www.samajalive.in
Tuesday, December 9, 2025
16.1 C
Bhubaneswar

୧୫ ଦିନ ପଇଡ ପାଣି ପିଇଲେ ମିଳିବ ଏସବୁ ଲାଭ..

ସ୍ୱାସ୍ଥ୍ୟ ପାଇଁ ପଇଡ ପାଣି ବେଶ ଲାଭଦାୟକ। ନିୟମିତ ଏହାର ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ଲାଭ ମିଳିଥାଏ। ତେବେ ଜାଣନ୍ତୁ ୧୫ ଦିନ ଲଗାତାର ପଇଡ ପାଣି ପିଇବା ଦ୍ୱାରା କି କି ଲାଭ ମିଳିଥାଏ..
ନିୟମିତ ପଇଡ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।
ପଇଡ ପାଣି ପିଇବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ କରିଥାଏ।
ଶରୀରରେ ଜଳୀୟଅଂଶର ଅଭାବ ପୂରଣ କରିଥାଏ।
ତ୍ୱଚାକୁ ନରମ କରିଥାଏ।
ଖାଦ୍ୟ ଭଲ ଭାବେ ହଜମ ହେବା ସହ ପାଚନ ତନ୍ତ୍ର ସୁସ୍ଥ ରହିଥାଏ, ପେଟ ମଧ୍ୟ ଥଣ୍ଡା ରହିଥାଏ।
ଏହାର ସେବନ କରିବା ଦ୍ୱାରା କେଶ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ।
ଏହାର ସେବନ କଲେ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଏହାର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ନିୟମିତ ଏହାର ସେବନ କରିବା ଦ୍ୱାରା ଦୁର୍ବଳ ଅନୁଭବ ହେବା ସମସ୍ୟା ଦୂର ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories