www.samajalive.in
Wednesday, December 10, 2025
16.1 C
Bhubaneswar

ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ନୀତା ଅମ୍ବାନୀଙ୍କୁ ମାନବବାଦୀ ପୁରସ୍କାର

ନୂଆଦିଲ୍ଲୀ : ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ସମାଜସେବୀ ନୀତା ଅମ୍ବାନୀଙ୍କୁ ୭୧ ତମ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ତାଙ୍କ ପ୍ରଭାବଶାଳୀ ଯୋଗଦାନ ପାଇଁ ମାନବବାଦୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ମିସ ଓ୍ବର୍ଲ୍ଡର ଅଧ୍ୟକ୍ଷ ଜୁଲିୟା ମୋର୍ଲେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ମୋର୍ଲେ ନୀତା ଅମ୍ବାନୀଙ୍କ ପାଇଁ କହିଥିଲେ କି ତାଙ୍କୁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ବ ଚିହ୍ନେ । ତାଙ୍କୁ ତାଙ୍କ ବିଶାଳ ହୃଦୟ ଏବଂ ଅନ୍ୟମାନଙ୍କ ପ୍ରତି ଉଦାର ମନୋଭାବ ଯୋଗୁଁ ସମ୍ମାନିତ କରାଯାଉଛି । ଯେତେବେଳେ ବି ଦରକାର ପଡେ ନୀତା ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ବୋଲି ମୋର୍ଲେ ମଞ୍ଚ ଉପରେ କହିଥିଲେ । ଏହି ଅବସରରେ ନୀତା ଅମ୍ବାନୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories