www.samajalive.in
Sunday, December 14, 2025
23.1 C
Bhubaneswar

ମାଟି ଭିତରେ ଧସିଗଲେ ବ୍ୟକ୍ତି: ଉଦ୍ଧାର କରିବାକୁ ଆସି ଆଉ ୨ ଜଣ ମଧ୍ୟ ଖସିପଡିଲେ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : କେତେବେଳେ କ’ଣ ଘଟିଯିବ କହିବା ଅସମ୍ଭବ । ବେଳେବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସେ ଯାହା ଚକିତ କରେ । ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଏବେ ଦେଖିବାକୁ ମିଳୁଛି । ଏଥିରେ ଥିବା ଦୃଶ୍ୟ କାହାର ବି ହୋସ୍ ଉଡାଇଦେବ । ଦୃଶ୍ୟଟି ଏକ ପେଟ୍ରୋଲ ପମ୍ପର । ଏଠାରେ ଜଣକ ପରେ ଜଣେ ମାଟି ତଳେ ଧସିଯାଉଥିବା ନଜର ଆସୁଛନ୍ତି । ଏବଂ ଖାତ ଭିତରେ କେବଳ ପାଣି ନଜର ଆସୁଛି । ଲାଗୁଛି ଯେମିତି ପାଣି ଉପରେ ପେଟ୍ରୋଲ ପମ୍ପ ନିର୍ମାଣ ହୋଇଛି ।

- Advertisement -

ଭିଡିଓରେ ଦେଖାଯାଉଛି କି କିଛି ଲୋକ ପେଟ୍ରୋଲ ପମ୍ପରେ ଉପସ୍ଥିତ ଅଛନ୍ତି । ଗୋଟେ ପଟେ ଗାଡିରେ ପେଟ୍ରୋଲ ପଡୁଛି । ଅନ୍ୟପଟେ କିଛି ଜଣ କଥାବାର୍ତ୍ତା ହେଉଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ଅଚାନକ ମାଟି ଭିତରେ ଧସିଯାଉଛନ୍ତି । ହୁଏତ ସେ ପେଟ୍ରୋଲ ପମ୍ପ କର୍ମଚାରୀ । ଏହି ସମୟରେ ତାଙ୍କୁ ଉଦ୍ଧାର କରିବାକୁ ଆସି ଲଗାତର ଆଉ ୨ ଜଣ ମଧ୍ୟ ସମାନ ପରିସ୍ଥିତିରେ ପଡୁଛନ୍ତି । ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories