mission shakti banner

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୨୩ ଆହତ, ଫାଟିଲା ଆଇ.ଆଇ.ସିଙ୍କ ମୁଣ୍ଡ

bjd gruha runa banner

ବାଲେଶ୍ବର: ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵରରେ ତାଜିଆ ଆଖଡାରେ ଗଣ୍ଡଗୋଳ ହୋଇଛି । ଶୋଭାଯାତ୍ରା ଓ ପ୍ରବେଶ ପ୍ରସ୍ଥାନକୁ ନେଇ ୧ ଓ ୨ ନମ୍ବର ତାଜିଆ ଗୋଷ୍ଠୀ ଭିତରେ ମାରପିଟ ହୋଇଥିବା ଜଣାପଡ଼ିଛି । ଗଣ୍ଡଗୋଳର ସମାଧାନ କରିବାକୁ ଯାଇ ଟାଉନଥାନା ଅଧିକାରୀ ଆହତ ହୋଇଛନ୍ତି । ଟାଉନ୍ ଥାନା ଆଇ.ଆଇ.ସି ପର୍ଶୁରାମ ସାହୁଙ୍କ ମୁଣ୍ଡ ଫାଟିଥିବା ଜଣାପଡ଼ିଛି। ଆଖଡାର ୨୩ଜଣ ସଦସ୍ୟ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ଘଟଣାରେ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଆଜି ଏନେଇ କମିଟି ମଧ୍ୟରେ ବୈଠକ ବସିବ ବୋଲି ଜଣାପଡ଼ିଛି ।

Comments are closed.