www.samajalive.in
Monday, December 15, 2025
16.1 C
Bhubaneswar

ଖାଲି ସୁନା ନୁହେଁ ଅକ୍ଷୟ ତୃତୀୟାରେ କିଣି ଆଣନ୍ତୁ ଏହି ଜିନିଷ : ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା

ଅକ୍ଷୟ ତୃତୀୟାର ପବିତ୍ର ପର୍ବ ଚଳିତ ବର୍ଷ ୩୦ ଏପ୍ରିଲରେ ପାଳନ କରାଯିବ। ଏହି ଦିନ ଅଧିକାଂଶ ଲୋକେ ସୁନା କିଣି ଥାନ୍ତି । ମାତ୍ର ସଭିଏଁ ସୁନା କିଣିବା ସମ୍ଭବପର ନୁହେଁ। ତେବେ ଅକ୍ଷୟ ତୃତୀୟାରେ କେବଳ ସୁନା ନୁହେଁ ବରଂ ଏପରି କେତେକ ଜିନିଷ ରହିଛି, ଯାହାକୁ କିଣିଲେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ମିଳିବା ସହ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ହେବ।

ରୁପା- ଏହି ଦିନ ରୁପାର ଜିନିଷ କିମ୍ବା ରୁପା ବାସନ ମଧ୍ୟ କିଣିପାରିବେ । ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

- Advertisement -

ଲୁଣ- ଏହି ଦିନ ଲୁଣ ମଧ୍ୟ କିଣି ପାରିବେ । ଲୁଣ ଚନ୍ଦ୍ରଙ୍କ ସହ ଜଡିତ ବୋଲି କୁହାଯାଏ । ଏହି ଦିନ ଲୁଣ କିଣିବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ।

ମାଟିପାତ୍ର- ଏହି ଦିନ ମାଟି ପାତ୍ର ମଧ୍ୟ କିଣି ପାରିବେ । ମାଟିଦୀପ କିଣିପାରିବେ । ଏହାଦ୍ୱାରା ପରିବାର ସଦସ୍ୟଙ୍କର ଉନ୍ନତି ହୋଇଥାଏ ।

ମେ’ରେ ଶକ୍ତିଶାଳୀ ଗ୍ରହଙ୍କ ମହାଚଳନ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର,ଗାଡି..

ଏହି ଦିନ ଯଅ କିମ୍ବା ହଳଦିଆ ସୋରିଷ ମଧ୍ୟ କିଣିପାରିବେ । ସୁନା-ରୁପା କିଣିବା ସହ ଏହି ଜିନିଷ କିଣିବା ସମାନ ବୋଲି ମାନ୍ୟତା ରହିଛି ।

କଉଡି- ଏହି ଦିନ କଉଡି ମଧ୍ୟ କିଣି ପାରିବେ । ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହେବା ସହ ଧନର ଅଭାବ ଦୂର ହୋଇଥାଏ ।

ବାସନ- ଅକ୍ଷୟ ତୃତୀୟାରେ ପିତ୍ତଳ ବାସନ ମଧ୍ୟ କିଣିପାରିବେ। ଏହାଦ୍ୱାରା ମଧ୍ୟ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।

ସାମାନ୍ୟ ଆଶ୍ୱସ୍ତି ; କମିଲା ସୁନା ଦାମ୍‌

ଦେଖନ୍ତୁ ଭିଡିଓ; କୁଲ୍‌ଫି ଖାଇବା ବେଳେ ବାହାରିଲା ବ୍ଲେଡ୍‌,ଆଉ ତା’ପରେ..

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories