ଦେଖନ୍ତୁ ଭିଡିଓ ; ନାଗସାପ ସହ ଏମିତି କରୁଥିଲେ ଯୁବକ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ହୋସ୍‌ ଉଡାଇଦେଇଛି । କିଛି ସେକେଣ୍ଡର ଏହି ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। View this post on Instagram A post shared by Mike Holston (@therealtarzann) ଭିଡିଓରେ ଜଣେ ବ୍ୟକ୍ତି ଉଦ୍ଧାର ହୋଇଥିବା ନାଗସାପକୁ … Continue reading ଦେଖନ୍ତୁ ଭିଡିଓ ; ନାଗସାପ ସହ ଏମିତି କରୁଥିଲେ ଯୁବକ, ଆଉ ତା’ପରେ..