www.samajalive.in
Sunday, December 14, 2025
23.1 C
Bhubaneswar

୯୦ ବର୍ଷରେ ପାଦ ଥାପିଲା ଓଡ଼ିଆ ସିନେମା, ଏପ୍ରିଲ ୨୮ କୁ ‘ଓଡ଼ିଆ ସିନେମା ଦିବସ’ ଘୋଷଣା ଦାବି

ଭୁବନେଶ୍ବର : ଏପ୍ରିଲ ୨୮କୁ ଓଡ଼ିଆ ସିନେମା ଦିବସ ଭାବେ ଘୋଷଣା କରିବା ପାଇଁ ଦାବି କଲେ କଳାକାର । ଆଜି ୯୦ ତମ  ଓଡ଼ିଆ ସିନେମା ଦିବସ ପାଳନ ଅବସରରେ ସ୍ଥାନୀୟ ପ୍ରେସ କ୍ଲବଠାରେ ଏକାଠି ହୋଇଥିଲେ ଓଡ଼ିଆ ସିନେମାର ବହୁ ନାମୀଦାମୀ କଳାକାର ,ନିର୍ଦ୍ଦେଶକ ଓ ପ୍ରଯୋଜକ। ଓଡ଼ିଶା ସରକାର ଆନୁଷ୍ଠାନିକ ଭାବେ ଏପ୍ରିଲ ୨୮ କୁ ଓଡ଼ିଆ ସିନେମା ଦିବସ ରୂପେ ଘୋଷଣା କରନ୍ତୁ ବୋଲି କଳାକାରଙ୍କ ସମେତ ନିର୍ଦ୍ଦେଶକ, ପ୍ରଯୋଜକ ଦାବି କରିଛନ୍ତି । ଏପ୍ରିଲ ୨୮ ,୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ମୁକ୍ତିଲାଭ କରିଥିଲା । ସେହିଦିନକୁ ମନେପକେଇବା ପାଇଁ ଓ ମନେ ରଖିବା ପାଇଁ ଏପ୍ରିଲ ୨୮କୁ ଓଡ଼ିଆ ସିନେମା ଦିବସ ରୂପେ  ମାନ୍ୟତା ପାଇବା ନେଇ ଦାବି ହେଉଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories