ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀ-ନାରାୟଣ ରାଜଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, କିଣିବେ ଭୂମି, ବଢିବ ଦରମା..

ଚଳିତ ବର୍ଷର ଅକ୍ଷୟ ତୃତୀୟା ପର୍ବ ଖୁବ୍‌ ଖାସ୍‌। ଏହି ଦିନ ଗ୍ରହଙ୍କ ଅଦ୍ଭୁତ ସଂଯୋଗ କାରଣରୁ ଅନେକ ରାଜଯୋଗ ହେବାକୁ ଯାଉଛି। ଅକ୍ଷୟ ତୃତୀୟାରେ ବୃଷ ରାଶିରେ ଗୁରୁ-ଚନ୍ଦ୍ରମା ଏକାଠି ହେବା ଦ୍ୱାରା ଗଜକେସରୀ ରାଜଯୋଗ ହେବାକୁ ଯାଉଛି। ସେହିପରି ମୀନ ରାଶିରେ ଶୁକ୍ର-ବୁଧ ଏକାଠି ହୋଇ ଲକ୍ଷ୍ମୀ-ନାରାୟଣ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ। ଜାଣନ୍ତୁ.. ବୃଷ- ଆର୍ଥିକ କ୍ଷେତ୍ରରେ … Continue reading ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀ-ନାରାୟଣ ରାଜଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, କିଣିବେ ଭୂମି, ବଢିବ ଦରମା..