ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସ୍ବାଧୀନତାର ଅମୃତ ମହୋତ୍ସବ ପାଳିତ

ଗଞ୍ଜାମ: ସାରା ଦେଶରେ ପାଳିତ ହେଉଛି  ୭୬ ତମ ସ୍ବାଧୀନତା ଦିବସ । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସ୍ୱାଧୀନ ଭାରତର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶର ଘରେ ଘରେ ତ୍ରିରଙ୍ଗା ମହୋତ୍ସବ ପାଳନ କରାଯାଇଛି । ଏହି ମହାନ୍…
Read More...

ବନ୍ୟା ପରିସ୍ଥିତି ମୁକାବିଲା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଛତ୍ରପୁର ଅଷ୍ଟମ ବାଟାଲିୟନ ଓଡ୍ରାଫ ଟିମ

ଗଞ୍ଜାମ: କିଛିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ନଈକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ…
Read More...

ଗୋପାଳ କୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ପ୍ରତିଷ୍ଠା ଦିବସ ପାଳିତହୋଇଯାଇଛି  । ଅଧ୍ୟକ୍ଷ ଡ.ସିଏଚ଼. ସୁଧାକରଙ୍କ ସଭାପତିତ୍ବରେ ଅନୁଷ୍ଠିତ…
Read More...

ତେଲ ନଦୀରେ ବନ୍ୟା, ବୁଡ଼ିଲା ଚାଷ ଜମି

ଟିଟିଲାଗଡ଼: ଟିଟିଲାଗଡ଼ ଅଞ୍ଚଳରେ ଗତ ପାଞ୍ଚ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜୋରନାଳ ଭର୍ତ୍ତି ହେବା ସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ତେଲ ନଦୀରେ ବନ୍ୟା ଆସିଛି । ବନ୍ୟା ଜଳ…
Read More...

ଗୋଳାବନ୍ଧ ଗସ୍ତ ସମୟରେ ଗୋପାଳପୁର ବିଧାୟକଙ୍କୁ ବିରୋଧ, ଧସ୍ତାଧସ୍ତି

ଗୋପାଳପୁର: ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳାବନ୍ଧ ଗସ୍ତ କରିବା ସମୟରେ କମଳାପୁର ଛକଠାରେ ବିଜେଡି କର୍ମୀ ମାନେ କଳାପତାକା ଦେଖାଇବା ସହ ବିରୋଧ କରିଥିଲେ ।…
Read More...

ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ଫଳ ଓ ମିଷ୍ଠାନ ବଣ୍ଟନ

ଟିଟିଲାଗଡ଼: ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଟିଟିଲାଗଡ଼ ବିଜେପି ଯୁବ ମୋର୍ଚ୍ଚା ତରଫରୁ ରାଜ୍ୟ ଯୁବ ମୋର୍ଚ୍ଚା ସଦସ୍ୟ ନରସିଂ ସିଂଙ୍କ ନେତୃତ୍ୱରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…
Read More...

ମହିଳା ମହାବିଦ୍ୟାଳୟରେ ୭୬ତମ ସ୍ଵାଧୀନତା ଦିବସ ପାଳିତ

କଣ୍ଟାବାଞ୍ଜି: ମହିଳା ମହାବିଦ୍ୟାଳୟରେ ୭୬ତମ ସ୍ଵାଧୀନତା ଦିବସ ପାଳନ କରାଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ସେ ଛାତ୍ରୀମାନଙ୍କୁ…
Read More...

ପ୍ରବଳ ବର୍ଷା ସତ୍ତ୍ୱେ ନର୍ଲାର ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା

ନର୍ଲା: ଗତ ତିନିଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ସତ୍ବେ ଆଜି ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ଦେଶର ୭୬ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ମନୋରମା…
Read More...

ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ

ଜି ଉଦୟଗିରି: ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ…
Read More...

ବିପଦ ସଂକେତ ଟପିଲା ଦେବୀ ନଦୀ; ଆତଙ୍କରେ ନଦୀକୁଳିଆ

କୋଣାର୍କ: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଦେବୀ ନଦୀ । କାକଟପୁର ବାଉରିଆ କଣ ନିକଟରେ ଦେବୀ ନଦୀ ବପଦ ସଂକେତ ଟପିଛି । ବିପଦ ସଂକେତ ୪.୯୩ ମିଟର ରହିଥିବା ବେଳେ ବର୍ତ୍ତମାନ ୫.୫ ମିଟର ଉପରେ ପ୍ରବାହିତ ହେଉଛି…
Read More...

ସଂଧ୍ୟା @୬ ମୁଖ୍ୟ ଖବର

(୧) ତଳମୁଣ୍ଡରେ ହେବ ବନ୍ୟା ନିୟନ୍ତ୍ରଣ… ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌… ବର୍ତ୍ତମାନ ୨୬ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ…ପୂର୍ବରୁ ହୀରାକୁଦରେ ୩୪ଟି ଗେଟ୍‌ ଦେଇ ହେଉଥିଲା ବନ୍ୟାଜଳ ନିଷ୍କାସନ … (୨) ଯାଜପୁର…
Read More...

କାଣି ନଦୀ ବନ୍ଧରେ ୬୦ ଫୁଟର ଘାଇ

ଯାଜପୁର: କାଣି ନଦୀ ବନ୍ଧରେ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି । ଦଶରଥପୁର ବ୍ଲକର ବ୍ରହ୍ମଚାରୀ ପାଟଣା ନିକଟ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ବେଳେ ଗାଁକୁ ବନ୍ୟା ଜଳ ପଶିଛି । ଲୋକ ମାନେ ବନ୍ୟାକୁ ନେଇ ଆତଙ୍କରେ…
Read More...

ସ୍ୱାଧୀନତା ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି: ସାରା ଭାରତବର୍ଷରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ରକ୍ତ ଭଣ୍ଡାର କଣ୍ଟାବାଞ୍ଜି ଠାରେ ନିଫା ଓ ଜୁନିୟର ରେଡକ୍ରସର ମିଳିତ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ +୩ ଫାଇନାଲ ସେମିଷ୍ଟାର ରେଗୁଲାର ଏବଂ ବେକ୍ ପରୀକ୍ଷା ଫଳ ପ୍ରକାଶିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ +୩ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ଫାଇନାଲ ସେମିଷ୍ଟାର ରେଗୁଲାର ଓ ବେକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପ୍ରକାଶିତ ୨୦୧୯- ୨୨ ବେଚ୍ ପରୀକ୍ଷା ଫଳ ଅନୁଯାୟୀ …
Read More...

ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ

ବାଙ୍କୀ: ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀ ଅଞ୍ଚଳର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପ୍ରଥମେ ସୁବର୍ଣ୍ଣପୁର ପଞ୍ଚାୟତ ଅଧିନ ଘୋଡାବର ଗ୍ରାମରେ ପହଞ୍ଚି ହୁଳୁହୁଳା ସେତୁ ଉପରେ…
Read More...

ସରଣ୍ଡାଗଡରେ ନିରାଡମ୍ବର ସ୍ୱାଧୀନତା ଦିବସ ପାଳିତ

ବାଙ୍କୀ: ଅଂଶୁପା କନିଷ୍ଠ ମହାବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ୭୬ତମ ସ୍ୱାଧୀନତା ଦିବସ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ସରଣ୍ଡାଗଡ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଆୟୋଜିତ ସରଣ୍ଡାଗଡ ସ୍ତରୀୟ ସ୍ୱାଧୀନତା…
Read More...

ବାଙ୍କୀ ଉପଖଣ୍ଡରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବାଙ୍କୀ: ସ୍ଥାନୀୟ କଚେରୀ ପଡିଆ ଠାରେ ବାଙ୍କୀ ଉପଖଣ୍ଡ ସଦର ମହକୁମାର ୭୬ତମ ସ୍ୱାଧୀନତା ଦିବସ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ପ୍ରତ୍ୟୁଷରୁ ବାଙ୍କୀ ଏନ.ଏ.ସି…
Read More...

ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌

ଭୁବନେଶ୍ବର: ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌ । ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ କରିବାକୁ ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଡ୍ୟାମରେ ୮ଟି ଗେଟ୍‌ ବନ୍ଦ ହେବା ଯୋଗୁ…
Read More...

ଜାମୁଡଝୁଲା ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଉଡ଼ିଲା ତ୍ରିରଙ୍ଗା

ତୁରେକେଲା ବ୍ଲକ ଜାମୁଡଝୁଲା ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ  ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଜିଲ୍ଲା ବିଜେପି ସଭାପତି ଶିବାଜୀ…
Read More...

ରେତ ପ୍ରକଳ୍ପରୁ ବନ୍ୟାଜଳ ନିଷ୍କାସନ ପାଇଁ ଖୋଲିଲା ୪ଟି ଗେଟ୍

ନର୍ଲା:ପ୍ରଥମ ଥର ପାଇଁ ରେତ ଜଳ ସେଚନ ପ୍ରକଳ୍ପରୁ ଆଜି ବନ୍ୟାଜଳ ନିଷ୍କାସନ କରାଯାଇଛି । ଏହି ପ୍ରକଳ୍ପ ନିର୍ମାଣ ହେବା ଦିନଠାରୁ ଚଳିତ ବର୍ଷର ବର୍ଷାରେ ପ୍ରଥମଥର ବନ୍ୟାଜଳ ନିଷ୍କାସନ ପାଇଁ ୪ଟି ଗେଟ୍ ଖୋଲାଯାଇଛି ।…
Read More...

ଷ୍ଟେଟ ବ୍ୟାଙ୍କରେ ପାଳିତ ହେଲା ୭୬ତମ ସ୍ୱାଧୀନତା ଦିବସ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ଶାଖାର ମୁଖ୍ୟ ପ୍ରବନ୍ଧକ ସୁଶାନ୍ତ କୁମାର ଦାସ ଜାତୀୟ ପତାକା ଉତ୍ତୋଳନ କରିଵା ପରେ ଜାତୀୟ…
Read More...

ହରଭଙ୍ଗାରେ ବନ୍ୟା ବିତ୍ପାତ; ପାଣି ଘେରରେ ୬୫ଟି ଗାଁ

ହରଭଙ୍ଗା: ପ୍ରବଳ ବର୍ଷାରେ ବେହାଲ ହୋଇଛି ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଳାର ହରଭଙ୍ଗା ବ୍ଲକରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି । ବନ୍ୟା ପାଣି ଯୋଗୁ ମୋଟ୍‌ ୬୫ଟି ଗାଁ ପ୍ରଭାବିତ ହୋଇଛି । ବିଶେଷକରି ହରଭଙ୍ଗା,…
Read More...

ଦିନ @୩ ମୁଖ୍ୟ ଖବର

(୧) ଦେଶ ପାଳୁଛି ୭୬ ତମ ସ୍ବାଧୀନତା ଦିବସ… ଦିଲ୍ଲୀର ଲାଲକିଲ୍ଲାରେ ଫରଫର ହୋଇ ଉଡ଼ିଲା ତ୍ରିରଙ୍ଗା… ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…. ଜୟ ଜୟରେ ପ୍ରକମ୍ପିତ ହେଲା…
Read More...

ବାଣିଜ୍ୟ ଓ ଅର୍ଥନୀତି ବିଭାଗର ଶ୍ରେଣୀ ଗୃହ ଉଦଘାଟିତ

କଣ୍ଟାବାଞ୍ଜି: ମହିଳା ସ୍ନାତକ ମହାବିଦ୍ୟାଳୟର ବାଣିଜ୍ୟ ଓ ଅର୍ଥନୀତି ବିଭାଗ ଶ୍ରେଣୀ ଗୃହ ଉଦଘାଟନ କରାଯାଇଛି ।  ମାନ୍ୟବର କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ଉକ୍ତ ଶ୍ରେଣୀ ଗୃହ…
Read More...

ଜିଲ୍ଲାପାଳଙ୍କ ବାଙ୍କୀ ବନ୍ୟା ସ୍ଥିତି ଅନୁଧ୍ୟାନ

ବାଙ୍କୀ : ପ୍ରବଳ ଲଗାଣ ବର୍ଷା ଏବଂ ହୀରାକୁଦର ବନ୍ୟାଜଳ ପ୍ରଭାବରେ ମହାନଦୀରେ ଏକ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ସନ୍ଧ୍ୟାରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ…
Read More...

ହରଭଙ୍ଗା ତହସିଲର ୧୦ରୁ ଅଧିକ ଗାଁ ପାଣିଘେରରେ

ହରଭଙ୍ଗା : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରର ୩୪ଟି ଗେଟରେ ଜଳ ନିଷ୍କାସନ ସାଙ୍ଗକୁ ମହାନଦୀରେ ଦୁଇଦିନ ହେଲା ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି।…
Read More...

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ସହିଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା

ମାଲକାନଗିରି :  ଆଜାଦୀ କା ଅମୃତ ମହୋତ୍ସହବ ପାଳନ ଅବସରରେ ମାଓବାଦୀଙ୍କ ସହିଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା  ପତାକା। ଆଜି ଚିତ୍ରକୋଣ୍ଡାରେ ସ୍ୱାଭିମାନ ଅଞ୍ଚଳରେ ଖଜୁରୀଗୁଡା, ଦରଲାବେଡା, ବିହାନଗୁଡି ତଥା ସ୍ୱାଭିମାନ…
Read More...

ବିଶ୍ବ କଲ୍ୟାଣ ଓ ଆର୍ୟୁବେଦ : ଜ୍ଞାନ ରଞ୍ଜନ

ପାରମ୍ପରିକ ଚିକିତ୍ସା ପଦ୍ଧତି ଆୟୁର୍ବେଦକୁ ବିଶ୍ୱ ବ୍ୟାପି  କରିବା ପାଇଁ ଭାରତ ପ୍ରୟାସ ଜାରି ରଖିଛି। କରୋନା କାଳରେ ଆୟୁର୍ବେଦର ପ୍ରଭାବକୁ ସମଗ୍ର ବିଶ୍ବ ଅନୁଭବ କରିଛି । ଯେଉଁଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ…
Read More...

ବର୍ଷେ ପରେ ହତ୍ୟାକାରୀ ସ୍ୱାମୀ ଓ ସହଯୋଗୀ ଗିରଫ

ଗଞ୍ଜାମ : ଗଞ୍ଜାମ ସହରର ଗ୍ରାସୀମ କମ୍ପାନୀ ନିକଟ ଋଷିକୂଲ୍ୟା ନଦୀ ନିକଟରୁ ଗତ ବର୍ଷ ଅଗଷ୍ଟ ୨୮ ତାରିଖରେ ଉଦ୍ଧାର ହୋଇ ଥିବା ଜଣେ  ଯୁବତୀଙ୍କ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ଗଂଜାମ ଥାନା ପୁଲିସ । ଏହା ଏକ…
Read More...

ବିଜେପି ପକ୍ଷରୁ ଅମୃତ ମହୋତ୍ସବ ପାଳିତ

ସିମୁଳିଆ :  ସିମୁଳିଆ ବିଜେପି ପକ୍ଷରୁ ୭୫ବର୍ଷ ପୁର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ବାଲେଶ୍ବର ଜିଲ୍ଲା ସିମୁଳିଆ ବିଜେପି ପକ୍ଷରୁ ଯୁବନେତା ନୀଳମାଧବ ପଣ୍ଡାଙ୍କ ନେତୃତ୍ୱରେ ୭୫ବର୍ଷ…
Read More...

ଧାମନଗର ସୀମାନ୍ତ ବୈତରଣୀ ନଦୀରେ ପ୍ରଥମ ବନ୍ୟା

ଦୋବଲ :  ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ଧାମନଗର ସୀମାନ୍ତ ଦେଇ ପ୍ରଭାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଫଳରେ ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି । ଭଣ୍ଡାରିପୋଖରୀ ବ୍ଲକର…
Read More...

ଭାରତ ଛାଡ ଭଳି ‘ଭାରତ ଯୋଡ’ ଅଭିଯାନ ହେଉଛି ଆଜିର ଆହ୍ୱାନ : ରାଜ୍ୟପାଳ

ଭୁବନେଶ୍ୱର : ସ୍ୱାଧୀତାର ଅମୃତ ମହୋତ୍ସବ ଉପଲକ୍ଷେ ସ୍ୱାଧୀତାର ଅମୃତ ମହୋତ୍ସବ ସମାରୋହ ସମିତି, ଓଡିଶା ପୂର୍ବପ୍ରାନ୍ତ ଦ୍ୱାରା ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଶିଷ୍ଟ ଲେଖକ…
Read More...

ରାୟଗଡା-କୋରାପୁଟ ରେଳ ପଥରେ ଗଛ ପଡି ରାସ୍ତା ଅବରୋଧ

ରାୟଗଡା : ଲଘୁଚାପ ଜନିତ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲା ସିକରପାଇ ଠାରୁ କେଉଟଗୁଡା ରେଳପଥରେ ମାଟି ଅତଡା ଧସିବା ଗଛ ପଡି ରେଳ ଚଳାଚଳ ବ୍ୟାହତ ହେଇଥିଲା । ସେହିପରି ରେଳ  ଲାଇନ ଉପରେ ଥିବା ଇଲେକ୍ଟ୍ରିକ ତାର ଛିଣ୍ଡି…
Read More...

ସୁଆଣ୍ଡୋରେ ପହଞ୍ଚିଲା ତ୍ରିରଙ୍ଗା ଯାତ୍ରା 

ସୁଆଣ୍ଡୋ :  ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ପୁରୀଜିଲା ପିପିଲିରୁ ବାହାରିଥିବା ତ୍ରିରଙ୍ଗା ଯାତ୍ରା ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋରେ ପହଞ୍ଚିଥିଲା। ପୁରୀ ଜିଲା ଛତୁ ମହାସଂଘ…
Read More...

ଭାରତବର୍ଷର ଗୌରବମୟ ଇତିହାସର ଶ୍ରୀବୃଦ୍ଧି କରୁଛନ୍ତି ମୋଦୀ ସରକାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପ୍ରଦର୍ଶନୀରେ ସ୍ଥାନିତ ବିଭାଜନ ସମୟର କରୁଣ ଫଟୋଚିତ୍ରକୁ ଦେଖିବାକୁ ନାଗରକିକଙ୍କୁ ନିବେଦନ  ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ତ୍ରିରଙ୍ଗା ଦେଇ ସମ୍ମାନିତ କରିବା ସହ ମହାମହିମ…
Read More...

ହର୍‍-ଘର୍‍-ତ୍ରିରଙ୍ଗା ଅଭିଯାନ ପ୍ରତି ସାରା ଦେଶରେ ଉଚ୍ଛ୍ୱସିତ ସମର୍ଥନ

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚାଲିଛି ହର୍‍-ଘର୍‍-ତ୍ରିରଙ୍ଗା ଅଭିଯାନ। ଶନିବାର ଠାରୁ ଆରମ୍ଭ ହୋଇଥିବା ହର୍‍-ଘର୍‍-ତ୍ରିରଙ୍ଗା ଅଭିଯାନ ପ୍ରତି ସାରା ଦେଶରେ ଉଚ୍ଛ୍ୱସିତ ସମର୍ଥନ ମିଳିଛି । ନିଜ ନିଜ ଘରେ ତ୍ରିରଙ୍ଗା…
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ୧୦୮୨ ପୁଲିସ କର୍ମୀଙ୍କୁ ପଦକ

ଓଡ଼ିଶାର ୨ ପୁଲିସ କର୍ମୀଙ୍କୁ ସାହସିକତା ପାଇଁ ପୁଲିସ ପଦକ ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ପୁଲିସ ଅଧିକାରୀଙ୍କୁ  ରାଷ୍ଟ୍ରପତି ପୁଲିସ ପଦକ  ୧୧ ଜଣ ଓଡ଼ିଶା ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ…
Read More...

ରାତି ୭ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ :  ୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରକୁ ସମ୍ବୋଧନ କରିବେ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଏହା ଆଜି ରାତି ୭ଟାରେ ପ୍ରସାରିତ…
Read More...

ଧସିଲା ମାଟି ଅତଡ଼ା; ଅଟକି ରହିଛି ସମଲେଶ୍ୱରୀ ଏକ୍ସପ୍ରେସ୍‌

ରାୟଗଡ଼ା: ଲଗାଣ ବର୍ଷା ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିକରପାଇ ରେଳ ଷ୍ଟେସନ ନିକଟରେ ମାଟି ଅତଡ଼ା ଧସିଥିବା ସୂଚନା ମିଳିଛି । ରେଳ ଧାରଣରେ ମାଡି ଅତଡ଼ା ଧସିଥିବାରୁ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଷ୍ଟେସନ…
Read More...

ମହାନଦୀରେ ଆସୁଛି ମଧ୍ୟମ ଧରଣ ବନ୍ୟା: ଏସଆରସି

ଭୁବନେଶ୍ୱର: ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା କରିବା ପରେ ଗଣମାଧ୍ୟମ ଅଗରେ ଏସଆରସି ପ୍ରତିକ୍ରିୟା ରଖିଛନ୍ତି । ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆସୁଛି ବୋଲି କହିଛନ୍ତି ଏସଆରସି । ତାହା ସହ କାଲି ସଂଧ୍ୟା ସୁଦ୍ଧା…
Read More...

ଭଟ୍ଟାରିକା ପୀଠରେ ମହାନଦୀର ବନ୍ୟାଜଳ

ବଡ଼ମ୍ବା: ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଦ୍ୱାରା ମହାନଦୀର ଜଳସ୍ତର ବଢୁଛି । ଶନିବାର ଅପରାହ୍ଣ ପ୍ରାୟ ସାଢେ ୪ଟା ସମୟରେ ବନ୍ୟାଜଳ ମହାନଦୀକୂଳ ପ୍ରସିଦ୍ଧ ମା’ ଭଟ୍ଟାରିକାଙ୍କ…
Read More...

ଲଗାଣ ବର୍ଷାରେ ଭୁଶୁଡିଲା ପୋଡାଖୋଲ ପୋଲ

କଲମପୁର: ଲଗାଣ ବର୍ଷାରେ ଭୁଶୁଡି ପଡ଼ିଲା ପୋଡାଖୋଲ ପୋଲ । ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ପିପଲଗୁଡା ଛକ ଠାରୁ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ ସହ ଆମପାଣି ଠାରେ ସଞ୍ଜୋଗ ହେଉଥିବା ପୋଡାଖୋଲ ପୋଲ ଭୁଶୁଡି ଯାଇଛି…
Read More...

ଭୁଶୁଡ଼ିଲା ଅସ୍ଥାୟୀ ପୋଲ, ଯାତାୟାତ ବିଚ୍ଛିନ୍ନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍.ଏ.ସି କାର୍ଯ୍ୟାଳୟରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ନିର୍ମାଣ ଚାଲିଛି  ବୈମାନ ଟିକ୍ରା ବିଜୁ ସେତୁ । ଦୀର୍ଘ ଦିନ ହେଲା ଏହି ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଆଜି…
Read More...

ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ 

କ. ନୂଆଗାଁ: ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ…
Read More...

ବନ୍ୟା ସ୍ଥିତିର ସମୀକ୍ଷା କଲେ ବିଧାୟକ ରୁଦ୍ରପ୍ରତାପ ମହାରଥୀ

ପିପିଲି:  ଆଜି ପୂର୍ବାହ୍ନରେ ପିପିଲି ବ୍ଲକ ଅନ୍ତର୍ଗତ ସରସ୍ବତୀପୁର ପଞ୍ଚାୟତର ଦକ୍ଷିଣସାହି, ଘଣ୍ଟସୁକଳ, ରଥପୁରୁଷୋତ୍ତମପୁର ପଞ୍ଚାୟତର ରଥପୁରୁଷୋତ୍ତମପୁର ଖଇରକୁଣ୍ଡ, ରୂପଦେଇପୁର ପଞ୍ଚାୟତର ରୂପଦେଇପୁର ଓ ମୌଜିବେଗ…
Read More...

ତୁରେକେଲାରେ ହର ଘର ତ୍ରିରଙ୍ଗା ଯାତ୍ରା

କଣ୍ଟାବାଞ୍ଜି: ଭାରତ ସ୍ୱାଧୀନ ହେବାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାନ କରାଯାଉଛି । ଏହି ଅବସରରେ ଶନିବାର ତୁରେକେଲା ବ୍ଲକ ହେଡ…
Read More...

ଲଗାଣ ବର୍ଷାରେ ହରଭଙ୍ଗି ନଦୀରେ ଭାସିଗଲା ଅସ୍ଥାୟୀ ପୋଲ, ୪ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ମୋହନା: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ୨ଦିନ ଧରି ବର୍ଷା ଲାଗିରହିଛି । ଲଗାଣ ବର୍ଷା ପ୍ରଭାବରେ ହରଭଙ୍ଗି ନଦୀର ଜଳସ୍ତର ବୃଦ୍ଧି ପାଇ ମୋହନା ନାରାୟଣ ନଗର ନିକଟରେ ଥିବା ଏକ ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି । ଫଳରେ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗିତକାଲି ଅପରାହ୍ନରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏନଏସଏସ ଓ କ୍ରୀଡ଼ା ପରିଷଦ ମିଳିତ ଆନୁକୂଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ…
Read More...

ଗଞ୍ଜାମ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ  ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ  ସମ୍ବର୍ଦ୍ଧନା ଏବଂ  ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ…
Read More...

ପ୍ରବଳ ବର୍ଷା ସତ୍ବେ ସଫଳତାର ସହିତ ସମ୍ପନ୍ନ ହେଲା ତିରଙ୍ଗା ଯାତ୍ରା

ସମ୍ବଲପୁର:  ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଚାଲିଛି ‘ଆଜାଦି କା ଆମୃତ ମହୋତ୍ସବ’ କାର୍ଯ୍ୟକ୍ରମ । ବର୍ଷ ତମାମ ଅନେକ ସରକାରୀ ବେସରକାରୀ କାର୍ଯ୍ୟକ୍ରମ ଓ ଯୋଜନାମାନ ହାତକୁ ନିଆଯାଇଛି ।…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଅବପାତର ରୂପନେଲା ସୁଦୃଶ୍ୟ ଲଘୁଚାପ… ବାଲେଶ୍ୱର ଠାରୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ… ଦୀଘାର ଦକ୍ଷିଣ ପୂର୍ବରେ ୧୦ କିମି ଦୂରରେ ଅବପାତ… ଆସନ୍ତା ୬ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା.. ସୂଚନା ଦେଲା…
Read More...

ଡରାଉଛି ହୀରାକୁଦ; ୬୧୬.୬୦ ଫୁଟ୍‌ ରହିଛି ଜଳସ୍ତର

ସମ୍ବଲପୁର:  ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ଜଳସ୍ତର ବଢ଼ିବାରେୀ ଲାଗିଛି । ଫଳ​‌ରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୬୦ ଫୁଟ୍‌ ରହିଛି ବୋଲି…
Read More...

ବନ୍ୟା ଆଶଙ୍କା ଦୃଢ଼ୀଭୂତ: ଉମାଶଙ୍କର ଦାସ

ଭୁବନେଶ୍ୱର: ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ରାଜ୍ୟରେ ଆହୁରି ୨୪ ଘଣ୍ଟା ବର୍ଷିବା ନେଇ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଉପର ଓ ତଳ ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ବନ୍ୟା ଆଶଙ୍କା କରାଯାଉଛି…
Read More...

ଆଜି ମୁଣ୍ଡୁଳି ଅତିକ୍ରମ କରିବ ମହାନଦୀ ବନ୍ୟାଜଳ

ଭୁବନେଶ୍ୱର: ଆଜି ମୁଣ୍ଡୁଳି ଅତିକ୍ରମ କରିବ ମହାନଦୀ ବନ୍ୟାଜଳ । ହୀରାକୁଦ ଡ୍ୟାମର ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଆଜି ମୁଣ୍ଡି ଅତିକ୍ରମ କରିବ ବୋଲି କୁହାଯାଇଛି ।  ଫଳରେ ରାଜ୍ୟରେ ଛୋଟ ଧରଣ…
Read More...

ଦିନ ସାଢ଼େ ୧୧ଟାରେ ବନ୍ୟାସ୍ଥିତି ନେଇ ସମୀକ୍ଷା କରିବେ ଏସଆରସି

ଭୁବନେଶ୍ୱର: ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା କରିବେ ଏସଆରସି । ଆଜି ଦିନ ସାଢ଼େ ୧୧ଟାରେ ସମ୍ଭାବ୍ୟ ବନ୍ୟାକୁ ନେଇ ବିଭିନ୍ନ ଅଧିକାରୀଙ୍କ ସହ ଏସଆରସି ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ ବିଭିନ୍ନ…
Read More...

ଉପର ମୁଣ୍ଡରେ ଅସମ୍ଭାଳ ସ୍ଥିତି; ମହାନଦୀରେ ବଡ଼ ବଢ଼ି ଆଶଙ୍କା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଅବାପାତ ରୂପ ନେବ। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ…
Read More...

ଚୀନ୍‌ରେ ଆର୍ଥିକ ମାନ୍ଦାବସ୍ଥା; ୧୦ ହଜାର କର୍ମଚାରୀଙ୍କୁ ଛଟେଇ

ବେଜିଂ: ଚୀନ୍‌ରେ ଅଧିକାଂଶ ବୃହତ୍‌ ବ୍ୟାବସାୟିକ ପ୍ରତିଷ୍ଠାନ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଚୀନ୍‌ର ଖ୍ୟାତନାମା କମ୍ପାନୀ ଆଲିବାବା ଗତ ଜୁନ୍‌ ମାସରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। କେବଳ…
Read More...

କେମିତି ରଖିବେ ପରିବାରକୁ ଖୁସି ?

କୌଣସି ସମ୍ପର୍କ ସୁଦୃଢ ରହିବା ପାଇଁ ଉଭୟ ପକ୍ଷରୁ ପ୍ରୟାସ ରହିବା ଜରୁରୀ। ଯଦି ଗୋଟିଏ ପକ୍ଷର ବି ବିଶ୍ବାସ ଦୁର୍ବଳ ହୋଇଯାଏ, ତେବେ ସମ୍ପର୍କରେ ତିକ୍ତତା ଆସିବା ସ୍ବାଭାବିକ। କୁହାଯାଏ, ଥରେ ସମ୍ପର୍କ ଦୁର୍ବଳ ହୋଇପଡିଲେ…
Read More...

ସାପ୍ତାହିକ ରାଶିଫଳ ରବିବାର (୧୪/୦୮/୨୦୨୨)

ମେଷ: ରବିବାର ଓ ସୋମବାର ଭ୍ରମଣପ୍ରିୟ ହେବେ । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବନ୍ଧୁଙ୍କ ସହଯୋଗ ପ୍ରାପ୍ତି । ଶୁକ୍ରବାର ଓ ଶନିବାର ପାରିବାରିକ ଆନନ୍ଦପ୍ରାପ୍ତ କରିବେ । ପରୋପକାରୀ ହେବେ । ମହିଳା ଓ ବିଦ୍ୟାର୍ଥୀ…
Read More...

ବିକାଶରେ ଅଂଶୀଦାରଙ୍କ ସହଭାଗିତା

ପଞ୍ଚଦଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଏନ. କେ ସିଂଙ୍କ ପୁସ୍ତକ “ରିକ୍ୟାଲିବ୍ରେଟ : ଚେଞ୍ଜିଂ ପାରାଡାଇମ୍ସ”ରେ ଭାରତର ପ୍ରଗତି ଏବଂ ସାମ୍ପ୍ରତିକ ବିକାଶ ଲକ୍ଷ୍ୟର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ…
Read More...

ଖାଦ୍ୟ ସ୍ବାବଲମ୍ବନରେ ସଫଳତା

ଆଜି ଭାରତବର୍ଷ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ଏବଂ ଏହାକୁ ଆଜାଦୀ କି ଅମୃତ ମହୋତ୍ସବ ଭାବେ ଅଭିହିତ କରାଯାଇଛି। ପଞ୍ଚସ୍ତରି ବର୍ଷ ତଳେ ଆଜିର ଦିନ ଆର୍ଦ୍ଧରାତ୍ରରେ ପଣ୍ଡିତ ନେହେରୁଙ୍କ ‘ଟ୍ରାୟଷ୍ଟ ୱିଥ…
Read More...

ସକାଳ @୯ ମୁଖ୍ୟ ଖବର

(୧) ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା କରିବେ ଏସଆରସି… ଦିନ ସାଢ଼େ ୧୧ଟାରେ ସମ୍ଭାବ୍ୟ ବନ୍ୟାକୁ ନେଇ ବିଭିନ୍ନ ଅଧିକାରୀଙ୍କ ସହ କରିବେ ଆଲୋଚନା… ବୈଠକରେ ଉପସ୍ଥିତ ରହିବେ ଜଳସମ୍ପଦ, ଅଗ୍ନିଶମ ଓ ଓଡ୍ରାଫ୍‌ ଅଧିକାରୀ……
Read More...

ଓଡ଼ିଶାରେ ହେବ ଆନ୍ତଃରାଜ୍ୟ ଜିଏସ୍‌ଟି ସବ-କମିଟି ବୈଠକ

ଭୁବନେଶ୍ୱର: ଆସନ୍ତା ୧୭ରେ ଆନ୍ତଃରାଜ୍ୟ ଦ୍ରବ୍ୟ ଓ ସେବାକର(ଜିଏସଟି) ସବ-କମିଟି ବୈଠକ ଓଡ଼ିଶାରେ ଅନୁଷ୍ଠିତ ହେବ। ଲୋକସେବା ଭବନରେ ଅପରାହ୍ଣ ୩ଟାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ହରିୟାଣା ଉପମୁଖ୍ୟମନ୍ତ୍ରୀ…
Read More...

କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ କଂଗ୍ରେସର ଗର୍ଜନ

ଭୁବନେଶ୍ୱର: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ୨୩ରୁ ରାଜ୍ୟବ୍ୟାପୀ “ମହଙ୍ଗାଇ ପର ଚର୍ଚ୍ଚା” ସହ ୨୮ରେ ଦିଲ୍ଳୀଠାରେ “ମହଙ୍ଗାଇ ପର୍‌ ହାଲ୍ଲା ବୋଲ୍‌- ଦିଲ୍ଲୀ…
Read More...

ଆଜି ବିଜେପି ପାଳିବ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’

ଭୁବନେଶ୍ୱର: ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରିବାକୁ ବିଜେପି ତରଫରୁ ନିଷ୍ପତ୍ତି ନିଆଯାଇ ଛି। ଦେଶ ବିଭାଜନରେ ବିସ୍ଥାପିତ ହୋଇଥିବା ଏବଂ ବଳିଦାନ ଦେଇଥିବା ଭାଇଭଉଣୀଙ୍କ…
Read More...

ଟେଷ୍ଟ ମାନ୍ୟତାରେ ରୁଟ୍‌ଙ୍କୁ ପଛରେ ପକାଇ ପାରିବେ ଆଜମ୍‌ : ଜୟବର୍ଦ୍ଧନେ

ଦୁବାଇ: ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଇଂଲଣ୍ଡର ଜୋ ରୁଟ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି। ଗତ ଜୁନ୍‌ରୁ ସେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ତାଙ୍କୁ ସ୍ଥାନଚ୍ୟୁତ କରିବାର ଦକ୍ଷତା ପାକିସ୍ତାନ କ୍ରିକେଟ୍‌ ଦଳର ଅଧିନାୟକ…
Read More...

ସାକିବ୍‌ ବାଂଲାଦେଶ ଟ୍ବେଣ୍ଟି୨୦ ଦଳର ଅଧିନାୟକ

ଢାକା: ଅଭିଜ୍ଞ ଅଲ୍‌ରାଉଣ୍ଡର ସାକିବ୍‌ ଉଲ୍‌ ହାସନ ବାଂଲାଦେଶ ଟ୍ବେଣ୍ଟି୨୦ କ୍ରିକେଟ ଦଳର ନୂତନ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସାକିବ୍‌ଙ୍କୁ ଆଗାମୀ ଏସିଆ କପ୍‌ ଓ ଟ୍ବେଣ୍ଟି୨୦ ବିଶ୍ବକପ ପର୍ଯ୍ୟନ୍ତ ବାଂଲାଦେଶ…
Read More...

ଇଣ୍ଡିଜ୍‌ ବିପକ୍ଷ ଟି୨୦ ଶୃଙ୍ଖଳା ଜିତିଲା ନ୍ୟୁଜିଲାଣ୍ଡ

କିଙ୍ଗଷ୍ଟନ: କ୍ରମାଗତ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାରକରି ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ଜିତିନେଇଛି। ଶୁକ୍ରବାର ରାତିରେ ଖେଳା…
Read More...

ଏସିଆ କପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କଲେ କୋହଲି

ମୁମ୍ବାଇ: ୟୁଏଇରେ ଚଳିତ ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି ଏସିଆ କପ କ୍ରିକେଟ। ଏଥିପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ଗସ୍ତରୁ ଦଳଠାରୁ ଦୂରେଇ…
Read More...

ସୃଷ୍ଟି ହେଲା ଲଘୁଚାପ ! ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା

ଭୁବନେଶ୍ବର : ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସୁଦୃଶଃ ଲଘୁଚାପ ଏବଂ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ…
Read More...

ବଢୁଛି ହୀରାକୁଦ ଜଳସ୍ତର ; ଖୋଲିଲା ୨୮ଟି ଗେଟ୍

ହୀରାକୁଦ :  ହୀରାକୁଦ ଜଳଭଣ୍ଡାରର  ବୃଦ୍ଧି ପାଇବାରେ ଲାଗିଛି । ଲଘୁଚାପ ବର୍ଷା ଓ ବନ୍ୟା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ୨୮ଟି ସ୍ଲୁଇସ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଶନିବାର ପୂର୍ବାହ୍ନରୁ ଅପରାହ୍ନ ମଧ୍ୟରେ ୮ଟି…
Read More...

ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଓ ମେଧା ସମ୍ବର୍ଦ୍ଧନା

ସୁଆଣ୍ଡୋ :  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟର ୧୧୪ ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ମୁଖ୍ୟ ଅତିଥି…
Read More...

ବଡ଼ମ୍ବା ସେଣ୍ଟଜାଭିୟର୍ସ ସ୍କୁଲରେ ଆଜାଦୀ କା ଅମୃତ ମହୋତ୍ସବ

ବଡ଼ମ୍ବା :  ବଡ଼ମ୍ବା ଖମାରସାହିସ୍ଥିତ ସେଣ୍ଟଜାଭିୟର୍ସ ସ୍କୁଲରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି। ସ୍କୁଲର ଅଧ୍ୟକ୍ଷ ବ୍ରଜବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି…
Read More...

ହାତୀଦାନ୍ତ ବେପାରୀ ଗିରଫ, ବଡ଼ମ୍ବାରୁ କଲିକତା ଲିଙ୍କ୍

ବଡ଼ମ୍ବା : ଏସଟିଏଫ୍ ଦ୍ୱାରା ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ଜବତ୍ ହେବାପରେ ବନବିଭାଗ ବିଶେଷକରି ଆଠଗଡ଼ ବନଖଣ୍ଡ ଏହାର ତଦନ୍ତକୁ ତ୍ୱରାନିତ କରିଛି। ଘଟଣାରେ  ସଂଶ୍ଳିଷ୍ଟ ଶିକାରୀ ଏବଂ ସହଯୋଗକାରୀଙ୍କ ଗିରଫଦାରୀ…
Read More...

ଲଗାଣ ବର୍ଷା ସାଙ୍ଗକୁ ଫୁଲୁଛି ମହାନଦୀ

ତିଗିରିଆ :  ଗତ ୭ତାରିଖ ଅପରାହ୍ଣରୁ କ୍ରମାଗତ ଭାବେ ତିଗିରିଆ ଅଞ୍ଚଳରେ ବର୍ଷା ଲାଗି ରହିଛି । ବର୍ଷାରେ ସମଗ୍ର ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଗୋଟିଏ ପଟେ ଧାନଚାଷକୁ ନେଇ କୃଷି କ୍ଷେତ୍ରରେ କୃଷକ ଓ କୃଷି…
Read More...

ବାଙ୍କୀ ବ୍ଲକର ବିଭିନ୍ନ ସ୍କୁଲରେ କୃମି ନାଶକ ଦିବସ ପାଳିତ

ବାଙ୍କୀ : ବାଙ୍କୀ ବ୍ଲକର ବିଭିନ୍ନ ସ୍କୁଲରେ ଜାତୀୟ କୃମି ନାଶକ ଦିବସ ଅବସରରେ ୧ବର୍ଷରୁ ୧୯ବର୍ଷ ପୁଲା ମାନଙ୍କୁ କୃମି ନାଶକ ବଟିକା ଖାଇବାକୁ ଦିଆଯାଇଛି। ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ତୁଳସୀପୁର…
Read More...

ଦେଶରେ ଆଉ ୧୫ ହଜାର ୮୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ମଧ୍ୟ କରୋନା ସଂକ୍ରମଣ କମିବାରେ ଲାଗିଛି । ଦିନକରେ ଆଉ ୧୫ ହଜାର ୮୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୨ ଲକ୍ଷ ୩୯ ହଜାର ୩୭୨କୁ ବୃଦ୍ଧି…
Read More...

ହରଡ ଡାଲିର ମହଜୁଦ ପରିମାଣ ଜଣାଇବା ବାଧ୍ୟତାମୂଳକ ; ସବୁ ବଡ ବ୍ୟବସାୟୀ ଓ ମହଜୁଦକାରୀ ତଥ୍ୟ ଦେବାକୁ ବାଧ୍ୟ

ନୂଆଦିଲ୍ଲୀ :  ହରଡ ଡାଲି ସମେତ ବିଭିନ୍ନ ପ୍ରକାର ଡାଲିର ଉପଲବ୍ଧତା ଓ ମୂଲ୍ୟ ଉପରେ କେନ୍ଦ୍ର ସରକାରଙ୍କ ସତର୍କ ଦୃଷ୍ଟି ରଖିଛନ୍ତି । କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଶୁକ୍ରବାର ଏହି ମର୍ମରେ ସବୁ ରାଜ୍ୟ ଓ…
Read More...

ହ୍ରାସ ପାଉଛି ସଂକ୍ରମଣ

ଭୁବନେଶ୍ବର :  ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ।  ଦିନକରେ ଆଉ ୪୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୮ ଜିଲ୍ଲା ଓ ଷ୍ଟେଟ ପୁଲରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୩୭,…
Read More...

ରାଜ୍ୟଗୋଷ୍ଠୀ ପଦକ ବିଜେତାମାନଙ୍କୁ ଆଜି ଆପ୍ୟାୟିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପଦକ ବିଜେତାମାନଙ୍କୁ ଆପ୍ୟାୟିତ କରିବେ । ସମ୍ପ୍ରତି…
Read More...

ନବ ଦମ୍ପତିଙ୍କୁ ପରିବାର ନିୟୋଜନ ଉପହାର କିଟ୍‌

ଭୁବନେଶ୍ବର : ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପରିବାର ନିୟୋଜନ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଯୁବଦମ୍ପତି, ବିଶେଷକରି ନବବିବାହିତଙ୍କୁ ଏଦିଗରେ ପ୍ରୋତ୍ସାହିତ କରିବା ତଥା ପ୍ରବର୍ତ୍ତାଇବା ପାଇଁ ଜାତୀୟ ସ୍ବାସ୍ଥ୍ୟ…
Read More...

ଦେଶର ୭୫ଟି ଜେଲରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ :  ମହର୍ଷି ଶ୍ରୀ ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ…
Read More...

ଆଜି ଏନଆଇଟି ରାଉରକେଲାର ସମାବର୍ତ୍ତନ ସମାରୋହ, ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶ୍ରୀ ପ୍ରଧାନ ଆଜି ରାଉରକେଲା ରେଳ ଷ୍ଟେସନ ଠାରେ ଭାରତ ସରକାରଙ୍କ ତରଫରୁ…
Read More...

+୨ ନାମଲେଖା : ଆସନଠୁ ଆବେଦନ କମ୍

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ +୨ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି। ୪ ଲକ୍ଷ ୭୮ ହଜାର ୯୭୬ ଛାତ୍ରଛାତ୍ରୀ +୨ରେ ନାମ ଲେଖାଇବାକୁ ଆବେଦନ କରିଛନ୍ତି। ସେମାନଙ୍କ ଭିତରୁ ୪ ଲକ୍ଷ ୭୪ ହଜାର ୨୭୭ ଜଣ ଫି’ ଦାଖଲ…
Read More...

ଜିମ୍ବାୱେ ଗସ୍ତ : ଲକ୍ଷ୍ମଣ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ  : ଭାରତୀୟ କ୍ରିକେଟ ଦଳ ୬ ବର୍ଷ ପରେ ଜିମ୍ବାୱେ ଗସ୍ତ କରିବାକୁ ଯାଉଛି। ଦଳ ଘରୋଇ ଜିମ୍ବାୱେ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ମ୍ୟାଚ ଚଳିତ ଅଗଷ୍ଟ ୧୮ରୁ ୨୨ ପର୍ଯ୍ୟନ୍ତ ହାରାରେ ସ୍ପୋଟ୍‌ସ କ୍ଲବରେ…
Read More...

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି : ୧୨୧୦ କୋଟିର ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟଜଳ ଯୋଗାଣକୁ ଗୁରୁତ୍ବ ଦିଆଯାଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୨୧୦ କୋଟି ଟଙ୍କା ବ୍ୟୟ‌େ‌ର ୩ଟି…
Read More...

ଭୂଦାନ ଆନ୍ଦୋଳନର ଅନ୍ତୁଡ଼ିଶାଳ ଭୂତକୋଠି

କୋଲନରା : (ସନ୍ତୋଷ କୁମାର ପାଣିଗ୍ରାହୀ) : ‘କୁଟି ଖାଅ, କାଟି ପିନ୍ଧ’ ମହାତ୍ମା ଗାନ୍ଧିଙ୍କ ଏହି ନାରାକୁ ରାୟଗଡ଼ାରେ ପହଞ୍ଚାଇଥିଲେ ବିନୋବା ଭାବେ। ଚରଖା ଚଳାଇ, ଭୂଦାନ ଆନ୍ଦୋଳନର ମୂଳଦୁଆ ପକାଇଥିଲେ ଗୋପାଳବାଡିରୁ।…
Read More...

ଆସୁଛି ବଡ଼ ବର୍ଷା, ବଢ଼ିଲା ବନ୍ୟା ଡର

ଭୁବନେଶ୍ବର : ରାଜ୍ୟବ୍ୟାପୀ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଆଗାମୀ ୨୪ ଘଣ୍ଟାରେ ୧୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗର ପୂର୍ବାନୁମାନ ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି। ବିଭିନ୍ନ ନଦୀର…
Read More...

ଅଗଷ୍ଟ ୧୫ରେ ଖୋଲା ରହିବ ନନ୍ଦନକାନନ

ନନ୍ଦନକାନନ : ପ୍ରତି ସପ୍ତାହର ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହୁଥିବାବେଳେ ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର ପଡୁଥିବାରୁ ଏହି ଦିନ ନନ୍ଦନକାନନ ଖୋଲା…
Read More...

ସିୟୁଇଟି ସହ ମିଶିବ ନିଟ୍‌, ଜେଇଇ

ନୂଆଦିଲ୍ଲୀ : ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ହେଉଥିବା ଅଲଗା ଅଲଗା ପ୍ରବେଶିକା ପରୀକ୍ଷାକୁ ଏକତ୍ର କରିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଯୋଜନା କରିଛନ୍ତି । ଇଞ୍ଜିନିୟରିଂ…
Read More...

ଖୁଚୁରା ମୁଦ୍ରାସ୍ଫୀତି ୬.୭୧%କୁ ଖସିଲା

ନୂଆଦିଲ୍ଲୀ : ଦେଶରେ ଉପଭୋକ୍ତା ମୂଲ୍ୟସୂଚୀ ଭିତ୍ତିକ ଖୁଚୁରା ମୁଦ୍ରାସ୍ଫୀତି ଚଳିତ ବର୍ଷ ଜୁଲାଇ ମାସରେ ୬.୭୧%କୁ ହ୍ରାସପାଇଛି। ଜୁନରେ ଏହା ୭.୦୧% ରହିଥିଲା। ଏହାସତ୍ତ୍ବେ ଗତ ସାତମାସ ହେଲା ମୁଦ୍ରାସ୍ଫୀତି ସ୍ତର…
Read More...

କୋଟିଏ ଛାତ୍ରଛାତ୍ରୀ ଏକାଠି ଗାଇଲେ ଦେଶାତ୍ମବୋଧ ଗୀତ

ଜୟପୁର : ଶୁକ୍ରବାର ଏକ ନିଆରା ବିଶ୍ବ ରେକର୍ଡ ସ୍ଥାପନା କରିଛନ୍ତି ରାଜସ୍ଥାନର ବିଭିନ୍ନ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ପ୍ରାୟ କୋଟିଏ ଛାତ୍ରଛାତ୍ରୀ ରାଜସ୍ଥାନର ବିଭିନ୍ନ…
Read More...

ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷକୁ ପରାମର୍ଶ

ନୂଆଦିଲ୍ଲୀ : ଆମେରିକା ସଂସଦର ବାଚସ୍ପତି ନାନ୍‌ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ତାଇୱାନ ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ କ୍ଷୁବ୍ଧ ଚୀନ୍‌ ତାଇୱାନର ନିକଟବର୍ତ୍ତୀ ଅଞ୍ଚଳ​ରେ‌ ସାମରିକ…
Read More...

ଶନିବାର ରାଶିଫଳ (୧୩/୦୮/୨୦୨୨)

ମେଷ : ଜ୍ଞାନ ପିପାସୁ ହେବା ଆଶା କରାଯାଏ। ଆପଣଙ୍କର ସମସ୍ତ କର୍ମ ସତ୍ୟ ଉପରେ ଆଧାରିତ ହେବ। ସରକାରୀ ଓ ବେସରକାରୀ ଉଭୟ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ବୃଷ : ଜ୍ଞାନ ପ୍ରଦୀପ ଆପଣଙ୍କ…
Read More...

ବାଇକକୁ ଧକ୍କା ଦେଲା କାର ; ଦାଦା-ପୁତୁରା ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ନିକଟସ୍ଥ ଡୁଙ୍ଗୁରିନାଳ ବୁଲାଣି ରାସ୍ତାଦେଇ ଏକ ବାଇକରେ ଦାଦା ଓ ପୁତୁରା ଶଙ୍କରାଖୋଲ ଆସୁଥିଲେ। ଫୁଲବାଣୀ ପଟରୁ ଏକ କାର କଳାହାଣ୍ଡି ଯାଉଥିବା…
Read More...

ବୌଦ୍ଧ ବ୍ଲକର ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ  : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଅଗଷ୍ଟ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…
Read More...

ଜିଲ୍ଲାରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ  : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଚଳିତ ବର୍ଷ ହରଘର ତ୍ରିରଙ୍ଗା ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷିରେ…
Read More...

ମେଘା ସେକ୍ଟରରେ ଜାତୀୟ କୃମି ନାଶକ ଦିବସ

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ୮ଟି ପଞ୍ଚାୟତ ଅଧିନ ୩୮ଟି ଅଙ୍ଗନବାଡି କେନ୍ଦ୍ର, ୨୭ଟି ସରକାରୀ ଓ ୬ଟି ବେସରକାରୀ ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ଅବସରରେ ୧-୧୯ବର୍ଷ…
Read More...

ମହିଳା ସ୍ନାତକ କଲେଜରେ ହର ଘର ତ୍ରିରଙ୍ଗା ଅଭିଯାନ

ଆଠଗଡ :  ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟର ଯୁବରେଡକ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଯୁବରେଡକ୍ରସ ପରାମର୍ଶଦାତ୍ରୀ…
Read More...

କ୍ଷୀରଗାଡି ଧକ୍କାରେ ସ୍କୁଟି ଆରୋହୀ ସାପୁଆ ନଦୀରେ ନିଖୋଜ

ଆଠଗଡ : ଏକ ଅଭାବନୀୟ ଘଟଣାକ୍ରମରେ ଏକ କ୍ଷୀର ବୋଝେଇ ଗାଡି ଧକ୍କାରେ ସ୍କୁଟିରେ ଆସୁଥିବା ଜଣେ ଆରୋହୀ ସାପୁଆନଦୀରେ ପଡି ନିଖୋଜ ହୋଇଥିବା ଜଣାପଡିଛି । ଘଟଣାର ବିବରଣୀରୁ ପ୍ରକାଶ ଆଠଗଡ ପଟରୁ ଖୁଣ୍ଟୁଣୀ ଆଡକୁ ଯାଉଥିବା ଏକ…
Read More...