www.samajalive.in
Sunday, December 14, 2025
19.1 C
Bhubaneswar

ନାଟମଣ୍ଡପ ମରାମତି କାମ ୯୦ ପ୍ରତିଶତ ଶେଷ

ଭୁବନେଶ୍ବର : ନାଟମଣ୍ଡପ ମରାମତି କାମ ୯୦ ପ୍ରତିଶତ ଶେଷ ହୋଇଛି । ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ୯୦ ପ୍ରତିଶତ ସରିଥିବା ନେଇ ସୂଚନା ଦେଇଛନ୍ତି ଏଏସଆଇ ଅଧିକ୍ଷକ ଡିବି ଗଡନାୟକ । ମାର୍ଚ୍ଚ ଶେଷ ସୁଦ୍ଧା ମରାମତି କାମ ସାରିବାକୁ ନିର୍ଦ୍ଦେଶ ଥିଲା । ୯୦ ପ୍ରତିଶତ କାମ ସାରିଦେଇଛୁ ଏବଂ ବାକି କାମ ରଥଯାତ୍ରାବେଳେ ହେବ ବୋଲି କହିଛନ୍ତି ଏଏସଆଇ ଅଧିକ୍ଷକ । ତେବେ ଭକ୍ତମାନଙ୍କ ଦର୍ଶନ ପାଇଁ କୌଣସି ଅସୁବିଧା ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories