www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ନାଗସାପ ସହ ଏମିତି କରୁଥିଲେ ଯୁବକ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ହୋସ୍‌ ଉଡାଇଦେଇଛି । କିଛି ସେକେଣ୍ଡର ଏହି ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।


ଭିଡିଓରେ ଜଣେ ବ୍ୟକ୍ତି ଉଦ୍ଧାର ହୋଇଥିବା ନାଗସାପକୁ ମୁହଁ ନିକଟରେ ଆଣି ସ୍ପର୍ଶ କରାଯାଉଥିଲେ । ମାତ୍ର ସେହି ସମୟରେ ସାପଟି ତୁରନ୍ତ ତାଙ୍କ ମୁହଁକୁ ହିଁ ଦଂଶନ କରୁଛି । ଏହି ଦୃଶ୍ୟ ଦେଖି ଭୟଭୀତ ହେବା ସାଧାରଣ କଥା । କାରଣ ବିଷାକ୍ତ ସାପର ଦଂଶନରେ ବ୍ୟକ୍ତି ଜୀବନ କିଛି ସମୟରେ ହିଁ ଚାଲିଯାଏ । ଏଭଳି ନକରିବା ପାଇଁ ବାରମ୍ବାର ସଚେତନ କରାଗଲେ ମଧ୍ୟ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ।
ସାପକୁ ଉଦ୍ଧାର କରାଯିବା ପରେ ଏହାକୁ ଡବା କିମ୍ବା ସାପ ରଖିବାକୁ ଥିବା ସ୍ୱତନ୍ତ୍ର ବ୍ୟାଗ୍‌ରେ ନରଖି ସାପକୁ ମୁହଁରେ ସ୍ପର୍ଶ କରାଇବାକୁ ଚେଷ୍ଟା କରୁଥିଲେ । ମାତ୍ର ସାପଟି ତୁରନ୍ତ ଆକ୍ରମଣ କରିଥିଲା ।

ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀ-ନାରାୟଣ ରାଜଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, କିଣିବେ ଭୂମି, ବଢିବ ଦରମା..

- Advertisement -

ଦେଖନ୍ତୁ ଭିଡିଓ ; ଦିଲ୍ଲୀରେ ପାକିସ୍ତାନ ଦୂତାବାସକୁ କେକ୍‌ ନେଇଯାଉଥିଲେ, ଆଉ ତା’ପରେ

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories