ବରିଷ୍ଠ ଭେଷଜ ବିଶେଷଜ୍ଞ ଅସିତ ମଲ୍ଲିକ ଓ ଡାକ୍ତର ଶ୍ବେତାସିନୀ ରାୟଙ୍କ ଗୋପବନ୍ଧୁ ଚିକିତ୍ସାଳୟରେ ଯୋଗଦାନ

ଗୁରୁଡ଼ିଝାଟିଆ : ଲୋକସେବକ ମଣ୍ଡଳ ଓ ‘ସମାଜ’ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଅସିତ କୁମାର ମଲ୍ଳିକ ଯୋଗଦାନ କରିଛନ୍ତି। ଡାକ୍ତର ମଲ୍ଲିକଙ୍କର ଭେଷଜ…
Read More...

ଗୁରୁବାର ରାଶିଫଳ (୦୪/୦୮/୨୦୨୨)

ମେଷ : ପବିତ୍ର ଭାବନାର ବଶବର୍ତ୍ତୀ ହୋଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଅହଂଭାବ ନାଶ ହେବ। ବୃଷ :…
Read More...

ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା : ୨ୟ ସ୍ଥାନରେ ସୂର୍ଯ୍ୟକୁମାର

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତୀୟ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବ ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ ୫ମ…
Read More...

୨ ପିକଅପ୍ ଧକ୍କା : ୪୦ରୁ ଊର୍ଦ୍ଧ୍ବ ଆହତ

ଆନନ୍ଦପୁର/ଘସିପୁରା : ବୁଧବାର ଅପରାହ୍ନରେ ଆନନ୍ଦପୁର ସୀମାନ୍ତ ୫୩ନଂ ରାଜ୍ୟ ରାଜପଥ ପିତୁରିଆ ଛକଠାରେ ଦୁଇ ପିକଅପ୍ ଭ୍ୟାନ ମୁହାମୁହଁ ଧକ୍କା ହେବା ପଂଳରେ ମହୁଲଡ଼ିହା ଅଞ୍ଚଳର ୪୦ରୁ ଊର୍ଦ୍ଧ୍ବ ମହିଳା ଓ ଯୁବତୀ ଗୁରୁତର…
Read More...

ଦିବ୍ୟାଙ୍ଗ ପୁଅର ଆକ୍ରମଣରେ ବାପା ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ପଂଚାୟତ ଅଧିନରେ ଥିବା ଗଦାଡି ଗ୍ରାମରେ ବୁଧବାର ଏକ ଅଭାବନିୟ ଘଟଣା ଘଟିଛି । ଜଣେ ଦିବ୍ୟାଙ୍ଗ ପୁଅର ଆକ୍ରମଣରେ ବାପା ଗୁରୁତର ଆହତ ହୋଇ …
Read More...

ପୁଲିସ ତରଫରୁ ସଚେତନତା ଶିବିର

ନର୍ଲା :  ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପରେ ପ୍ରଥମ ଥର ପାଇଁ କେସିଙ୍ଗା ଆଦର୍ଶ ଥାନା ତରଫରୁ ପୁଲିସ ସଚେତନତା ଶିବିର ବୁଧବାର ରୁପ୍ରାସ୍ଥିତ ତ୍ରିନାଥ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

କନ୍ଧମାଳ ଚକାପାଦ ଅଞ୍ଚଳରୁ ବାଘଛାଲ ଜବତ ; ୪ ଗିରଫ 

ଫୁଲବାଣୀ : କନ୍ଧମାଳ ଜିଲା ଟିକାବାଲି ଜଙ୍ଗଲବିଭାଗ ରେଞ୍ଜ ଅନ୍ତର୍ଗତ ଚକାପାଦ ଅଞ୍ଚଳରେ ଚଢଉ କରି ଏସଟିଏଫ ଟିମ ବାଘଛାଲ  ଜବତ କରିଛି । ଏ ସମ୍ପର୍କରେ ଏସଟିଏଫ ଟିମ ଚାରି ଜଣକୁ ଗିରଫ କରିବା ସହ ବନ୍ଧୁକ, ଗୁଳି, ଧନୁଶର…
Read More...

ଓଟିଏମ୍ ଶ୍ରମିକମାନଙ୍କର ବିଜୟ ଶୋଭାଯାତ୍ରା

ଚୌଦ୍ୱାର : ଦୀର୍ଘ ୨୧ବର୍ଷ ପରେ ବନ୍ଦ ଓଟିଏମ୍ ମାମଲା ନ୍ୟାୟାଳୟରୁ ଯାଇ ସରକାରଙ୍କ ପରିସରଭୁକ୍ତ ହୋଇ ଥିବାରୁ ଓଟିଏମ୍ ଶ୍ରମିକ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ୨୦୦୧ ମସିହାରେ ଓଟିଏମ୍…
Read More...

ସ୍କ୍ବାଶ ଓ ଜୁଡୋରେ ଭାରତକୁ ପଦକ ; ପଦକ ତାଲିକାର ଷଷ୍ଠ ସ୍ଥାନରେ ଭାରତ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାରେ ବୁଧବାର ଭାରତ କ୍ରମାଗତ ୨ଟି ପଦକ ହାସଲ କରିଛି । ସ୍କ୍ବାଶ ଏବଂ  ଜୁଡୋରେ ଭାରତ ୨ଟି ପଦକ ବିଜୟୀ ହୋଇଛି। ସ୍କ୍ବାଶରେ ସୌରଭ ଘୋଷାଲ ବୋଞ୍ଜ ପଦକ ଜିତିଛନ୍ତି। ଦେଶର ଏହି ୧ନଂ…
Read More...

ପାରିଷଦ ମାନଙ୍କ ଅନଶନ ; ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପୌରାଧ୍ୟକ୍ଷାଙ୍କ ଆହ୍ୱାନ

ଦେବଗଡ଼ : ୧୫ ଦଫା ଦାବି ନେଇ ଦେବଗଡ ପୌର ପରିଷଦର ପାରିଷଦ ମାନେ ଗତ ୨୫ ତାରିଖଠାରୁ ପୌର ପରିଷଦ କାର୍ଯ୍ୟାଳୟରେ ଆରମ୍ଭ କରିଥିବା ଆମରଣ ଅନଶନ ପରିପ୍ରେକ୍ଷୀରେ ମୁହଁ ଖୋଲିଛନ୍ତି ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି…
Read More...

କାର୍‍ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପୋଟଳ ଗ୍ରାମ ନିକଟବର୍ତ୍ତୀ ଡ୍ରାଇଭର୍ସନ ଠାରେ ବୁଧବାର ଏକ କାର ଧକ୍କାରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ହାଇୱେ…
Read More...

ଶିଶୁ ପାଇଁ ମା’କ୍ଷୀର ସର୍ବୋତ୍ତମ ସନ୍ତୁଳିତ ଆହାର

ଆଠଗଡ: ଆଠଗଡ ଉପଖଣ୍ଡ ଡାକ୍ତରଖାନା ପକ୍ଷରୁ ପୁଷ୍ଟିସାଧନ କେନ୍ଦ୍ର ମଧ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୧ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ…
Read More...

ମେଘା ସ୍କୁଲରୁ ଚୋରୀ ସାମଗ୍ରୀ ଉଦ୍ଧାର, ଚୋରକୁ ଧରିଲେ ଗ୍ରାମବାସୀ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ମେଘାସ୍ଥିତ ବିଶ୍ୱେଶ୍ୱର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରୁ ଗତ ରବିବାର ବିଳମ୍ବିତ ରାତ୍ରିରେ କମ୍ପ୍ୟୁଟର ଶ୍ରେଣୀକକ୍ଷର ଲୁହା କବାଟ ଭାଙ୍ଗି କମ୍ପ୍ୟୁଟର ଓ ମାଇକ ସେଟ ଆଦି ଚୋରୀ ହୋଇଥିଲା । ଏ…
Read More...

ନୂଆ ନିୟମରେ ହେବ ଭୋଟର ତାଲିକା

ଯାଜପୁର: ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମ ଅନୁସାରେ ତ୍ରୁଟି ଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ହେବ ।  ସେଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋରଙ୍କ…
Read More...

ଯାଜପୁର ଜିଲ୍ଲା କାର୍ଯ୍ୟାଳୟର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

ଯାଜପୁର: ସରକାରୀ ବ୍ୟବସ୍ଥା ମଧ୍ୟରେ ସାଧାରଣ ଲୋକ ମାନଙ୍କୁ ସମୟୋଚିତ ସାମାଜିକ ନ୍ୟାୟ ପ୍ରଦାନ, ସେମାନଙ୍କର ଆବଶ୍ୟକତା ଓ ଅଧିକାରକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ପ୍ରଦାନ ପାଇଁ  କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ…
Read More...

ଏସିଆ କପ୍‌ କ୍ରିକେଟ; ୨୮ରେ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ: ୟୁଏଇରେ ଚଳିତ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୫ଶ ସଂସ୍କରଣ ଖେଳାଯିବ। ୨୭ରେ ଉଦ୍‌ଘାଟନୀ ମ୍ୟାଚ ଶ୍ରୀଲଙ୍କା - ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାବେଳେ…
Read More...

ମୁଦ୍ରାସ୍ଫୀତିକୁ ଆମେ ଅସ୍ବୀକାର କରୁନୁୁ: ନିର୍ମଳା

ନୂଆଦିଲ୍ଲୀ: ଦେଶରେ ଦେଖାଯାଇଥିବା ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତିକୁ​‌ ସରକାର କିମ୍ବା ଅନ୍ୟ କେହି ଅସ୍ବୀକାର କରୁ ନାହାନ୍ତି । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ପାଇଁ ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ…
Read More...

‘ଦେଶବାସୀ ବେରୋଜଗାରୀ ସହ ଲଢୁଛନ୍ତି’

ନୂଆଦିଲ୍ଲୀ: ଦେଶବାସୀ ବେରୋଜଗାରୀ ସହ ଲଢ଼ୁଛନ୍ତି । ବେରୋଜଗାରୀ ଦେଶରେ ମହାମାରୀ ରୂପ ନେଇଥିବା ବେଳେ କୋଟି କୋଟି ପରିବାରଙ୍କ ନିକଟରେ ଆୟର ସ୍ଥିର ପନ୍ଥା ନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି…
Read More...

ପାକ୍‌ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

ଇସଲାମାବାଦ୍‌: ପାକିସ୍ତାନ ସେନାର ଏକ ହେଲିକପ୍ଟର ବାଲୁଚିସ୍ତାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬ଜଣ ସାମରିକ ଅଧିକାରୀଙ୍କ ପ୍ରାଣହାନି ଘଟିଛି। ବନ୍ୟା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏହି ହେଲିକପ୍ଟର…
Read More...

ଧାରଣା ଦେଲେ ପ୍ରଧାନମନ୍ତ୍ରୀଙ୍କ ଭାଇ

ନୂଆଦିଲ୍ଲୀ: ସ୍ଥାନୀୟ ଜନ୍ତରମନ୍ତରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହଲ୍ଲାଦ ମୋଦୀ ଧାରଣ ଦେଇଥିବା ମଙ୍ଗଳବାର ଦେଖିବାକୁ ମିଳିଥିଲା । ସୂଚନାଥାଉ କି ପ୍ରହଲ୍ଲାଦ ସର୍ବଭାରତୀୟ ଫେୟାର ପ୍ରାଇସ୍‌ ସପ୍‌…
Read More...

୫ରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦିନେ ଦୁଇଦିନ ମଧ୍ୟରେ ପୁଣି ସକ୍ରିୟ ହେବ। ଏହାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ। ୫ ଓ ୬ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ପାଣିପାଗ…
Read More...

ଆଜି ୪ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ: ଶ୍ରାବଣ ଶୁକ୍ଳ ପଞ୍ଚମୀ ମଳ ତିଥିରେ ବୁଧବାର ଶ୍ରୀବିଗ୍ରହଙ୍କୁ ବନକଲାଗି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ପ୍ରାୟ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗମଣ୍ଡପ ଶେଷ…
Read More...

ଆଜିଠୁ ଜୟପୁରକୁ ବିମାନସେବା

ଜୟପୁର: କୋରାପୁଟ ଜିଲାବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଦୀର୍ଘବର୍ଷର ଦାବି ପରେ ଜିଲା ପ୍ରଶାସନର ନିରନ୍ତର ପ୍ରୟାସକ୍ରମେ ଆଜିଠୁ ଜୟପୁର ବିମାନ ବନ୍ଦରରୁ ବିମାନ ଚଳାଚଳ (ନନ…
Read More...

ଓଡ଼ିଆ ଚଳଚ୍ଚିତ୍ରର ପଶ୍ଚାତ୍‌ଗତି କାହିଁକି?

ଓଡ଼ିଶାରେ ଅନେକ ଦିନ ଧରି ଚର୍ଚ୍ଚା ଚାଲିଛି ଯେ ଭଲ ଓଡ଼ିଆ ସିନେମା ଆଉ ତିଆରି ହେଉନାହିଁ। ହୃଦୟସ୍ପର୍ଶୀ, ମୌଳିକ, ଓଡ଼ିଶାର ନିଜସ୍ୱ କାହାଣୀକୁ ନେଇ ଆଉ ଚଳଚ୍ଚିତ୍ର ହେଉନାହିଁ। କେବଳ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ନକଲ…
Read More...

ପରିଣତ ବୟସର ବୋଝ

ପରିଣତ ବୟସର ବୋଝ ବୋହିବ କିଏ? ସନ୍ତାନ-ସନ୍ତତି ନା ନିଜେ? ଏହା ସଂପ୍ରତି ଅୟୁତ ଟଙ୍କାର ପ୍ରଶ୍ନ। ପିତାଙ୍କ ବନ ପ୍ରସ୍ଥାନ ପରେ ସେଦିନ ମା’ ଦେବହୂତିଙ୍କ ମୋକ୍ଷ ପ୍ରାପ୍ତିର ବୋଝ ମୁଣ୍ଡାଇଥିଲେ ପୁତ୍ର କପିଳ। ଭକ୍ତିଯୋଗର…
Read More...

ଦୂତି ୧୦୦ମି. ସେମିରୁ ବଞ୍ଚିତ

ବର୍ମିଂହାମ୍‌: ଶେଷ ମୁହୂର୍ତ୍ତରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଆ ଧାବିକା ଦୂତି ଚାନ୍ଦ ସେମିଫାଇନାଲରେ ପହଞ୍ଚିବାରୁ ଅଳ୍ପକେ ବିଫଳ ହୋଇଛନ୍ତି। ମଙ୍ଗଳବାର…
Read More...

ଡିଗ୍ରୀ କଲେଜ ପରିସରରୁ ଅଲଗା ହେବ +୨

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ପରିସରରୁ ଯୁକ୍ତ ଦୁଇ ଶ୍ରେଣୀକୁ ଅଲଗା କରାଯିବ। ଯୁକ୍ତଦୁଇକୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଢାଞ୍ଚାରେ ହାଇସ୍କୁଲ ପରିସରରେ ସାମିଲ କରି ଶିକ୍ଷାଦାନ କରାଯିବା ଲାଗି…
Read More...

ସବୁ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲିବ

ଭୁବନେଶ୍ବର: ତାଲାବନ୍ଦଠାରୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥର ଚାରି ଯୋଡ଼ା ଏକ୍ସପ୍ରେସ ରେଳ ସେବାକୁ ପୁନଃ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ବ୍ୟତୀତ…
Read More...

ଭାଇରାଲ ହେଉଛି ଭାଇ-ଭଉଣୀଙ୍କ ଭିଡିଓ; କୁନି ଭଉଣୀ ପାଇଁ କର୍ତ୍ତବ୍ୟ କରୁଛି ଛୋଟ ଭାଇ

ଏ ହେଉଛି ଭାଇ ଭଉଣୀର ସମ୍ପର୍କ । ଦୁନିଆର ସବୁଠାରୁ ସ୍ନେହ ଓ ପବିତ୍ରର ସମ୍ପର୍କ । ଦେଖନ୍ତୁ ଗୋଟିଏ ଭାଇର କର୍ତ୍ତବ୍ୟକୁ । ବୟସ ସିନା କମ୍ ହେଲେ ନିଜର କର୍ତ୍ତବ୍ୟ କରୁଛି ଛୋଟ ଭାଇ । କୁନି ଭଉଣୀକୁ ପିଠିରେ ବସାଇ…
Read More...

ପ୍ରବଳ ବର୍ଷାରେ ଭାସିଗଲା ବିରିୟାନି ହଣ୍ଡା; ଭାଇରାଲ ହେଉଛି ଭିଡିଓ ଦେଖନ୍ତୁ..

ମୌସୁମୀ ବର୍ଷାରେ ଉବୁଟୁବୁ ହୋଇଛି ସାରାଦେଶ । ଗତକିଛି ଦିନର ଲାଗାଣ ବର୍ଷା ପରେ ଏବେ ସମଗ୍ର ରାଜ୍ୟ ଗୁଡିକ ଆଶ୍ୱସ୍ତି ନେଇଛି । ହେଲେ ଏହାରି ଭିତରେ ବର୍ଷାକୁ ନେଇ ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…
Read More...

ବିଷାକ୍ତ ଗ୍ୟାସ୍‌ ଲିକ୍‌; ଶତାଧିକ ଅସୁସ୍ଥ; ୫୦ ଗୁରୁତର

ନୂଆଦିଲ୍ଲୀ: ବିଶାଖାପାଟଣା ନିକଟରେ ଥିବା ଏକ ପୋଷାକ ଉତ୍ପାଦନ କାରଖାନାରେ ବଡ଼ ଧରଣର ଅଘଟଣ ଘଟିଛି । କାରଖାନାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା କାରଣରୁ ଶତାଧିକ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ତୁରନ୍ତ ସମସ୍ତ…
Read More...

ଉଦ୍ଧାର ହେଲା ପ୍ରାଚୀନ ମନ୍ଦିର; ୮୦୦୦ ବର୍ଷ ପୁରୁଣା ସଭ୍ୟତାର ମିଳିଲା ପ୍ରମାଣ !

ନୂଆଦିଲ୍ଲୀ: ସାଉଦିଆରବର ଏକ ମରୁଭୂମିରେ ପ୍ରଚୀନ ମନ୍ଦିର ଉଦ୍ଧାର କରାଯାଇଛି । କୁହାଯାଉଛି କି ମନ୍ଦିରଟି ୮ହଜାର ବର୍ଷର ପୁରୁଣା ହୋଇଥିବା ବେଳେ ମନ୍ଦିର ନିକଟରେ ଜନବସତିର କିଛି ଅଂଶ ଦେଖିବାକୁ ମିଳିଛି । ସର୍ଭେ ସମୟରେ…
Read More...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ମହଙ୍ଗା ଭତ୍ତା

ମଧ୍ୟପ୍ରଦେଶ: ପୁଣି ବଢ଼ିବ ସରକାରୀ କର୍ମଚାରୀଙ୍କ ଦରମା । ମଧ୍ୟପ୍ରଦେଶ ସରକାର ସରକାରୀ କର୍ମଚାରୀଙ୍କ ଦରମା ପୁଣି ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଯାହାଦ୍ୱାରା ମଧ୍ୟପ୍ରଦେଣ ସରକାରୀ କର୍ମଚାରୀ ମାନେ ଉପକୃତ…
Read More...

ନିପାତ ହେଲା ଆତଙ୍କବାଦୀ ମୁଖ୍ୟ ଆୟମାନ ଅଲ-ଜୱାହିରୀ

ୱାଶିଂଟନ: ନିପାତ ହେଲା ଆତଙ୍କବାଦୀ ମୁଖ୍ୟ ଆୟମାନ ଅଲ-ଜୱାହିରୀ । ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ଆଫଗାନିସ୍ତାନରେ ଡ୍ରୋନ୍‌ ଆକ୍ରମଣରେ ଅଲ-ଜୱାହିରୀକୁ  ନିପାତ କରିଥିବା ଜଣାପଡ଼ିଛି । ଏନେଇ…
Read More...

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ପ୍ରତିଷ୍ଠା ଉତ୍ସବ

ଫୁଲବାଣୀ: ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଜନ୍ମ ବାର୍ଷିକ ତଥା ଫୁଲବାଣୀ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଗବେଷଣା କେନ୍ଦ୍ରର ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ସଭାଗୃହ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ…
Read More...

ରାଜ୍ୟରେ ଆଉ ୭୪୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୭୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪୩୩ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩୦୮ଜଣ ରହିଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷର ମଧ୍ୟରେ ଚିହ୍ନଟ…
Read More...

ରୂପାନ୍ତରିତ ପଞ୍ଜୀକରଣ ଫର୍ମ କାର୍ଯ୍ୟକାରିତାର ଶୁଭ ଉଦ୍‌ଘାଟନ

ଫୁଲବାଣୀ: କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ- ୧୯୫୦-୫୧ ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ ସଂଶୋଧନ କରାଯାଇଛି ।  ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖରୁ…
Read More...

ହରଭଙ୍ଗା ଯୋଗାଣ ସହାୟକ ସଂଘ ପକ୍ଷରୁ ବି.ଡି.ଓଙ୍କୁ ଦାବିପତ୍ର

ହରଭଙ୍ଗା: ହରଭଙ୍ଗା ଯୋଗାଣ ସହାୟକ ସଂଘ ପକ୍ଷରୁ ହରଭଙ୍ଗା ବି.ଡି.ଓଙ୍କୁ ସୋମବାର ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଲକର ୨୨ଟି ପଞ୍ଚାୟତରେ ୨୦୧୩ ମସିହାରୁ ୨୦ଜଣ ଯୋଗାଣ ସହାୟକ ପି.ଡି.ଏସ ସାମଗ୍ରୀ ବଣ୍ଟନ ଦାୟିତ୍ୱ…
Read More...

ହରଭଙ୍ଗା ପଞ୍ଚାୟତ ପି.ଇ.ଓ ସ୍ତରରେ ଅଦଳବଦଳ; ୧୧ଜଣଙ୍କୁ ବଦଳି

ହରଭଙ୍ଗା: ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକରୁଥିବା ପି.ଇ.ଓ ମାନଙ୍କର ବଦଳି କରାଯାଇଛି । ପଞ୍ଚାୟତ ସ୍ତରରେ ସୋମବାର ଦିନ ଛୋଟଧରଣର ଅଦଳବଦଳ କରାଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ ବ୍ଲକରେ ୨୨ଟି…
Read More...

ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଠାରେ ‘ସମ୍ବଲପୁର ଦିନ୍’ ମହାସମାରୋହରେ ପାଳିତ

ବୌଦ୍ଧ: ବାଉଁଶୁଣୀ ତୁଳସୀ କଲ୍ୟାଣ ମଣ୍ଡପ ପରିସରରେ ଗତକାଲି ଅପରାହ୍ଣ ୫ଘଂଟା ସମୟରେ ପଶ୍ଚିମାଂଚଳ ଏକତା ମଂଚ ଓ ବାଉଁଶୁଣୀ ସାଂସ୍କୁତିକ ପରିଷଦ ତରଫରୁ ସମ୍ବଲପୁରୀ ଦିନ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି । ଏହି…
Read More...

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ: ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ଦଳୀୟ ସଂଗଠନ ସଂପର୍କରେ ସସମୀକ୍ଷା କରିବା ସହିତ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଆଲୋଚନା କରିଛନ୍ତି ।  ପ୍ରଥମେ…
Read More...

କାର ଧକ୍କାରେ ୩ କାଉଡିଆ ଗୁରୁତର

ବୌଦ୍ଧ: ବୌଦ୍ଧଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୂଣୀ ଥାନା ଦନ୍ତାପାଲି ନିକଟରେ ଏକ କାର୍‌ ଧକ୍କାରେ ୩ କାଉଡିଆ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବୌଦ୍ଧଥାନା ଅନ୍ତର୍ଗତ…
Read More...

ବୌଦ୍ଧଜିଲା ସାମ୍ବାଦିକ ସଂଘର ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବୌଦ୍ଧ: ଜିଲାର ସର୍ବ ପୂରାତନ ସାମ୍ବାଦିକ ସଂଘ ତଥା ବୌଦ୍ଧଜିଲା ସାମ୍ବାଦିକ ସଂଘର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭୂମି ପୂଜନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି…
Read More...

ବିକାଶ ନାମରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ଭଙ୍ଗାନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା

ବୌଦ୍ଧ: ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନାମରେ ବିଭିନ୍ନ ସ୍ଥାନରୁ ଜବରଦଖଲ ଉଚ୍ଛେଦ ସହ ରାସ୍ତା ସଂପ୍ରସାରଣ ଓ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ପୁରୁଣାବ୍ଲକ ଛକଠାରେ ସ୍ୱାମୀ…
Read More...

ଗାଡ଼ି ଚଢ଼ାଇ ଛୁଆକୁ ମରିଦେଲା ମଣିଷ; ବାହୁନି ବାହୁନି କାନ୍ଦୁଛି ମା’, ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

ଦୃଶ୍ୟଟି ଯେତିକି ଦୁଃଖଦ । ସେତିକି ହୃଦୟ ବିଦାରକ । ସେ ଜନ୍ମ ଦେଇଥିଲା.. ଆଉ ଏ ମଣିଷର ଆଧୁନିକ ସମାଜ ତାକୁ ମାରିଦେଲା । କଂକ୍ରିଟ୍ ରାସ୍ତାରେ ଗାଡ଼ି ଚଢ଼ାଇ ତା ଛୁଆକୁ ମାରି ଦେଇଛି ଏଇ ମଣିଷ । ଆଉ ମଲା ଛଆ ନିକଟରେ…
Read More...

ଭାଇରାଲ ହେଉଛି କଳା ମହାବଳ ବାଘର ଭିଡିଓ, ଦେଖନ୍ତୁ ଶିମିଳିପାଳର ଏହି ଦୃଶ୍ୟ

ଶିମିଳିପାଳ: ସୋସିଆଲ ମିଡିଆରେ ଭାଇରାଲ ହେଉଛି କଳା ମହାବଳ ବାଘର ଭିଡିଓ । ମାତ୍ର ୧୬ ସେକେଣ୍ଡର ଏକ ଭିଡିଓ ନିଆଁ ପରି ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି । ଭିଡିଓଟିକୁ ଜଣେ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ…
Read More...

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଓ ଦୁର୍ନୀତିକୁ ନେଇ ଗତ କିଛିଦିନ ହେଲା ଅସନ୍ତୋଷ ଦେଖାଦେଇଥିବା ବେଳେ ସୋମବାର ଏହି ଅସନ୍ତୋଷ ଉଗ୍ରରୁପ ଧାରଣ କରିଛି ।…
Read More...

ନବରଙ୍ଗପୁର ବ୍ଳକ ସରପଞ୍ଚ ସଂଘ ଗଠିତ

ନବରଙ୍ଗପୁର: ନବରଙ୍ଗପୁର ବ୍ଳକର ସରପଞ୍ଚ ସଂଘ ଗଠନ କରାଯାଇଛି । ଏହି ଅବସରରେ ଆୟୋଜିତ ବୈଠକରେ ବ୍ଳକର ସମସ୍ତ ୧୩ଟି ଗ୍ରାମପଞ୍ଚାୟତର ସରପଞ୍ଚମାନେ ଯୋଗ ଦେଇଥିଲେ । ସର୍ବସମ୍ମତିକ୍ରମେ ସଭାପତି ଭାବେ ବାଘସିଉନୀ ପଞ୍ଚାୟତର…
Read More...

କବାଡିଵାଲାଙ୍କ କବଜାରେ ଧାନମଣ୍ଡି, କାର୍ଯ୍ୟାନୁଷ୍ଠାନ କେବେ ?

ଫୁଲବାଣୀ: ସରକାର ଧାନ କିଣିବା ପାଇଁ ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଧାନମଣ୍ଡି ଖୋଲିଛନ୍ତି । କେତେକ ଧାନମଣ୍ଡି କବାଡିବାଲାଙ୍କ କବଜାରେ ଥିବା ଦେଖିବାକୁ ମିଳିଛି । ସେଥିମଧ୍ୟରୁ କ.ନୂଆଗାଁ ବ୍ଲକ…
Read More...

ମ୍ୟାକ୍‌କୟଙ୍କୁ ୬ ୱିକେଟ ; ୨ୟ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌ ବିଜୟୀ

ବାସେଟେରେ (ସେଣ୍ଟ୍‌ କିଟ୍‌ସ) : ଓବେଡ୍‌ ମ୍ୟାକ୍‌କୟଙ୍କ ୬ଟି ୱିକେଟ ଦଖଲ ବଳରେ ସୋମବାର ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତକୁ ୫ ୱିକେଟରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨ଟି…
Read More...

ପଦକ ନିଶ୍ଚିତ କଲେ ଭାରତୀୟ ମହିଳା ଲନ୍‌ ବୋଲ୍‌ ଦଳ ; ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ

ବର୍ମିଂହାମ୍‌ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ପ୍ରତିଷ୍ଠା କରିଛି ଭାରତୀୟ ମହିଳା ଲନ୍‌ ବୋଲ୍‌ ଦଳ। ପ୍ରଥମଥର ଭାରତୀୟ ମହିଳା ଲନ୍‌ ବୋଲ୍‌ ଦଳ ଦେଶ ପାଇଁ ପଦକ ନିଶ୍ଚିତ କରିଛି। ସୋମବାର ସେମିଫାଇନାଲରେ…
Read More...

ମୌସୁମୀ ଅଧିବେଶନ ଶେଷ

ଭୁବନେଶ୍ବର : ଧାର୍ଯ୍ୟ ଅବଧିର ୩ ଦିନ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି । ଜୁଲାଇ ୨ରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଦଶମ ଅଧିବେଶନ କାଳରେ ମୋଟ ୨୪ଟି କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଥିଲା।…
Read More...

‘ତ୍ରିରଙ୍ଗାର ରୂପକାର’ ପିଙ୍ଗଲି ଭେଙ୍କୟା

ଜଣେ ମହାନ୍ ଭାରତୀୟ ସଂଗ୍ରାମୀ ପିଙ୍ଗଲି ଭେଙ୍କୟା, ମହାତ୍ମା ଗାନ୍ଧୀଙ୍କର ସେ ପ୍ରଧାନ ଅନୁଗାମୀ ଥିଲେ। ଦେଶ ସ୍ବାଧୀନରେ ଉଡ଼ିଥିବା ତ୍ରିରଙ୍ଗା ପତାକାକୁ ସେ ତିଆରି କରିଥିଲେ। ଆନ୍ଧ୍ରପ୍ରଦେଶ ଭାଟଲାପେନୁମାରୁସ୍ଥିତ ଏକ…
Read More...

ଆନ୍ଧ୍ର ନେଇଯିବ ‘ଦେଓମାଳି’

ଭୁବନେଶ୍ବର : କୋରାପୁଟସ୍ଥିତ ଦେଓମାଳି ପର୍ବତ ଓଡ଼ିଶାର ରାଜସ୍ବ ଓ ଜଙ୍ଗଲ ବିଭାଗ ଖାତାରେ ନାହିଁ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗୃହରେ ଏଭଳି ମନ୍ତବ୍ୟ ଦେବାପରେ କୋରାପୁଟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି…
Read More...

ସତ ମାନିଲେ ସ୍ବାସ୍ଥ୍ୟମନ୍ତ୍ରୀ : ଝାଡ଼ାବାନ୍ତି ନେଲାଣି ୧୭ ଜୀବନ

ଭୁବନେଶ୍ବର : ରାୟଗଡ଼ା ଜିଲାର କାଶୀପୁରରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଓ ହଇଜା ଏବେ ୭ଟି ଜିଲାରେ କାୟାବିସ୍ତାର କରିସାରିଛି। ଇତିମଧ୍ୟରେ ଏଥିରେ ୪୩୨ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି।…
Read More...

୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା, ଦେଢ କିଲୋମିଟର ବୋହିଲେ ଗର୍ଭବତୀଙ୍କୁ

ଫୁଲବାଣୀ : ଗାଁ ଅଛି ହେଲେ ରାସ୍ତାନାହିଁ । ଫଳରେ ବାଧ୍ୟ ହୋଇ ପରିବାରର ସଦସ୍ୟଙ୍କ ସହିତ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ମାନବିକତା ଦେଖାଇ ଏକ ଭାରରେ ଗର୍ଭବତୀଙ୍କୁ ପ୍ରାୟ ଦେଢ କିଲୋମିଟର…
Read More...

ପୁରୁଷ ହକି : ଭାରତ-ଇଂଲଣ୍ଡ ମ୍ୟାଚ୍‌ ୪-୪ ଡ୍ର

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାର ପୁରୁଷ ହକି ବିଭାଗ ପୁଲ୍‌ ବି’​ରେ‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୪-୪ ଗୋଲ୍‌ରେ ଡ୍ର ରହିଛି। ମଧ୍ୟାନ୍ତର ସୁଦ୍ଧା ଭାରତୀୟ ଦଳ ୩-୦ରେ ଆଗୁଆ ରହିଥିଲେ…
Read More...

ମଙ୍ଗଳବାର ରାଶିଫଳ (୦୨/୦୮/୨୦୨୨)

ମେଷ : ସୁସ୍ଥ ଓ ନିରାମୟ ରହିବେ। ଭ୍ରାତୃଭାବ ସ୍ନେହପୂର୍ଣ୍ଣ ହେବ। କୌଶଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ମିତବ୍ୟୟୀ ହେବାର ସୂଚନା ମିଳୁଛି। ବୃଷ :…
Read More...

ମୋଦୀଙ୍କ ନେତୃତ୍ବରେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବ ବିଜେପି : ଅମିତ ଶାହା

ପାଟନା : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ନେତୃତ୍ବ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ନେତୃତ୍ବରେ ବିଜେପି ଓ ଏହାର ସହଯୋଗୀ ଦଳଗୁଡିକ କ୍ରମାଗତ ତୃତୀୟ ଥର ପାଇଁ ସଂସଦୀୟ ନିର୍ବାଚନ ଲଢିବ…
Read More...

୪ ଦିନିଆ ଇଡି ହାଜତରେ ସଞ୍ଜୟ ରାଉତ

ମୁମ୍ବଇ : ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୪ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହାଜତକୁ ପଠାଇ ଦିଆଯାଇଛି। ରବିବାର ଇଡି ସଞ୍ଜୟଙ୍କୁ ପ୍ରଥମେ ଅଟକ ରଖିବ ପରେ…
Read More...

ଦେଶ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ନାହିଁ: ସୀତାରମଣ

ନୂଆଦିଲ୍ଲୀ : ଆଗାମୀ ଦିନରେ ଭାରତ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବାର ନାହିଁ। ଭାରତର ଅର୍ଥନୀତି ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ବେଶ ଉନ୍ନତ। ଏହା ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା…
Read More...

ମେଘା ହାଇସ୍କୁଲରୁ କମ୍ପ୍ୟୁଟର ଚୋରି

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ମେଘାସ୍ଥିତ ବିଶ୍ୱେଶ୍ୱର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ ତାଲାଭାଙ୍ଗି କମ୍ପ୍ୟୁଟର ଆଦି ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ ସ୍କୁଲର…
Read More...

ଆଠଗଡ ଇନରହ୍ୱିଲ କ୍ଲବର ଅଧିଷ୍ଠାନ ଉତ୍ସବ

ଆଠଗଡ :  ଆଠଗଡ ଇନରହ୍ୱିଲ କ୍ଲବର ଅଧିଷ୍ଠାନ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ନବ ନିର୍ବାଚିତ କର୍ମକର୍ତ୍ତା ପୁରାତନ କର୍ମକର୍ତ୍ତାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ବିଦାୟୀ ସଭାନେତ୍ରୀ…
Read More...

ସ୍ୱଚ୍ଛତାରେ ଅବହେଳାକୁ ନେଇ ପ୍ରଶାସନକୁ  ଗୁହାରି କଲେ ସେବାସେନା କର୍ମକର୍ତ୍ତା

 କଲ୍ୟାଣସିଂହ :   କାଶୀପୁର ବ୍ଲକ ପରେ କଲ୍ୟାଣସିଂହପୁର ବ୍ଲକରେ ଝାଡାବାନ୍ତି ବ୍ୟାପିଲା । କିନ୍ତୁ ପୂର୍ବ ପ୍ରସ୍ତୁତି ଠିକ୍ ନ ଥିବାରୁ ଆକ୍ରାନ୍ତ ଚିହ୍ନଟ ହେଲା ପରେ ଏବେ ବାହାଘର ବେଳେ ବାଇଗଣ ରୁଆ ଭଳି ପ୍ରଶାସନର…
Read More...

ଭଙ୍ଗା ଚାଳିଆରେ ୮ ବର୍ଷ ହେବ ଚାଲିଛି ଭଦୁବାହାଳି ପ୍ରାଥମିକ ବିଦ୍ୟାଳୟ

ଠାକୁରମୁଣ୍ଡା :  ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା କଥା କହୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତାଳପଦା ପଞ୍ଚାୟତ ଭଦୁବାହାଳି ଠାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ସରକାର ଶିକ୍ଷାର ମାନ…
Read More...

ହତ୍ୟା ଅଭିଯୋଗରେ ୨ ଗିରଫ

ଗୁରୁଡିଝାଟିଆ : ଯୁବକକୁ ବାଡେଇ ବାଡେଇ ହତ୍ୟା କରିବା ଅଭିଯୋଗରେ ଖୁଣ୍ଟୁଣୀ ପୁଲିସ ୨ଜଣଙ୍କୁ ଗିରଫ କରି ଅଦାଲତକୁ ପ୍ରେରଣ କରିଛି । ଦୁଇ ଅଭିଯୁକ୍ତଙ୍କ ନାମ ହେଲା ସୁଶିଲ ବର୍ମା(୩୬) ଓ ପଙ୍କଜ ବର୍ମା(୪୦) ।…
Read More...

ସାପ କାମୁଡ଼ାରେ ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଲକ୍ଷ୍ମୀପୁର : ସାପ କାମୁଡ଼ାରେ ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା ଅଞ୍ଚଳର ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ…
Read More...

ଭାରତକୁ ଆଉ ୨ ପଦକ : ରୌପ୍ୟ ଜିତିଲେ ସୁଶୀଳା ଦେବୀ, ବିଜୟ ଯାଦବଙ୍କୁ ବ୍ରୋଞ୍ଜ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ସୋମବାର ଆଉ ୨ଟି ପଦକ ଜିତିଛି । ଜୁଡୋରେ ଭାରତ ଏହି ୨ଟି ପଦକ ଜିତିଛି । ୪୮ କେଜି ବର୍ଗରେ ସୁଶୀଳା ଦେବୀ ରୌପ୍ୟ ପଦକ ଜିତିଥିବା​ବେଳେ ୬୦କେଜି ବର୍ଗରେ ବିଜୟ କୁମାର ଯାଦବ ବ୍ରୋଞ୍ଜ ପଦକ…
Read More...

ହାତୀ ସୁରକ୍ଷା ସୁପରିଚାଳନା ପାଇଁ ୪ ଥାକିଆ ବ୍ୟବସ୍ଥା ; ତଥାପି ଶିକାରୀ ଗୁଳିରେ ମରୁଛନ୍ତି ହାତୀ

ନିୟମ ଥିଲେ ମଧ୍ୟ ହାତୀଙ୍କ ଗତିବିଧି ଜାଣିବା ପାଇଁ ଭିଏସଏସ ସଭାପତି ଓ ସ୍ଥାନୀୟ ଜନସାଧାରଣ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦିଆଯାଉନାହିଁ ଗୁରୁତ୍ୱ, ହାତୀ ସୁରକ୍ଷା ନିମନ୍ତେ ୨୪ଘଣ୍ଟିଆ କଂଟ୍ରୋଲରୁମ୍ ଓ ଦାୟିତ୍ୱରେ…
Read More...

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ସତ୍ୟେନ୍ଦ୍ର ପ୍ରକାଶଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ : ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ସତ୍ୟେନ୍ଦ୍ର ପ୍ରକାଶ ସୋମବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ପ୍ରକାଶ ଭାରତୀୟ ସୂଚନା ସେବାର ୧୯୮୮ ବ୍ୟାଚର ଅଧିକାରୀ।…
Read More...

ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟନ

ମୋହନା : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରା. ଉଦୟଗିରି ବ୍ଲକ ଅଧିନ ମହେନ୍ଦ୍ରଗଡ଼ ପଞ୍ଚାୟତର କୁଶପଲ୍ଲୀଠାରେ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ…
Read More...

ଦେଖନ୍ତୁ ପୃଥିବୀର ପ୍ରତି ଦ୍ରାଘୀମା ଅର୍ଥାତ୍‌ ଦିନ ରାତିର ସୀମା; ଭିଡିଓ ଜାରିକଲା ଅନ୍ତର୍ଜାତୀୟ ସ୍ପେସ୍‍ ଷ୍ଟେସନ

ନୂଆଦିଲ୍ଲୀ: ସୂର୍ଯ୍ୟ ସ୍ଥିର । ଆଉ ପୃଥିବୀ ସୂର୍ଯ୍ୟ ଚାରିପଟେ ଅବିରତ ଘୁରୁଛି  । ଏକଥା ସମସ୍ତେ ଜାଣନ୍ତି  । ଆଉ ପିଲା ବେଳେ ନିଶ୍ଚୟ ବହିରେ ଏହିକଥା ପଢ଼ିଥିବେ  । ହେଲେ ଆପଣ ଜାଣିଛନ୍ତି କି ପୃଥିବୀର ସୀମା ବିଷୟରେ ?…
Read More...

ମଣିଷ କାନ୍ଧରେ ଝୁଲୁଛି ହିଂସ୍ର ଭାଲୁ; ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ..

ମଣିଷ ସ୍ନେହରେ ବନ୍ଧା ହିଂସ୍ର ଭାଲୁ  । ଦେଖନ୍ତୁ ଏହି ଭାଲୁ ମାନଙ୍କୁ... ଜଣେ ମଣିଷକୁ ଦେଖି ଏମାନେ ହିଂସ୍ର ହେବାତ ଦୂରର କଥା ହେଲେ କିପରି ଖୁସି ହେଉଛନ୍ତି  । ବ୍ୟକ୍ତି ଜଣକ ଉପରେ ଚଢ଼ି କାନ୍ଧରେ ଓହଳି ପଡ଼ୁଛି ଗୋଟିଏ…
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ଗାଡ଼ି; ୧୦ ମୃତ, ୨୭ ଆହତ

କୋଲକାତା: ପଶ୍ଚିମବଙ୍ଗର କୋଚବେହେରା ଠାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଗାଡ଼ି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ୧୦ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି ।  ସୂଚନା ମୁତାବକ ଏହି ଦୁର୍ଘଟଣା…
Read More...

ଆଜିଠୁ କିଛି ଗୁରୁତ୍ବପୂର୍ଣ୍ଣ ନିୟମରେ ବଡ଼ ପରିବର୍ତ୍ତନ; ଆୟକର ରିଟର୍ଣ୍ଣ ଦାଖଲ କଲେ ଦେବାକୁ ପଡ଼ିବ ୫୦୦୦ ଟଙ୍କା…

ନୂଆଦିଲ୍ଲୀ: ଆଜି ଅଗଷ୍ଟ ମାସ ୧ ତାରିଖ । ଆଜିଠୁ କିଛି ଗୁରୁତ୍ବପୂର୍ଣ୍ଣ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । କିଷାନ ସମ୍ମାନନିଧି ଯୋଜନା, ଆୟକର ରିଟର୍ଣ୍ଣ ଦାଖଲ ଓ ବ୍ୟାଙ୍କ ଅଫ୍ ବରୋଦା ଚେକ୍ ଦ୍ୱାରା ଦେୟ ପାଇଁ…
Read More...

ଆଜିଠୁ ଶସ୍ତା ହେଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଆଜି ଅଗଷ୍ଟ ମାସ ୧ ତାରିଖ । ଆଜିଠାରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । ୧୯ କିଗ୍ରା ବ୍ୟବସାୟୀକ ସିଲିଣ୍ଡର ଉପରେ ବିଶେଷ ରିହାତି ହୋଇଥିବା ସୂଚନା ଦିଆଯାଇଛି । ସୂଚନା ମୁତାବକ ଇଣ୍ଡିଆନ୍‌…
Read More...

୧୦ ଦିନିଆ ବ୍ଲକ ସ୍ତରୀୟ ଏସିଏମ ଏବଂ ପମ୍ପ ଡ୍ରାଇଭର ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ତରଫରୁ ଜଳ ଓ ପରିମଳ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ଏସିଏମ୍‌ ଓ ପମ୍ପ ଡ୍ରାଇଭର ମାନଙ୍କର ଚାଲିଥିବା ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।…
Read More...

ବ୍ଲକ ସ୍ତରୀୟ ତୃତୀୟ ଫିରିଙ୍ଗିଆ ଫୁଟବଲ ଲିଗ ଉଦଯାପିତ; ମାଝିପଡାକୁ ହରାଇ ସୁଜିତ ଫୁଟବଲ କ୍ଲବ ଚମ୍ପିୟାନ୍‌

ଫୁଲବାଣୀ,ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଥିବା ନୋଡାଲ ସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ତୃତୀୟ ବ୍ଲକ ସ୍ତରୀୟ ଫୁଟବଲ ଲିଗ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି । ସୁଜିତ ଫୁଟବଲ କ୍ଲବ…
Read More...

ଚୌଦ୍ୱାର ପୁଲିସକୁ ସଫଳତା; ୨ ଚେନ୍‌ ଲୁଟେରା ଗିରଫ

ଚୌଦ୍ୱାର: ଚୌଦ୍ୱାର ପୁଲିସ ୨ଜଣ କୁଖ୍ୟାତ ଚେନ୍‌ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ମ୍ବା ଥାନା ଭାଲୁବାରେଣୀ ଗ୍ରାମର ଜଗନ୍ନାଥ ବେହେରା(୨୭) ଓ ସେହିଥାନା ଅଧିନ ହରଡ଼ମହୁଲମଦ ଗ୍ରାମର ନାରଦ…
Read More...

ଲେଖକ ସାମ୍ମୁଖ୍ୟର ମାସାନ୍ତ ଆସର ଅନୁଷ୍ଠିତ

ଫୁଲବାଣୀ: ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମୁଖ୍ୟର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଭାପତି  ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆସରରେ ସମ୍ପାଦକ ବନ ବିହାରୀ ନନ୍ଦ…
Read More...

ଡୁଙ୍ଗୁରିପାଲିରେ ସୋଲାର ପ୍ଲାଣ୍ଟକୁ ବିରୋଧ; ଗାଁ ଲୋକ ଓ ପ୍ଲାଣ୍ଟ କର୍ମଚାରୀ ମୁହାଁମୁହିଁ

ବଲାଙ୍ଗିର: ବଲାଙ୍ଗିର ଜିଲା ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତରେ ସୋଲାର ପ୍ଲାଣ୍ଟ ସ୍ଥାପନକୁ ନେଇ ଗାଁ ଲୋକ ଓ ପ୍ରଶାସନ ମଧ୍ୟରେ ଗତ କିଛି ଦିନ ହେବ ଛକାପଞ୍ଝା ଲାଗିରହିଥିଲା । ଏପରିକି ଡୁଙ୍ଗୁରିପାଲି ପଞ୍ଚାୟତ…
Read More...

ନବରଙ୍ଗପୁର ସହର ଅଧିକାଂଶ ରାସ୍ତା ଉପରେ ଜମି ରହୁଛି ବର୍ଷାପାଣି

ନବରଙ୍ଗପୁର: ନବରଙ୍ଗପୁର ପୈାରାଞ୍ଚଳର ଅଧିକାଂଶ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ପୈାରପାଳିକା ଭଙ୍ଗହେବାର ପ୍ରାୟ ତିନିବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହୋଇ ଏବେ ନୂତନ ପୈାର ପରିଷଦ ଗଠନହୋଇଛି । ତେବେ ନିର୍ବାଚନ…
Read More...

ସମାନ କାମକୁ ସମାନ ଦରମା ପାଇଁ ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀଙ୍କ ସାଧାରଣ ବୈଠକ

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ    ମହାସଂଘର ସଭାପତି ତଥା ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଲଲିତ ପଟ୍ଟନାୟକଙ୍କ…
Read More...

ପ୍ରେସ୍ କ୍ଲବ ଓ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜ ପକ୍ଷରୁ ବୃକ୍ଷ ରୋପଣ

ଫୁଲବାଣ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ରବିବାର ଵୃଦ୍ଧାଶ୍ରମ ରାସ୍ତାରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା  । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ…
Read More...

ଶିବସେନା ନେତା ସଞ୍ଜୟ ରାଉତ ଗିରଫ

ମୁମ୍ବଇ : ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଶେଷରେ ଗିରଫ ହୋଇଛନ୍ତି । ପାତ୍ର ଚାୱଲ ଜମି ଦୁର୍ନୀତି ମାମଲା ଓ ତାଙ୍କ ଘରୁ ୧୧.୫୦ ଲକ୍ଷ ଟଙ୍କା ମିଳିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବିଳମ୍ବିତ…
Read More...

ରାଜ୍ୟଗୋଷ୍ଠୀରେ ଭାରତକୁ ଆଉ ସ୍ୱର୍ଣ୍ଣ ; ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ଅଚିନ୍ତା ଶିଉଳୀ

ବର୍ମିଂହାମ୍‍ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛି । ୭୩ କେଜି ଭାରୋତ୍ତୋଳନରେ ଅଚିନ୍ତା ଶିଉଳୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥି ସହ ବର୍ମିଂହାମରେ ୩ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା…
Read More...

ଆଜି ଶେଷ ହୋଇପାରେ ମୌସୁମୀ ଅଧିବେଶନ

ଭୁବନେଶ୍ବର :  ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଅଭିନନ୍ଦନ ଜଣାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଏକ ୨୬ ଜଣିଆ ବିଧାୟକ ମଣ୍ଡଳୀ ନୂଆଦିଲ୍ଲୀ ଗସ୍ତରେ…
Read More...

ଆଜି ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ସୋମବାର ଶ୍ରାବଣ ଶୁକ୍ଳ ଚତୁର୍ଥୀରେ ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।…
Read More...

ଆଜିଠୁ ଦ୍ବିତୀୟ ଓଜେଇଇ ପଞ୍ଜୀକରଣ

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରିଚାଳିତ ବି.ଟେକ ସମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦ୍ବିତୀୟ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ।…
Read More...

ବଢ଼ିଲା ରାଜନୈତିକ ଉଷ୍ମତା

ଭୁବନେଶ୍ୱର : ଓଡ଼ିଶାରେ ଚିଟ୍‌ଫଣ୍ଡ ଠକେଇ ମାମଲାରେ ତଦନ୍ତ ସକ୍ରିୟତା ରାଜ୍ୟ ରାଜନୀତିକୁ ପୁଣି ଉଷ୍ମ କରିଛି। ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଅନୈତିକ ଅର୍ଥ କାରବାରର ଖୋଳତାଡ କରୁଥିବା ପ୍ରବର୍ତ୍ତନ…
Read More...

ପୁରୁଷ ହକି : ଘାନାକୁ ୧୧-୦ରେ ହରାଇଲା ଭାରତ

ବର୍ମିଂହାମ୍‌ : ଭାରତୀୟ ପୁରୁଷ ହକି ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ରବିବାର ଗ୍ରୁପ୍‌ ‘ବି’ର ମ୍ୟାଚରେ ଭାରତ ଏକତରଫା ଭାବେ ଘାନାକୁ ୧୧-୦ ଗୋଲରେ ପରାସ୍ତ କରିଛି । ଏହି…
Read More...

ଝାଡ଼ଖଣ୍ଡର ତିନି ବିଧାୟକ ଗିରଫ : ୫୦ ଲକ୍ଷ ଜବତ

ହାୱଡା : ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକ ଓ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ପଶ୍ଚିମବଙ୍ଗ ପୁଲିସ ରବିବାର ଗିରଫ କରିଛି । ଗିରଫ ବିଧାୟକଙ୍କ ନିକଟରୁ ୫୦ଲକ୍ଷ ଟଙ୍କା ଜବତ କରାଯାଇଛି । ଗିରଫ ବିଧାୟକମାନେ ହେଲେ ଇରଫାନ…
Read More...

ସୋମବାର ରାଶିଫଳ (୦୧/୦୮/୨୦୨୨)

ମେଷ : ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବୃଷ : ପର…
Read More...

ସଞ୍ଜୟ ଆରୋରା ଦିଲ୍ଲୀର ନୂଆ ପୁଲିସ ଆୟୁକ୍ତ

ନୂଆଦିଲ୍ଲୀ : ସଞ୍ଜୟ ଆରୋରା ଦିଲ୍ଳୀର ନୂଆ ପୁଲିସ ଆୟୁକ୍ତ (କମିସନର) ଭାବେ ନିଯୁକ୍ତି ପାଇଛନ୍ତି । ୧୯୮୮ ବ୍ୟାଚ ତାମିଲନାଡୁ କ୍ୟାଡର ଆଇପିଏସ୍ ସଞ୍ଜୟଙ୍କୁ ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ନିଯୁକ୍ତି…
Read More...

‘ଦେଶବାସୀ ସମ୍ବିଧାନକୁ ନ ଜାଣିଲେ ବିକାଶ ଅସମ୍ଭବ’ : ସିଜେଆଇ ଏନ.ଭି ରମଣା

ରାୟପୁର : ଦେଶର ପ୍ରତ୍ୟେକ ନାଗରିକ ସମ୍ବିଧାନକୁ ଜାଣିବା ଓ ବୁଝିବା ଦରକାର। ବିଶେଷକରି ଏକ ସାମ୍ବିଧାନିକ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକ ନିଜର ସାମ୍ବିଧାନିକ ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ଅବଗତ ହେବା…
Read More...

ଦିନକରେ ୧.୫ ଲକ୍ଷ ଜାତୀୟ ପତାକା ତିଆରି

ନୂଆଦିଲ୍ଲୀ : ପ୍ରାୟ ୬୦ ବର୍ଷ ଧରି ଜାତୀୟ ପତାକା ତିଆରି କରିଆସୁଛନ୍ତି ୭୧ ବର୍ଷ ବୟସ୍କ ଅବଦୁଲ ଗଫର। ଦେଶପାଇଁ ସେ ଏହା କରୁଥିବା କହିଛନ୍ତି। ଏବେ ଦିନକୁ ୧.୫ ଲକ୍ଷ ଜାତୀୟ ପତାକା ତିଆରି କରି ଗଫର ଏକ ନୂଆ ରେକର୍ଡ…
Read More...

୮ ଦିନ ଧରି ପାଳନ ହେବ ଦେଶ୍ କରମ୍ ପରବ୍ 

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଧିନସ୍ଥ ଧାନବେଣୀ ଗାଁ ନିକଟ ପଡିଆରେ କୁଡୁମି ସମ୍ପ୍ରଦାୟ ପକ୍ଷରୁ ଦେଶ୍ କରମ୍ ପରବ୍ ୮ ଦିନ ଧରି ଧୁମଧାମ ସହକାରେ ପାଳନ ପାଳନ କରାଯିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଘଟଗାଁରେ ମା ତାରିଣୀ ଦର୍ଶନ

ପାଟଣା : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ଆଜି ଶେଷ ଦିନରେ ଘଟଗାଁ ଠାରେ ମା ତାରିଣୀଙ୍କ ଦର୍ଶନ କରିଥିଲେ। ପରେ ମନ୍ତ୍ରୀ ଶ୍ରୀ ମୁଣ୍ଡା ଘଟଗାଁ ବଜାର ସ୍ଥିତ…
Read More...

ଟାଉନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା

ସମ୍ବଲପୁର : ଦେଶ ସ୍ୱାଧିନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ସମ୍ବଲପୁରର ନୃସିଂହ ଗୁରୁ ଟାଉନ ହାଇସ୍କୁଲ ଠାରେ ପୁରାତନ ଛାତ୍ର ସଂସଦପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିଯୋଗୀତ ଆୟୋଜିତ ହୋଇଯାଇଛି । ଛାତ୍ର ମାନଙ୍କ…
Read More...

ମିନି ଟ୍ରକ ମାଲିକ ସଂଘର ସାଧାରଣ ବୈଠକ

ସମ୍ବଲପୁର :  ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ଏକ ହୋଟେଲରେ ସମ୍ବଲପୁର ମିନି ଟ୍ରକ ମାଲିକ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରବିବାର ଆୟୋଜିତ ଏହି ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନ…
Read More...