ପାରାଦୀପ : ଜିରୋ ପଏଣ୍ଟରେ ଥିବା ଏକ ଷ୍ଟକ୍ୟାର୍ଡରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଛି । ପ୍ଲାଷ୍ଟିକ୍ କୋଟେଡ୍ ଆଇରନ୍ ପାଇପରେ ଏହି ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବା ନେଇ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
ମେ’ରେ ଶକ୍ତିଶାଳୀ ଗ୍ରହଙ୍କ ମହାଚଳନ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍, କିଣିବେ ଘର,ଗାଡି..
ଖାଲି ସୁନା ନୁହେଁ ଅକ୍ଷୟ ତୃତୀୟାରେ କିଣି ଆଣନ୍ତୁ ଏହି ଜିନିଷ : ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା
ଦେଖନ୍ତୁ ଭିଡିଓ; କୁଲ୍ଫି ଖାଇବା ବେଳେ ବାହାରିଲା ବ୍ଲେଡ୍,ଆଉ ତା’ପରେ..



