www.samajalive.in
Sunday, December 7, 2025
14.1 C
Bhubaneswar

ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀ-ନାରାୟଣ ରାଜଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, କିଣିବେ ଭୂମି, ବଢିବ ଦରମା..

ଚଳିତ ବର୍ଷର ଅକ୍ଷୟ ତୃତୀୟା ପର୍ବ ଖୁବ୍‌ ଖାସ୍‌। ଏହି ଦିନ ଗ୍ରହଙ୍କ ଅଦ୍ଭୁତ ସଂଯୋଗ କାରଣରୁ ଅନେକ ରାଜଯୋଗ ହେବାକୁ ଯାଉଛି। ଅକ୍ଷୟ ତୃତୀୟାରେ ବୃଷ ରାଶିରେ ଗୁରୁ-ଚନ୍ଦ୍ରମା ଏକାଠି ହେବା ଦ୍ୱାରା ଗଜକେସରୀ ରାଜଯୋଗ ହେବାକୁ ଯାଉଛି। ସେହିପରି ମୀନ ରାଶିରେ ଶୁକ୍ର-ବୁଧ ଏକାଠି ହୋଇ ଲକ୍ଷ୍ମୀ-ନାରାୟଣ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ। ଜାଣନ୍ତୁ..

ବୃଷ- ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ନୂଆ କାମ ଆରମ୍ଭ କରିବାର ଯୋଗ ରହିଛି । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ।

- Advertisement -

ମିଥୁନ- ଏହି ରାଶିଙ୍କର ଶୁଭ ଦିନ ଆରମ୍ଭ ହେବ । ଚାକିରିରେ ନୂଆ ନୂଆ ସୁଯୋଗ ମିଳିବ । ଯେଉଁମାନେ ଦୀର୍ଘ ଦିନରୁ ଚାକିରି ପାଇଁ ଚେଷ୍ଟା କରୁଥିଲେ, ଚାକିରି କରିବାର ଯୋଗ ରହିଛି । ଟଙ୍କା ନିବେଶ ପାଇଁ ଶୁଭ ସମୟ ରହିଛି ।

ସିଂହ- ଅଟକି ଥିବା ଧନ ପ୍ରାପ୍ତି ହେବ । ମା’ଲକ୍ଷ୍ମୀ ଓ କୁବେର ଦେବତାଙ୍କ ବିଶେଷ କୃପା ପ୍ରାପ୍ତି ହେବ । ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ତୁଳା- ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ଅଟକି ଥିବା ସମସ୍ତ କାମ ପୂରଣ ହେବ । ଚାକିରିରେ ବଡ ଦାୟିତ୍ୱ ସହ ସଫଳତା ମିଳିବ । ଭୂମି କିଣିବାର ଯୋଗ ରହିଛି ।

ମୀନ- ଜୀବନରେ ଖୁସିର ଆଗମନ ହେବ । ଧନ ରୋଜଗାର କରିବାର ନୂଆ ମାଧ୍ୟମ ସାମ୍ନାକୁ ଆସିବ । ମା’ ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଥିତି ମଜଭୁତ ହେବ ।

ଦେଖନ୍ତୁ ଭିଡିଓ ; ଦିଲ୍ଲୀରେ ପାକିସ୍ତାନ ଦୂତାବାସକୁ କେକ୍‌ ନେଇଯାଉଥିଲେ, ଆଉ ତା’ପରେ

‘ମାଆ କେବେ ହାର୍‌ ମାନେ ନାହିଁ’; ଦେଖନ୍ତୁ ଭିଡିଓ, କେମିତି ସିଂହ ଦଳ କବଳରୁ ଛୁଆର ଜୀବନ ରକ୍ଷା କଲା ମଇଁଷି

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories