www.samajalive.in
Saturday, December 6, 2025
15.1 C
Bhubaneswar

କୁକୁର କାମୁଡ଼ାରେ ହରିଣ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଗୋରାଣ୍ଡି ଯୋଡ଼ି ବିଟର ସାହାରପଡା ପ୍ରଧାନସାହିରୁ ରବିବାର ବନ ବିଭାଗ ଏକ ହରିଣର ମୃତଦେହକୁ ଜବତ କରିଛି। ହରିଣ‌ଟି କରଞ୍ଜିଆ ରେଞ୍ଜର ବଡ ଦେଉଳି ଜଙ୍ଗଲରୁ ପାଣି ସନ୍ଧାନ କରି ଗାଁ ଭିତରକୁ ଚାଲି ଆସିଥିବାବେଳେ ବୁଲା କୁକୁର କାମୁଡ଼ାରେ ହରିଣର ମୃତ୍ୟୁ ଘଟିଛି। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣକୁ ଜବତ କରିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories