ସକାଳ @୯ ମୁଖ୍ୟ ଖବର

(୧) ମହାରାଷ୍ଟ୍ର କ୍ୟାବିନେଟର ଆଜି ହେବ ସଂମ୍ପ୍ରସାରଣ… ବିଜେପି ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ଶପଥ ନେବେ ୧୪ ମନ୍ତ୍ରୀ… ସକାଳ ୧୧ଟା ସମୟରେ ରାଜ ଭବନରେ ହେବ ଶପଥ ଗ୍ରହଣ… ଦେବେନ୍ଦ୍ର ଫଡନାଭିସଙ୍କୁ ମିଳିପାରେ ଗୃହ…
Read More...

୧୬ରୁ ହେଲମେଟ ଯାଞ୍ଚ

ଭୁବନେଶ୍ୱର: ବିନା ହେଲମେଟ (ଶିରସ୍ତ୍ରାଣ)ରେ ଗାଡ଼ି ଚଳାଉଥିବା ଚାଳକଙ୍କ ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ରାଜ୍ୟ ଦେଇଯାଇଥିବା…
Read More...

ଶୌଚାଳୟରୁ ବାହାରିଲା ବିଷଧର ସାପ; ତାହାପରେ ହେଲା ଏମିତି କିଛି, ଦେଖନ୍ତୁ ଭିଡିଓ..

ସାପକୁ ଦେଖିଲେ ପ୍ରାୟ ସମସ୍ତେ ଡରିଯାଆନ୍ତି । ନିଜ ମନରେ ଅଚାନକ ଏକ ଭୟ ଆସିଯାଇଥାଏ । ଆଉ ସେହି ସାପ ଯଦି ବିଷଧର ହୋଇଥାଏ ତେବେ କଥା ସରିଲା । ଆଜ୍ଞା ହଁ ଆମେ ଜଣାଇବୁ ଆପଣଙ୍କୁ ସାପକୁ ନେଇ ଏମିତି ଏକ ଘଟଣା ବିଷୟରେ…
Read More...

ମାଗଣା ଖଟୁଛନ୍ତି ମୁକେଶ ଅମ୍ୱାନୀ

ମୁମ୍ୱାଇ: କମ୍ପାନୀ ପାଇଁ ମାଗଣାରେ ଖଟୁଛନ୍ତି ଭାରତର ଏକ ନମ୍ୱର ଧନୀ ମୁକେଶ ଅମ୍ୱାନୀ। ଗତବର୍ଷ କୋଭିଡ୍‌ ସମୟରେ ସେ ବିନା ଦରମାରେ କାମ କରିଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଚଳିତ ବର୍ଷ ମଧ୍ୟ ସେ ଦରମା ନେଉ…
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ ପକ୍ଷରୁ ଚଢ଼ାଉ

ଓ୍ୱାଶିଂଟନ୍‌: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ ପକ୍ଷରୁ ଚଢ଼ାଉ କରାଯାଉଛି ।  ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଗୁଇନ୍ଦା ସଂସ୍ଥା ଏଫବିଆଇ ଚଢ଼ାଉ କରୁଛି । ଏନେଇ ନିଜେ ଡୋନାଲ୍ଡ…
Read More...

ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପିତ

ବର୍ମିଂହାମ୍‍  :  ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ରାତିରେ ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଏହା ସର୍ବବୃହତ୍‌ ଥିଲା। ଏଥିରେ ୭୨ଟି ଦେଶର ୫୦୦୦ରୁ ଅଧିକ କ୍ରୀଡ଼ାବିତ୍‌ ୮୭୭ ପଦକ…
Read More...

ଭାରତର ଚମକ, ୨୨ ସ୍ବର୍ଣ୍ଣ

ବର୍ମିଂହାମ୍‍ : ୧୨ ଦିନ ଧରି ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଇଂଲଣ୍ଡର ବର୍ମିଂହାମ୍‌ରେ ଆୟୋଜିତ ଏହି କ୍ରୀଡ଼ାର ଅନ୍ତିମ ଦିନରେ ଭାରତୀୟ କ୍ରୀଡ଼ାବିତ୍‌ ଚମତ୍କାର ପ୍ରଦର୍ଶନ…
Read More...

ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ : ୧୧ରୁ ଆବେଦନ, ୨୫ ସୁଦ୍ଧା ଶେଷ

ଭୁବନେଶ୍ବର : ରାଜ୍ୟର ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକରେ ୨୦୨୨-୨୦୨୩ ଶିକ୍ଷାବର୍ଷ ପାଇଁ ୟୁଜି ପାଠ୍ୟକ୍ରମରେ ନାମଲେଖା ଲାଗି ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ୩ ଡିଗ୍ରୀ…
Read More...

ଆଉ ଦୁଇ ଦିନ ଢାଳିବ

ଭୁବନେଶ୍ବର : ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅବ୍ୟାହତ ରହିଛି। ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ…
Read More...

ମଙ୍ଗଳବାର ରାଶିଫଳ(୦୯/୦୮/୨୦୨୨)

ମେଷ : ନୀରୋଗ ଓ ସୁଦୃଶ୍ୟ ଶରୀରଯୁକ୍ତ ହୋଇପାରନ୍ତି। ସୌଭାଗ୍ୟଶାଳୀ ଓ ଧର୍ମଧ୍ବଜାଧାରୀ ହେବେ। ଅତୁଳ ଧନସମ୍ପଦ ଲାଭର ସୂଚନା ମିଳୁଛି। ପୁଣ୍ୟପ୍ରଭା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ। ଉଦ୍ୟୋଗୀ ହେବେ। ବୃଷ : ଅନ୍ୟକୁ…
Read More...

ରାହୁଲ, କୋହଲି ଫେରିଲେ ; ବୁମ୍‌ରା, ହର୍ଷଲ ଆହତ

ନୂଆଦିଲ୍ଲୀ : ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ୟୁଏଇରେ ଏସିଆ କପ୍‌ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଟି-୨୦ ବିଶ୍ବକପ୍‌ ପାଇଁ ଏସୀୟ ଦଳଙ୍କ ପାଇଁ ଏହା ରିହର୍ସଲ ଭଳି ହେବ। ଏସିଆ କପ୍ ପାଇଁ ସୋମବାର…
Read More...

ଆଉ ଏକ ୟୁ-ଟର୍ଣ୍ଣ ଯୋଜନାରେ ନୀତୀଶ

ପାଟନା : ରାଜନୈତିକ ପାଣିପାଗକୁ ପୂର୍ବାନୁମାନ କରିବାରେ ବେଶ୍‌ ସଫଳ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ଏକ ୟୁ-ଟର୍ଣ୍ଣ ନେବାର ଯୋଜନା ଚଳାଇଥିବା ଜଣାଯାଇଛି। ୟୁ-ଟର୍ଣ୍ଣ ଅର୍ଥ ନୀତୀଶ ବିଜେପି ସହିତ ମେଣ୍ଟ…
Read More...

ଜେଲ୍‌ ଗଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ : ପାତ୍ର ଚଲ୍‌ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଗିରଫ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସ୍ବତନ୍ତ୍ର ପିଏମ୍‌ଏଲଏ ଅଦାଲତ ସୋମବାର ୧୪ଦିନ ପାଇଁ ଜେଲ୍‌କୁ ପଠାଇ ଦେଇଛନ୍ତି। ଜମି…
Read More...

୪ଦିନ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ :  ସଂସଦର ମୌସୁମୀ ଅଧିବେଶନ ସୋମବାର ଶେଷ ହୋଇଛି । ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଜୁଲାଇ ୧୯ରେ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅଗଷ୍ଟ ୧୨ରେ ଶେଷ ହେବାକୁ ଧାର୍ଯ୍ୟ…
Read More...

ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ

ପାଟଣା : କେନ୍ଦୁଝର ଜିଲ୍ଲା ଡାକ ବିଭାଗ ପକ୍ଷରୁ ଆଜାଦି କୀ ଅମୃତ ମହୋତ୍ସବ ଅବସରରେ ଅଞ୍ଚଳର ସମସ୍ତ ଗୃହରେ ଯେପରି ଜାତୀୟ ପତାକା ଉଡାଯାଇପାରିବ ସେହି ଲକ୍ଷ୍ୟ ନେଇ ପତାକା ବିକ୍ରି ଅଭିଯାନକୁ ତ୍ବରାନ୍ବିତ କରାଯାଇଛି।…
Read More...

ଓଡ଼ିଶାରେ ଉନ୍ନତମାନର କାଙ୍କଡ ଚାଷ କ୍ଷେତ୍ର ପରିଦର୍ଶନ କଲେ ମହାରାଷ୍ଟ୍ରର ଚାଷୀ

ସୁଆଣ୍ଡୋ :  ମହାରାଷ୍ଟ୍ରରୁ କେତେଜଣ ଚାଷୀ ଓଡିଶାରେ ଉନ୍ନତ ମାନର କାଙ୍କଡ ଚାଷ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ଆଇଗଣିଆ ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ ପରିକ୍ଷଣ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ପି.…
Read More...

ଦବିଲା ଟାଙ୍ଗଣା ପୋଲ ; ତଥାପି ବିପଦ ସଙ୍କୁଳ ଯାତ୍ରା !

ନୀଳଗିରି : ବାଲେଶ୍ଵର ଓ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ନୀଳଗିରି-କପ୍ତିପଦା ରାସ୍ତାର ଟାଙ୍ଗଣା ଛକ ନିକଟ ପୋଲଟି ସୋମବାର ରାତି ସାଢ଼େ ୧୦ଟା ସମୟରେ ଅତଡ଼ା ଖସି ବିପଦସଙ୍କୁଳ ଅବସ୍ଥାରେ ରହିଛି । ଅବିଶ୍ରାନ୍ତ…
Read More...

ମାଲିକକୁ ବଞ୍ଚାଇବାକୁ ଯାଇ କୂଅରେ ଖସି ପଡିଲା କୁକୁର

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଙ୍କୁରା ଗ୍ରାମରେ ଆଜି ନିଜ ମାଲିକକୁ ବଞ୍ଚାଇବାକୁ ଯାଇ ଗୋଟିଏ କୁକୁର ସାପ ସହ ଲଢେ଼ଇ କରି ଗଭୀର କୂଅରେ ଖସିପଡ଼ି ଥିଲା । ଆଜି ସକାଳେ ଅଙ୍କୁରା ଗ୍ରାମର ଯୋଗେଶ୍ୱର ମୁଣ୍ଡା…
Read More...

ଦାଦନ ଖଟିବାକୁ ଯାଇ ଜଣେ ନିଖୋଜ

ଫୁଲବାଣୀ/ ତୁମୁଡିବନ୍ଧ : ରୋଜଗାର ନ ମିଳିବାରୁ ଅନେକ ଲୋକ ଦାଦନ ମୁହାଁ ହେଉଛନ୍ତି, ଆଉ ଫେରିବା ସମୟରେ କେହି କେହି ଶବ ହେଇ ଫେରୁଛି ତ  ଆଉ କିଏ ମାଲିକଙ୍କ ଠାରୁ ଅକଥନୀୟ ନିର୍ଯାତନାର ଶିକାର ହୋଇ ଖଟୁଥିବା…
Read More...

ଧାନମଣ୍ଡି ପରିଚାଳନାରେ ଅନିୟମିତତା ଅଭିଯୋଗ ଖଣ୍ଡନ ; ଦଲାଲମାନେ କରିଥିଲେ ଅଭିଯୋଗ

ମାଲକାନଗିରି : ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ବିଗତ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷରେ ଧାନମଣ୍ଡି ପରିଚାଳନା କରିବା ନିମନ୍ତେ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆ ଯାଇଥିଲ। । ଏହି…
Read More...

ଜ୍ଞାନ ଜ୍ୟୋତି ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ କଟକିଆ ସାହି ପଞ୍ଚାୟତ ଅଧିନ ବଳରାମପୁର ଠାରେ ପ୍ରତିଷ୍ଠିତ ହରିବାବା ଛାତ୍ର ମଙ୍ଗଳ ଦାତବ୍ୟ ସଂସ୍ଥା ଆନୁକୁଲ୍ୟରେ ସୋମବାର ମେଧାବୀ ବିଦ୍ୟାର୍ଥୀଙ୍କୁ ଜ୍ଞାନ ଜ୍ୟୋତି ପ୍ରତିଭା ସମ୍ମାନ…
Read More...

ଭୋଟର ତାଲିକା ସେଂଶୋଧନ ଓ ଆଧାର ସଂଯୋଗୀକରଣ ପାଇଁ ତାଲିମ

ଆଠଗଡ :  ଆଠଗଡ ବ୍ଲକ ପ୍ରେକ୍ଷାଗୃହରେ ୮୯-ଆଠଗଡ ଓ ୮୭-ବଡମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଓ ବୁଥ ସୁପରଭାଇଜର ମାନଙ୍କୁ ସଂକ୍ଷିପ୍ତ ଭୋଟର…
Read More...

+୨ କଳା ପରୀକ୍ଷା ଫଳ ; ଛାତ୍ରୀଙ୍କ କୃତିତ୍ୱ ଅଧିକ

ଆଠଗଡ :  ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର +୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଆଠଗଡ ସହରର ଗୋପବନ୍ଧୁ ବିଜ୍ଞାନ କଲେଜରେ ପରୀକ୍ଷା ଦେଇଥିବା ୨୪୪ ପରୀକ୍ଷାର୍ଥୀଙ୍କ…
Read More...

ବିଦ୍ୟାର୍ଥୀଙ୍କୁ ଗଣିତ ପଢାଇଲେ ଉପଜିଲ୍ଲାପାଳ

ଆଠଗଡ :  ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ମେଧାଶକ୍ତି ବୃଦ୍ଧି ଲାଗି ସ୍ୱତନ୍ତ୍ର ଭାବେ ମନୋନୀତ ବିଶ୍ୱନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ହାଇସ୍କୁଲର ୩୦ ଛାତ୍ରଛାତ୍ରୀଙ୍କୁ ସୋମବାର ଉପଜିଲ୍ଲାପାଳ ଗଣିତ…
Read More...

+୨ କଳାରେ ବଡ଼ମ୍ବା ମୋହନ ସୁବୁଦ୍ଧି କଲେଜର ୮୯% ପରୀକ୍ଷାର୍ଥୀ କୃତକାର୍ଯ୍ୟ

ବଡ଼ମ୍ବା : +୨ କଳା ପରୀକ୍ଷା ଫଳାଫଳରୁ ଜଣାଯାଇଛି ବଡ଼ମ୍ବା ମୋହନ ସୁବୁଦ୍ଧି କଲେଜର ୮୯ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଛାତ୍ରୀ ବିଷ୍ଣୁପ୍ରିୟା ମହାପାତ୍ର ଏବଂ…
Read More...

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୨୩ ଆହତ, ଫାଟିଲା ଆଇ.ଆଇ.ସିଙ୍କ ମୁଣ୍ଡ

ବାଲେଶ୍ବର: ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵରରେ ତାଜିଆ ଆଖଡାରେ ଗଣ୍ଡଗୋଳ ହୋଇଛି । ଶୋଭାଯାତ୍ରା ଓ ପ୍ରବେଶ ପ୍ରସ୍ଥାନକୁ ନେଇ ୧ ଓ ୨ ନମ୍ବର ତାଜିଆ ଗୋଷ୍ଠୀ ଭିତରେ ମାରପିଟ ହୋଇଥିବା ଜଣାପଡ଼ିଛି । ଗଣ୍ଡଗୋଳର…
Read More...

ଓଡ଼ିଆ ଝିଅ ନିତ୍ୟାଙ୍କର ନୃତ୍ୟରେ ଝୁମିଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଉଦୀୟମାନ ନୃତ୍ୟାଙ୍ଗନା ନିତ୍ୟା ଖଣ୍ଡେଲୱାଲଙ୍କର ମନଲୋଭା ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନରେ ଝୁମିଲେ ଦିଲ୍ଲୀବାସୀ । ଦିଲ୍ଲୀର ଦର୍ଶକମାନେ ନିତ୍ୟାଙ୍କ ମନଲୋଭା ନୃତ୍ୟର ଘୁଙ୍ଗୁରର ତାଳେ ତାଳେ ଝୁମିଥିବା…
Read More...

ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର; ଏକକାଳୀନ ଚାଲିଛି ୫ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର । କଟକ ସିଟି ଓ ଜିଏସଟିର ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା… ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ କଲେ ପରିଦର୍ଶନ…. ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ‘ପ୍ରଜାତନ୍ତ୍ରର ଅମୃତ…
Read More...

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଗତକାଲି (ରବିବାର) ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚିବା ପରେ ଆଜି ଶାହା ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି । ପରେ କଟକ…
Read More...

ଲୋକଙ୍କ କାମରେ ଲାଗୁନି ସରକାରୀ ଯୋଜନା; ମନ୍ତୀଡି ଗ୍ରାମ୍ୟ ପ୍ରମୋଦ ଉଦ୍ୟାନରେ ପଡ଼ଛି ତାଲା

ଗୋପାଳପୁର: ଗାଁକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରାଯାଉଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଉଥିବା ପଞ୍ଚାୟତ ପକ୍ଷରୁ ଯୋଜନା ପ୍ରସ୍ତୁତ ପରେ ଉଚିତ ରକ୍ଷଣାବେକ୍ଷଣ…
Read More...

ଲଗାଣ ବର୍ଷାରେ ନବରଙ୍ଗପୁର ବେହାଲ; ଯାତାୟାତ ବିଚ୍ଛିନ୍ନ

ନବରଙ୍ଗପୁର: ଦୁଇଦିନଧରି ଲଗାଣ ବର୍ଷାରେ ନବରଙ୍ଗପୁର ଜିଲା ବେହାଲ ହୋଇଛି । ଜିଲାର ବିଭିନ୍ନ ଅଞ୍ଚଳରେ ଯାତାୟାତ ବନ୍ଦ ରହିଥିବା ବେଳେ ଜାତୀୟ ରାଜପଥ ଉପରେ ଗଛ ପଡିବାରୁ ରାସ୍ତା ଅବରୋଧ ହୋଇଛି । ଫଳରେ ୩ଘଣ୍ଟା ଯାତାୟାତ…
Read More...

ସ୍ମାର୍ଟ ସ୍କୁଲକୁ ପୂରଣ ହୋଇନି ବର୍ଷେ; ହେଲେ ଖସିଲାଣି ମାର୍ବଲ ଟାଇଲ୍‌

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟିରେ ପ୍ରଥମ ପ୍ରର୍ଯ୍ୟାୟରେ ରୂପାନ୍ତରୀକରଣ କରାଯାଇ ଏହାର ଶ୍ରୀବୃଦ୍ଧି ପାଇଁ ଯୋଜନା ହୋଇଥିଲା । ହେଲେ ଉଦଘାଟନକୁ ଗୋଟିଏ ବର୍ଷ…
Read More...

ଲଗାଣ ବର୍ଷାରେ ଧୋଇଗଲା ମୁରୁଡ଼ି କୁପୁଡ଼ା ଆପ୍ରୋଚ ରୋଡର ପାର୍ଶ୍ଵ 

ଫୁଲବାଣୀ/ଦାରିଙ୍ଗବାଡ଼ି: ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଫଳରେ କେଉଠି ରାସ୍ତା ଧୋଇହୋଇଯାଇଛି ତ ଆଉ କେଉଁଠି ଭଙ୍ଗାପୋଲର ଆପ୍ରୋଚ ରାସ୍ତା ଧୋଇ ହୋଇଯାଇଥିବା ଦେଖିବାକୁ…
Read More...

ଗୋପାଳପୁର ବେଳାଭୂମିରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌

ଗୋପାଳପୁର: ପର୍ଯ୍ୟଟନସ୍ଥଳ ସହର ଗୋପାଳପୁରର ବିକାଶ ତଥା ଏହାକୁ ଆକର୍ଷଣୀୟ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ଅନୁଦାନ ପ୍ରଦାନ କରାଯାଉଛି । କିନ୍ତୁ ବିକାଶ କାମ…
Read More...

