www.samajalive.in
Tuesday, December 9, 2025
16.1 C
Bhubaneswar

ବିଦେଶୀ ମୁଦ୍ରାର ନେଣଦେଣ କମିବ, ଏହି ଦେଶ ସହ ହାତ ମିଳାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ଭାରତ ଏବଂ ଇଣ୍ଡୋନେସିଆ ବିଦେଶୀ ମୁଦ୍ରାର ଦବଦବା ସମାପ୍ତ କରିବା ପାଇଁ ବଡ ପଦକ୍ଷେପ ଉଠାଇଛନ୍ତି । ଉଭୟ ଦେଶ କେନ୍ଦ୍ର ବ୍ୟାଙ୍କ ଅର୍ଥାତ୍ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଡୋନେସିଆ ମଧ୍ୟରେ ଚୁକ୍ତି ହୋଇଛି । ଚୁକ୍ତି ଅନୁସାରେ ଉଭୟ ଦେଶ ଦ୍ବିପାକ୍ଷିକ ବ୍ୟାପାରକୁ ପ୍ରୋତ୍ସାହନ ଦେବା ପାଇଁ ଆଞ୍ଚଳିକ ମୁଦ୍ରାର ବ୍ୟବହାର କରିବା କଥା ଉଠାଇଛନ୍ତି । ଏହା ଫଳରେ ଡଲାର, ୟୁରୋ, ପାଉଣ୍ଡ ଏବଂ ଅନ୍ୟ ବିଦେଶୀ ମୁଦ୍ରାର ବ୍ୟବହାର ଏବଂ ବ୍ୟବସାୟିକ ନେଣଦେଣ କମ୍ ହୋଇପାରିବ ।

ଚୁକ୍ତିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଏବଂ ଇଣ୍ଡୋନେସିଆର କେନ୍ଦ୍ର ବ୍ୟାଙ୍କ ଗଭର୍ଣ୍ଣର ହସ୍ତାକ୍ଷର କରିଛନ୍ତି । ଏହି ଚୁକ୍ତିର ପ୍ରମୁଖ ଲକ୍ଷ୍ୟ ଉଭୟ ଦେଶ ମୁଦ୍ରାକୁ ପ୍ରୋତ୍ସାହନ ଦେବା । ରିଜର୍ଭ ବ୍ୟାଙ୍କ କହିଛି କି ଏହି ସହଯୋଗ ଉଭୟ ଦେଶର ସମ୍ବନ୍ଧକୁ ମଜଭୁତ କରିବା ସହ ଉଭୟ ଦେଶ ମଧ୍ୟରେ ସ୍ଥାନୀୟ ମୁଦ୍ରା ନେଣଦେଣ ବଢିବ ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories