ ପରେ ବର୍ତ୍ତମାନ ରାଜସ୍ଥାନର ଆଜମେରସ୍ଥିତ ଖ୍ବାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଦରଘାକୁ ନେଇ ବିବାଦର ସୂତ୍ରପାତ ହୋଇଛି। ଏଠାରେ ଥିବା ଶିବ ମନ୍ଦିରକୁ ଭଙ୍ଗାଯାଇ ଏହି ମସଜିଦ ନିର୍ମାଣ…
Read More...

୨୪ ବର୍ଷରେ ଆଦାୟ ହୋଇଛି ଦେଢ଼ ଲକ୍ଷ କୋଟି ରାଜପଥ ଶୁଳ୍କ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୦୦ ଡିସେମ୍ବରରୁ ଏପର୍ଯ୍ୟନ୍ତ ଜାତୀୟ ରାଜପଥରେ ଥିବା ଟୋଲ୍‌ ପ୍ଲାଜାରେ ୧ ଲକ୍ଷ ୪୪ ହଜାର କୋଟି ଟଙ୍କାର ରାଜପଥ ଶୁଳ୍ପ (ଟୋଲ୍‌ ଫି) ଆଦାୟ କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ଗୁରୁବାର…
Read More...

ନିବେଶକ ହରାଇଲେ ଦେଢ଼ ଲକ୍ଷ କୋଟି

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପୁଞ୍ଜି ବଜାର ଧରାଶାୟୀ ହୋଇଛି। ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଓ ‘ନିଫ୍ଟି ୫୦’ ୧ଧରୁ ଅଧିକ ହ୍ରାସ ହୋଇଛି। ଫଳରେ ନିବେଶକ ଦେଢ଼ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଏସ୍‌ଇ ସେନ୍‌ସେକ୍ସ ୧.୪୮…
Read More...

ଶୁକ୍ରବାର ରାଶିଫଳ: ଧନଧାନ୍ୟରେ ପୂର୍ଣ୍ଣ ହେବ ଭଣ୍ଡାର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ସୌଭାଗ୍ୟବତୀ ଗୃହଲକ୍ଷ୍ମୀଙ୍କ ପୁଣ୍ୟ ଫଳରେ ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବେ। ଜ୍ଞାନ ବିତରଣ ପାଇଁ ଅଧ୍ୟୟନରତ ହେବେ। ବୃଷ- ଦିବ୍ୟଜ୍ଞାନ…
Read More...

ଆଦିବାସୀ ଅଞ୍ଚଳରେ କମ୍ବଳ ବଣ୍ଟନ

ଆଠଗଡ : ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘ ତରଫରୁ ଆଠଗଡ କଣ୍ଡରେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଣିତ୍ରୀ ଗ୍ରାମରେ ୭୦ ଜଣ ଗରିବ ଶ୍ରେଣୀର ଆଦିବାସୀ ଓ ଅସହାୟ ମହିଳା ଓ ପୁରୁଷ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି |…
Read More...

ଆଠଗଡ କଲେଜରେ ଆଇନ ସଚେତନତା

ଆଠଗଡ : ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଗୁରୁବାର ଗୋପବନ୍ଧୁ ବିଜ୍ଞାନ କଲେଜ ପ୍ରେକ୍ଷାଗୃହରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ଓ ଅଧିକାର, ପକ୍ସୋ ଆଇନ ଓ ବାଳ…
Read More...

ଯୁବ ରେଡକ୍ରସର ସ୍ବଚ୍ଛତା ଅଭିଯାନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ସ୍ଥିତ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବ ତରଫରୁ ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡଠାରେ ସ୍ବଚ୍ଛତା ହିଁ ସେବା ଲକ୍ଷ୍ୟ ରଖି…
Read More...

ଧାନ ଖାଇଗଲେ ହାତୀପଲ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରି ବନକ୍ଷେତ୍ରର ଡ଼ଳଙ୍ଗ ଓ ଗୋଡି ପୋଖରୀ ଗ୍ରାମ ଇଲାକାରେ ୨୭ ଟିକିଆ ହାତୀପଲ କଟା ଯାଇନଥିବା ବିଲରେ ପଶି ବିଭିନ୍ନ ସ୍ଥାନରେ ଧାନ ଖାଇଯାଇଛନ୍ତି। ସେହିପରି ଡ଼ଳଙ୍ଗ…
Read More...

୧୪ ମାସର ଯୁଦ୍ଧରେ ବିରାମ, ଅନେକ କ୍ଷତି ସହିଲା ହିଜବୁଲ୍ଲା

ନୂଆଦିଲ୍ଲୀ : ଇସ୍ରାଏଲ୍ ଓ ହିଜବୁଲ୍ଲା ମଧ୍ୟରେ ୧୪ ମାସ ଧରି ଲାଗିଥିବା ଯୁଦ୍ଧରେ ବିରାମ ଲାଗିଛି । ଇସ୍ରାଏଲ ସହ ଲଢେଇରେ ହିଜବୁଲ୍ଲାକୁ ବହୁତ କ୍ଷତି ସହିବାକୁ ପଡିଛି । ହିଜବୁଲ୍ଲାର ଅନେକ ସୈନିକ ପ୍ରାଣ ହରାଇଛନ୍ତି ।…
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ କନିଷ୍ଠ ଖଣି ଅଧିକାରୀ

କଟକ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହେଲେ କେନ୍ଦୁଝରର ଜୁନିଅର ମାଇନିଂ ଅଫିସର ପଦ୍ମନାଭ ହୋତା । ଚଢାଉବେଳେ ପଦ୍ମନାଭଙ୍କ ୩ଟି ବହୁତଳ ପ୍ରାସାଦ,  ଗୋଟିଏ ୪ ମହଲା କୋଠା ସହ…
Read More...

ସାଇବର ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ: ଡିଜିଟାଲ ଗିରଫ ମାମଲାରେ ଓଡ଼ିଶାର ପ୍ରଥମ ଗିରଫଦାରୀ  ହୋଇଛି । ତେଲେଙ୍ଗାନାରୁ ଜଣେ ସାଇବର ଠକକୁ ଗିରଫ କରିଛି  କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ନାଁ ଅବଦୁଲ ସଲିମ । ନିଜକୁ ମୁମ୍ବାଇ ସାଇବର କ୍ରାଇମ ଅଧିକାରୀ…
Read More...

ନିଆଁ ଲାଗି ପୋଡିଗଲା ୪ ବଖରା ଘର

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଧାମରାଠାରେ ନିଆଁ ଲାଗି ୪ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଧାମରା ପଞ୍ଚାୟତ ନରସିଂହପୁରର ଶ୍ରୀଧର ମଳିକଙ୍କ ଘରେ କୌଣସି ପରିସ୍ଥିତିରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ…
Read More...

ଅସ୍ତ୍ରବିରତି ଲାଗୁ ପରେ ସୀମାରୁ ହଟିଲା ହିଜବୁଲ୍ଲା

ନୂଆଦିଲ୍ଲୀ : ବୁଧବାର ସକାଳେ ଇସ୍ରାଏଲ୍ ଓ ଲେବାନନର ମିଲିଟାଣ୍ଟ୍ ସମୁହ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ହୋଇସାରିଛି । ଏହି ଅସ୍ତ୍ରବିରତି ମାତ୍ର ୬୦ ଦିନ ପାଇଁ ହୋଇଛି । ଏହି ସମୟ ମଧ୍ୟରେ ଉଭୟ ପକ୍ଷ ନିଜ ତରଫରୁ…
Read More...

ଭାରତୀୟଙ୍କୁ କିମିଆ କରୁଛି କ୍ରେଡିଟ୍ କାର୍ଡ

ଭୁବନେଶ୍ବର : ପାର୍ବଣ ଋତୁ ସମୟରେ ଦେଶରେ କ୍ରେଡିଟ୍ କାର୍ଡ ଖର୍ଚ୍ଚ ୨ ଲକ୍ଷ ପାର୍ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ଅକ୍ଟୋବରରେ କ୍ରେଡିଟ୍ କାର୍ଡ ଖର୍ଚ୍ଚ ୨.୦୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ…
Read More...

ଆରୁଆପଲ୍ଲୀ ଜୁଆ ଆଡ୍ଡାରୁ ୫ ଗିରଫ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆରୁଆପଲ୍ଲୀ ସ୍ଥିତ ଟିପିରାଣୀ ମନ୍ଦିର ନିକଟରେ ଚାଲିଥିବା ଜୁଆ ଆଡ୍ଡାରେ ପୁଲିସ ଚଢ଼ାଉ କରି ୫ଜଣଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୩୬୫୦ ନଗଦ ଟଙ୍କା, ୫ଟି ମୋବାଇଲ ଓ…
Read More...

ନାବାଳିକାର ବିବାହ ସ୍ଥିର ହୋଇଥିବା ଜାଣି ଘରେ ପହଞ୍ଚି ତଦନ୍ତ କଲେ ସିଡିପିଓ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗ୍ରାମର ଜଣେ ୧୫ ବର୍ଷିଆ ନାବାଳିକାର ଗାରାମାପେଟାର ୩୨ ବର୍ଷିଆ ଯୁବକ ସହ ଆସନ୍ତା ଡ଼ିସେମ୍ବର ୧ ତାରିଖରେ ବିବାହ ସମ୍ପନ୍ନ ହେଉଥିବା ଅଭିଯୋଗକୁ ଭିତ୍ତି କରି…
Read More...

ପାଣି ମୋଟର ଚୋରି ମାମଲାରେ ଜଣେ ଗିରଫ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆଲ୍ଲିପୁରଠାରେ ଥିବା ଏକ ଫାର୍ମ ହାଉସ ପରିସରରୁ ପାଣି ମୋଟର ଚୋରି ମାମଲାରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ଆଲ୍ଲୀପୁର…
Read More...

ବାଲ୍ୟ ବିବାହ ବନ୍ଦ କରିବାକୁ ଗରଡ଼ିହିରେ ଶପଥ ପାଠ

ନୀଳଗିରି: ନୀଳଗିରି ବ୍ଲକ ଅଧୀନ ଗରଡ଼ିହି ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ବସ୍ତି ଏରିଆ ଡେଭଲପ୍‍ମେଣ୍ଟ କାଉନସିଲ(ବିଏଡିସି), ଜଷ୍ଟ ରାଇଟ୍ସ ଫର ଚିଲ୍‍ଡ୍ରେନ(ଜେଆରସି) ଏବଂ ବାଲେଶ୍ୱର ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ…
Read More...

ସ୍କୁଲ ପରିସରରୁ ଗଛ ଗାଏବ, ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍‍ କଲେ ଗ୍ରାମବାସୀ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ କଳାକାଦ ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରୁ କେହି ଦୁର୍ବୃତ୍ତ ୬ଟି ବଡ଼ ନିମ ଗଛ କାଟି ଦେଇଥିବାବେଳେ ଆଜି ଆଉ ୩ଟି ଗଛ କାଟୁଥିବା ସମୟରେ ଗ୍ରାମବାସୀ ବିରୋଧ କରିଥିଲେ । କଟା…
Read More...

ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ବୁଧବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା ବୈଠକ…
Read More...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ରୌପ୍ୟ ପଦକ ହାସଲ କଲା ଓଡ଼ିଶା ପାଭିଲିୟନ

ଭୁବନେଶ୍ବର : ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ ରୌପ ପଦକ ହାସଲ କରିଛି । ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଙ୍ଗଠନର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ ଖରୋଲାଙ୍କ ଠାରୁ…
Read More...

ଯାତ୍ରାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ, ଚେୟାର ଫିଙ୍ଗିଲେ ଦର୍ଶକ

ଭୁବନେଶ୍ବର : ମଙ୍ଗଳବାର ଭଦ୍ରକ ଅର୍ଣ୍ଣପାଳରେ ଯାତ୍ରା "ସ୍ୱର୍ଣ୍ଣ ମନ୍ଦିର" ପ୍ରଥମ ରଜନୀର ନାଟକ "ସ୍ୱାମୀ ପାଇଁ ପଛେ ନର୍କକୁ ଯିବି" ଚାଲୁଥିବା ବେଳେ ଯାତ୍ରା ସଂଳାପରେ ପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦ ଆଉ…
Read More...

ହୋଣ୍ଡା ଆଣିଲା ୨ ଇଲେକ୍ଟ୍ରିକ୍ ସ୍କୁଟର, ଶୀଘ୍ର ଆରମ୍ଭ ହେବ ବିକ୍ରି

ନୂଆଦିଲ୍ଲୀ : ଦୁଇଚକିଆ ନିର୍ମାତା କମ୍ପାନୀ ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଇଲେକ୍ଟ୍ରିକ୍ ଗାଡି ବଜାରରେ ପାଦ ଥାପିଛି । କମ୍ପାନୀ ନିଜ ନୂଆ ଇ-ସ୍କୁଟର ଆକ୍ଟିଭା-ଇ ଓ କ୍ୟୁସି୧ର ବଜାର ପ୍ରବେଶ କରାଇଛି ।…
Read More...

୨୯ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ଜି.ଉଦୟଗିରି : ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସଭା ଗୃହରେ ଆଜି ୨୯ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜି.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ନାରାୟଣ ବାରଙ୍କ …
Read More...

ଉପାଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟରେ ଅତିଷ୍ଠ ହୋଇ ୯ କାଉନସିଲର ଆଣିଲେ ଅନାସ୍ଥା 

ଜି.ଉଦୟଗିରି : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟରେ ଅତିଷ୍ଠ ହୋଇ ଆଜି ପରିଷଦର ୯ଜଣ କାଉନସିଲର ଏକତ୍ରିତ ହୋଇ ଏଡିଏମ ଅଶୋକ କୁମାର ଭୋଇଙ୍କ ଜରିଆରେ ଜିଲାପାଳଙ୍କୁ ଉପାଧ୍ୟକ୍ଷ…
Read More...

୧୭ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି : ତୁରେକେଲା ପୁଲିସ ଆଜି ପେଟ୍ରୋଲିଂ ସମୟରେ ଲରକି ଗାଁ  ଧନେଶ୍ୱର ନାଗ ଘରେ ଦେଓଗାଁ ଥାନା ଅଂଚଳରୁ ଆସିଥିବା ଦାଦନ ଶ୍ରମିକ ଥିବା ଖବର ପାଇ ଚଢାଉ କରି ତଦନ୍ତ ପରେ ବିନା ଶ୍ରମ ଲାଇସେନ୍ସ ତେଲେଙ୍ଗାନା…
Read More...

ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ

ଆଠଗଡ : ଆଠଗଡର ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ପୌରୋହିତ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏହି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ରାଜନୀତି…
Read More...

ପାଟଣା ଅବକାରୀ ଥାନା ଅଧିକାରୀ ବଦଳି ନିମନ୍ତେ ଦାବି

ପାଟଣା : ପାଟଣା ବ୍ଲକ ଏବଂ ସାହାରପଡା ବ୍ଲକ ଅଞ୍ଚଳକୁ ନେଇ ପାଟଣାରେ ଏକ ଅବକାରୀ ଥାନା ରହିଛି। ଉକ୍ତ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀଣି ମାସରେ କାର୍ଯ୍ୟାଳୟକୁ ଥରେ କିମ୍ବା ଦୁଇଥର ଆସୁଛନ୍ତି। ପାଟଣା ସାହାରପଡା…
Read More...

ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ୭୫ତମ ସମ୍ବିଧାନ ଦିବସ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଆଜି ୭୫ତମ ସମ୍ବିଧାନ ଦିବସ ପାଳନ କରାଯାଇଛି। ରାଜନୀତି ବିଜ୍ଞାନ ଅଧ୍ୟାପିକା ମନ୍ଦାକିନି ନାୟକଙ୍କ ଆବାହାକତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ପିକକ୍ ପକ୍ଷରୁ ପାରମ୍ପରିକ ଖାଦ୍ୟ ମେଳା

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ପିକକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ସ୍ଥାନୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି। ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ସମ୍ପାଦକ…
Read More...

କାର ଧକ୍କାରେ ଗୁରୁତର ସାଇକେଲ ଆରୋହୀଙ୍କ ମୃତ୍ୟୁ 

ପାଟଣା  : ଆଜି ଅପରାହ୍ନରେ ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ନିକଟସ୍ଥ ଟିକିରା ଗୋଦାବରୀ ଢାବା ନିକଟରେ ଏକ କାର ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଥିଲେ । ଗୁରୁତର ସାଇକେଲ ଚାଳକ ସାନମସିଣାବିଲ୍ଲା…
Read More...

ଆଶ୍ରମ ବିଦ୍ୟାଳୟ ଛାତ୍ରୀନିବାସରେ ଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ 

ପାଟଣା : କେନ୍ଦୁଝର ଜିଲା ସାହାରପଡା ବ୍ଲକର ଫୁଲପାହାଡି ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ। ନିମ୍ନମାନର ଖାଦ୍ୟ ଦିଆଯାଉଥିବାକୁ ନେଇ ଅଭିଯୋଗ ଆଣିଛନ୍ତି ଅଭିଭାବକ ଓ ଛାତ୍ରୀମାନେ।…
Read More...

ମସ୍କଙ୍କୁ ମିଳିଲା ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଫାଇଦା

ନୂଆଦିଲ୍ଲୀ : ବିଶ୍ବର ଅରବପତିଙ୍କ ତାଲିକାରେ ଏଲନ ମସ୍କ ପ୍ରଥମ ସ୍ଥାନରେ ଅଛନ୍ତି । ବ୍ଲୁମବର୍ଗ ବିଲିୟନିୟର ଇଣ୍ଡେକ୍ସ ଅନୁସାରେ ତାଙ୍କର ସମୁଦାୟ ସମ୍ପତ୍ତି ବୃଦ୍ଧି ପାଇ ୩୪୮ ବିଲିୟନ୍ ଡଲାର ହୋଇଯାଇଛି । ତାଙ୍କ ପରେ…
Read More...

୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଯାଇଛି । ୧୨ ହଜାର ୧୫୬ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟରେ  ‘ସୁଭଦ୍ରା’ ଯୋଜନା ପାଇଁ ୧୧୯୬ କୋଟି…
Read More...

ଜଳମିତ୍ରଙ୍କ ପାଇଁ ୨ ଦିନିଆ ପ୍ରଶିକ୍ଷଣ ଶିବିର

ପାଟଣା : ଓଡ଼ିଶା ସରକାରଙ୍କ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମୀ)ଦ୍ୱାରା ଆୟୋଜିତ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପରେ ନିୟୋଜିତ ଜଳମିତ୍ର ମାନଙ୍କ ଦୁଇ ଦିବସୀୟ ପ୍ରଶିକ୍ଷଣ ଶିବିର ଆଜି ପାଟଣା ବ୍ଲକ ସଭାଗୃହ ଠାରେ…
Read More...

ଭାଲିଆଡ଼ିହା ନିକଟରେ ଓଲଟିଲା ଗୋରୁ ଗାଡି

ପାଟଣା : ସୋମବାର ଭୋର ସାଢ଼େ ୪ଟା ସମୟରେ ପାଟଣା ଥାନା ଅଞ୍ଚଳ ସାହାରପଡା-ମାଛଗଡ଼ ରାସ୍ତାର ଭାଲିଆଡିହା ନିକଟରେ ଏକ ଗୋରୁ ବୋଝେଇ ପିକ ଅପ ଓଲଟି ପଡିଥିଲା। ଗାଡିଟି ଓଲଟି ପଡିବା ପରେ ଗୋରୁ ବେପାରୀମାନେ ୭ଟି ଗୋରୁଙ୍କୁ…
Read More...

୩ ମାସ ବେତନ ମିଳିନଥିବାରୁ ମହିଳା କଣ୍ଡକ୍ଟରଙ୍କ ଧାରଣା, ମୁଖ୍ୟମନ୍ତ୍ରୀ ବସ ସେବା ପ୍ରଭାବିତ 

ପାଟଣା : ପୂର୍ବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସରେ କାର୍ଯ୍ୟରତ ମହିଳା କଣ୍ଡକ୍ଟର ମାନଙ୍କୁ ୩ ହେଲା ଦରମା ବା ବେତନ ମିଳିନଥିବାରୁ ଆଜି ସେମାନେ ବ୍ଲକସ୍ତରୀୟ ବସଷ୍ଟାଣ୍ଡରେ ଧାରଣା ଦେଇଛନ୍ତି। ଏଭଳି ଘଟଣା କେନ୍ଦୁଝର ଜିଲା…
Read More...

ଚେକ୍ ଡ଼୍ୟାମ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କଲେ ସମାଜସେବୀ

ପାଟଣା : ଘଟଗାଁ ଠାରୁ ୧୨ କିମି ଦୂର କୁଣ୍ଡାପିଠା ନିକଟସ୍ଥ କୁକୁରକଟା ନଦୀର ଗଦଗଦୀ ଘାଟରେ ରହିଛି ଏକ ବହୁ ପୁରାତନ ଶୈବପୀଠ। କିମ୍ୱଦନ୍ତୀ ବହୁଳ ଏହି ତ୍ରିସଙ୍ଗମ ସ୍ଥଳରେ ଘଟଗାଁ ଏବଂ ପାଟଣା ବ୍ଲକର ବଡ଼ଜାମୁପଶି…
Read More...

ମାଡିଗଲା ଗ୍ୟାସ୍ ବୋଝେଇ କଣ୍ଟେନର, ଜଣେ ମୃତ

ଯାଜପୁର : ପୁଲିସର  ବ୍ଲକିଂ, ଚେକି ବେଳେ ଏକ ଗ୍ୟାସ୍ ବୋଝେଇ କଣ୍ଟେନର ମାଡିଯିବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ପୁଲିସ କର୍ମୀ ଗୁରୁତର ହୋଇଛନ୍ତି । ଜାତୀୟ ରାଜପଥ -୧୬ ପାଣିକୋଇଲି ଥାନା…
Read More...

ସାନ ଭାଇକୁ ହାଣିଲା ବଡ ଭାଇ

ଆଠଗଡ : ବଡ ଭାଇର ଫାଉଡା ଚୋଟରେ ସାନ ଭାଇର ମୃତ୍ୟୁ । ଗୁରୁଡିଝାଟିଆ ଥାନା କ୍ଷୀରିଖିଆ ଗାଁରେ ଘଟିଛି ଏଭଳି ଘଟଣା । ପାରିବାରିକ କଳହକୁ ନେଇ ଘର ଆଗରେ ସାନ ଭାଇକୁ ବଡ ଭାଇ ହାଣି ହତ୍ୟା କରିଛି। ଅଭିଯୁକ୍ତ ଭାଇକୁ ଥାନାରେ…
Read More...

ଭିନ୍ନ ଢଙ୍ଗରେ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି ଚା’ ଦୋକାନୀ, ଭିଡିଓ ଦେଖିଲେ କରିବେ ପ୍ରଶଂସା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । ଏବେ ଜଣେ ଚା’ ଦୋକାନୀଙ୍କ ଭିଡିଓ ଭାଇରାଲ ହେଉଛି । ତାଙ୍କ ଚା’ ବିକିବା ଶୈଳୀ ସମସ୍ତଙ୍କୁ ଚକିତ କରୁଛି ।…
Read More...

‘କାନ୍ତାରା-୨’ ସୁଟିଂରୁ ଫେରିବାବେଳେ ଅଘଟଣ, ଓଲଟିଲା ବସ୍

ମୁମ୍ବାଇ : ‘କାନ୍ତାରା ୨’ ଫିଲ୍ମର ସୁଟିଂ ଚାଲିଛି । ଖୁବ୍ ଶୀଘ୍ର ନିର୍ମାତା ସିନେମାକୁ ନେଇ ଆସିବେ । କିନ୍ତୁ ଏହା ମଧ୍ୟରେ ସିନେମାକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି । ଋଷଭ ସେଟ୍ଟୀଙ୍କ ଫିଲ୍ମ କାନ୍ତାରର…
Read More...

ୟୁକ୍ରେନକୁ ନାଟୋରେ ପ୍ରବେଶ ବନ୍ଦ କରିଥିଲେ ଆଞ୍ଜେଲା

ନୂଆଦିଲ୍ଲୀ : ନାଟୋ ମେଣ୍ଟରେ ୟୁକ୍ରେନର ଯୋଗଦାନକୁ ସେ ବିରୋଧ କରିନଥିଲେ ବହୁ ବର୍ଷ ଆଗରୁ ଋଷ୍-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥାନ୍ତା ବୋଲି ମତ ଦେଇଛନ୍ତି ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମାର୍କେଲ୍ ।…
Read More...

ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର : ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛି । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ମାମଲାରେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ।…
Read More...

ଦୁର୍ଘଟଣାରେ ଜଣେ ଆହତ, ପ୍ରତିବାଦରେ ରାସ୍ତାରୋକ

ଆଠଗଡ : ଆଠଗଡ ସହର ଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଦୀର୍ଘଦିନ ହେଲା ଚାଲିଛି । ଅତ୍ୟନ୍ତ ଧିର ମନ୍ଥର ଗତିରେ ଚାଲିଥିବାରୁ ଅଧିକାଂଶ ସ୍ଥାନରେ ରାସ୍ତା କାମ ଅଧପନ୍ତରିଆ ହୋଇ ରହିଛି ।…
Read More...

ପଲିଥିନ ତଳେ ବିତିଗଲାଣି ୨୦ ବର୍ଷ, ମିଳୁନି ସହାୟତା

କଲମପୁର : ଯୋଜନା କାହା ପାଇଁ ? ପ୍ରକୃତ ହିତାଧୀକାରୀଙ୍କୁ ମିଳୁନି ଏଠି ସରକାରୀ ସହାୟତା । ବୟସର ଅପରାନ୍ନରେ ବି ମିଳି ପାରୁନି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ । ଶୀତକାକରେ ଛିଣ୍ଡା ପଲିଥିନ ତଳେ କଟୁଛି ଜୀବନ ।…
Read More...

ଗୋପବନ୍ଧୁ ବିଜ୍ଞାନ କଲେଜରେ ଶିକ୍ଷା ବିଭାଗର ପୁରାତନ ବିଦ୍ୟାର୍ଥୀ ସମାବେଶ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜର ଶିକ୍ଷା ବିଭାଗର ପୁରାତନ ବିଦ୍ୟାର୍ଥୀଙ୍କର ଏକ ସମାବେଶ କଲେଜ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ କଲେଜର ଅଧ୍ୟକ୍ଷ ଡ. ଲୋକନାଥ ସାହୁ…
Read More...

ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଆଜି ଏନସିସି ବା ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳନ କରାଯାଇଛି। ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତଥା ଏନସିସି ଅଧିକାରୀ କ୍ୟାପଟେନ…
Read More...

ବାଇକକୁ ଧକ୍କା ଦେଲା ଟ୍ରକ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ପାଟଣା : ପାଟଣା ବ୍ଲକ ଅଞ୍ଚଳ ତୁରୁମଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଆଜି ଅପରାହ୍ନ ୪ଟା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।‌ ଏକ ବାଇକକୁ ଏକ ଟ୍ରକ ଧକ୍କା ଦେଇଛି। ଦୁର୍ଘଟଣାରେ…
Read More...

ଭୀମକୁଣ୍ଡରେ ସଫେଇ ଅଭିଯାନ

ପାଟଣା : କେନ୍ଦୁଝର ଜିଲାରେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାବେଳେ ଆଜି ପାଟଣା ବ୍ଲକ ଅଞ୍ଚଳ ଭୀମକୁଣ୍ଡରେ ପିକକ ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ହେଉଥିବା ଇକୋ ଭେଞ୍ଚର ଶିବିରାର୍ଥୀ ମାନେ ପହଞ୍ଚି ପର୍ଯ୍ୟଟନ ଅଞ୍ଚଳକୁ…
Read More...

ଓଲଟିଲା ବ୍ରଏଲର ବୋଝେଇ ପିକଅପ୍, କୁକୁଡ଼ା ବୋହିନେଲେ ଲୋକେ  

ପାଟଣା : ପାଟଣା ଅଞ୍ଚଳ ତୁରୁମୁଙ୍ଗା ଥାନା ୪୯ ନଂ ଜାତୀୟ ରାଜପଥରେ ଆଜି ସକାଳୁ ଏକ ବ୍ରଏଲର କୁକୁଡା ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ପଡିଥିଲା। ପିକଅପଟି ଅନୁଗୁଳରୁ କୁକୁଡା ନେଇ ରାଇରଙ୍ଗପୁର ଯାଉଥିବାବେଳେ ଭାରସାମ୍ୟ…
Read More...