www.samajalive.in
Sunday, December 7, 2025
14.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ମହାରାଷ୍ଟ୍ର କ୍ୟାବିନେଟର ଆଜି ହେବ ସଂମ୍ପ୍ରସାରଣ… ବିଜେପି ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ଶପଥ ନେବେ ୧୪ ମନ୍ତ୍ରୀ… ସକାଳ ୧୧ଟା ସମୟରେ ରାଜ ଭବନରେ ହେବ ଶପଥ ଗ୍ରହଣ… ଦେବେନ୍ଦ୍ର ଫଡନାଭିସଙ୍କୁ ମିଳିପାରେ ଗୃହ ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

(୨) ବିହାରରେ ତୁଟିପାରେ ବିଜେପି-ଜେଡିୟୁ ସମ୍ପର୍କ… ୨୦ ବର୍ଷର ରାଜନୀତି ଉପରେ ପଡ଼ିବକି ପୂର୍ଣ୍ଣଚ୍ଛେଦ… ଆଜି ଦଳର ବୈଠକ ପରେ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର… କଂଗ୍ରେସ-ଆରଜେଡି ସହ ମିଶି ସରକାର ଗଠନ କରିବା ନେଇ ହେଉଛି ଜୋରଦାର ଚର୍ଚ୍ଚା..

- Advertisement -

(୩) ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢ଼ାଉ… ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍‌ କରୁଛି ଏଫବିଆଇ ଗୁଇନ୍ଦା ସଂସ୍ଥା… ଏନେଇ ଟ୍ୱିଟ୍‌ କରି ନିଜେ ସୂଚନା ଦେଲେ ଟ୍ରମ୍ପ… କହିଲେ, ବିନା ନୋଟିସରେ ହେଉଛି ଯାଞ୍ଚ…

(୪) ସାବାଡ୍‌ ହେବେ ଅମାନିଆ… ପୁଣି ରାଜ୍ୟରେ କଡ଼ାକଡ଼ି ହେବ ହେଲମେଣ୍ଟ ଚେକିଂ… ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ… ହେଲମେଟ ଯାଞ୍ଚ ବ୍ୟତୀତ ବାଇକରେ ୩ଜଣ ଯାତ୍ରା ଓ ୧୮ ବର୍ଷରୁ କମ୍‌ ପିଲା ଗାଡ଼ି ଚଳାଉଥିଲେ ଗଣିବେ ତଣ୍ଡ…

(୫) ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା… ୪ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି… ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ବାର୍ଷିବ… ୧୪ ଜିଲ୍ଲାକୁ ଅରେଞ୍ଜ ସହ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପଣିପାଗ ବିଭାଗ…

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories