ଲିଟର ପିଛା ୨ ଟଙ୍କା କମିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ନୂଆଦିଲ୍ଲୀ :  ପେଟ୍ରୋଲ ଓ ଡିଜେଲ ଦାମ୍ କମିଲା । ନିର୍ବାଚନ ପୂର୍ବରୁ ଇନ୍ଧନ ଦାମ୍ ହ୍ରାସ କରିଛନ୍ତି ସରକାର । ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ସାମାଜିକ ଗଣମାଧ୍ୟମ କ୍ଷେତ୍ର ଏକ୍ସରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ୧୫ ମାର୍ଚ୍ଚ ସକାଳ ୬ଟାରୁ ଏହି ନୂଆ ଦାମ୍ ଲାଗୁ ହେବ ।

Comments are closed.