ଦିନ @୩ ମୁଖ୍ୟ ଖବର

(୧) ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ … ଅପରାହ୍ଣ ୪ଟାରେ ରେଜଲ୍ଟ ଦେଖିପାରି​‌ବେ ଛାତ୍ରଛାତ୍ରୀ… www.odisharesults.nic.inରେ ଉପଲବ୍ଧ ହେବ ଫଳ… ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…
Read More...

ହାତୀ ଆକ୍ରମଣରେ ମହିଳା ଗୁରୁତର

ଠାକୁରମୁଣ୍ଡ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଜାରି ରହିଛି ହାତୀ ଉପଦ୍ରବ । ଗତ ୧୫ଦିନରୁ ଊର୍ଦ୍ଧ୍ବ ସମୟ ହେବ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ୧୦ରୁ ଅଧିକ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି…
Read More...

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କାଲି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଗୃହମନ୍ତ୍ରୀ ।  ପରେ ୮ ତାରିଖ ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ବୋଲି…
Read More...

୮ ତାରିଖରେ ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ +୨ କଳା ରେଜଲ୍ଟ । କଳା ସହ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । ସୋମବାର ଅପରାହ୍ଣ ୪ଟାରେ ପରୀକ୍ଷାଫଳ ପ୍ରକାଶ ପାଇବା ସହ ପରୀକ୍ଷାର୍ଥୀ…
Read More...

ଶ୍ରାବଣରେ ନିଅଣ୍ଟିଆ ବର୍ଷା; ଆଗେଇ ପାରୁନି ଚାଷ କାମ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଚଳିତବର୍ଷ ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ଅଧାରେ ଅଟକିଛି । ଲଗାତର ୧୩ଦିନ ହେଲା ବର୍ଷା ହେଉନଥିବା ଫଳରେ ଟାଣ ଖରାରେ ତଳି ଘାରି ,ଧାନ ତଳି…
Read More...

ପରିବେଶ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଲେ ଜିଲ୍ଲାପରିଷଦ ସଭ୍ୟ

ହରଭଙ୍ଗା: ଏକ ସୁସ୍ଥ ପରିବେଶ ସୃଷ୍ଟିକରି ସମୃଦ୍ଧ ସମାଜ ଗଠନ ଲକ୍ଷ୍ୟରେ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ୭ନଂ ଜିଲ୍ଲା ପରିଷଦ ଜୋନର ମହିଳା ସ୍ୱୟଂ ସେବିକାମାନେ ଆଜି ସାମୁହିକ ବୃକ୍ଷ ରୋପଣ କରିଛନ୍ତି । ୭ନଂ ଜୋନ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ଭକ୍ତଙ୍କ ଅବାଧ ପ୍ରବେଶ

ଆରଡି: ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହ ମଧ୍ୟକୁ ଶନିବାର ଭକ୍ତ ଓ ଅଣସେବାୟତଙ୍କ ଅବାଧ ପ୍ରବେଶ ଯୋଗୁ ସକାଳ ନୀତିରେ ବିଳମ୍ବ ଦେଖାଦେଇଥିଲା । ମନ୍ଦିରର ନିୟମ ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ମନ୍ଦିର…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଗିରଫ… ଚର୍ଚ୍ଚିତ ମିଶ୍ରଙ୍କୁ ଅନେକ ପ୍ରଶ୍ନ କରିବା ପରେ ବାନ୍ଧିଲା ସିବିଆଇ.... ଲଞ୍ଚ ନେବା ମାମଲାର ଅଭିଯୁକ୍ତ ତାଲିକାରେ ରହିଥିଲା ଚର୍ଚ୍ଚିତଙ୍କ ନାଁ.. ଗତକାଲି ମଧ୍ୟ ସମାନ…
Read More...

ଦେଶରେ ଆଉ ୧୯,୪୦୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୯ ହଜାର ୪୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ତୁଳନାରେ ଆଜି ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇଛି । ଫଳରେ ମୋଟ୍‌ ସକ୍ରିୟ…
Read More...

ରାଜ୍ୟରେ ଆଉ ୮୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪୯୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩୪୬ଜଣ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।…
Read More...

ଉପରାଷ୍ଟ୍ରପତି ପଦ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ : ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ । ନୂତନ ଉପରାଷ୍ଟ୍ରପତି ପଦ ନିମନ୍ତେ ଆଜି ଭୋଟ ଗ୍ରହଣ ହେଉଛି । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ଯାଏ ସଂସଦ ଭବନରେ ଭୋଟ୍‍ ଗ୍ରହଣ ହେବାକୁ ଥିବା ବେଳେ ଏଥିରେ ଲୋକସଭା…
Read More...

ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

ରେଙ୍ଗାଲିକ୍ୟାମ୍ପ: ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଲହଣ୍ଡା ଉଚ୍ଚ ବିଦ୍ୟାଳୟ ଓ ଅତାବିରା ନୋଡାଲ ବିଦ୍ୟାଳୟ ମଧ୍ୟରେ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।  ନୋଡାଲ ଉଚ୍ଚ ବିଦ୍ୟାଳୟର…
Read More...

ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ଅଭିଯୁକ୍ତ ଗିରଫ

ବଡ଼ମ୍ବା: ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣାରେ ସଂପୃକ୍ତ ଆଉ ଜଣେ ଶିକାରୀକୁ ବନବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବଡ଼ମ୍ବା ଥାନା ଶାତଗୋଛିଆ ଗ୍ରାମର ଧନେଶ୍ୱର ବେହେରା । ଅଭିଯୁକ୍ତ ଧନେଶ୍ୱରକୁ…
Read More...

ଭାରତୀୟ ବାୟୁସେନାର ପରାମର୍ଶ ଶିବିର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଭାରତୀୟ ବାୟୁସେନା ତରଫରୁ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟ ଓ ଜାତୀୟ…
Read More...

ରାହା ଖୋଜୁଛି ଶହେ ବର୍ଷର ପିତ୍ତଳ କାରିଗରୀ

ଲାଞ୍ଜିଗଡ଼: ପ୍ରାୟ ଶହେ ବର୍ଷରୁ ଅଧିକ ସମୟ ବିତିଗଲାଣି ଅଗନାଅଗନି ଜଙ୍ଗଲ ଭିତରେ ଥିବା ଗାଁ ଲୋକଙ୍କ ଏ କଳାକୌଶଳ ସମସ୍ତଙ୍କୁ ବିମୁଗ୍ଧ କରେ । ତେବେ ଶହେ ବର୍ଷ ହେଲା ଏହି ବିରଳ କଳାକୃତି ଉପରେ ନିର୍ଭରଶୀଳ ଏହି ଗାଁର…
Read More...

ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଛନ୍ତି । ସିବିଆଇ ଚର୍ଚ୍ଚିତ ମିଶ୍ରଙ୍କୁ ଗରିଫ କରିଥିବା ଜଣାପଡ଼ିଛି । ଆଜି ଭୋର ପ୍ରାୟ ୪ଟା ବେଳେ ସିବିଆଇ କାର୍ଯ୍ୟାଳୟରେ ଚର୍ଚ୍ଚିତ ହାଜର…
Read More...

ସକାଳ @୯ ମୁଖ୍ୟ ଖବର

(୧) ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ପଡ଼ିବ ଭୋଟ୍‌.. ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ଯାଏ ସଂସଦ ଭବନରେ ହେବ ଭୋଟ୍‍ ଗ୍ରହଣ…ଲୋକସଭା ଓ ରାଜ୍ୟସଭାର ମୋଟ ୭୮୮ ସଦସ୍ୟ ରଖିବେ ନଜର ମତ… ଉପରାଷ୍ଟ୍ରପତି ନିର୍ବାଚନ…
Read More...

ସାଂସଦ ହେମାମାଲିନୀଙ୍କୁ ଶ୍ରୀକୃଷ୍ଣ ୱାଲ ହ୍ୟାଙ୍ଗିଙ୍ଗ ପ୍ରଦାନ   

ସମ୍ବଲପୁର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଦେଶର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ଜନପଥ ଠାରେ କେନ୍ଦ୍ରୀୟ ବୟନକଳା ମନ୍ତ୍ରାଳୟ ତରଫରୁ ଜାତୀୟ…
Read More...

ଓମଫେଡ ଶ୍ରମିକ ସଂଘର ନୂତନ କର୍ମକର୍ତ୍ତା ନିଯୁକ୍ତ            

ସମ୍ବଲପୁର: ସମ୍ବଲପର ଓମଫେଡ ଶ୍ରମିକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏହି କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମରେ ଓମଫେଡର ସମସ୍ତ ପୂର୍ବତନ କମିଟି ଓ ଶ୍ରମିକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।…
Read More...

ମନରେଗା ଯୋଜନାରେ ମହାଦୁର୍ନୀତି; ଶ୍ରମିକ ବଦଳରେ ମେସିନ କରୁଛି କାମ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକରେ ବାଟବଣା ହୋଇଛି ମନରେଗା ଯୋଜନା । ଶ୍ରମିକଙ୍କୁ କାମ ଯୋଗାଇ ଦେବା ଲକ୍ଷ୍ୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ ହୋଇଛି । କିନ୍ତୁ ଏହାର ବାସ୍ତବ ଚିତ୍ର…
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ ବ୍ଲକର ବାତେଲିମା, ଜଗନ୍ନାଥପୁର, ଛତ୍ରପୁର, ଚମ୍ପାଦେଇପୁର, ବସନ୍ତପଡା, ଲାଞ୍ଜିଗଡ…
Read More...

ସତ୍ୟନାରାୟଣ-ଶକୁନ୍ତଳା ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକର ବିଶିଷ୍ଟ ସମାଜସେବୀ ସତ୍ୟ ନାରାୟଣ ପେସନିଆ ଓ ତାଙ୍କ ଧର୍ମପତ୍ନୀ ଶକୁନ୍ତଳା ପେସନିଆଙ୍କ ସ୍ମୃତିରେ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡିଆଠାରେ ଏକ ଗ୍ରାମାଞ୍ଚଳ ଫୁଟବଲ…
Read More...

ଡେପୁଟେସନ୍‍ରେ ଯାଇଥିବା ଶିକ୍ଷକଙ୍କ ଫେରସ୍ତ ଦାବିରେ ବିଦ୍ୟାଳୟ ଫାଟକରେ ତାଲା; ଧାରଣାରେ ବସିଲେ ଅବିଭାବକ ଓ…

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତର ଆମ୍ବଝରୀ ଗ୍ରାମର ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଡେପୁଟେସନରେ ପଠାଯାଇଥିବା ଶିକ୍ଷକଙ୍କୁ ଫେରସ୍ତ ଦାବି କରି ଗତକାଲି ଗ୍ରାମବାସୀ ଓ…
Read More...

ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେ ଚର୍ଚ୍ଚିତ ମିଶ୍ର

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଲାଞ୍ଚ ନେବା ମାମଲାର ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଥିବା ବେଳେ ସେ…
Read More...

ପୋର୍ଟାଲ ଖୋଲି ଓଡ଼ିଶାକୁ ଆଉ ଥରେ ସୁଯୋଗ ଦିଆଯାଉ

ଭୁବନେଶ୍ୱର : ‘ଆବାସ ପ୍ଲସ୍ ୱିଣ୍ଡୋ’ ଖୋଲାଯାଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଲାଗି ଓଡ଼ିଶାକୁ ଆଉ ଥରେ ସୁଯୋଗ ଦେବାକୁ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ…
Read More...

ଆଜି ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ : ନୂତନ ଉପରାଷ୍ଟ୍ରପତି ପଦ ନିମନ୍ତେ ଆଜି ଅର୍ଥାତ ଶନିବାର ଭୋଟ ଗ୍ରହଣ ହେବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍‍ ଗ୍ରହଣ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି…
Read More...

ଆଜିଠୁ ପ୍ରବଳ ବର୍ଷିବ

ଭୁବନେଶ୍ବର : ଧୀରେ ଧୀରେ ଶକ୍ତିଶାଳୀ ହେଉଥିବା ମୌସୁମୀ ପ୍ରବାହ ତଥା ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତାକାଲି(ଶନିବାର) ଠାରୁ ରାଜ୍ୟରେ ବର୍ଷା ପରିମାଣ ବଢିବା ସମ୍ଭାବନା ରହିଛି। ଆସନ୍ତାକାଲି ରାଜ୍ୟର କିଛି…
Read More...

୨୦ ବର୍ଷରୁ କମ୍‌ ସାଫ୍‌ ଫୁଟବଲ : ଟାଇଟଲ ବଜାୟ ରଖିଲା ଭାରତ

ଭୁବନେଶ୍ବର  : ଭାରତ ୨୦ ବର୍ଷରୁ କମ୍‌ ସାଫ୍‌ ପୁରୁଷ ଫୁଟବଲ ଚମ୍ପିଆନସିପ୍‌ ଟାଇଟଲ ବଜାୟ ରଖିଛି। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ପ୍ରତିଯୋଗିତାର ଶୁକ୍ରବାର ଫାଇନାଲ ମ୍ୟାଚ​‌ ଖେଳାଯାଇଥିଲା। ଏଥିରେ ଗୁରୁକିତ୍‌…
Read More...

ଚମକିଲେ କୁସ୍ତି ଯୋଦ୍ଧା : ବଜରଙ୍ଗ, ସାକ୍ଷୀ ଓ ଦୀପକଙ୍କୁ ସ୍ବର୍ଣ୍ଣ

ବର୍ମିଂହାମ୍‌ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଛନ୍ତି ଭାରତୀୟ ମଲ୍ଲଯୋଦ୍ଧା। ଶୁକ୍ରବାର ମଲ୍ଲଯୁଦ୍ଧରେ ଭାରତୀୟ ପ୍ରତିଯୋଗୀମାନେ ୩ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ସହ ୬ଟି ପଦକ ଜିତିଛନ୍ତି।…
Read More...

ଓଏସ୍‌ଏଲ୍‌-ବନ୍ଦର କର୍ତ୍ତୃପକ୍ଷ ମଧୁଚନ୍ଦ୍ରିକା

କଟକ/ଭୁବନେଶ୍ବର : ପାରାଦ୍ବୀପ ବନ୍ଦର କନଭଭେ​‌ୟର ବେଲ୍ଟ ମରାମତି କାମ ଦେବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ବନ୍ଦର ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ଜଣଙ୍କୁ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଗିରଫ…
Read More...

‘ଦ୍ରୌପଦୀ’କୁ ନେଇ ଚର୍ଚ୍ଚାରେ ପ୍ରକୃତି

ଭୁବନେଶ୍ୱର :  ପତି-ପତ୍ନୀ-ପ୍ରକୃତି ବିବାଦ ଇତିମଧ୍ୟରେ ଥମିଯାଇଛି। ଏବେ ପୁଣି ଚର୍ଚ୍ଚାକୁ ଆସିଛି ପ୍ରକୃତି ମିଶ୍ରଙ୍କ ନୂଆ ଚିତ୍ର ‘ଦ୍ରୌପଦୀ।’ ଏ ସମ୍ପର୍କରେ ନିଜେ ପ୍ରକୃତି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।…
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଦିବ୍ୟା, ମୋହିତ ଜିତିଲେ କାଂସ୍ୟ

ବର୍ମିଂହାମ୍‌   : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଭାରତୀୟ ମଲ୍ଲଯୋଦ୍ଧାମାନେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ୬ଟି ପଦକ ହାସଲ କରିଛନ୍ତି। ବଜରଙ୍ଗ ପୁନିଆ, ଦୀପକ ପୁନିଆ ଓ ସାକ୍ଷୀ ମଲିକ ସ୍ବର୍ଣ୍ଣ,…
Read More...

ଆମେରିକା ସହ ସାମରିକ ଆଲୋଚନା ବନ୍ଦକଲା ଚୀନ

ବେଜିଂ : ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କର ତାଇୱାନ ଗସ୍ତ ପରେ କ୍ଷୁବ୍ଧ ଚୀନ ସରକାର ଆମେରିକା ସହିତ ଏକାଧିକ ପ୍ରତିରକ୍ଷା ବୈଠକ ବାତିଲ କରିଦେଇଛନ୍ତି। ତାହାସହିତ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ସମ୍ପର୍କିତ…
Read More...

‘ଗାନ୍ଧୀ ପରିବାରକୁ ସୁରକ୍ଷା ପାଇଁ କଂଗ୍ରେସର ବିକ୍ଷୋଭ’

ନୂଆଦିଲ୍ଲୀ : କଂଗ୍ରେସର ଆଜିର ବିକ୍ଷୋଭ ଗାନ୍ଧୀ ପରିବାରକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତରୁ ସୁରକ୍ଷା ଦେବା ଲାଗି ଉଦ୍ଧିଷ୍ଟ ବୋଲି ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କହିଛନ୍ତି । ସେ କହିଛନ୍ତି ଯେ…
Read More...

ଶନିବାର ରାଶିଫଳ (୦୬/୦୮/୨୦୨୨)

ମେଷ : ବନ୍ଧୁମିଳନ ଶୁଭଦାୟକ ହେବ। ବ୍ୟବସାୟ ଲାଭଜନକ ହେବ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ଯତ୍ନଶୀଳ ହେବାକୁ ପଡ଼ିବ। ବୃଷ : ଭାଇମାନଙ୍କ ପ୍ରତି…
Read More...

ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ନୂତନ ଗୃହ ଉଦ୍‍ଘାଟନ

ଆଠଗଡ :  ଆଠଗଡସ୍ଥିତ ସରକାରୀ ମାଧ୍ୟମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ନବନିର୍ମିତ ଅଟ୍ଟାଳିକା ଶୁକ୍ରବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି । ଭାରପ୍ରାପ୍ତ…
Read More...

ଯୁବକକୁ ହତ୍ୟା ଅଭିଯୋଗ, କନ୍ଦରପୁରରେ ପ୍ରବଳ ଉତ୍ତେଜନା

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁରଠାରେ ଏକ କୁକୁଡା ଫାର୍ମ ନିକଟରେ ଜଣେ ଯୁବକଙ୍କର କ୍ଷତାକ୍ତ ମୃତ ଦେହ ମିଳିବା ପରେ ତାକୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ବିବରଣୀରୁ ପ୍ରକାଶ କନ୍ଦରପୁର କଲୋନୀ…
Read More...

ନାରୀଶିକ୍ଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି 

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟର ନୂତନ ପରିସର ଓ ନବୀକରଣ ହୋଇଥିବା ଅଟ୍ଟାଳିକା ଶୁକ୍ରବାର ଉଦ୍‍ଘାଟିତ ହୋଇ ଯାଇଛି । କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି…
Read More...

ପ୍ରକୃତି ଓ ପରିବେଶ ସୁରକ୍ଷା ଆଲୋଚନାଚକ୍ର

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ସ୍ଥିତ ବିଏସ ଉଚ୍ଚ ବିଦ୍ୟାଳୟ ୟୁଥ ଏଣ୍ଡ ଇକୋ କ୍ଲବ ପକ୍ଷରୁ  ବିଦ୍ୟାଳୟ ପରିସର ଓ ବାହାରେ ଚାରାରୋପଣ କାର୍ଯ୍ୟକ୍ରମ ସହ ପ୍ରକୃତି ଓ ପରିବେଶର ସୁରକ୍ଷା ସଂପର୍କରେ ଆଲୋଚନା…
Read More...

ଗହଣା ଦୋକାନ ଆଗରୁ ବାଇକ ଡିକି ତାଡି ସୁନାହାର ଓ ଟଙ୍କା ଲୁଟ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବଡ଼ ନୂଆଗାଁ ଗ୍ରାମର କୈଳାସ ଚନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ସୁଶୀଳା ବେହେରା ଶୁକ୍ରବାର ପୂର୍ବାହ୍ନରେ ସ୍ୱାମ ପାଟଣା ବ୍ୟାଙ୍କ୍ ଅଫ ଇଣ୍ଡିଆ ଶାଖାରୁ ଟଙ୍କା ଉଠାଇ…
Read More...

ନାବାଳିକାକୁ ​ଯୌନ ନିର୍ଯ୍ୟାତନା ; ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ନବରଙ୍ଗପୁର : ଜଣେ ନାବାଳିକାକୁ ଯୌନ ନିର୍ଯ୍ୟାତନା ମାମଲାର ଶୁଣାଣି କରି ଆଡହକ୍‍ ଅତିରିକ୍ତ ଜିଲା ଓ ଦୌରା ଜଜ୍‍ ତଥା ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଅଦାଲତ (ପୋକ୍ସୋର ବିଚାରପତି ନିରଞନ ସାହୁ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ…
Read More...

ଜନ୍ମପୀଠରେ ପଣ୍ଡିତ ନୀଳକଣ୍ଠ ଜୟନ୍ତୀ ସମାରୋହ

ସୁଆଣ୍ଡୋ :  ଓଡ଼ିଆ ସତ୍ୟବାଦୀ ଯୁଗର ଅନ୍ୟତମ ପ୍ରବକ୍ତା ପଣ୍ଡିତ ନୀଳକଣ୍ଠଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଜନ୍ମପୀଠ ପୁରୀଜିଲା ସାକ୍ଷୀଗୋପାଳ ସନ୍ନିକଟ ଶ୍ରୀରାମଚନ୍ଦ୍ର ପୁର ଶାସନରେ ଶୁକ୍ରବାର ପାଳିତ ହୋଇ ଯାଇଛି ।…
Read More...

ହାଇୱା ଧକ୍କାରେ ଜଣେ ମୃତ,ଜଣେ ଗୁରୁତର ; ନରସିଂହପୁର-ଅନୁଗୁଳ ମୂଖ୍ୟରାସ୍ତା ଅବରୋଧ

ନରସିଂହପୁର : ନରସିଂହପୁର ଥାନା ଅର୍ନ୍ତଗତ ଗୁହାଳସାହି ଗ୍ରାମର କିଛି ଦୂରରେ ସ୍କୁଟିରେ ଯାଉଥିବା ଦୁଇଜଣ ବ୍ୟକ୍ତି ଏକ ହାଇୱା ସହ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼…
Read More...

ରାଜ୍ୟ ଗୋଷ୍ଠୀ କ୍ରୀଡ଼ା : କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ସ୍ବର୍ଣ୍ଣ

ବର୍ଗିଂହାମ :  ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ କୁସ୍ତିରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି । ୬୨ କେଜି ବର୍ଗ ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ରିଓ ଅଲିମ୍ପିକ୍‌ସ କାଂସ୍ୟ…
Read More...

ରାଜ୍ୟଗୋଷ୍ଠୀ କ୍ରୀଡା : କୁସ୍ତିରେ ଭାରତକୁ ୨ ପଦକ

ବର୍ଗିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଶୁକ୍ରବାର କୁସ୍ତିରେ ୨ଟି ପଦକ ଜିତିଛି । ୬୫ କେଜି ବର୍ଗ କୁସ୍ତିରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଜରଙ୍ଗ କ୍ରମାଗତ ଦ୍ବିତୀୟ ଥର…
Read More...

ଭାରତକୁ ଆଉ ୨ଟି ପଦକ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ଟି ପଦକ ମିଳିଛି । ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଛି। ହେଭିେଓ୍ୱଟ୍ ପାରା ପାୱାରଲିଫ୍ଟିଂରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।…
Read More...

ନବୀନଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ବର : ନୀତି ଆୟୋଗ ବୈଠକ ଆସନ୍ତା ୭ ତାରିଖରେ ବସିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗର ଏହି ୭ମ ପରିଷଦ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ…
Read More...

ନବ ଦିଗନ୍ତର ୨.୧୬ କୋଟି ସମ୍ପତ୍ତି ଜବତ

ଭୁବନେଶ୍ବର : ଚିଟଫଣ୍ଡ ସଂସ୍ଥା ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ଼ର ଦୁଇ କୋଟି ୧୬ ଲକ୍ଷ ଟଙ୍କାର ଅସ୍ଥାବର ଓ ସ୍ଥାବର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗୁରୁବାର ଜବତ କରିଛି। ପ୍ରିଭେନସନ୍…
Read More...

୧୨୮ ମଣ୍ଡି ଲାଗି ବୁଝାମଣା ଶେଷ

ଭୁବନେଶ୍ୱର : ରାଜ୍ୟରେ ଚାଷ ଓ ଚାଷୀ ସମସ୍ୟାକୁ ନେଇ ସବୁବେଳେ ରାଜନୀତି ଗରମ। କେତେବେଳେ ବିରୋଧୀ ବିଧାନସଭାରେ ସରକାରଙ୍କୁ ଘେରୁଛନ୍ତି ତ ଆଉ କେତେବେଳେ ରାଜରାସ୍ତାରେ ଚାଷୀ ଧାନ ଥୋଇ ଆନ୍ଦୋଳନ କରୁଛନ୍ତି। ବର୍ଷକୁ…
Read More...

୨୨୫୩ କୋଟିର ୧୧ ପ୍ରସ୍ତାବକୁ ନୀତିଗତ ମୋହର

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପାନୁକୂଳ ପରିବେଶକୁ ନେଇ କିଭଳି ଅଧିକରୁ ଅଧିକ ପୁଞ୍ଜିନିବେଶ ହୋଇପାରିବ ଓ ଏଥିସହିତ ଅଧିକ ନିଯୁକ୍ତି ସୁଯୋଗ ସୃ‌ଷ୍ଟି ହେବ ସେଥିଲାଗି ଗୁରୁବାର ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର…
Read More...

ଜୱାହିରି ଦେଶରେ ଥିବା ଜାଣି ନ ଥିଲୁ : ତାଲିବାନ

ଇସଲାମାବାଦ/କାବୁଲ : ଆମେରିକାର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଥିବା ଅଲ-କାଏଦା ମୁଖ୍ୟ ଆଇମାନ ଅଲ୍‌ ଜୱାହିରି ଆଫଗାନିସ୍ତାନରେ ଦୀର୍ଘ ଦିନ ହେବ ରହିଆସୁଥିଲା। କାବୁଲରେ ଜୱାହିରିର ଅବସ୍ଥିତି ସମ୍ପର୍କରେ ନିଶ୍ଚିତ ହେବା…
Read More...

‘ମୋଦୀଙ୍କୁ ଭୟ କରେନି କଂଗ୍ରେସ’

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ୱାଇଆଇଏଲ୍‌)ର କାର୍ଯ୍ୟାଳୟକୁ ସିଲ୍‌ କରିବା ପ୍ରସଙ୍ଗରେ ଗୁରୁବାର ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି…
Read More...

ତାଇୱାନ ଉପକୂଳରେ ୧୨ କ୍ଷେପଣାସ୍ତ୍ର ମାଡ଼ ; ଜାପାନ ଇଇଜେଡରେ ପଡ଼ିଲା ଚୀନ କ୍ଷେପଣାସ୍ତ୍ର

ତାଇପେ/ବେଜିଂ : ତାଇୱାନ ଓ ଚୀନ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଥିବାବେଳେ ଚୀନ ପକ୍ଷରୁ ଗୁରୁବାର ମାଡ କରାଯାଇଥିବା ୧୨ଟି କ୍ଷେପଣାସ୍ତ୍ର ତାଇୱାନ ଉପକୂଳ ଜଳରାଶିରେ ପଡ଼ିଛି। ଚୀନ ତାହାର ଚାରିଦିନିଆ…
Read More...

ଓଡ଼ିଶାରେ ନକ୍ସଲ ହିଂସା ; ଦୁଇ ଦଶନ୍ଧିରେ ୨୩୧ ସହିଦ

ଭୁବନେଶ୍ୱର : ରାଜ୍ୟରେ ନକ୍ସଲ ହିଂସା ଯୋଗୁଁ ଗତ ଦୁଇ ଦଶନ୍ଧିରେ ୨୩୧ ଜଣ ସୁରକ୍ଷାକର୍ମୀ ସହିଦ୍‌ ହୋଇଥିବାବେଳେ ୩୪୪ ଜଣ ନୀରିହ ନାଗରିକଙ୍କ ମୃତ୍ୟୁ ଘଟିଛି। ଗତ ୨୨ବର୍ଷରେ ମୋଟ ୫୭୫ଜଣଙ୍କ ଜୀବନ ଯାଇଛି। ବହୁସଂଖ୍ୟାରେ…
Read More...

ଇଡିକୁ ନେଇ ସଂସଦ ଅଚଳ

ନୂଆଦିଲ୍ଲୀ : ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତି ପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ନେଇ ସଂସଦ ଅଚଳ ହୋଇଛି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ଲୋକସଭା ଓ ରାଜ୍ୟସଭାରେ ଦୁଇଦିନ ଆଲୋଚନା କରାଯିବା ପରେ ଗୁରୁବାର ଇଡିର…
Read More...

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ସହଯୋଗରେ ଚାରା ରୋପଣ

ରେଙ୍ଗାଲିକ୍ୟାମ୍ପ : ସରଣ୍ଡା ଉଚ୍ଚ ବିଦ୍ୟାଳୟରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଅତାବିରା ସେବା କେନ୍ଦ୍ର  ପକ୍ଷରୁ ଗୁରୁବାର  ଚାରାରୋପଣ  କରାଯାଇଛି । ସେବା କେନ୍ଦ୍ରର  ବ୍ରହ୍ମାକୁମାରୀ …
Read More...

ଅନାଥ ,ଅସହାୟ ଭାଇଭଉଣୀଙ୍କୁ ସହାୟତାର ହାତ ବଢାଇଲା ବିଜୁ ଛାତ୍ର ଜନତା ଦଳ

ଗୁରୁଡିଝାଟିଆ :  ଅନାଥ ଭାଇଭଉଣୀଙ୍କୁ ସାହା ପାଲଟିଛି ଆଠଗଡ ବିଜୁ ଛାତ୍ର ଜନତା ଦଳ। ବାପା ଟୁନା ପୂର୍ତ୍ତି ଆରପାରିକୁ ଚାଲିଯିବା ପରେ ୩ ଅନାଥ ଭାଇଭଉଣୀ ବେସାହାରା ହୋଇ ପଡିଥିଲେ । ପେଟକୁ ଦିଓଳି, ଦିମୁଠା ଖାଇବା…
Read More...

ଦରଦାମ ବୃଦ୍ଧି ଓ ବେକାରୀ ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ

କଲମପୁର/ ଭବାନିପାଟଣା : ଦରଦାମ ବୃଦ୍ଧି ଏବେ ଚରମସୀମାରେ। ତଳିତଳାନ୍ତ ହେଉଛନ୍ତି ଖାଉଟି । ପ୍ରଭାବିତ ହେଉଛନ୍ତି ଗରୀବ, ମଧ୍ୟବିତ, ଚାଷୀ ଓ ଶ୍ରମିକ ପରିବାର ।  ପେଟ୍ରୋଲିୟମ ଓ ରନ୍ଧନ ଗ୍ୟାସ ସମେତ ସାର ଓ କୀଟନାଶକ ଭଳି…
Read More...

ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀଙ୍କ ପରଲୋକ

କଟକ : କଟକ ତେଲେଙ୍ଗାବଜାର ନିବାସୀ ତଥା ରାଜ୍ୟସରକାରଙ୍କ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବାମଦେବ ମହାପାତ୍ର (୯୨)ଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ପରଲୋକ ଘଟିଥିବା ଜଣାପଡିଛି । ତାଙ୍କ ପରଲୋକରେ…
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହରେ ଜନସଚେତନତା କାର୍ଯ୍ୟକ୍ରମ

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଓ ଧାଇପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଆନୁକୁଲ୍ୟରେ ଧାଇପୁରଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ଜନସଚେତନତା…
Read More...

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଳକର ଚମ୍ପାନଗର ସ୍ତିତ ଏକଲବ୍ୟ ସ୍କୁଲର ଦସମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି। ଛାତ୍ରୀ ଜଣଙ୍କ ଘର ମାଥିଲି ବ୍ଲକ ସାଉଁଳି ଗୁଡା ବୋଲି ଜଣା ପଡିଛି ।…
Read More...

ସାଇକେଲରେ ସନ୍ଥଙ୍କ ଭାରତ ଭ୍ରମଣ

ଚୌଦ୍ୱାର : ଜନ ସମ୍ପର୍କ ସୃଷ୍ଠି ଓ ଭାରତର ଜନ ଜୀବନକୁ ଜାଣିବାର ଆଗ୍ରହ ନେଇ ସାଇକେଲରେ ଭାରତ ଭ୍ରମଣରେ ବାହାରିଛନ୍ତି ଜଣେ ସନ୍ଥ । ଛତିଶଗଡ଼ ରାୟପୁର ଅଞ୍ଚଳର ଶ୍ୟାମ ଗିରି ନାମକ ଏହି  ସନ୍ଥ ଜଣଙ୍କ ରାୟପୁରରୁ ବାହାରି…
Read More...

ଓଟିଏମ୍ ସମ୍ପର୍କିତ ଉଚ୍ଚ ନ୍ୟାୟାଳୟଙ୍କ ରାୟ ; ଚୌଦ୍ୱାର ବିଜେଡ଼ି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଚୌଦ୍ୱାର : ଓଟିଏମ୍ ସମ୍ପର୍କରେ ଦୀର୍ଘଦିନ ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇବା ପରେ ଚୌଦ୍ୱାରବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।ଏହି ପରିପ୍ରେକ୍ଷିରେ ଚୌଦ୍ୱାର ବିଜୁ ଜନତା ଦଳ ତରଫରୁ ଏକ…
Read More...

ବିଦ୍ୟାର୍ଥୀଙ୍କ ମେଧାଶକ୍ତି ବୃଦ୍ଧି ପାଇଁ ‘ସୁପର ୩୦’ ଏକ ଅଭିନବ ପ୍ରୟାସ

ଆଠଗଡ : ବିଦ୍ୟାର୍ଥୀଙ୍କର ମେଧାଶକ୍ତି ବୃଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାରେ ରାଜ୍ୟରେ ପ୍ରଥମ କରି କଟକ ଜିଲ୍ଲା ଏବଂ ତାହା ପୁଣି ଆଠଗଡରେ କାର୍ଯ୍ୟକ୍ଷମ ହୋଇଥିବା ‘ଆଠଗଡ ସୁପର ୩୦’ ଏକ ସ୍ୱାଗତ ଯୋଗ୍ୟ…
Read More...

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସାକ୍ଷାତ କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୁରୁବାର ଲୋକସଭା ସଚିବାଳୟ ଠାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ଆରୁଖ…
Read More...

ସ୍ପଷ୍ଟ ଦିବାଲୋକରେ ୧୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ; ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ବଲେଶ୍ୱର ଜିଲ୍ଲା ସିମୂଳିଆ ଥାନା ଅନ୍ତର୍ଗତ ଡୁଙ୍ଗୁରା ବଜାରରେ ଜଣେ ବ୍ୟକ୍ତିଙ୍କ ଠାରୁ ମାରଣାସ୍ତ୍ର ଦେଖାଇ କିଛି ଦୁର୍ବୃତ୍ତ ଟଙ୍କା ଲୁଟ୍‌ କରିଥିବା…
Read More...

ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌ ପରବର୍ତ୍ତୀ ପ୍ରଧାନ ବିଚାରପତି !

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌ । ବର୍ତ୍ତମାନର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି ରମନ୍ନା ଲଲିତଙ୍କ ନାଁ ସୁପାରିସ କରିଥିବା…
Read More...

ସିବିଆଇ ପଞ୍ଝାରେ ମହିମା ମିଶ୍ର; ଚାଲିଛି ବିଭିନ୍ନ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ସବିଆଇ ଜାଲରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ମହିମାଙ୍କ ଘର ସମେତ କାର୍ଯ୍ୟାଳୟରେ ସିବିଆଇ ଟିମ୍‌ ଚଢ଼ାଉ କରୁଥିବା ଜଣାପଡ଼ିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ…
Read More...

ମହଙ୍ଗା ପଡ଼ିଲା ଷ୍ଟଣ୍ଟ; ରାସ୍ତାରେ ଛିଟ୍‌କି ପଡ଼ିଲେ ଯୁବକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯୁବକଙ୍କ ଷ୍ଟଣ୍ଟର ଭିଡିଓ । ଏନଏଚରେ ଯୁବକ ଜଣକ ଷ୍ଟଣ୍ଟ ଦେଖାଉଥିବା ଭିଡିଓରେ ଦେଖିବାକୁ  ମିଳୁଛି । ଭିଡିଓରେ ଯୁବକ ଜଣକ ଖୁବ୍‌ ଜୋରରେ ବାଇକ୍‌ ଚଳାଉଛନ୍ତି । ରାସ୍ତାରେ…
Read More...

ନାଗରିକ କମିଟି ପକ୍ଷରୁ ରେଢ଼ାଖୋଲ ୧୨ ଘଣ୍ଟିଆ ବନ୍ଦ

ରେଢ଼ାଖୋଲ: ୫୫ନଂ ଜାତୀୟ ରାଜପଥ ମରାମତି ଓ ନିର୍ମାଣ ଦାବିରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମ ଭୋଇ ଛକଠାରେ ନାଗରିକ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି ।  ରାସ୍ତା ଅବରୋଧ କରି କର୍ମୀ ମାନେ ବନ୍ଦ ପାଳନ କରିଛନ୍ତି…
Read More...

କେମିତି ଗଲା ବାଲକୋନିକୁ ଷଣ୍ଢ ? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁ ପକ୍ଷୀ ମାନଙ୍କ ଅନେକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଥାଏ । ଅନେକ ପଶୁ ରାସ୍ତା ଉପରେ ଶୋଇ ରହିଥିବା ମଧ୍ୟ ନଜର ଆସିଥାଏ । ଗାଈ, ଛେଳି ଓ କୁକୁର ଗୁଡ଼ିକ ଅନେକ ସମୟରେ…
Read More...

ମଧ୍ୟାହ୍ନ @୧୨ର ମୁଖ୍ୟ ଖବର

(୧) ସୁପ୍ରିମ୍‌ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌.. ଲଲିତଙ୍କ ନାଁ ସୁପାରିସ କଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି ରମନ୍ନା... ଚଳିତ ମାସ ଜଷ୍ଟିସ ରମନ୍ନାଙ୍କ ସରୁଛି…
Read More...

ଆଜି ବି ବଞ୍ଚିଛି ମଣିଷତ୍ଵ; ମାନସିକ ବିକାରଗ୍ରସ୍ଥ ମହିଳାଙ୍କୁ ଉଦ୍ଧାର କଲା ‘ସଂକଳ୍ପ ପରିବାର’

ରେଙ୍ଗାଲିକ୍ୟାମ୍ପ: ଅତାବିରା ଆର୍.ଏମ୍.ସି ଅଧୀନରେ ଥିବା ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସରୁ ଜଣେ ଅଜଣା ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରିଛି ସଂକଳ୍ପ ପରିବାର । ଦୀର୍ଘ ତିନି ମାସରୁ ଊର୍ଦ୍ଧ୍ବ ହେବ …
Read More...

ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷା ଓ ଅନ୍ୟ ନିର୍ବାଚିତ ପ୍ରତିନିଧି

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ନବନିର୍ବାଚିତ ଲୋକ ପ୍ରତିନିଧି ମାନେ ନିଜନିଜ କାର୍ଯ୍ୟରେ ଯୋଗ ଦେବା ପରେ ଅଂଚଳର ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷିରେ ମୋ ସରକାର…
Read More...

ବ୍ୟାଡମିଣ୍ଟନ ଭିତ୍ତିଭୂମି ପାଇଁ ବିଡିଓଙ୍କୁ ଦାବିପତ୍ର

ଫୁଲବାଣୀ: କନ୍ଧମାଳ ଜିଲ୍ଲା  ଖଜୁରୀପଡା ବ୍ଲକରେ ବ୍ୟାଡମିଣ୍ଟନ କ୍ରୀଡ଼ାର ବିକାଶ ପାଇଁ କୌଣସି ଭିତ୍ତିଭୂମି ନଥିବା ବେଳେ ଏଠାରେ କିନ୍ତୁ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେଉଛି ।…
Read More...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ  ବୈଠକ  ଅନୁଷ୍ଠିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ  ଜିଲ୍ଲା ସ୍ତରୀୟ ନୋଡାଲ  ବୈଠକ  ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ…
Read More...

ମଲ୍ଲିପଶିରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ 

ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ମଣ୍ଡଳ ବିଜେପି ପକ୍ଷରୁ ଆଜି ମଲ୍ଲିପଶୀ ଠାରେ ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟଣା ମଣ୍ଡଳ ସଭାପତି ଅଭୟ କୁମାର ବେହେରାଙ୍କ ସଭାପତିତ୍ବରେ ଶକ୍ତିକେନ୍ଦ୍ର…
Read More...

ରାସ୍ତାରେ ଚାଲିଛି କେନାଲ ପାଣି; ପ୍ରଶାସନର ପଡୁନି ନଜର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ମୁଖ୍ୟାଳୟ ଠାରୁ ନୂଆଗାଁକୁ ଯାଇଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବର୍ତ୍ତମାନ ବର୍ଷା ହେଉନଥିଲେ ମଧ୍ୟ ରାସ୍ତା ଉପରେ ଜମି ରହିଛି ପାଣି ।…
Read More...

ଅର୍ଥଲଗାଣ ସଂସ୍ଥା ଅଧିକାରୀ କହି ଯାତ୍ରୀବାହୀ ଅଟୋ ଲୁଟ ଉଦ୍ୟମ, ଜଣେ ଅଟକ

ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡା ବଜାରରୁ ଏକ ଯାତ୍ରୀବାହି ଅଟୋକୁ ୩ ଜଣ ଯୁବକ ନିଜକୁ ଅର୍ଥଲଗାଣ ସଂସ୍ଥାର କର୍ମଚାରୀ ଓ ଏହି ଅଟୋର ଋଣ ଖିଲାପି ଥିବା କହି ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଏକାଠି…
Read More...

ସକାଳ @୯ର ମୁଖ୍ୟ ଖବର

(୧) ଆଜି ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ.. ୫୫ ନଂ ଏନଏଚ୍ ମରାମତି ଦାବିରେ ବନ୍ଦ ଡାକରା ଦେଇଛି ରେଢ଼ାଖୋଲ ନାଗରିକ କମିଟି… ଭୀମଭୋଇ ଛକ ଓ ମେଡିକାଲ ଛକରେ ରାସ୍ତା ଅବରୋଧ… ବନ୍ଦ ଯୋଗୁ ଦୋକାନ ବଜାରରେ ପଡ଼ିଛି ତାଲା...…
Read More...

ପୁଣି କୁଟୃପାଟ ଗାଁରେ ଝାଡାବାନ୍ତି ରୋଗର ଆତଙ୍କ

କଲମପୁର: ରାୟଗଡାର କାଶିପୁର, କଲ୍ୟାଣସିଂପୁର, କୋରାପୁଟର ଦଶମନ୍ତପୁର ପରେ ଏବେ କଳାହାଣ୍ଡିର ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ମାଳିଗାଁ ଓ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ପୋଡାପଦର ପଞ୍ଚାୟତର କୁଟୃପାଟ ଗାଁରେ…
Read More...

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଥୁଆମୂଳ ରାମପୁର ବ୍ଲକ ଘେରାଉ କରିବ କଂଗ୍ରେସ

କଲମପୁର: ବିଜେପି ଶାସନାଧିନ କେନ୍ଦ୍ର ସରକାର ଓ ବିଜେଡି ଶାସନାଧିନ ରାଜ୍ୟ ସରକାର ଥୁଆମୂଳ ରାମପୁର ଭଳି ଅଗମ୍ୟ ତଥା ବଣ ପାହାଡ ଘେରା ବ୍ଲକ ପ୍ରତି ବୈମାତୃକ ମନୋଭାବ ଗ୍ରହଣ କରିଛନ୍ତି । ଯେଉଁଥିପାଇଁ ଦେଶ ସ୍ୱାଧୀନର…
Read More...

ବିମଳାଗଡ ରେଳ ଲାଇନ ପାଇଁ ବିସ୍ଥାପିତଙ୍କ ଉପଯୁକ୍ତ କ୍ଷତିପୂରଣ ଦାବି

ସମ୍ବଲପୁର: ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧିନସ୍ଥ ଦେବଗଡ ଜିଲାରେ ତାଳଚେର-ବିମଳାଗଡ ମଧ୍ୟରେ ଗମନାଗମର ସୁବିଧା ନିମନ୍ତେ ନୂତନ ରେଳ ଧାରଣା ବିଛାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣୁ ଦେବଗଡ ଜିଲା ବାରକୋଟ…
Read More...

 ହରଭଙ୍ଗା ଯୋଗାଣ ସହାୟକ ସଂଘ ପକ୍ଷରୁ ବି.ଡି.ଓଙ୍କୁ ଦାବିପତ୍ର ପ୍ରଦାନ

ହରଭଙ୍ଗା: ହରଭଙ୍ଗା ଯୋଗାଣ ସହାୟକ ସଂଘ ପକ୍ଷରୁ ହରଭଙ୍ଗା ବି.ଡି.ଓଙ୍କୁ ସୋମବାର ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଲକର ୨୨ଟି ପଞ୍ଚାୟତରେ ୨୦୧୩ ମସିହାରୁ ୨୦ଜଣ ଯୋଗାଣ ସହାୟକ ପି.ଡି.ଏସ ସାମଗ୍ରୀ ବଣ୍ଟନ ଦାୟିତ୍ୱ…
Read More...

ବିଭାଗୀୟ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶଙ୍କୁ ଅବମାନନା ! ହରଭଙ୍ଗା ବ୍ଲକ ପଞ୍ଚାୟତ ପି.ଇ.ଓ  ଅଦଳବଦଳରେ ଅନିୟମିତତା ଅଭିଯୋଗ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କିଭଳି ଚାଲିଛି ଏହାର ଆଉ ଏକ ନମୁନା ସାମନାକୁ ଆସିଛି । ପଞ୍ଚାୟତିରାଜ ବିଭାଗ ମୁଖ୍ୟ ସଚିବ ଡି.କେ ସିଂଙ୍କ ନିର୍ଦ୍ଦେଶକୁ ଅବମାନନା କରି…
Read More...

ଗୁଣିଗାରେଡ଼ି ସନ୍ଦେହରେ ପିଟିପିଟି ମାରିଦେଲେ

ରାୟଗଡ଼ା: ଗୁଣିଗାରେଡି ସନ୍ଦେହରେ ପୁଣି ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କାଶୀପୁର ବ୍ଲକ ଦୁଡୁକାବାହାଲ ପଞ୍ଚାୟତ ଟିପିଗୁଡ଼ା ଗାଁରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର ବାପା…
Read More...

ଆଜି ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ

ରେଢ଼ାଖୋଲ: ଆଜି ୧୨ ଘଣ୍ଟା ପାଇଁ ରେଢ଼ାଖୋଲରେ ଅଖଚକ ବନ୍ଦ । ୫୫ ନଂ ଏନଏଚ୍‌ ମରାମତି ଦାବିରେ ଆଜି ରେଢ଼ାଖୋଲ ବନ୍ଦ ପାଳନ କରାଯାଉଛି । ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ରେଢ଼ାଖୋଲର…
Read More...

ଖାଉଟି ବଜାରରେ ଜରୁରୀ ପରିସ୍ଥିତି

କଟକ : ମାସକ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦର ଆଶାତୀତ ଭାବରେ ବୃଦ୍ଧିପାଇଛି। ଏକ ହିସାବ ଅନୁଯାୟୀ ମାସକ ମଧ୍ୟରେ ଚାଉଳ ଦର ୨୦%, ଅଟା, ସୁଜି, ମଇଦା ଆଦି ଗହମଜାତ ପଦାର୍ଥ ଓ ଗହମ ଦର ୨୦%, ଡାଲି ୧୫ରୁ ୧୭%,…
Read More...

ପାଟଣାଗଡ଼,କୁଚିଣ୍ଡାରେ ସରକାରୀ ଆଇଟିଆଇ

ଭୁବନେଶ୍ବର : ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଖୋଲାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। କୁଚିଣ୍ଡାରେ ନୂଆ…
Read More...

ନିର୍ଯାତିତ ପିଲାଙ୍କ ପ୍ରତିବାଦ ଓ ଧାରଣା

ବାରିପଦା/କୁଳିଅଣା : ବାଇଗଣବାଡିଆର ଏକ ଘରୋଇ ଆଇଟିଆଇର ୧୨ ଜଣ ପିଲା ଗତକାଲି ରାତିରେ ୧୨ କିମି ବାଟ ଚାଲି କୁଳିଅଣା ଥାନାକୁ ଆସିବା ସହ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ। ପୁଲିସ ସହସା…
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ହକିର ବିଜୟ ଗାଥା

ବର୍ମିଂହାମ୍‌ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲରେ ଭାରତୀୟ ମହିଳା ହକି ଦଳ ପ୍ରବେଶ କରିଛନ୍ତି। ବୁଧବାର ପୁଲ-ଏ ର ଶେଷ ଲିଗ୍‌ ମ୍ୟାଚରେ ଭାରତ ୩-୨ ଗୋଲରେ କାନାଡାକୁ ପରାସ୍ତ କରି ସେମିଫାଇନାଲରେ…
Read More...

୧୮ ଜିଲାକୁ ବଜ୍ରପାତ ସତର୍କତା : ୫ରୁ ବଢ଼ିବ ବର୍ଷା

ଭୁବନେଶ୍ବର : ମୌସୁମୀଜନିତ ନିମ୍ନଚାପ ରେଖା ଓଡ଼ିଶାର ବାଲେଶ୍ୱରରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଅନ୍ୟପଟେ ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପରେଖା ହିମାଳୟ ପାଦ ଦେଶରୁ…
Read More...

ନିର୍ବାଚନରେ ମାଗଣା ସଂସ୍କୃତି : ବିଶେଷଜ୍ଞ କମିଟି ଗଠନ ଲାଗି ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ରାଜନୈତିକ ଦଳଗୁଡିକ ପକ୍ଷରୁ ଘୋଷଣା କରାଯାଉଥିବା ବିଭିନ୍ନ ପ୍ରକାର ମାଗଣା ବ୍ୟବସ୍ଥାକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ମାଗଣା…
Read More...

ତେଜସ୍ବିନୀଙ୍କୁ କାଂସ୍ୟ

ବର୍ମିଂହାମ୍‌  : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ୧୮ତମ ପଦକ ଜିତିଛନ୍ତି ତେଜସ୍ବିନୀ ଶଙ୍କର। ପୁରୁଷ ହାଇଜମ୍ପରେ ତେଜସ୍ବିନୀ ୨.୨୨ ମିଟର ଉଚ୍ଚତାକୁ ଡେଇଁ ୩ୟ ସ୍ଥାନ ସହ କାଂସ୍ୟ ପଦକ ବିଜୟୀ…
Read More...

ଭାରୋତ୍ତୋଳନରେ ଗୁର୍‌ଦୀପ୍‌ଙ୍କୁ କାଂସ୍ୟ

ବର୍ମିଂହାମ୍‌  : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ୧୭ତମ ପଦକ ହାସଲ କରିଛନ୍ତି ଗୁର୍‌ଦୀପ୍‌ ସିଂହ । ପୁରୁଷ ୧୦୯ କିଗ୍ରାରୁ ଉର୍ଦ୍ଧ୍ବ ବର୍ଗ ଭାରୋତ୍ତୋଳନରେ ଗୁରୁ୍‌ପ୍ରୀତ କାଂସ୍ୟ ପଦକ ହାସଲ…
Read More...

ସାତକୋଶିଆ ସମେତ ଦେଶରେ ଆଉ ୧୦ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ମାନ୍ୟତା

ଓଡ଼ିଶାର ସାତକୋଶିଆ ଗର୍ଜ (ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ) ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ୍‌ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ…
Read More...

ପୁଲିସ ଆଧୁନିକୀକରଣ : ଓଡିଶା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୩.୯୧ କୋଟିର ବ୍ୟୟ ବରାଦ

ନୂଆଦିଲ୍ଲୀ  : ଭାରତ ସରକାର ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ୧୫ଟି ଉପଯୋଜନା ଅନୁମୋଦନ କରିଛନ୍ତି । ୨୬, ୨୭୫ କୋଟି ଟଙ୍କା କେନ୍ଦ୍ରୀୟ ବ୍ୟୟ ଅଟକଳରେ ଏହି ଉପଯୋଜନା ମାନ ପାଞ୍ଚ ବର୍ଷ ମଧ୍ୟରେ ୨୦୨୧-୨୨ରୁ…
Read More...

ମମତାଙ୍କ କ୍ୟାବିନେଟରେ ବାବୁଲ ସୁପ୍ରିୟ

କଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ରାଜ୍ୟ କ୍ୟାବିନେଟର ସମ୍ପ୍ରସାରଣ କରିଛନ୍ତି । ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳରେ ବିଜେପିର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ…
Read More...

ତାଇୱାନକୁ ଘେରିଲା ପିଏଲ୍‍ଏ

ବେଜିଂ/ତାଇପେ : ଚୀନର କଡ଼ା ତାଗିଦ ଓ ଚେତାବନୀ ସତ୍ତ୍ବେ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କର ତାଇୱାନ ଗସ୍ତ ପରେ ଚୀନ ରକ୍ତମୁଖା ପାଲଟିଛି। ଏହା ତାଇୱାନକୁ ଆକ୍ରମଣ କରିବା ସହିତ ଆମେରିକାକୁ କଡା ଜବାବ…
Read More...

ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି ; ୩ଜଣଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ ଗ୍ରାମବାସୀ

ଚାନ୍ଦିପୁଟ : ଅନୈତିକ କାର୍ଯ୍ୟକଳାପରେ ତାତି ଉଠିଛନ୍ତି ଗାଁବାସୀ । ଜଣେ ମହିଳା ଓ ୨ଜଣ ଯୁବକଙ୍କୁ ଗାଁରେ ବାନ୍ଧିପକାଇ ନିସ୍ତୁକ ମାଡ ମାରିଛନ୍ତି ମହିଳା ଗୋଷ୍ଠୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…
Read More...