www.samajalive.in
Saturday, December 13, 2025
26.1 C
Bhubaneswar

ଓଟିଇଟି-୨୦୨୪ ପରୀକ୍ଷା ଫଳ ପ୍ରକାଶିତ

ଡେସ୍କ: ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି-୨୦୨୪) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ ‘bseodisha.ac.in’ରେ ଫଳାଫଳ ଉପଲବ୍ଧ ହେଉଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ୱେବସାଇଟରେ ନିଜ ରୋଲ ନମ୍ବର ଓ ମୋବାଇଲ ନମ୍ବର ଏଣ୍ଟ୍ରି କରି ରେଜଲ୍ଟ ଦେଖିପାରିବେ। ଏଥି ସହିତ ବୋର୍ଡ ପକ୍ଷରୁ ସ୍କୋର କାର୍ଡ, ଓଏମଆର ସିଟ ଏବଂ ଡିଜିଟାଲ ସାର୍ଟିଫିକେଟ ମଧ୍ୟ ଦିଆଯାଇଛି। ଛାତ୍ରଛାତ୍ରୀ ମାନେ ଆବଶ୍ୟକ ତଥ୍ୟ ଦେଇ ୱେବସାଇଟରୁ ସେଗୁଡିକ ଡାଉନଲୋଡ଼ କରିପାରିବେ। ଆସନ୍ତା ୭ ଦିନ ଅର୍ଥାତ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଏହା ୱେବସାଇଟରେ ଉପଲବ୍ଧ ହେବ ବୋଲି ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories