ସାମାନ୍ୟ ଆଶ୍ୱସ୍ତି ; କମିଲା ସୁନା ଦାମ୍‌

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । ଗତ କିଛି ଦିନ ତଳେ ସୁନା ଦାମ୍‌ ଏକ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ଏବେ ମୂଲ୍ୟ ଧିରେ ଧିରେ ହ୍ରାସ ପାଉଛି । ଏପ୍ରିଲ ୨୮ ଅର୍ଥାତ୍‌ ସୋମବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୭,୫୩୦ ଟଙ୍କା ରହିଛି । ଗତକାଲି ଏହା ୯୮,୨୧୦ ଟଙ୍କା ଥିଲା । ଏଥିରେ ୬୮୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ … Continue reading ସାମାନ୍ୟ ଆଶ୍ୱସ୍ତି ; କମିଲା ସୁନା ଦାମ୍‌