‘ବିକ୍ରି ପାଇଁ ଦେଉଛୁ ଟ୍ୟାକ୍ସ, ଅଥଚ ଅସୁବିଧା ଶୁଣିବା ପାଇଁ କେହି ନାହିଁ’

ରେଙ୍ଗାଲିକ୍ୟାମ୍ପ: ଅତାବିରା ୫୩ ନମ୍ୱର ଜାତୀୟ ରାଜପଥ କଡ଼ ପାଲଟିଛି ପରିବା ଦୋକାନୀଙ୍କ ବିକ୍ରିୟ କେନ୍ଦ୍ରସ୍ଥଳ ।  ଏହି ରାଜପଥର  ସମ୍ବଲପୁର -ବରଗଡ଼ ରାସ୍ତାର  ବାମ ପାର୍ଶ୍ଵରେ  ରହିଥିବା ଡିଭାଇଡର ଏବେ ପରିବା…
Read More...

ସ୍ଥାୟୀ ନିଯୁକ୍ତି ଦାବିରେ ଦାବିପତ୍ର ପ୍ରଦାନ

ଫୁଲବାଣୀ: ରାଜ୍ୟର ପ୍ରାୟ ସମସ୍ତ ବ୍ଳକ ସ୍ତରରେ କାର୍ଯ୍ୟରତ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଓ ଜିଲା ସ୍ତରରେ ଜଣେ ଜଣେ କାର୍ଯ୍ୟରତ ମନରେଗା ସଂଯୋଜକ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟକରୁଆସୁଥିବା ବେଳେ କନ୍ଧମାଳ ଜିଲାରେ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଓଡ଼ିଶାରେ ରାଜନୀତି ଚାଣକ୍ୟ… ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର​‌ରେ ପହଞ୍ଚିଛନ୍ତି ଅମିତ ଶାହା..  ଆଉ କିଛି ସମୟ ପରେ ଲିଙ୍ଗରାଜଙ୍କୁ କରିବେ ଦର୍ଶନ.. ସେଠାରୁ କଟକ ଯାଇ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ…
Read More...

୩୪ତମ ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୩୪ତମ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବରେ ଡେପୁଟି କଲେକ୍ଟର ଝରଣା ପ୍ରଧାନ ଯୋଗଦେଇ ମେଳାକୁ ଉଦଘାଟନ କରିବା ସହିତ…
Read More...

ଆଜାଦୀକା ଅମୃତ ମହୋତ୍ସବ ଅବସରେ ଷ୍ଟେଟବ୍ୟାଙ୍କ ଗ୍ରାହାକ ସେବା ବୈଠକ

ବୌଦ୍ଧ: ଭାରତୀୟ ଷ୍ଟେଟବ୍ୟାଙ୍କ ବୌଦ୍ଧ ମୁଖ୍ୟଶାଖାଠାରେ ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଗ୍ରାହାକ ସେବା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ସୁରକ୍ଷା ବୀମା ଯୋଜନା ସାମିଲଥିବା…
Read More...

ବାଉଁଶୁଣୀ ନାଗରିକ କମିଟି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

ବୌଦ୍ଧ:  ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଠାରେ ଥିବା ବାଉଁଶୁଣୀ ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସଭାଗୃହ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରଙ୍କନିଧି ଗାଇଗୌରିଆଙ୍କ ଅଧ୍ୟକ୍ଷତାରେ…
Read More...

ଜୁହାର ପରିବାର ଦିଲ୍ଲୀର ୨୨ତମ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର: ପ୍ରବାସୀ ଓଡିଆଙ୍କ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜୁହାର ପରିବାରର ଦିଲ୍ଲୀର ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରବିବାର ସ୍ଥାନୀୟ ତ୍ୟାଗରାଜ ନଗର ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଆୟୋଜିତ ଏହି…
Read More...

ଧନୁପାଲିରେ ମାତୃ ସମ୍ମିଳନୀ ଅନୁଷ୍ଠିତ     

ସମ୍ବଲପୁର: ସମ୍ବଲପୁରର ଧନୁପାଲି ଠାରେ ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ମାତୃ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଦେବଙ୍କ ଲୀଳାସଙ୍ଗୀନ ଶ୍ରୀ ଶ୍ରୀ ବଡମାଁଙ୍କ ୧୨୯ତମ ଶୁଭ ଜନ୍ମମାସ…
Read More...

ସଂଘର୍ଷର ଅନ୍ୟନାମ ଯଦୁନନ୍ଦନ; ପୁଣି ହେଲେ ବଲିଉଡ୍‌ ମୁହାଁ

ଫୁଲବାଣୀ,ବାଲିଗୁଡା: କନ୍ଧମାଳ ଜିଲାର ଜଣେ ପରିଚିତ କଳାକାର ହେଉଛନ୍ତି ଯଦୁନନ୍ଦନ । ସଂଘର୍ଷର ଅନ୍ୟନାମ ଯଦୁନନ୍ଦନ କହିଲେ ଅତ୍ୟୁକ୍ତି ହେବନାହିଁ ।  କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ଏହି ଯୁବକ ନ୍ୟାସନାଲ୍‌ ସ୍କୁଲ…
Read More...

ଆଜି ପ୍ରକାଶ ପାଇବ ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସ୍‌ଇ) ପରିଚାଳିତ ଯୁକ୍ତଦୁଇ (+୨) କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍‌ (www.odisharesults.nic.in)କୁ ଲଗ୍‌ଇନ୍ କରି ଫଳ…
Read More...

ଡିଜିଟାଲ ଋଣ ଆପ୍ ମାମଲା ; ଭାରତରେ ଅସ୍ଥିରତା ପାଇଁ ‘ଡ୍ରାଗନ’ର ଷଡ଼ଯନ୍ତ୍ର

ଭୁବନେଶ୍ବର : ଭାରତୀୟ ଅର୍ଥନୀତିକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର ରଚୁଛି ଚୀନ। ଡିଜିଟାଲ ଋଣ ଆପ୍‌କୁ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରୁଛି ଡ୍ରାଗନ। ଚୀନର ବିଶେଷଜ୍ଞମାନେ ଏଥିପାଇଁ ନେପାଳରେ ଡେରା ପକାଇ ଏହି କାରବାର…
Read More...

‘ଜଳବାୟୁ ପରିବର୍ତ୍ତନ ପାଣିପାଗ ପୂର୍ବାନୁମାନକୁ ଜଟିଳ କରୁଛି’

ନୂଆଦିଲ୍ଲୀ : ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ପାଣିପାଗ ସମ୍ପର୍କିତ ଗୁରୁତର ପରିସ୍ଥିତି ସମ୍ପର୍କରେ ସଠିକ୍‍ ଆକଳନ କରିବା ପୂର୍ବାନୁମାନକାରୀ ସଂସ୍ଥାଗୁଡିକର ସାମର୍ଥ୍ୟ ପ୍ରତି ବାଧା ପହଞ୍ଚାଉଛି। ଏହି ଚାଲେଞ୍ଜର…
Read More...

ଅବିବାହିତାଙ୍କୁ ଗର୍ଭପାତ ଆଇନ ପରିସର କରିବା ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗର୍ଭପାତ ଆଇନ କ୍ଷେତ୍ରରେ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ବାଛବିଚାର କରାଯିବା ଉଚିତ୍ ନୁହେଁ। ଅବିବାହିତ ମହିଳାଙ୍କୁ ଗର୍ଭପାତ ଆଇନ (ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆକ୍ଟ)ରୁ…
Read More...

ଓଡ଼ିଶାରେ ଅମିତ ଶାହା

ଭୁବନେଶ୍ବର : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚିଛନ୍ତି। ସ୍ବତନ୍ତ୍ର ବିମାନ ଯୋଗେ ମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ଶ୍ରୀ…
Read More...

ସୋମବାର ରାଶିଫଳ (୦୮/୦୮/୨୦୨୨)

ମେଷ : ଆଶା ମରୁରେ ମରୀଚିକା ପରି ଛଳନାମୟୀ ହୋଇପାରେ। ଧୈର୍ଯ୍ୟ ଓ ସାହସର ସହିତ ବିପଦର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ନୀତିନିଷ୍ଠ ହେବେ। ବୃଷ : ଚେତନାର ଉଳ ପ୍ରଦୀପ ହେବେ। ସେବା…
Read More...

୪-୧ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା ଭାରତ

ଲୌଡରହିଲ : ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୪-୧ରେ ଜିତିନେଇଛି। ରବିବାର ୫ମ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଇଣ୍ଡିଜ୍‌କୁ ୮୮ ରନ୍‌ରେ ଭାରତ ପରାସ୍ତ କରିଛି । ଶ୍ରେୟାସ ଆୟରଙ୍କ…
Read More...

୧୬ ବର୍ଷ ପ୍ରତୀକ୍ଷାର ଅନ୍ତ : ଭାରତୀୟ ମହିଳା ହକି ଦଳକୁ କାଂସ୍ୟ

ବର୍ମିଂହାମ୍‌ : ଦୀର୍ଘ ୧୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତୀୟ ମହିଳା ହକି ଦଳ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଛି। ରବିବାର ୩ୟ ସ୍ଥାନ ପାଇଁ ମ୍ୟାଚରେ ଭାରତ ପୂର୍ବତନ ବିଜେତା…
Read More...

ଭିତ୍ତିଭୂମି ଓ ବ୍ୟାଙ୍କିଙ୍ଗ୍‌କୁ ପ୍ରାଧାନ୍ୟ

ନୂଆଦିଲ୍ଲୀ : ନିତି ଆୟୋଗର ୭ମ ଗଭର୍ଣ୍ଣିଂ କାଉନସେଲ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେଉଥିବା ରାଜ୍ୟ ଓଡ଼ିଶାକୁ ‘ଫୋକସ ଷ୍ଟେଟ’ ମାନ୍ୟତା ପ୍ରଦାନ କରିବାକୁ…
Read More...

ଏସ୍‌ଏସ୍ଏଲଭିର ପ୍ରଥମ ଅଭିଯାନ ବିଫଳ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ବାରା ପ୍ରସ୍ତୁତ କ୍ଷୁଦ୍ର ଉପଗ୍ରହ ଉତ୍‌କ୍ଷେପଣ ଯାନ (ଏସଏସଏଲଭି)ର ପ୍ରଥମ ଅଭିଯାନ ବିଫଳ ହୋଇଛି। ରବିବାର ସକାଳେ ଏସଏସଏଲଭି-ଡି୧ ସଫଳତାର ସହିତ…
Read More...

ମହିଳା ଟ୍ବେଣ୍ଟି-୨୦: ଅଷ୍ଟ୍ରେଲିଆକୁ ସ୍ବର୍ଣ୍ଣ; ଭାରତକୁ ରୌପ୍ୟ

ବର୍ମିଂହାମ୍‌ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା ଟ୍ବେଣ୍ଟି୨୦ କ୍ରିକେ୍‌ଟ ସାମିଲ ହୋଇଥିବା ବେଳେ ଏଥିରେ ସ୍ବର୍ଣ୍ଣପଦକ ଜିତିଛି ବିଶ୍ବ ଚମ୍ପିଆନ୍‌ ଅଷ୍ଟ୍ରେଲିଆ। ରବିବାର ସ୍ବର୍ଣ୍ଣପଦକ ମ୍ୟାଚ୍‌ରେ…
Read More...

କୋଭିଡ ମୁକାବିଲାରେ ସବୁ ରାଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୋଦୀ

ନୂଆଦିଲ୍ଲୀ : ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଭାରତର ସମସ୍ତ ରାଜ୍ୟର ମିଳିତ ପ୍ରୟାସ ଦ୍ୱାରା କୋଭିଡ ମହାମାରୀରୁ ଦେଶ ମୁକୁଳି ପାରିଛି। ଏ କ୍ଷେତ୍ରରେ ସମସ୍ତ ରାଜ୍ୟ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ…
Read More...

ଦୁର୍ଘଟଣା : ଜଣେ ମୃତ ଜଣେ ଗୁରୁତର

ଟିକାବାଲି : ପଦାସାହି ନିକଟ ଭଞ୍ଜପଦର ଠାରେ ଏକ  ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରଧାନ ଶିକ୍ଷକ  ଗୁରୁତର ଭାବେ ଆହତ ଜଣଙ୍କ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା…
Read More...

ଜାତୀୟ ହସ୍ତତନ୍ତ ଦିବସ ପାଳିତ

ତିଗିରିଆ :  ତିଗିରିଆ ବ୍ଲକ ଅନ୍ତର୍ଗତ ନୂଆପାଟଣା ନଂ-୧ ତନ୍ତୁବାୟ ସେବା ସମିତି ପକ୍ଷରୁ ୮ତମ ଜାତୀୟ ହସ୍ତତନ୍ତ ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ସମିତି ପରିସରରେ ସମିତି ସଭାପତି କେଶବ ଚନ୍ଦ୍ର ପାତ୍ରଙ୍କ…
Read More...

ଗଦାଧରପୁରରେ ରକ୍ତଦାନ ଶିବିର ଓ ଚାରା ରୋପଣ

ତିଗିରିଆ :  ଓଡ଼ିଶା ମୋ ପରିବାର ତରଫରୁ ତିଗିରିଆ ବ୍ଲକ ଗଦାଧରପୁର ପଞ୍ଚାୟତରେ ଜୀବନବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଗଦାଧରପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ…
Read More...

ବୌଦ୍ଧ ସମୟର ଇତିହାସକୁ ଉଜାଗର କରିବ ଭାରତୀ ସମାଜ

ସମ୍ବଲପୁର : ସମ୍ବଲପୁରର ସାଂସ୍କୃତିକ ଅନୁଷ୍ଠାନ ଭାରତୀ ସମାଜ ବିଗତ ୨୧ ବର୍ଷ ହେବ ଅନେକ ଐତିହାସିକ ପଦକ୍ଷେପ ନେଇଛି । ଏହି ପରିପ୍ରେକ୍ଷୀରେ ରବିବାର ସମ୍ବଲପୁର ଠାରେ ଅନୁଷ୍ଠାନର ଏକ ବୈଠକ ଆୟୋଜିତ ହୋଇଯାଇଛି । ବିଗତ…
Read More...

ବିଜେଡିର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମ

ସମ୍ବଲପୁର :  ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ ଜନତା ଦଳର ସମ୍ବଲପୁର ମହାନଗର ନିଗମ ଶାଖା ତରଫରୁ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାଖା ସଭପତି ନିଶାନ୍ତ…
Read More...

ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ ବକ୍ତୃତାମାଳା

ସମ୍ବଲପୁର :  ସମ୍ବଲପୁରର ଜିଲା ପ୍ରେକ୍ଷାଳୟ ତପସ୍ୱିନୀଠାରେ ରବିବାର ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ ବିଷୟ ଗୁଡିକୁ ନେଇ ଏକ ବକ୍ତୃତାମାଳା ଅନୁଷ୍ଠିତ ହୋଇ ଯାଇଛି । ରାଧା ଶ୍ରୀନିବାସ ଟ୍ରଷ୍ଟ ପକ୍ଷରୁ…
Read More...

ମଙ୍କିପକ୍ସ୍ ତଥା କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ସ୍ୱାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ମଙ୍କି ପକ୍ସ୍ ତଥା କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ରବିବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସି…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

ପାଟଣା : କେନ୍ଦୁଝର ଜିଲ୍ଲା ସ୍ବାମ ପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରବିବାର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ଅଧ୍ୟକ୍ଷତାରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କୁଟୁମ୍ଵ ପ୍ରବୋଧନ ବୈଠକ ଅନୁଷ୍ଠିତ…
Read More...

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଆମ ଗାଁ-ଆମ ସାହିତ୍ୟ’ କାର୍ଯ୍ୟକ୍ରମ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଆମ ଗାଁ-ଆମ ସାହିତ୍ୟ’ ଆଲୋଚନାଚକ୍ର ସହ ଏକ ମନୋଜ୍ଞ କବିତା ପାଠୋତ୍ସବ ରବିବାର ଅନୁଷ୍ଠିତ…
Read More...

ପ୍ଲାଷ୍ଟିକ ମୁକ୍ତ ଭଞ୍ଜବିହାର  ପାଇଁ ଅଣ୍ଟା ଭିଡିଲେ ବିଦ୍ୟାର୍ଥୀ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଭଞ୍ଜବିହାରକୁ ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ ଭାବେ ପରିଗଣିତ କରିବା ପାଇଁ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ରତ କେତେକ ବିଦ୍ୟାର୍ଥୀ ଅଣ୍ଟା ଭିଡିବା ସହ ରବିବାର…
Read More...

ନିତି ଆୟୋଗ ବୈଠକ; ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିତି ଆୟୋଗ ବୈଠକରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ପ୍ରତି…
Read More...

ରାଜ୍ୟରେ ଆଉ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ସାରା ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ସଙ୍ଗରୋଧ…
Read More...

ଦେଶରେ ଆଉ ୧୮ ହଜାର ୭୩୮ କରୋନା ଆକ୍ରାନ୍ତ ଚିହ୍ନଟ; ୪୦ ମୃତ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୮ ହଜାର ୭୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଦେଶରେ କରୋନା ସକ୍ରିୟ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ନିତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ବୈଠକ … ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଚାଲିଛି ଆଲୋଚନା… ବୈଠକରେ ସାମିଲ ହୋଇଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ..…
Read More...

ଇତିହାସ ସୃଷ୍ଟି କଲା ଇସ୍ରୋ; ଦେଶର କ୍ଷୁଦ୍ରତମ ରକେଟ୍ ‘ଏସଏସଏଲଭି-ଡି୧’ ସଫଳତାର ସହ ଉତକ୍ଷେପଣ

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କଲା ଇସ୍ରୋ । ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ ଏହାର ପ୍ରଥମ ଛୋଟ ସାଟେଲାଇଟ୍ ‘ଏସଏସଏଲଭି-ଡି୧’ ଉତକ୍ଷେପଣ କରି ଇସ୍ରୋ ଇତିହାସ ସୃଷ୍ଟି କରିଛି । ‘ଏସଏସଏଲଭି-ଡି୧’ ୭୫୦ ଜଣ…
Read More...

ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା ୩୮ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା ବୃଦ୍ଧି କରାଯାଇଛି । ରାଜ୍ୟ ସରକାର ଗୃହରକ୍ଷୀ ମାନଙ୍କ ୩୮ ପ୍ରତିଶତ ଡ୍ୟୁଟି କଲ୍ ଅପ୍ ଭତ୍ତା ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ସମବାୟ ସମିତି ସମୀକ୍ଷା ଏକ ବିଧିବ୍ୟବସ୍ଥା

ସମବାୟ ବିଭାଗ ଅଧୀନରେ ତିନି ସ୍ତରୀୟ ସମିତି ଯଥା- ପ୍ରାଥମିକ ସମବାୟ ସମିତି, କେନ୍ଦ୍ର ସମବାୟ ସମିତି ଓ ଶୀର୍ଷ ସମବାୟ ସମିତି କାର୍ଯ୍ୟ କରୁଅଛି। ତିନି ସ୍ତରୀୟ ସମବାୟ ସମିତିମାନଙ୍କ ପାଇଁ ବାର୍ଷିକ ସମୀକ୍ଷା ବ୍ୟବସ୍ଥା…
Read More...

ଶିକ୍ଷିତ ବେକାର ନା ବେକାର ଶିକ୍ଷିତ?

“ଯେଉଁ ଶିକ୍ଷା ଓ ଯେଉଁ ବିଶ୍ୱାସ ମଣିଷକୁ ଜୀବନସାରା ଖାଲି କଷଣ ଯୋଗାଏ, ସେହି ଶିକ୍ଷା ଓ ସେହି ବିଶ୍ୱାସକୁ ଶତ ଧିକ୍‍। ଯେଉଁ ଉତ୍ତମ ଜୀବନ ମଣିଷକୁ କେବଳ ଦୁଃଖୀ ଓ ହତାଶ କରିରଖେ, ସେ ଜୀବନ ମିଥ୍ୟା। କାରଣ ନିଜର ଜୀବନକୁ…
Read More...

ରକ୍ତଦାନ ଶିବିର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତରେ ଓଡ଼ିଶା ମୋ ପରିବାର ତରଫରୁ ଏକ ରକ୍ତଦାନ ଶିବିର ରବିବାର ଆୟୋଜନ ହେବା ଲାଗି ଚୂଡ଼ାନ୍ତ ହୋଇଛି । ଏନେଇ ଏକ ପ୍ରସ୍ତୁତି ବୈଠକ ସରପଞ୍ଚ ପୁଷ୍ପିତା ସ୍ୱାଇଁଙ୍କ…
Read More...

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସଚେତନତା କାର୍ଯ୍ୟକ୍ରମ

ତିଗିରିଆ: ପ୍ରଧାନମନ୍ତ୍ରୀ କିଷାନ ସମ୍ନାନ ନିଧି ଯୋଜନାକୁ ନେଇ ତିଗିରିଆ ଅଞ୍ଚଳର ଚାଷୀମାନଙ୍କୁ ସଚେତନ କରିବା ଲାଗି ତିଗିରିଆ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏକ ଜରୁରୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି ।…
Read More...

ଆଠଗଡ଼ ବିକାଶ ମଞ୍ଚର ସ୍ୱଚ୍ଛତା ସଚେତନ କାର୍ଯ୍ୟକ୍ରମ  

ତିଗିରିଆ: ତିଗିରିଆ ବ୍ଲକ ଭୋଗଡ଼ା ପଞ୍ଚାୟତର ନୂଆପାଟଣା ଠାରେ ଥିବା କମ୍ପିଟି ଇନ୍‌ଷ୍ଟିଚ୍ୟୁଟରେ ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ଏକ ସ୍ୱଚ୍ଛତା ସଚେତନ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିକାଶ ମଞ୍ଚର ସଭାପତି…
Read More...

ଦିନ @୧୦ ମୁଖ୍ୟ ଖବର

(୧) ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଶାହା… ସଂଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଗୃହମନ୍ତ୍ରୀ… କାଲି ସକାଳେ ପ୍ରଭୁ ଲିଙ୍ଗରାଜଙ୍କୁ କରିବେ ଦର୍ଶନ.. ପରେ କଟକରେ…
Read More...

ଜିଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଅନ୍ତର୍ଭୁକ୍ତିକରଣ ଶିବିର

ବୌଦ୍ଧ: ବୌଦ୍ଧଜିଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲା ଭାରପ୍ରାପ୍ତ ସ୍ୱଳ୍ପ…
Read More...

‘ବୃକ୍ଷ ହିଁ ଜୀବନ’ କାର୍ଯ୍ୟକ୍ରମ ଆୟୋଜିତ

ସମ୍ବଲପୁର: ସମ୍ବଲପୁର ଜିଲା ବରିଷ୍ଠ ନାଗରିକ ସମାଜ ତରଫରୁ ସ୍ଥାନୀୟ ବାଉଁଶରା ସ୍ଥିତ କଲ୍ୟାଣ ଆଶ୍ରମ ନିକଟସ୍ଥ ସବରୀ ନାରାୟଣ ମନ୍ଦିର ଅଞ୍ଚଳରେ ବୃକ୍ଷରୋପଣ କରାଯାଇଛି । ସଂଘର ସଦସ୍ୟ ଗୋପ ନାରାୟଣ ଦୁବେ ଓ ଅର୍ଜୁନ…
Read More...

ନାବାଳିକା ଦୁର୍ଷ୍କମ ମାମଲାରେ ବରିଷ୍ଠ ନାଗରିକଙ୍କୁ ଆଜୀବନ କାରାଦଣ୍ଡ    

ସମ୍ବଲପୁର: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅର୍ନ୍ତଗତ ଜଙ୍ଗଲପଡା ଠାରେ ଗତ ୨୦୧୮ ମସିହାରେ ଜଣେ ୫ ବର୍ଷିୟ ନାବାଳିକାଙ୍କୁ ତାଙ୍କର ସର୍ମ୍ପକୀୟ ଦୁର୍ଷ୍କମ କରିବା ଅଭିଯୋଗରେ ଅଦାଲତ ତାଙ୍କର ଫଇସଲା ଶୁଣାଇଛନ୍ତି ।…
Read More...

ବୃହତ ପାନୀୟଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

ଗୁରୁଡିଝାଟିଆ: ଆଠଗଡ ଓ ତିଗିରିଆ ବ୍ଲକର ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ସଂଯୋଗ କରାଯିବ ପାନୀୟ ଜଳ । ସମସ୍ତେ ଘରେ ବସି ପାଇବେ ବିଶୁଦ୍ଧ ପାନୀୟ ଜଳ । ପ୍ରାୟ ୧୨ଶହ କିମି ବ୍ୟାପୀ ପାଇପ ବିଛାଯିବ । ଏହି ବୃହତ ପାନୀୟଜଳ…
Read More...

ବରିଷ୍ଠ ନାଗରିକ ମଞ୍ଚର ଅମୃତ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଗୁରୁଡିଝାଟିଆ: ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ ପାଇଁ କଖଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶ୍ରୀରାମ ବରିଷ୍ଠ ନାଗରିକ ସଂଘର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସଂଘର ସଭାପତି…
Read More...

ସାପ୍ତାହିକ ରାଶିଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସନ୍ତାନ ଚିନ୍ତା ଦେଖାଦେବ। ବୁଧବାର ଓ ଗୁରୁବାର ଶତ୍ରୁ ପରାସ୍ତ ହେବେ। ଶୁକ୍ରବାର ଓ ଶନିବାର ପ୍ରେମରେ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ।…
Read More...

ତାଇୱାନ ଆକାଶରେ ୬୮ରୁ ଅଧିକ ଚୀନ ବିମାନ

ତାଇପେ/ବେଜିଂ: ଶନିବାର ଚୀନର ୬୮ରୁ ଅଧିକ ଲଢୁଆ ବିମାନ ଦଫାକୁ ଦଫା ତାଇୱାନ ଆକାଶ ସୀମା ଉଲ୍ଲଂଘନ କରି ଉଡାଣ କରିଛି । ଏଥିସହିତ ୧୪ଟି ଚୀନ ଯୁଦ୍ଧପୋତ ତାଇୱାନ ଚାରିପଟେ ଜଳଭାଗରେ ଚକ୍କର କାଟିଛନ୍ତି। ଚୀନ ବିମାନଗୁଡିକୁ…
Read More...

ଚର୍ଚ୍ଚିତଙ୍କ ସମେତ ଦୁଇ ଗିରଫ

ଭୁବନେଶ୍ବର: ପାରାଦୀପ ବନ୍ଦର କନଭେୟର ବେଲ୍ଟ ମରାମତିରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ଘଟଣାରେ ସିବିଆଇ ତଦନ୍ତକୁ ଜୋରଦାର କରିଛି । ଶୁକ୍ରବାର ୪ ଜଣଙ୍କୁ ଓ ଗତକାଲି ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ…
Read More...

ବର୍ଷାରେ ଭିଜୁଛି ସାରା ରାଜ୍ୟ

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ, ଘୂର୍ଣ୍ଣିବଳୟ ଏବଂ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଶନିବାର ପୂର୍ବାହ୍ଣରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ପୁରୀ, ସୁବର୍ଣ୍ଣପୁର, ଭୁବନେଶ୍ବର, କଟକ ଓ…
Read More...

ଇଣ୍ଡିଜ୍‌ ବିପକ୍ଷ ଟି୨୦ ଶୃଙ୍ଖଳା ଜିତିଲା ଭାରତ

ଲୌଡରହିଲ୍‌: ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପରେ ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ମଧ୍ୟ ଭାରତ ଜିତିନେଇଛି । ଶନିବାର ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ୫୯ ରନ୍‌ରେ ଭାରତ ପରାସ୍ତ କରିଛି।…
Read More...

ଶ୍ରୀମନ୍ଦିର ସରଘରେ ନିଆଁ

ପୁରୀ: ଶ୍ରୀମନ୍ଦିର ସରଘରେ ଶନିବାର ରାତିରେ ଅଗ୍ନିକାଣ୍ଡ ହୋଇଛି। ସେଥିରେ ଥିବା କିଛି ଚାଉଳ ଓ ଡାଲି ସମେତ ରୋଷେଇ ଉପକରଣ ପୋଡ଼ିଯାଇଛି। ସେବାୟତମାନେ ପାଣିଢାଳି ନିଆଁକୁ ଆୟତ୍ତ କରିଛନ୍ତି। ଏହି ସରଘର ଜଣେ ସୁଆର…
Read More...

ଆଜି ଆସିବେ ସ୍ବରାଷ୍ଟ୍ରମନ୍ତ୍ରୀ ଶାହା

ଭୁବନେଶ୍ୱର/କଟକ: ଆଜି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହାକୁ ନେଇ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି…
Read More...

ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ମାଲକାନଗିରି : ଜିଲ୍ଲାର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଆର୍ଲିଙ୍ଗପଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ପୁଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି । ଆର୍ଲିଙ୍ଗପଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ବିପୁଳ ପରିମାଣର…
Read More...

ଟିପର ଚୋରି ଉଦ୍ୟମ ବିଫଳ

ଗଞ୍ଜାମ : ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଶତୃଷୋଲ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରରେଏକ ଟିପର ଗାଡି ଚୋରି ଉଦ୍ୟମକରି ଚୋର ଦଳ ବିଫଳ ହୋଇଥିବା ଜଣାପଡ଼ିଛି। କାରଣ ଗାଡିଟିକୁ ସେମାନେ ବୁଲାଇବା ବେଳେ…
Read More...

କୋଭିଡ୍ ସଂକ୍ରମଣ ବୃଦ୍ଧି ; ଓଡ଼ିଶା ସମେତ ୭ ରାଜ୍ୟକୁ କେନ୍ଦ୍ରର ଚିଠି

ଭୁବନେଶ୍ୱର :  ଦୈନିକ କୋଭିଡ୍-୧୯ ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓଡ଼ିଶା ସମେତ ୭ଟି ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନଙ୍କ ନିକଟକୁ ପତ୍ର ଲେଖି ଏହାକୁ ରୋକିବାକୁ ଆବଶ୍ୟକୀୟ…
Read More...

ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେଇ ସୁସ୍ଥ ରହିବା ପାଇଁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର : କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜବୁତ୍ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଅମୃତ ମହୋତ୍ସବ ଅବସରରେ ଗତ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ଖୁବ ଶୀଘ୍ର…
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ ପଦକ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ଭାରତ ଆଉ ୨ ପଦକ ଲାଭ କରିଛି । ୧୦ କିମି ମହିଳା ଚାଲିବା ଦୌଡ (ୱାକ ରେସ୍)ରେ ପ୍ରିୟଙ୍କା ଗୋସ୍ୱାମୀ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୩ ହଜାର ମିଟର…
Read More...

ଜଳବାୟୁ ପରିବର୍ତ୍ତନ : ବିକଶିତ ଦେଶମାନେ ୧୦ ହଜାର କୋଟି ଡଲାର ପ୍ରଦାନ କରନ୍ତୁ

ନୂଆଦିଲ୍ଲୀ :  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିକଶିତ ଦେଶମାନେ ବିକାଶମୁଖୀ ଦେଶଗୁଡ଼ିକୁ ୧୦ ହଜାର କୋଟି ଡଲାର ଅର୍ଥ ହସ୍ତାନ୍ତର…
Read More...

ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡିର ଜେରା

ମୁମ୍ବଇ : ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଶନିବାର ମୁମ୍ବଇସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ପାତ୍ରା ଚଲ୍‍ ଜମି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ସମନ ଜାରି…
Read More...

କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ମିଶ୍ରଣ ପର୍ବ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଶନିବାର କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବଡଦ୍ୱାର ସାହିର କଂଗ୍ରେସର ମିଶ୍ରଣ ପର୍ବରେ ଜିଲା କଂଗ୍ରେସ ସଭାପତି…
Read More...

କୋସଲୀ ଭାଷା ସଂଗ୍ରାମୀଙ୍କ ଦିଲ୍ଲୀ ଗସ୍ତ

କଣ୍ଟାବାଞ୍ଜି : କୋସଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବିରେ କଣ୍ଟାବାଞ୍ଜି ଅଞ୍ଚଳର ଯୁବ କୋସଲୀ ଭାଷା ସଂଗ୍ରାମୀମାନେ ଶନିବାର ରେଳ ଯୋଗେ ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ସକାଳେ ନିର୍ଝରିଣୀର…
Read More...

ଆବୃତ୍ତି, ଲିଖନ ଓ ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳଦିଆଡିହ ପ୍ରାଥମିକ ଶିଶୁ ଲେଖକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କମ୍ଭୁପାଣି ଦାସ ଅଧ୍ୟକ୍ଷତା କରିଥିବା ବେଳେ,…
Read More...