www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା… ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ କଲେ ପରିଦର୍ଶନ…. ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ‘ପ୍ରଜାତନ୍ତ୍ରର ଅମୃତ ଉତ୍ସବ’ ରେ ନିଜକୁ କରିବେ ସାମିଲ…

(୨) ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ… ଅପରାହ୍ଣ ୪ଟାରେ ପରୀକ୍ଷାଫଳ ଦେଖିପାରି​‌ବେ ଛାତ୍ରଛାତ୍ରୀ… www.odisharesults.nic.inରେ ଉପଲବ୍ଧ ହେବ ଫଳ… ଚଳିତ ବର୍ଷ କଳା ଓ ଧନ୍ଦାମୂଳକରେ ପରୀକ୍ଷା ଦେଇଛନ୍ତି ୨ଲକ୍ଷ ୩୭ ହଜାର ପରୀକ୍ଷାର୍ଥୀ… ସୂଚନା ଦେଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

- Advertisement -

(୩) ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କମାଲ ଦେଖାଉଛି ଭାରତ… ଦଶମ ଦିନରେ ହାତେଇଲା ଆଉ ୧୫ ପଦକ… ୫ସ୍ବର୍ଣ୍ଣ, ୪ ରୌପ୍ୟ, ଓ ୬ଟି ବ୍ରୋଞ୍ଜ କଲା ହାସଲ… ମୋଟ୍‌ ୫୫ ପଦକ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି ଭାରତର ନାଁ…

(୪) ରାଜ୍ୟରେ ସାମାନ୍ୟ କରୋନା ସଂକ୍ରମଣ ହ୍ରାସ… ଗତକାଲି ତୁଳନାରେ ଆଜି କମିଲା ଦୈନିକ ମାମଲା… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୬୫୨ ପଜିଟିଭ୍‌… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୭୦୪ ଆକ୍ରାନ୍ତ…. ରାଜ୍ୟରେ ମୋଟ୍‌ ପଜିଟିଭ୍‌ ସଂଖ୍ୟା ରହିଛି ୫ହଜାର ୭୯୮…

(୫) ଦେଶରେ ଚିହ୍ନଟ ହେଲେ ଆଉ ୧୬,୧୬୭ ପଜିଟିଭ୍‌… ଗୋଟିଏ ଦିନରେ ସୁସ୍ଥ ହେଲେ ୧୫, ୫୪୯ ଆକ୍ରାନ୍ତ… ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟରେ କରାଯାଉଛି ଜୋରଦାର ଟିକାକରଣ.. ବର୍ତ୍ତମାନ ଦେଶରେ ମୋଟ୍‌ ରହିଛନ୍ତି ୧ଲକ୍ଷ ୩୫ହଜାର ୫୧୦ ସକ୍ରିୟ କରୋନା ଆକ୍ରାନ୍ତ…

(୬) ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି ସୁଦୃଶଃ-ଲଘୁଚାପ କ୍ଷେତ୍ର… ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ନେଇପାରେ ଅବପାତର ରୂପ… ପରେ ଓଡ଼ିଶା-ଛତିଶଗଡ଼ ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବାର ରହିଛି ସମ୍ଭାବନା..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories