www.samajalive.in
Sunday, December 7, 2025
26.1 C
Bhubaneswar

ବାଘ ସହ ଫଟୋ ଉଠାଉଥିଲେ ଯୁବତୀ, ଅଚାନକ ଘଟିଗଲା ଏମିତି…

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହୋଇଥାଏ । ଏଥିରେ କିଛି ମଜାଳିଆ ଭିଡିଓ ଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଥାଏ । ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଏହି ଭିଡିଓ ଦେଖିଲେ ଆପଣ ଭୟରେ ଥରିପାରନ୍ତି । ଭିଡିଓରେ ଜଣେ ମହିଳା ଏକ ବାଘ ସହିତ ଫଟୋ ଉଠାଉଛନ୍ତି । କିନ୍ତୁ ଅଚାନକ ବାଘଟି ପାଟି ଖୋଲି ଗର୍ଜନ କରି ମହିଳାଙ୍କ ଆଡେ ମୁହଁ ବୁଲାଇଦେଉଛି । ବାସ୍, ବାକି ଆପଣ ଭିଡିଓରେ ନିଜେ ଦେଖନ୍ତୁ…

- Advertisement -

ଏଥିରେ ଜଣେ ମହିଳା ବାଘକୁ ଧରି ଫଟୋ ଉଠାଉଥିଲେ । କିନ୍ତୁ ଏହି ସମୟରେ ବାଘଟି ନିଜ ଉଗ୍ର ରୂପ ଦେଖାଉଛି । କିନ୍ତୁ ପାଖରେ ଥିବା ବାଘର ଟ୍ରେନର ତାକୁ ଶାନ୍ତ କରିଦେଉଛନ୍ତି । ଇନଷ୍ଟାଗ୍ରାମରେ ଭିଡିଓଟି ସେୟାର ହୋଇଛି । ଏହାକୁ ସମସ୍ତେ ସେୟାର କରିବା ସହ ପସନ୍ଦ କରୁଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories