ଜାଭିୟର୍ସ ସ୍କୁଲରେ ‘ସବୁଜ ଦିବସ’ ଉତ୍ସବ

ଚୌଦ୍ୱାର : ଛାତ୍ରଛାତ୍ରୀ ମାନଙ୍କୁ ପୃଥିବୀର ପରିବେଶ ଓ ଏହାର ମନୋରମ ସବୁଜିମାର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଲକ୍ଷରେ ଚୌଦ୍ୱାରସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲରେ ‘ସବୁଜ ଦିବସ’ ଉତ୍ସବ ପାଳିତ ହୋଇ ଯାଇଛି । ଏହି…
Read More...

କନ୍ଦମୂଳ ଚାଷ​ ସଂପର୍କରେ ଏକ ଦିବସୀୟ ତାଲିମ ଶିବିର

ମୋହନା : କୃଷି ବିଜ୍ଞାନ କେନ୍ଦ୍ର ମୋହନା, ଉଦ୍ୟାନ କୃଷି ବିଭାଗ ଓ ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସକାଳ ସଂସ୍ଥାର ମିଳିତ ସହଯୋଗରେ ମୋହନା ବ୍ଲକ ଅନ୍ତର୍ଗତ କରଚବାଡି…
Read More...

ନିପାର ୧୯ ତମ ବାର୍ଷିକ ଉତ୍ସବ

ନବରଙ୍ଗପୁର : ଇଣ୍ଟରଡେନମିନେସନ ପାଷ୍ଟରସ ଏସୋସେସନ (ନିପା)ର ୧୯ ତମ ବାର୍ଷିକ ଉତ୍ସବ ଆର.କେ. କଲୋନୀସ୍ଥିତ ବିବିଲିକାଲ ବାପଟିଷ୍ଟ ଚର୍ଚ୍ଚରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ…
Read More...

ସାବଧାନ ! ଏହା ହେଉଛି ୫୫ ନଂ ଜାତୀୟ ରାଜପଥର ଅବସ୍ଥା

ଗୁରୁଡିଝାଟିଆ : ୫୫ ନଂ ଜାତୀୟ ରାଜପଥ ଅତ୍ୟନ୍ତ ବିପଦ ସଂକୁଳ ହୋଇପଡିଛି । ସାବଧାନ ଓ ସଜାଗ ନହେଲେ ମୃତ୍ୟୁ ନିଶ୍ଚିତ । ରାଜପଥ ସଂପ୍ରସାରଣ ଓ ଦୋହରିକରଣ ପାଇଁ ଠିକାଦାରଙ୍କ ଅହେତୁକ କାଳକ୍ଷେପଣ ନୀତି ଅବଲମ୍ବନ…
Read More...

୧୪୪ ଧାରା ଜାରି ସତ୍ୱେ ଖୁଣ୍ଟୁଣୀ ସିଏଚସି ପରିସରରେ ଗୌରହରି ମହାନ୍ତିଙ୍କ ଧାରଣା

ଗୁରୁଡିଝାଟିଆ : ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟରେ ଶାନ୍ତିଭଙ୍ଗ ହେବା ଦୃଷ୍ଟିକୋଣରୁ ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଗତକାଲିଠାରୁ ଚିକିତ୍ସାଳୟ ପରିସରରେ ୧୪୪ଧାରା ଜାରି କରିଛନ୍ତି ।…
Read More...

କବିଚନ୍ଦ୍ର ଭୁବନେଶ୍ୱର ସଂସ୍କୃତ ସାହିତ୍ୟର ଅନନ୍ୟ ପ୍ରତିଭା ଥିଲେ

ଗୁରୁଡିଝାଟିଆ : ମହାକବି କବିଚନ୍ଦ୍ର ଭୁବନେଶ୍ୱର ସଂସ୍କୃତ ସାହିତ୍ୟର ଅନନ୍ୟ ପ୍ରତିଭା ଥିଲେ । ଲଖଣା ଓ ରୁକ୍ମିଣୀ ପରିଣୟ ତାଙ୍କ କାଳଜୟୀ ସୃଷ୍ଟିର ନିଦର୍ଶନ। ଏକାଧାରାରେ ସତ୍ୟବାଦୀ ବକୁଳ ବନବିଦ୍ୟାଳୟର ସଂସ୍କୃତ…
Read More...

ପାତ୍ରପୁର ମେଡ଼ିକାଲରେ ଏକ୍ସରେ ମେସିନ ଉଦଘାଟନ କଲେ ମନ୍ତ୍ରୀ ଉଷା ଦେବୀ 

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ମେଡ଼ିକାଲରେ ଦୀର୍ଘ ବର୍ଷଧରି ଏକ୍ସରେ ମେସିନ ନଥିବା ଯୋଗୁଁ ରୋଗୀ ମନେ ଖର୍ଚ୍ଚ।ନ୍ତ ହେବା ସହ ଅସୁବିଧା ଭୋଗୁଥିଲେ।  ଶୁକ୍ରବାର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ…
Read More...

ବଡ଼ମ୍ବା : ୮ଟି ମୌଜାର ପ୍ରାୟ ୩ହଜାର ଏକର ଚାଷଜମି ଜଳମଗ୍ନ, ବୁଡ଼ିରହିଛି ଧାନ,ଆଖୁ,ପନିପରିବା ଫସଲ

ସୁଧୁରିଲାନି ସମସ୍ୟା, ପୁଣିଥରେ ବର୍ଷାଜଳରେ ବୁଡ଼ି ରହିଛି ହଜାର ହଜାର ଏକର ଚାଷଜମି ବର୍ଷାଜଳ ନିଷ୍କାସନ ପରିଚାଳନାରେ ଡ୍ରେନେଜ ଏବଂ ମଧ୍ୟମ ଜଳସେଚନ ବିଭାଗର ସମନ୍ୱୟ ଅଭାବ ବଡ଼ମ୍ବା :  ଲଘୁଚାପ ଜନିତ ଲଗାଣ…
Read More...

ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଓ ଅମୃତ ମହୋତ୍ସବ

ସିମୁଳିଆ : ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସିମୁଳିଆ ଥାନା ପରିସରରେ ରକ୍ଷା ବନ୍ଧନ ଓ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ…
Read More...

ପ୍ରଜାପିତା ବ୍ରହ୍ମା କୁମାରୀ ପକ୍ଷରୁ ରକ୍ଷା ବନ୍ଧନ

ଗଞ୍ଜାମ :  ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଗଞ୍ଜାମ ତରଫରୁ ଗଞ୍ଜାମ ସହର ମଧ୍ୟାଖଣ୍ଡ ସାହି ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼ଃ ବୈଦ୍ୟନାଥ…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ, ୫ ଆହତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସାତଶଙ୍ଖ ବଜାର ନିକଟ ସୁବଳପୁର ଗ୍ରାମ୍ୟଛକ ଠାରେ ଗୁରୁବାର ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଆହତ ହୋଇଛନ୍ତି । ଆହତଙ୍କ…
Read More...

ପିଏମ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ଖୁବ ଶୀଘ୍ର ମିଳିବ ଘର : ଧର୍ମେନ୍ଦ୍ର ପ୍ରଧାନ

ପିଏମ ଆବାସ ଘରେ କେବଳ ଭାରତ ସରକାରଙ୍କ ଲୋଗୋ ଲଗାଇବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଓଡ଼ିଶା ସରକାରଙ୍କୁ ପରାମର୍ଶ ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତାର ସହ ହିତାଧିକାରୀ ଚୟନ କରିବା, ଆବାସ ପ୍ଲସ ପୋର୍ଟାଲରେ ସଠିକ୍ ତଥ୍ୟ…
Read More...

ଗାଈଗାରୁ ବାହାରିଲେ ପରଙ୍ଗ

ସୁଆଣ୍ଡୋ :  ପ୍ରତିବର୍ଷ ବର୍ଷା ଦିନରେ ଗୋପାଳକ ମାନେ ଗାଈଗୋରୁ ମାନଙ୍କୁ ପରଙ୍ଗ ନେଇଥାନ୍ତି। ଶ୍ରାବଣ ମାସରେ ଧାନବିଲରେ ପାଣି। ଲୋକମାନେ ଦଣ୍ଡା ଗୋଚର ଗୁଡିକ ଜବରଦଖଲ କରି ସାରିଲେଣି। ଉପକୂଳବର୍ତ୍ତୀ ଅଞ୍ଚଳରେ ଗୋରୁ…
Read More...

ମାଗଣାରେ ଜାତୀୟ ପତାକା ଯୋଗାଇଦେବେ ମିଶନ ଶକ୍ତି ଗୋଷ୍ଠୀ

ଭୁବନେଶ୍ୱର : ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଏଥିପାଇଁ ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି । ‘ହର ଘର ତ୍ରିରଙ୍ଗା’ ପାଳନ ପାଇଁ ସରକାରୀ ଓ଼ ବେସରକାରୀ ସ୍ତରରେ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ

ପିପିଲି : ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ନେହ ଓ ସୁରକ୍ଷାର ପର୍ବ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଗୁରୁବାର ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାମନ୍ଦିରର ବୌଦ୍ଧିକ ମଣ୍ଡପ ଠାରେ ଆୟୋଜିତ…
Read More...

୧୦ ଦିନରେ କୋଟିଏରୁ ଅଧିକ ଜାତୀୟ ପତାକା ବିକିଛି ଡାକ ବିଭାଗ

୪.୨ ଲକ୍ଷ ଡାକ କର୍ମଚାରୀ ଦେଶର କୋଣ ଅନୁକୋଣରେ “ହର ଘର ତିରଙ୍ଗା” ବାର୍ତ୍ତାକୁ ପ୍ରଚାର କରିଛନ୍ତି ନୂଆଦିଲ୍ଲୀ : ଡାକ ବିଭାଗ ନିଜର ୧.୫ ଲକ୍ଷ ଡାକ ଘରର ନେଟ୍‌ୱର୍କ ସହିତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ‘ହର ଘର…
Read More...

ଖୋଲିଲା ହୀରାକୁଦର ୧୦ଟି ଗେଟ୍‍

ହୀରାକୁଦ : ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳ ଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଜଳ ଭଣ୍ଡାରର ଜଳପତ୍ତନ ଗୁରୁବାର ଅପରାହ୍ନରେ  ୬୧୨.୯୩ ଫୁଟ ରହିଛି । ଆଗକୁ ଅଧିକ ବର୍ଷା ସମ୍ଭାବନା…
Read More...

୫ ଦିନ ଯାଏ ରାଜ୍ୟରେ ବର୍ଷା

ଭୁବନେଶ୍ୱର :  ରାଜ୍ୟରେ ଆସନ୍ତା ୫ ଦିନ ଯାଏ ବର୍ଷା ଲାଗି ରହିବ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମା ଶଙ୍କର ଦାସ କହିଛନ୍ତି ଯେ ଆଉ…
Read More...

ପତିକୁ ହତ୍ୟା ଅଭିଯୋଗରେ ପତ୍ନୀ ଅଟକ

ପାତ୍ରପୁର : ଜରଡା ଥାନା ଆନ୍ଧ୍ର ସୀମାନ୍ତ ଆମ୍ବପୁର ପଞ୍ଚାୟତ ମହାଦେଇପୁର ଗ୍ରାମ ନିକଟରେ ପତିକୁ ପତ୍ନୀ ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଅଲିଗା ଜଟିଆ ଓରଫ ରାଜୁ(୫୦)। ଘର …
Read More...

ନିରପେକ୍ଷ ତଦନ୍ତ ସହ ନ୍ୟାୟ ପାଇଁ ଦାବି

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁରଠାରେ ଗତ ୫ତାରିଖ ସକାଳେ ନିରଞ୍ଜନ ଦଳାଇଙ୍କ କୁକୁଡା ଫାର୍ମ ନିକଟରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ମିଳିବା ଘଟଣାର ନିରପେକ୍ଷ ତଦନ୍ତ ଓ ନ୍ୟାୟ ପ୍ରଦାନ ଦାବିକରି…
Read More...

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼

ନୂଆଦିଲ୍ଳୀ: ଦେଶର ଚତୁର୍ଦ୍ଧଶ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଭବନରେ ଜଗଦୀପ ଧନଖଡ଼ଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥପାଠ କରାଇଛନ୍ତି । ଶପଥ ସମାରୋହରେ…
Read More...

ଦେଶରେ ଆଉ ୧୬ ହଜାର ୨୯୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୬ ହଜାର ୨୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ତୁଳନାରେ ଆଜି ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇଛି । ଫଳରେ ମୋଟ୍‌ ସକ୍ରିୟ…
Read More...

ସର୍ପାଘାତରେ ମହିଳା ମୃତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ଗ୍ରାମର ନିରଞ୍ଜନ ପାତ୍ରଙ୍କ ଧର୍ମ ପତ୍ନୀ ଖିରସୁଦ୍ଧା ପାତ୍ର(୩୫)ଙ୍କ ସର୍ପାଘାତ ରେ ମୃତ୍ୟୁ ଘଟିଛି । ଗତକାଲି ରାତିରେ ଘରେ ଶୋଇଥିବା ବେଳେ ପ୍ରାୟ ରାତି ୧୨ଟା ସମୟରେ…
Read More...

ରାଜଧାନୀ ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ; ନପିନ୍ଧିଲେ ଦେବାକୁ ପଡ଼ିବ ୫ଶହ ଟଙ୍କା ଜରିମାନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଲା କୋଭିଡ୍‌ କଟକଣା । ଦିଲ୍ଲୀରେ ଲଗାତର କରୋନା ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ମାସ୍କ…
Read More...

ରକ୍ଷା ବନ୍ଧନ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟ୍‌ କରି ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଲା କୋଭିଡ୍‌ କଟକଣା… ଏଣିକି ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର.. ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ୫ଶହ ଟଙ୍କା ଗଣିବେ ତଣ୍ଡ… ଘରୋଇ ୪ ଚକିଆ ଯାନରେ ଗଲେ…
Read More...

ଲାୟନ୍ସ କ୍ଲବ୍ ପକ୍ଷରୁ ବାବା ବିଶ୍ୱେଶ୍ୱର ପୀଠରେ ଅନ୍ନ ଭୋଗ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ମଧ୍ୟରେ ସ୍ଥାନପାଇଥିବା ବାବା ବିଶ୍ଵେଶ୍ୱର ମନ୍ଦିର ହେଉଛି ଅତାବିରାର ଏକ ବହୁ ପୂରାତନ ମନ୍ଦିର । ଏହା ଜାତୀୟ ରାଜପଥର ଠିକ କଡ଼ରେ ଅବସ୍ଥିତ ଥିବାରୁ ପ୍ରତ୍ୟହ ଏଠି…
Read More...

ରାଷ୍ଟ୍ରୀୟ ସମାଜସେବୀ ପରିଷଦର ବୈଠକ

ନବରଙ୍ଗପୁର: ସମାଜରେ ଘଟୁଥିବା ନାରୀ ନିର୍ଯ୍ୟାତନା, ବାଲ୍ୟ ବିବାହ, ପାରିବାରିକ ବିଶୃଙ୍ଖଳା, ଜାତିଗତ କଟକଣା ଓ ପାରମ୍ପରିକ ଅନ୍ଧବିଶ୍ୱାସ ସମସ୍ତକୁ ବହୁ ପଛକୁ ଠେଲି ଦେଇଛି । ଏକ ସୁସ୍ଥ ପରିବାର, ନୀତିନିଷ୍ଠ…
Read More...

କଲ୍ୟାଣସିଂହପୁର ବ୍ଲକରେ କଂଗ୍ରେସ ପକ୍ଷରୁ ପଦଯାତ୍ରା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତ୍ୟାଗ ଓ ବଳିଦାନର ୭୫ ବର୍ଷ ଉପଲକ୍ଷେ  ଜିଲା କଂଗ୍ରେସ କମିଟି ସହାୟତାରେ ବ୍ଲକ କଂଗ୍ରେସ ପକ୍ଷରୁ ସ୍ବାଧୀନତାର ଗୌରବର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।…
Read More...

ସମଲେଇ ବିହାର ମାର୍ଗର ବିକଳ ଚିତ୍ର : ଜନତା ହନ୍ତସନ୍ତ, ବଢ଼ୁଛି ଅସନ୍ତୋଷ          

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ହେବାର ୯ ବର୍ଷ ବିତିଯିବା ସତ୍ୱେ ଆଜି ପର୍ଯ୍ୟନ୍ତ ମୁଖ୍ୟ ସହରବାସୀ ଏହାର ସୁବିଧା ପାଇ ନ ଥିବା ବେଳେ ନଗର ନିଗମରେ ସାମିଲ ହୋଇଥିବା ହୀରାକୁଦ ଓ ବୁର୍ଲା ବିଜ୍ଞାପିତ ଅଞ୍ଚଳ ସମେତ…
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ୪ ଦିନବ୍ୟାପି ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

ସମ୍ବଲପୁର: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ୨୦୨୧ ମସିହାରୁ ଚଳିତ ବର୍ଷର ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି । ଏଥି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବର୍ଷ ତମାମ…
Read More...

ଆସନ୍ତା ୧୩ ତାରିଖରେ ସମ୍ବଲପୁର ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସାରା ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏଣୁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି…
Read More...

ବାଇକ୍ ଉପରେ ପଡ଼ିଗଲା ଗଛ; ଜଣେ ମୃତ, ଜଣେ ଗୁରୁତର

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗିରିଶ୍ଚନ୍ଦ୍ରପୁର ପୂର୍ତ୍ତବିଭାଗ ରାସ୍ତାର ଗୋଗୁଆ ଛକ ନିକଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଗତକାଲି ଅପରାହ୍ଣ ପ୍ରାୟ ୫ଟା ବେଳେ ରାସ୍ତା କଡରେ ଥିବା ଏକ ଗଛ ବାଇକ ଉପରେ…
Read More...

ଅଜବ ପ୍ରତିଭା.. ଅଦ୍ଭୁତ ମଣିଷ ! ଖାଉଛନ୍ତି ଜୀଅନ୍ତା କୁକୁଡ଼ା; ଦେଖନ୍ତୁ ଭିଡିଓ…

ନୀଳଗିରି:  ସାମାଜିକ ଗଣମାଧ୍ୟମରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ନିଜର ପ୍ରତିଭା ଯୋଗୁ କିଛି ଲୋକ ରାତାରାତି ଚର୍ଚ୍ଚିତ ମଧ୍ୟ ହୋଇଥାନ୍ତି । ସେହିପରି ଆଉ ଏକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି  ଜଣେ ପଥର…
Read More...

ପାତ୍ରପୁର ତହସିଲଦାରଙ୍କୁ ମାଡ଼ ଘଟଣା; ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ପାତ୍ରପୁର: ଜରଡା ଥାନା ଅଧିନସ୍ଥ ପାତ୍ରପୁର ବ୍ଳକ ବୁଡ଼ିଘାଟି ଗ୍ରାମରେ ଅବକାରୀ ଚଢଉ ବେଳେ ବିଭାଗ କର୍ମଚାରୀ ଏବଂ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣାରେ କୌଣସି ଦୃଢ଼ ପଦେକ୍ଷପ ନିଆଯାଇ ନଥିବା ପ୍ରତିବାଦରେ କର୍ମଚାରୀ…
Read More...

ଭୀମକୁଣ୍ଡରେ ଭାସିଯାଇ ଯୁବକ ନିଖୋଜ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ଶ୍ରୀକର ନାଏକଙ୍କ ପୁଅ ତଥା ଭୀମକୁଣ୍ଡରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଦୀପକ ନାଏକ(୨୫) ଗତକାଲି ଅପରାହ୍ଣ ୪ଟା ସମୟରୁ ନିଖୋଜ ରହିଛନ୍ତି ।…
Read More...

ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବୁଧବାର ନିଜେ ପ୍ରିୟଙ୍କା ଏ ସଂପର୍କରେ ସାମାଜିକ ଗଣମାଧ୍ୟମ ଟ୍ବିଟର୍‌ରେ ଏକ ବାର୍ତ୍ତା ଛାଡ଼ି ସୂଚନା ଦେବା ସହ ଗତ ୩ ମାସ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଅଗଷ୍ଟ ୧୫ ପୂର୍ବରୁ ପଣ୍ଡ ହେଲା ଆତଙ୍କବାଦୀଙ୍କ ଯୋଜନା… ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ… ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ… ଗୁଳିବିନିମୟ ବେଳେ ୩ଜଣ ଯାବନ ସହିଦ ହୋଇଥିବା ସୂଚନା… ଏବେ ବି…
Read More...

ରଜୌରୀରେ ଗୁଳିବିନିମୟ: ୨ ଆତଙ୍କୀ ନିପାତ, ୩ ଯବାନ ସହିଦ

ଜମ୍ମୁ-କାଶ୍ମୀର: ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ରଜୌରୀ ସ୍ଥିତ ସେନା କ୍ୟାମ୍ପରେ ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…
Read More...

ରକ୍ଷାବନ୍ଧନ ପାଇଁ ମହିଳାଙ୍କୁ ମାଗଣା ବସ୍‌ ସେବା

ଚଣ୍ଡିଗଡ: ରକ୍ଷାବନ୍ଧନ (ଅଗଷ୍ଟ ୧୧) ଦିନ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ବସ୍‌ ସେବା ଘୋଷଣା କରିଛନ୍ତି ହରିଣାୟା ସରକାର । ଅଗଷ୍ଟ ୧୦ ମଧ୍ୟାହ୍ନ ୧୨ଟାରୁ ଅଗଷ୍ଟ ୧୧ ମଧ୍ୟରାତ୍ର ୧୨ଟା ପର୍ଯ୍ୟନ୍ତ ମହିଳାଙ୍କୁ…
Read More...

ବିଷ ବଳୟରେ ଖାଦ୍ୟଶୃଙ୍ଖଳ

ଏକଦା ଶାନ୍ତ, ସୁସ୍ଥ, ପ୍ରକୃତିର ଗନ୍ତାଘର ଥିବା ଓଡ଼ିଶା ପ୍ରଦେଶ ଉଚ୍ଚ ରକ୍ତଚାପ, ମଧୁମେହ, ପକ୍ଷାଘାତ, କର୍କଟ ଆଦି ରୋଗୀଙ୍କ ପ୍ରଦେଶ ଭାବେ ପରିଗଣିତ ହେବାକୁ ଯାଉଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣର…
Read More...

ଗଣତନ୍ତ୍ର ପାଇଁ ସତର୍କ ଘଣ୍ଟି

ଗୋଟିଏ ପଟେ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି; ଅନ୍ୟ ପଟେ ଭାରତୀୟ ଗଣତନ୍ତ୍ରର ସଫଳତାକୁ ନେଇ ସଂଶୟ ଦେଖାଦେଇଛି। ଦୁର୍ଭାଗ୍ୟର କଥା ଯେ ପଞ୍ଚାୟତଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ଅପରାଧୀଙ୍କ…
Read More...

୧୩ରୁ ପୁଣି ଲଘୁଚାପ, ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ କ୍ରମାଗତ ୪ ଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗି ରହିଛି । କେ‌େ‌ତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସୃଷ୍ଟି ହୋଇଥିବା…
Read More...

ନୂପୁରଙ୍କ ବିରୋଧୀ ସବୁ ମାମଲା ଦିଲ୍ଲୀ ସ୍ଥାନାନ୍ତର

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଏକ ଟିଭି ଶୋ’ରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ଅଭିଯୋଗ ପତ୍ର (ଏଫଆଇଆର) ଦାୟର…
Read More...

ପ୍ରତି ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଆମ ଆଦମୀ ପାର୍ଟି (ଆପ୍‌) ଏଥିପାଇଁ ନିଜର ପ୍ରସ୍ତୁତି ଜୋରଦାର ଚଳାଇଛି। ରାଜ୍ୟରେ କ୍ଷମତା ହାସଲ ଲାଗି ଦଳ ଭୋଟରଙ୍କ ପାଇଁ ବଡ ପ୍ରତିଶ୍ରୁତି ଘୋଷଣା…
Read More...

ଲାଲୁଙ୍କ ସହ କଥା ହେଲେ ନୀତୀଶ

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେବା ପୂର୍ବରୁ ଜେଡିୟୁ ନେତା ନୀତୀଶ କୁମାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ…
Read More...

ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଛନ୍ତି ଅଚିନ୍ତ; ପଦକକୁ ଚିରା ଶାଢ଼ିରେ ସାଇତି ରଖିଛନ୍ତି ମାଆ

କଲକାତା: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ୭୫ କିଗ୍ରା ବର୍ଗ ଭାରୋତ୍ତୋଳନରେ ଅଚିନ୍ତ ସିଉଳି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅଚିନ୍ତ ମଙ୍ଗଳବାର ଘରକୁ ଫେରିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି।…
Read More...

ଏଣିକି କେବଳ କୋର୍ବେଭାକ୍ସ ବୁଷ୍ଟର

ନୂଆଦିଲ୍ଲୀ: କରୋନା ସଂକ୍ରମଣର ପ୍ରତିଷେଧକ ଭାବେ  ଏଣିକି କେବଳ କୋର୍ବେଭାକ୍ସ ଟିକା ଦିଆଯିବ। କୋଭିସିଲ୍ଡ ବା କୋଭାକ୍ସିନର ସମ୍ପୂର୍ଣ୍ଣ ଦୁଇ ପାନ ନେଇ ସାରିଥିବା ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ବୁଷ୍ଟର ପାନରେ…
Read More...

ଆଜିଠୁ +୩ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର:  ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ଗୁରୁବାର ଠାରୁ ଆବେଦନ ଆରମ୍ଭ ହେବ। ଏହା ୨୫ ତାରିଖ ଯାଏ ଚାଲିବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା…
Read More...

ରାଶିଫଳ (ଗୁରୁବାର) ୧୧/୦୮/୨୦୨୨

ମେଷ: ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଗୁରୁକୃପା ଲାଭ କରିପାରନ୍ତି। ଆଶୀର୍ବାଦଯୁକ୍ତ ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବୃଷ: ଧନବାନ୍‌…
Read More...

ଲଗାଣ ବର୍ଷାରେ ଉପୁଡି ପଡିଲା ଶହେ ବର୍ଷର ପୁରୁଣା ବରଗଛ

ସିମୁଳିଆ : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଳକ ଚାଲୁଣି ଗାଁ ପଞ୍ଚାୟତର ସାଧୁବୀର ଗାଁ ଶେଷ ମୁଣ୍ଡରେ ୫ଦିନ ଧରି ଲଗାଣ ବର୍ଷା ଯୋଗୁଁ ଶହେ ବର୍ଷର ଅଧିକ ପୁରୁଣା ଏକ ବରଗଛ ଉପୁଡିଯାଇ ଗାଁ ରାସ୍ତାକୁ ଅବରୋଧ କରିଛି । ଖବର…
Read More...

ଉପରାଷ୍ଟ୍ରପତିଙ୍କୁ ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡ଼ୁଙ୍କୁ ନୂଆଦିଲ୍ଲୀ ଠାରେ ବ୍ୟକ୍ତିଗତ ଭାବେ ସକ୍ଷାତ…
Read More...

ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରକ୍ଷା ବନ୍ଧନ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ ଶ୍ରୀମତୀ ମୁର୍ମୁ…
Read More...

ଆଡେଣିଗଡରେ ନୂତନ ସାପ୍ତାହିକ ହାଟର ଉଦଘାଟନ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ନୂତନ ସାପ୍ତାହିକ ହାଟର ଶୁଭଉଦଘାନ କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ପ୍ରଧାନଙ୍କ ଦ୍ୱାରା ହୋଇଯାଇଛି। ସ୍ଥାନୀୟ ଶିବମନ୍ଦିର ନିକଟରେ…
Read More...

ସାଇବର ଠକେଇର ଶୀକାର ହେଲେ ଡାକ୍ତରବାବୁ,୯୫ହଜାର ଟଙ୍କା ଲୁଟ୍

ହରଭଙ୍ଗା : ଅନଲାଇନ ମାର୍କେଟିଂ କରି ପୁଣି ସାଇବର ଠକେଇର ଶୀକାର ହୋଇଛନ୍ତି ଜଣେ ହୋମିଓପାଥି ଡାକ୍ତରବାବୁ। ଏଭଳି ଠକେଇ ଘଟଣା ଘଟିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣା କଟକରେ। ସୂଚନା ଅନୁସାରେ ପୁରୁଣା କଟକ ବଜାର…
Read More...

ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ଗୁରୁଡିଝାଟିଆ :  ଲଘୁଚାପ ଜନିତ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏପରିକି ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି । ବିଶେଷତଃ ମୂଲ ମଜୁରୀ ଲାଗି ତେଲଲୁଣ ସଂସାର ଚଳାଉଥିବା ଅଭାବୀ ଲୋକର ହାଣ୍ଡି…
Read More...

ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ପରିସରରେ ୧୪୪ଧାରା ଜାରି

ଗୁରୁଡିଝାଟିଆ : ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ପରିସରରେ ଶାନ୍ତିଭଙ୍ଗ ହେବାର ସମ୍ଭାବନା ରହିଥିବାରୁ ଆସନ୍ତା କାଲି (ଗୁରୁବାର) ଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚିକିତ୍ସାଳୟ ପରିସର ଓ ତତ୍ ସଂଲଗ୍ନ ଅଞ୍ଚଳରେ…
Read More...

ସୁନ୍ଦରଗଡ଼ ଜିଲ୍ଲାରେ ୨୮୭ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ଯୋଡ଼ିପାରୁଛି ‘ଭର୍ଚୁଆଲ କ୍ଲାସ’

ସୁନ୍ଦରଗଡ଼ : ଜଣେ ଶିକ୍ଷକ ଗୋଟିଏ ଶ୍ରେଣୀଗୃହରେ ରହି ହୁଏତ ୨୫ରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥାନ୍ତି । କିନ୍ତୁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଯେତେବେଳେ ସେହି ଶିକ୍ଷକଙ୍କୁ ଶତାଧିକ ସ୍କୁଲରେ ଥିବା…
Read More...

୩୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଯାଜପୁର:  କଳ୍ପତରୁ ଦାସ ନ୍ୟାସନାଲ ଫାଣ୍ଡେସନ ତରଫରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଏ-୧ ଗ୍ରେଡ୍ ପାଇଥିବା ୩୨ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।  କଳ୍ପତରୁ ଦାସ ଷ୍ଠାଡିୟମରେ ଏଥିପାଇଁ ଏକ…
Read More...

ଅକ୍ଷୟ ପଟ୍ଟନାୟକ ମାର୍ଗର ବିକଳ ଚିତ୍ର ; ପଥଚାରୀ ହନ୍ତସନ୍ତ,ବଢୁଛି ଅସନ୍ତୋଷ

ବାଙ୍କୀ :  ବାଙ୍କୀ ଏନଏସି ଅନ୍ତର୍ଗତ ୧୦ ଓ ୧୨ନଂ ଓାର୍ଡରେ  ରହିଛି ଅକ୍ଷୟ ପଟ୍ଟନାୟକ ମାର୍ଗ । ରାସ୍ତାଟି ବାଙ୍କୀ-ଖୋର୍ଦ୍ଧା ମୁଖ୍ୟ ରାସ୍ତାରୁ ବାଙ୍କୀ-ବୈଦେଶ୍ୱର ମୁଖ୍ୟ ରାସ୍ତାକୁ ସଞ୍ଜୋଗ କରୁଛି । ଏହି ଅକ୍ଷୟ…
Read More...

ବାଙ୍କୀ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବାଙ୍କୀ : ବାଙ୍କୀ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବୁଧବାର ଦିନ ଏକ ତ୍ରିରଙ୍ଗା ଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାହାଡାପଦା ବାବା ବକ୍ରେଶ୍ୱରୀ ଶିବ…
Read More...

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

ବାଙ୍କୀ : ଡମପଡା ବ୍ଲକ ପରିସର ସ୍ଥିତ ସମ୍ମିଳନୀ ପ୍ରକୋଷ୍ଠରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ପାଗ ପ୍ରତିକୂଳ ସତ୍ତ୍ବେ…
Read More...

ଜଷ୍ଟିସ ଉଦୟ ଉମେଶ ଲଲିତ ଦେଶର ୪୯ତମ ପ୍ରଧାନ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ଜଷ୍ଟିସ ଉଦୟ ଉମେଶ ଲଲିତ ଭାରତର ୪୯ ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ଭାରତର ସମ୍ବିଧାନର ଧାରା ୧୨୪ର ଧାରା (୨) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଷ୍ଟ୍ରପତି…
Read More...

ହର ଘର ତ୍ରିରଙ୍ଗା ; ଡାକ ବିଭାଗ ଯୋଗାଇ ଦେଉଛି ଜାତୀୟ ପତାକା

ନୂଆଦିଲ୍ଲୀ  : ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଡାକଘର ପକ୍ଷରୁ ଜାତୀୟ ପତାକା ଗୋଟିକୁ ୨୫ଟଙ୍କା ହିସାବରେ ବିକ୍ରି କରାଯାଉଛି । ଏହି ପତାକାଗୁଡିକୁ କୌଣସି ଦେୟ ବିନା ଘରେ ପହଞ୍ଚାଯାଉଛି । ଇ-ଡାକଘର ପୋର୍ଟାଲ ଜରିଆରେ…
Read More...

ଆନ୍ତର୍ଜାତିକ ଆତଙ୍କବାଦର ମିଳିତ ମୁକାବିଲା ପାଇଁ ଭାରତର ଆହ୍ୱାନ

ନ୍ୟୁୟର୍କ : ଆନ୍ତର୍ଜାତିକ ଆତଙ୍କବାଦର ମିଳିତ ଭାବେ ମୁକାବିଲା କରିବାକୁ ଭାରତ ଆହ୍ୱାନ ଦେଇଛି । ଜାତିସଂଘ ନିରାପତ୍ତା ପରିଷଦ ଅଧିବେଶନରେ ‘ଆତଙ୍କବାଦ- ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ’ ଶୀର୍ଷକ…
Read More...

ରାଜ୍ୟ ସରକାରମାନଙ୍କୁ ୧,୧୬,୬୬୫.୭୫ କୋଟି ଟଙ୍କାର ଟିକସ ହସ୍ତାନ୍ତର

ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ରାଜ୍ୟମାନଙ୍କୁ ମିଳିଲା ଅଧିକ ଅର୍ଥରାଶି ନୂଆଦିଲ୍ଲୀ : କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର…
Read More...

ଗାଡ଼ି ମଡ଼ାଇଦେବା ଘଟଣା; ମୁଁ ଆଦୌ ଅନୁତପ୍ତ ନୁହେଁ କହିଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ବାଣପୁରରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକ ଜାମିନ ପାଇ ଜେଲରୁ ମୁକୁଳିବା ପରେ ସେ କହିଛନ୍ତି, ମୁଁ ଘଟଣାକୁ ନେଇ ଆଦୌ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି… ସ୍ବାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ… ଶିକ୍ଷାନୁଷ୍ଠାନରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ସହ ପିଲା ପାଳିବେ ଉତ୍ସବ… ଏନେଇ ଗଣମାଧ୍ୟମକୁ ସୂଚନା ଦେଲେ…
Read More...

ବଡ଼ଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ; ୩ ଆତଙ୍କୀ ନିପାତ

ଜମ୍ମୁ-କାଶ୍ମୀର: ବଡ଼ଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଆଜି ସକାଳୁ ସକାଳୁ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୁଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତରେ ଏହି ଗୁଳିବିନିମୟ ହୋଇଥିବା ବେଳେ…
Read More...

ସାପକୁ ଝୁଣିଦେଲା କୁକୁର; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ…

ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ସାପ କୁକୁର ଲଢ଼େଇର ଭିଡିଓ । ଗୋଟିଏ ସାପ ଓ କୁକୁର ମଧ୍ୟରେ ଘାମାଘୋଟ ଲଢ଼େଇ ଚାଲିଥିବା ଭିଡିଓରେ ଦେଖିବାକୁ ମିଳୁଛି । ସାପଟି କୁକୁରକୁ ଦଂଶନ କରିବାକୁ ପ୍ରୟାସ କରୁଥିବା ନଜର…
Read More...

ଗୋପାଳପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା

ଗୋପାଳପୁର: ଗୋପାଳପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ସହ ବିଜେଡିର ନୀତି ଆଦର୍ଶ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜନହିତକର କାର୍ଯ୍ୟ ଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ…
Read More...

ସମ୍ବଲପୁରରେ ବର୍ଷାରେ ବାହାରିଲା ତାଜିଆ ଶୋଭାଯାତ୍ରା    

ସମ୍ବଲପୁର: କର୍ବଲା ଯୁଦ୍ଧରେ ଇମାମ ହୁସେନଙ୍କ ବଳିଦାନର ସ୍ମତିରେ ଆୟୋଜିତ ହେଉଥିବା ବଳିଦାନର ପର୍ବ ମହରମ ମଙ୍ଗଳବାର ସମ୍ବଲପୁର ଠାରେ ପାଳିତ ହୋଇଯାଇଛି । ମୁସଲିମ ସମ୍ପ୍ରଦାୟ ପକ୍ଷରୁ ସହରର ବିଭିନ୍ନ ସ୍ଥାନରୁ ସମୁଦାୟ…
Read More...

ବାଦଲଫଟା ବର୍ଷା ଓ ଜଳବାୟୁ ପରିବର୍ତ୍ତନ

ଜଳ ହିଁ ଜୀବନ। ପୁଣି ବର୍ଷା ହିଁ ଜଳର ପ୍ରମୁଖ ଉତ୍ସ। ବର୍ଷା ଚାରିମାସ ପୃଥିବୀପୃଷ୍ଠ ଯେ କେବଳ ଶସ୍ୟଶ୍ୟାମଳା ହୁଏ ତାହା ନୁହେଁ, ସମଗ୍ର ଭୂପୃଷ୍ଠ ଶାନ୍ତ ଓ ଶ୍ୟାମଳିମାରେ ଭରିଯାଏ। ସର୍ବୋପରି ସମସ୍ତ ପ୍ରାଣୀ ଓ ଉଦ୍ଭିଦ…
Read More...

ସଙ୍କଟରେ ଭାରତୀୟ ବିଶ୍ବବିଦ୍ୟାଳୟ

ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ କ’ଣ ସତରେ ସୁଚିନ୍ତିତ ‘ଘେରାବନ୍ଦୀ’ ବା ଅବରୋଧ ମଧ୍ୟରେ କାଳାତିପାତ କରୁଛନ୍ତି? ୨୦୧୨ ମସିହାଠାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟୟ ପରିମାଣ ସରକାରଙ୍କ ପ୍ରତିଶତ ବ୍ୟୟ ପରିମାଣ ଅନୁଯାୟୀ…
Read More...

ଆଉ ରହିବନି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ! ସମାଧାନ ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ; ଦେଖନ୍ତୁ କେମିତି ବଦଳିବ…

ଦୂର ହେବ ଭୁବନେଶ୍ୱରର ଟ୍ରାଫିକ୍‌ ସମସ୍ୟା । ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ୫ଟି ସଚିବ । ଭୁବନେଶ୍ୱରର ଦିନକୁ ଦିନ ଲୋକସଂଖ୍ୟା ବଢ଼ିବାରେ ଲାଗିଛି।…
Read More...

 ଆଜି ୧୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୯ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଛତିଶଗଡ଼ ମୁହାଁ ହେଉଛି ସକ୍ରିୟ ଅବପାତ ।  ଆଜି ଦୁର୍ବଳ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ଆଜି ସକାଳ ୫.୩୦ ସମୟର…
Read More...

ସ୍ବାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସ୍ବାଧୀନତା ଦିବସକୁ ନେଇ ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଚଳିତ ବର୍ଷ ସ୍ବାଧୀନତା ଦିବସ ଉତ୍ସବରେ ଛାତ୍ରଛାତ୍ରୀ ମାନେ ସାମିଲ ହୋଇପାରିବେ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ସ୍ବାଧୀନତା ଦିବସ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର… ଅଷ୍ଟମ ଥର ଲାଗି ପିନ୍ଧିବେ ବିହାର ମୁଖ୍ୟମନ୍ତ୍ରୀର ମୁକୁଟ… ଅପରାହ୍ଣ ୨ଟାରେ ମହାମେଣ୍ଟ ସରକାରର ଶପଥଗ୍ରହଣ ଉତ୍ସବ… ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ…
Read More...

ଆଜି ନୀତୀଶଙ୍କ ନୂଆ ମେଣ୍ଟ ସରକାରର ଶପଥଗ୍ରହଣ; ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ, କ୍ଷମତା ବଳୟରୁ ବାଦପଡ଼ିଲା ବିଜେପି

ପାଟନା: ନୀତୀଶ କୁମାରଙ୍କ ନେତୃତ୍ବରେ ବିହାରରେ କ୍ଷମତାସୀନ ଏନଡିଏ ସରକାରର ପତନ ହୋଇଛି । ବିଜେପି ଓ ଜେଡିୟୁ ନେଇ ଗଠିତ ହୋଇଥିବା ମେଣ୍ଟରୁ ଜେଡିୟୁ ଓହରି ଯିବା ପରେ ସରକାର ଭାଙ୍ଗିଯାଇଛି । ବିଜେପି ଠାରୁ ମେଣ୍ଟ…
Read More...

ବିଧାନସଭା ସ୍ଥାୟୀ କମିଟି ସୁପାରିସ; ବିଜୁଙ୍କ ପ୍ରିୟ ଡାକୋଟା ବିମାନ ତୁରନ୍ତ ଆଣ

ଭୁବନେଶ୍ୱର: କଲକାତାର ନେତାଜୀ ସୁଭାଷଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥିବା ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ଥାନାନ୍ତର ସହିତ ଏହାର ନବୀକରଣ…
Read More...

୨୪’ ନିର୍ବାଚନ ପାଇଁ ନୀତୀଶଙ୍କ ନୂଆ ରାଜନୀତି

ପାଟନା: ନୀତୀଶ କୁମାର ବିଜେପି ଠାରୁ ହଠାତ୍ ମେଣ୍ଟ ସମ୍ପର୍କ ତୁଟାଇବା ନେଇ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଏନଡିଏର ଛୋଟ ଅଂଶୀଦାର ହୋଇ ମଧ୍ୟ ନୀତୀଶ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ତେଣୁ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋଟ ସମ୍ପତ୍ତି ୨.୨୩ କୋଟି

ନୂଆଦିଲ୍ଲୀ: ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋଟ୍‌ ସମ୍ପତ୍ତି ୨ କୋଟି ୨୩ ଲକ୍ଷ ୮୨ ହଜାର ୫୦୪ ଟଙ୍କା ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ନିଜ ୱେବସାଇଟରେ ଦର୍ଶାଇଛି।…
Read More...

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ୧୮ ନୂଆ ମନ୍ତ୍ରୀଙ୍କ ମଧ୍ୟରୁ ୩ ମନ୍ତ୍ରୀ ବିବାଦୀୟ

ମୁମ୍ବଇ: ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଙ୍ଗଳବାର ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ନୂଆ ମନ୍ତ୍ରୀ ଭାବେ ୧୮ଜଣ ଶପଥ ଗ୍ରହଣ କରିଛନ୍ତି। ଦକ୍ଷିଣ ମୁମ୍ବଇସ୍ଥିତ ରାଜଭବନରେ ଅନୁଷ୍ଠିତ ଉତ୍ସବରେ…
Read More...

ରାଶିଫଳ ବୁଧବାର (୧୦/୦୮/୨୦୨୨)

ମେଷ: ଭ୍ରମଣ ସ୍ବାସ୍ଥ୍ୟପ୍ରଦ ହେବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ: ସାମାନ୍ୟ…
Read More...

ଓଲଟିଲା ତୀର୍ଥଯାତ୍ରୀ ବସ୍; ୭ ଗୁରୁତର, ୩୦ରୁ ଊର୍ଦ୍ଧ୍ଵ ଆହତ

ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଭାରସାମ୍ୟ ହରାଇ ଏକ ତିର୍ଥଯାତ୍ରୀ ବସ୍ ଓଲଟିପଡ଼ିଛି । ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହାତ ହୋଇଥିବା ବେଳେ  ୭ଜଣ ଗୁରୁତର ହୋଇଛନ୍ତି । ସମସ୍ତ…
Read More...

ପ୍ରବଳ ବର୍ଷିବ; ସମସ୍ତ ବନ୍ଦର ପାଇଁ ୩ନଂ ବିପଦ ସଂକେତ ଜାରି

ଭୁବନେଶ୍ୱର: ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିବ ପ୍ରବଳ ବର୍ଷା । ବର୍ଷା ପାଇଁ ଓଡ଼ିଶାର ସମସ୍ତ ବନ୍ଦରକୁ ପାଣିପାଗ ବିଭାଗ ପକ୍ଷରୁ ବିପଦ ସଂକେତ ଜାରି କରାଯାଇଛି । ରାଜ୍ୟର ୫ ବନ୍ଦର ତଥା ପାରାଦୀପ, ପୁରୀ,…
Read More...

ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ; କଂଗ୍ରେସ-ଆରଜେଡି ସହ ମିଶି ସରକାର ଗଠନ କରିବ ଜେଡିୟୁ !

ବିହାର:  ବିହାର ରାଜନୀତିରେ ଜାରି ରହିଛି ହଲଚଲ । ୨୦ ବର୍ଷର ରାଜନୈତିକ ସମ୍ପର୍କ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲା ଜେଡିୟୁ । ଆଜି ବସିଥିବା ଜେଡିୟୁ ଦଳର ବୈଠକ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି ଏକ ନିଷ୍ପତ୍ତି…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ବିହାରରେ ତୁଟିପାରେ ବିଜେପି-ଜେଡିୟୁ ସମ୍ପର୍କ… ୨୦ ବର୍ଷର ରାଜନୀତି ଉପରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ… ଆଜି ଦଳର ବୈଠକ ପରେ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର… କଂଗ୍ରେସ-ଆରଜେଡି ସହ ମିଶି ସରକାର ଗଠନ…
Read More...

ଆଜି ପ୍ରବଳ ବର୍ଷିବ; ୪ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବ ଯୋଗୁ ବର୍ଷା ଜାରି ରହିଛି । ଆଜି ୪ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।  ବରଗଡ଼, ସମ୍ବଲପୁର,…
Read More...

ଲଗାଣ ବର୍ଷା ଯୋଗୁ ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ; ଜାତୀୟ ରାଜପଥରେ ଯାତାୟାତ ଠପ୍‌

କାଲିମେଳା: ମାଲାକାନଗିରି ସମେତ ଜିଲ୍ଲାର କାଲିମେଳା ବ୍ଲକରେ ଆଜିକୁ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।…
Read More...

ରେଙ୍ଗଲୋଇରେ କ୍ଲଷ୍ଟର ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌ ରେଙ୍ଗଲୋଇ ଗ୍ରାମ ପଞ୍ଚାୟତ ସ୍ଥିତ ରାଜୀବ ଭବନ ପରିସରରେ ଆଜି କ୍ଳଷ୍ଟର ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା । ଜିଲ୍ଳାପାଳଙ୍କ ନିର୍ଦେଶକ୍ରମେ ବ୍ଳକ୍‌…
Read More...

ବିତିଲାଣି ୩ବର୍ଷ; ହେଲେ ଭଡ଼ା ଦେଉନାହାନ୍ତି ଲିଜ୍‌ଧାରୀ

ଗୋପାଳପୁର: ଓଡ଼ିଶାର ପ୍ରଥମ ପର୍ଯ୍ୟଟନ ଭାଷାନ୍ତର କେନ୍ଦ୍ରର ଗୋପାଳପୁର ଠାରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା । କିନ୍ତୁ ଏହି କେନ୍ଦ୍ରକୁ ଗୋପାଳପୁର ଏନ.ଏ.ସି ପକ୍ଷରୁ ଜଣେ ବେସରକାରୀ…
Read More...

ଯୁବଚାଷୀଙ୍କ ଆକ୍ରମଣରେ ଜମିମାଲିକ ଗୁରୁତର ଆହତ, ବୁର୍ଲା ମେଡିକାଲରେ ଭର୍ତ୍ତି

ବୌଦ୍ଧ: ଜମିରେ ଚାଷ କରିବାକୁ କେନ୍ଦ୍ରକରି ଭାଗଚାଷୀଙ୍କ ଆକ୍ରମଣରେ ଜମିମାଲିକ ଗୁରୁତର ଆହତ ହୋଇଛନ୍ତି  । ବୌଦ୍ଧ ଟାଉନ ଥାନା ଅନ୍ତର୍ଗତ କାଲେଶ୍ୱର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । କାଲେଶ୍ୱର ଗ୍ରାମର…
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଲୋକଅଦାଲତ ପାଇଁ ସଚେତନତା

ବୌଦ୍ଧ: ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ବୌଦ୍ଧ ଟାଉନ୍‌ ଏବଂ ବୌଦ୍ଧ ବ୍ଲକ ଅଞ୍ଚଳରେ ଏକ ଭ୍ରାମ୍ୟମାଣ ବାହନ ଦ୍ୱାରା ଆଗାମୀ ତା ୧୩.୦୮.୨୦୨୨ ରିଖରେ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଥିବା…
Read More...

ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ହରଘର ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା

ବୌଦ୍ଧ: ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ହରଘର ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି ଶୋଭାଯାତ୍ରାରେ ସ୍କାଉଟ ଓ ଗାଇଡ,ଏନସିସି ଓ ଏନଏସଏସର ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ…
Read More...

ଆଶୀର୍ବାଦ ସଙ୍ଗଠନ ପକ୍ଷରୁ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଆଶୀର୍ବାଦ ସଂଗଠନ ପକ୍ଷରୁ ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟର ପରିସରରେ ଗରିବ ଓ ଅସହାୟ କୁନି କୁନି ପିଲା ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି ।  ସଂଗଠନର ସଭାପତି କୃଷ୍ଣ…
Read More...

ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ସଂଗ୍ରହ

ଫୁଲବାଣୀ: ଦେଶ ମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗଉଥିବା ଯବାନ ମାନଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଏବିଭିପି ପକ୍ଷରୁ ଜିଲାର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରୁ ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ…
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କୃମି ନାଶକ ଔଷଧ ସେବନ ନେଇ ତାଲିମ ଶିବିର ଆୟୋଜିତ

କଲମପୁର: କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଦୁର୍ଗାମାଧବ ହାଇସ୍କୁଲ ପରିସରରେ କୃମି ନାଶକ ବଟିକା ସେବନ ନେଇ ଏକ ତାଲିମ ଶିବିର ଆୟୋଜିତ ହେଇଯାଇଛି । ଆୟୋଜିତ ଏହି ଶିବିରରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର…
Read More...

ଭାରସାମ୍ୟ ହରାଇ ଦୁର୍ଘଟଣା ହେଲା କାର୍‌; ଜଣେ ଗୁରୁତର, ୨ ଆହତ

ଜି ଉଦୟଗିରି: ରାଇପଦା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାଲିଗୁଡ଼ାରୁ ବ୍ରହ୍ମପୁରକୁ ଯାଉଥିବା ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣା ହେବା ଫଳରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ବ୍ରହ୍ମପୁର…
Read More...

ଆଜି ମହାରାଷ୍ଟ୍ର କ୍ୟାବିନେଟର ସଂମ୍ପ୍ରସାରଣ ! ଦେବେନ୍ଦ୍ର ଫଡନାଭିସଙ୍କୁ ମିଳିପାରେ ଗୃହ ମନ୍ତ୍ରଣାଳୟ

ମହାରାଷ୍ଟ୍ର: ସରଗରମ ରହିଛି ମହାରାଷ୍ଟ୍ର ରାଜନୀତି । ଆଜି ମହାରାଷ୍ଟ୍ରରେ କ୍ୟାବିନେଟର ସଂମ୍ପ୍ରସାରଣ ହୋଇପାରେ । ବିଜେପି ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୧୪ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସକାଳ ୧୧ଟା ସମୟରେ…
Read More...