www.samajalive.in
Saturday, December 13, 2025
14.1 C
Bhubaneswar

ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ

ପାଟଣା : କେନ୍ଦୁଝର ଜିଲ୍ଲା ଡାକ ବିଭାଗ ପକ୍ଷରୁ ଆଜାଦି କୀ ଅମୃତ ମହୋତ୍ସବ ଅବସରରେ ଅଞ୍ଚଳର ସମସ୍ତ ଗୃହରେ ଯେପରି ଜାତୀୟ ପତାକା ଉଡାଯାଇପାରିବ ସେହି ଲକ୍ଷ୍ୟ ନେଇ ପତାକା ବିକ୍ରି ଅଭିଯାନକୁ ତ୍ବରାନ୍ବିତ କରାଯାଇଛି। ସୋମବାର କେନ୍ଦୁଝର ମୁଖ୍ୟ ଡାକଘର ଓ ଢେଙ୍କିକୋଟ ଉପଡାକଘର ଅଧୀନ କର୍ମଚାରୀ ମାନେ ପିପିଳିଆ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟକୁ ଯାଇ ଆଜାଦି କୀ ଅମୃତ ମହୋତ୍ସବରେ ହର ଘର ତ୍ରିରଙ୍ଗା ବାର୍ତ୍ତା ପ୍ରଦାନ କରିଥିଲେ l ଏହି ଅବସରରେ +୨ ଅଧ୍ୟକ୍ଷ ନିରାକାର ସ୍ୱାଇଁ ଓ +୩ ଅଧ୍ୟକ୍ଷ ଦଇତାରୀ ମହାନ୍ତ ଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନେ ନିଜ ଘର ପାଇଁ ପତାକା କ୍ରୟ କରିଥିଲେ l

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories