www.samajalive.in
Saturday, December 6, 2025
23.1 C
Bhubaneswar

ଆଉ ଅଳ୍ପ ଦିନ.. ଶନିଙ୍କ ଓଲଟା ଚଳନ ସହ ବୃହସ୍ପତି ଚଳନ; ଏହି ରାଶି କିଣିବେ ନୂଆ ଘର,ଭୂମି, ବଢିବ ଦରମା, ହେବେ ଧନୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ରାଶି ପରିବର୍ତ୍ତନ କରି ଥାନ୍ତି। ଏହାର ପ୍ରଭାବ ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଜ୍ୟୋତିଷ ଗଣନାନୁସାରେ ଜୁଲାଇରେ ଶନିଦେବ ଓଲଟା ଚଳନ କରିବେ। ଗୁରୁ ଗ୍ରହ ୧୪ ମେ’ରେ ମିଥୁନ ରାଶିରେ ପ୍ରବେଶ କରିବେ । ଏହି ବିଶେଷ ଗ୍ରହ ଯୋଗ ଓ ପ୍ରଭାବ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ସହ ଧନ ଲାଭ ଓ ଉନ୍ନତି ହେବ । ଜାଣନ୍ତୁ କେଉଁ ରାଶି ହେବେ ଭାଗ୍ୟବାନ୍‌..

ବୃଷ- ହଠାତ୍‌ ଧନ ପ୍ରାପ୍ତି ହେବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ପଦନ୍ନୋତି ହେବ । ଅଧିକାରୀଙ୍କ ସହଯୋଗ ମିଳିବ । ପୈତୃକ ସମ୍ପତ୍ତି ରୁ ଲାଭବାନ୍‌ ହେବେ ।

- Advertisement -

ମିଥୁନ- ଏହି ରାଶିଙ୍କୁ ଅଧିକ ଲାଭ ମିଳିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଦେଶ ବିଦେଶର ଯାତ୍ରାର ଯୋଗ ରହିଛି । ପରିବାରରେ ସମସ୍ୟା ରହିବନି । ନୂଆ ଘର, ଭୂମି କିଣିବାର ଯୋଗ ରହିଛି ।

ତୁଳା- ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଚାକିରିରେ ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟରେ ବୃଦ୍ଧି ହେବ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ଧନ ସମ୍ପତ୍ତି ବୃଦ୍ଧି ହେବ । ନିବେଶ କରି ଲାଭବାନ୍‌ ହେବେ ।

ଧନୁ- ଆମଦାନୀରେ ବୃଦ୍ଧି ହେବ । ବ୍ୟବସାୟରେ ବଡ ଧରଣର ଲାଭ ହେବ। ଚାକିରିରେ ପଦନ୍ନୋତି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ରହିବ । ବାପା-ମାଆଙ୍କ ଠାରୁ ଆର୍ଥିକ ସହଯୋଗ ମିଳିବ।

ଦେଖନ୍ତୁ ଭିଡିଓ ; ନାଗସାପ ସହ ଏମିତି କରୁଥିଲେ ଯୁବକ, ଆଉ ତା’ପରେ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories