ଲକ୍ଷ୍ମୀପୁର ରାମ ମନ୍ଦିର ନିକଟରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ଅନ୍ତର୍ଗତ ବ୍ଲକ ରାସ୍ତାରେ ଥିବା ରାମ ମନ୍ଦିର ନିକଟରେ ପଡିରହିଥିବା ଏକ ଶିଶୁ କନ୍ୟାକୁ ରବିବାର ରାତିରେ ଉଦ୍ଧାର କରାଯାଇଛି। ଶିଶୁ କନ୍ୟାଟି ରାସ୍ତାରେ ପଡି…
Read More...

କୋରଙ୍ଗା ଓ ଡାଳୁଆରେ ଅବକାରୀ ଚଢଉ ; ବିପୁଳ ପରିମାଣର ମଦ ଓ ପୋଚ ଜବତ

ଆଠଗଡ :  କଟକ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅବକାରୀ ଏବଂ କଟକ ଅବକାରୀ ଭ୍ରାମ୍ୟମାଣ ସ୍କ୍ବାର୍ଡ ରବିବାର ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଏବଂ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗ୍ରାମାଞ୍ଚଳରେ ଚଢଉ କରି…
Read More...

ଜନଗହଳିପୂର୍ଣ୍ଣ ସ୍ଥାନରୁ ସନ୍ଧ୍ୟାରେ ସୁନାଚେନ ଲୁଟ୍‍

ଆଠଗଡ :  ଆଠଗଡ ସହରର ଜନଗହଳିପୂର୍ଣ୍ଣ ପୁରୁଣା ବସଷ୍ଟାଣ୍ଡସ୍ଥିତ ଯଜ୍ଞନାରାୟଣ ମନ୍ଦିର ନିକଟରୁ ସନ୍ଧ୍ୟା ସମୟରେ ଜଣେ ମହିଳାଙ୍କ ବେକରୁ ୩ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଜଣେ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପିନେଇ…
Read More...

୬୬୨ବର୍ଗ ନିଖିଳ ଓଡିଶା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବୈଠକ

ଗୁରୁଡିଝାଟିଆ  : କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୬୬୨ ନିଖିଳ ଓଡିଶା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ରଣଜିତ୍ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…
Read More...

ଜୀବନବିନ୍ଦୁ ରକ୍ତଦାନ ଶିବିର ; ୧୫୫ ୟୁନିଟ ରକ୍ତ ସଂଗ୍ରହ

ଗୁରୁଡିଝାଟିଆ : ଘଣ୍ଟିଖାଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ବିଜୁ ଛାଚ୍ର ଜନତା ଦଳର ଆଠଗଡ ସଭାପତି ଶକ୍ତିପ୍ରିୟ ମହାନ୍ତିଙ୍କ ପ୍ରତ୍ୟେକ୍ଷ…
Read More...

ଓଏସଏପି ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କଣ୍ଟାବାଞ୍ଜି : ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଓଏସଏପି  ଯବାନ କୁରୁପତି ମାଝି(୩୦)ଙ୍କ ଗତ ଶୁକ୍ରବାର ସକାଳେ ଆକସ୍ମିକ ମୃତ୍ୟୁ ଘଟିବା ପରେ, ଯବାନ କୁରୁପତିଙ୍କୁ ସଶସ୍ତ୍ର ବାଟାଲିୟନର ସ୍ୱତନ୍ତ୍ର ଗାଡିରେ ସାଥି…
Read More...

ବନ୍ଦ ହେଲା ହୀରାକୁଦ ଗେଟ୍‍

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମର ୨ଟି ଗେଟକୁ ବନ୍ଦ କରିଦିଆଯାଇଛି । ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲାଯାଇଥିବା ୨ଟି ଗେଟ୍‍କୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବନ୍ଦ କରିଥିବା ସୂଚନା ଦେଇଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା…
Read More...

କୌଣସି ଘୋଟାଲା ସହିତ ମୋର ସମ୍ପୃକ୍ତି ନାହିଁ, ମୁଁ ମରିଗଲେ ମଧ୍ୟ ଆତ୍ମସମର୍ପଣ କରିବି ନାହିଁ; ସଞ୍ଜୟ

ମହାରାଷ୍ଟ୍ର: ଇଡି ଜାଲରେ ଶିବସେନା ନେତା ସଞ୍ଜୟ ରାଉତ । ସଞ୍ଜୟଙ୍କ ଘରେ ଇଡି ଟିମ୍‍ ପହଞ୍ଚି ଥିବା ସୂଚନା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଆଜି ସକାଳେ ସଞ୍ଜୟଙ୍କ ବାସଭବନରେ ପହଞ୍ଚିବା ସହ…
Read More...

ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ମନ କୀ ବାତ୍‍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି । ଆଜି ୯୧ତମ ‘ମନ କୀ ବାତ୍‍’ କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା…
Read More...

ଟ୍ରକ୍‍-ଟ୍ରକ୍‍ ମୁହାଁମୁହିଁ ଧକ୍କା; ୨ମୃତ, ୨ଗୁରୁତର

ନୂଆପଡ଼ା: କୋମନା ଥାନା ଏନଏଚ୍‍ ୩୫୩ ତରବୋଡ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୨ଟି ଟ୍ରକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ କେଉଁ ଅଞ୍ଚଳର ଓ…
Read More...

ଦେଶରେ ଆଉ ୧୯,୬୭୩ କରୋନା ଆକ୍ରାନ୍ତ ଚିହ୍ନଟ; ୩୯ ମୃତ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଗତ କିଛି ଦିନ ହେଲା ଦେଶରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ଘଟୁନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୯,୬୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା…
Read More...

ରାଜ୍ୟରେ ଆଉ ୧,୦୨୯ କରୋନା ପଜିଟିଭ୍‍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧,୦୨୯ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪୨୭ଜଣ ରହିଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୭୫ଜଣ…
Read More...

ଭାରତର ସର୍ବବୃହତ ଫେସନ ଟ୍ରେଣ୍ଡ୍‌ସ ଅନୁଗୁଳରେ ଖୋଲିଲା ଦ୍ୱିତୀୟ ଷ୍ଟୋର

ଅନୁଗୁଳ/ ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ ଓଡ଼ିଶାର ଅନୁଗୁଳ ସହରରେ ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍‌ସୋସୋରିଜ୍ ସ୍ପେସିଆଲିଟି ଷ୍ଟୋର୍ ଟ୍ରେଣ୍ଡ୍‌ସର ଦ୍ୱିତୀୟ ଷ୍ଟୋର ଶୁଭାରମ୍ଭ…
Read More...

ନାବାଳିକା ପ୍ରେମିକାକୁ ହତ୍ୟା କରି ପୋତିଦେଲା ପ୍ରେମିକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା ତୁରେକେଲା ଥାନା ହଲନଭଟା ପଞ୍ଚାୟତର ଖର୍ଲିକାନି ଗାଁର ଜଣେ ନାବାଳିକା ଗତ ୨୫ ତାରିଖ ରାତିରୁ ଘରୁ ଚାଲି ଯାଇଥିଲେ । ପରଦିନ ଘର ପରିବାର ଲୋକେ ତୁରେକେଲା ଥାନାରେ ନିଖୋଜ ଅଭିଯୋଗ କରିଥିଲେ…
Read More...

ଆଠଗଡ ବିକାଶ ମଞ୍ଚ ପକ୍ଷରୁ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ: ଚଳିତ +୨ ବିଜ୍ଞାନରେ କୃତୀତ୍ୱ ଅର୍ଜନ କରିଥିବା ଖୁଣ୍ଟୁଣୀ ପଞ୍ଚାୟତର ବିଦ୍ୟାର୍ଥୀମାନଙ୍କୁ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଖୁଣ୍ଟୁଣୀ କନକଦୂର୍ଗା ମନ୍ଦିର ଠାରେ ମଞ୍ଚର ସଭାପତି…
Read More...

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା

ୱାଶିଂଟନ୍‍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ବିନା ଲକ୍ଷଣରେ ବାଇଡେନଙ୍କୁ କରୋନା ହୋଇଥିବା ନେଇ ସୂଚନା ଦିଆଯାଇଛି । ହ୍ୱାଇଟ୍‍ ହାଉସର ସୂଚନା ଅନୁଯାୟୀ ବର୍ତ୍ତମାନ ଆମେରିକା…
Read More...

ସରସରା ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ: ସରସରା ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ବୃନ୍ଦାବନ ବାବା ମଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଣ୍ଡଳର ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ…
Read More...

୧୦ ଲିଟର ମଦ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ପାଖରୁ ୧୦ ଲିଟର ଦେଶୀ ମଦ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ବିଭାଗୀୟ ସୂଚନା ଅନୁସାରେ, ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ…
Read More...

ଟୁଟୁସିଙ୍ଗା ବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧ ବ୍ଲକ ମୁରୁଶୁଣ୍ଢୀ ପଂଚାୟତ ଟୁଟୁସିଂହା ଉଚ୍ଚ ବିଦ୍ୟାଳୟ ଠାରେ ପରିବେଶ ସୁରକ୍ଷା ଓ ଆମ ଦାୟିତ୍ୱ ନେଇ କାର୍ଯ୍ୟକ୍ରମ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ତରଫରୁ ରଖାଯାଇଥିଲା । ପ୍ରଧାନ ଶିକ୍ଷକ…
Read More...

ଦୁଇଜଣ ବ୍ୟକ୍ତିଙ୍କ ଘରୁ ଉଦ୍ଧାର ହେଲା ଦୁଇଟି ନାଗସାପ

ଆଠଗଡ: ଗୋଟିଏ ଦିନରେ ବଡମ୍ବା ଓ ଆଠଗଡ ଅଞ୍ଚଳର ଦୁଇଜଣ ବ୍ୟକ୍ତିଙ୍କ ଘରୁ ୨ଟି ନାଗସାପ ଉଦ୍ଧାର କରାଯାଇଛି । ଆଠଗଡର ଅଭିଜ୍ଞ ସାପଧରାଳି ତଥା ସ୍ନେକ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କୁମାର ପାତ୍ର ଉଦ୍ଧାର କରିଥିବା ଜଣାପଡିଛି…
Read More...

‘ସମାଜ’ ପ୍ରଭାବ; ତଇଲାମାଳ କ୍ଷୁଦ୍ର ଜଳସେଚନର ବନ୍ଧ ମରାମତି ଆରମ୍ଭ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତର ତଇଲାମାଳଠାରେ ସାପୁଆ ନଦୀ ଉପରେ ୪୦ବର୍ଷ ପୂର୍ବେ ନିର୍ମିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବନ୍ଧଟି ପ୍ରାୟ ୨୦ଦିନ ପୂର୍ବରୁ ନଦୀର ପ୍ରଥମ ବନ୍ୟାଜଳରେ ପଥର ଧସି ଯାଇଥିଲା ।…
Read More...

ବିଦ୍ୟାଳୟ ରୂପାନ୍ତରୀକରଣ ପ୍ରତ୍ୟକ୍ଷ ଅନୁଭୂତି ଆଲୋଚନା

ଆଠଗଡ: ରାଜ୍ୟ ସରକାରଙ୍କ ୫-ଟି ବିଭାଗ ଦ୍ୱାରା ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ୩ୟ ପର୍ଯ୍ୟାୟରେ ଆଠଗଡ ବ୍ଲକର ୧୩ଟି ବିଦ୍ୟାଳୟ ସାମିଲ ହୋଇଛି । ଏହି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ…
Read More...

ଭାରୋତ୍ତୋଳନରେ ଭାରତକୁ ମିଳିଲା ଆଉ ଏକ ପଦକ; ରୌପ୍ୟ ଆଣିଲେ ବିନ୍ଦ୍ୟାରାଣୀ

ବର୍ମିଂହାମ: ଭାରୋତ୍ତୋଳନରେ ଆଉ ଏକ ପଦକ ଜିତିଛି ଭାରତ । ବର୍ମିଂହାମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ତାର ସଫଳତା ଜାରି ରଖିଛି । ପୂର୍ବରୁ ଭାରତ ଏଥିରେ ୩ଟି ପଦକ ଜିତି ସାରିଥିବା ବେଳେ ଗତକାଲି…
Read More...

ବାରାମୂଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ; ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ବାରାମୂଳାରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ସୂଚନା…
Read More...

ପି.ଗୋବିନ୍ଦପୁରରେ ଥମୁନି ଝାଡାବାନ୍ତି : ବସୁଧା ଯୋଜନା ପାନୀୟ ଜଳରେ କଲେରା ଜୀବାଣୁ

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି. ଗୋବିନ୍ଦପୁରରେ ୨୬ ତାରିଖରୁ ଲାଗିରହିଥିବା ଝାଡ଼ାବାନ୍ତି ୩୦ ତାରିଖ ସୁଦ୍ଧା ନିୟନ୍ତାଣଧୀନ ଥିଲା। ତେବେ ଶନିବାର ପୁଣି ଗାଁର ଜଣେ ମହିଳା ପୂଜା ପାତ୍ର(୨୦) ଓ ଗାଁ…
Read More...

ସହ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଟକ : କଟକ ସଦର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସହ ମଣ୍ଡଳ ଶିକ୍ଷା ଅଧିକାରୀ କନକଳତା ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ୧୯୮୫ ମସିହାରୁ ସେ ନିଜର ଶିକ୍ଷକତା ଜୀବନ ଆରମ୍ଭ…
Read More...

ଭାରତକୁ ଆଉ ଏକ ପଦକ : ବୋଞ୍ଜ ଜିତିଲେ ପି. ଗୁରୁରାଜ

ବର୍ମିଂହାମ୍‍ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଶନିବାର ଆଉ ଏକ ପଦକ ହାସଲ କରିଛି । ଭାରୋତ୍ତୋଳନର ୬୧ କେଜି ପୁରୁଷ ବର୍ଗରେ ପି. ଗୁରୁରାଜ ବୋଞ୍ଜ ପଦକ ଜିତିଛନ୍ତି । ଭାରୋତ୍ତୋଳନରେ ଭାରତର ଉନ୍ନତ ପ୍ରଦର୍ଶନ ଜାରି ରହିଛି।…
Read More...

ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଡେସ୍କ :  ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମାସ ପହିଲାଠାରୁ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯିବ। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । କୁମ୍ଭୀର ପ୍ରଜନନ ଋତୁ ପାଇଁ ଗତ ମେ’ ପହିଲାରୁ…
Read More...

ମୋହନା ସିଏଚସି ପରିଦର୍ଶନ କରି ପି.ଗୋବିନ୍ଦପୁର ଝାଡାବାନ୍ତି ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ

ମୋହନା :  ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର(ସିଏଚସି) ପରିଦର୍ଶନରେ ଆସି ସ୍ୱାସ୍ଥ୍ୟକେନ୍ଦ୍ରରେ ପି.ଗୋବିନ୍ଦପୁର…
Read More...

ଉଠାଜଳ ସେଚନ ପଏଣ୍ଟ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ

ଝୁମ୍ପୁରା : ଚଳିତ ବର୍ଷ ଝୁମ୍ପୁରା ବ୍ଲକ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ହେଉଥିବାରୁ ଚାଷ କାର୍ଯ୍ୟ ଆଶାନୁରୂପେ ଆଗେଇ ପାରୁ ନାହିଁ । ଚାଷୀମାନେ ଚାଷ କରିବା ପାଇଁ ତଳି ପ୍ରସ୍ତୁତ କରିଥିବା ବେଳେ ବିଲରେ ପାଣି ନଥିବାରୁ…
Read More...

ଓଡିଆ ସାହିତ୍ୟରେ ଉପନ୍ୟାସର ଭୂମିକା ଶୀର୍ଷକ ଜାତୀୟ ପାଠଚକ୍ର

ବାଙ୍କୀ : ଡମପଡା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ସୌଜନ୍ୟରେ ଓଡିଆ ସାହିତ୍ୟରେ ଉପନ୍ୟାସର ଭୂମିକା ଶୀର୍ଷକ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଡିଗ୍ରୀ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ…
Read More...

୫-ଟି ରୂପାନ୍ତର ବିଦ୍ୟାଳୟ ପରିଦର୍ଶନ

ବାଙ୍କୀ : ଡମପଡା  ଓ  ବାଙ୍କୀ ବ୍ଲକରେ ତତ୍ୱାବଧାରକମାନେ ୫-ଟି ରୂପାନ୍ତର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ରୂପାନ୍ତର ବିଦ୍ୟାଳୟ ୩ୟ ପର୍ଯ୍ୟାୟରେ ଡମପଡା ବ୍ଲକର ୧୦ଟି ବିଦ୍ୟାଳୟକୁ ନୂତନ…
Read More...

୩୫୮ଟି ସ୍ଥାନକୁ ମିଳିଛି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା

ଭୁବନେଶ୍ୱର :  ରାଜ୍ୟରେ ମୋଟ ୩୫୮ଟି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି । ନୂଆ ପର୍ଯଟନ ନୀତି ଅନୁସାରେ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ କରା ଯାଉଛି।ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ପାଇଁ…
Read More...

ଥାନାରେ ହାଜର ହେଲେ ବାବୁସାନ୍ ; ମାମଲା ପ୍ରତ୍ୟାହାର କରିବେ ପତ୍ନୀ ତୃପ୍ତି

ଭୁବନେଶ୍ୱର :  ପତ୍ନୀ ତୃପ୍ତି ଦେଇଥିବା ଏତଲା ଆଧାରରେ ଶନିବାର ବାବୁସାନ୍ ଖାରବେଳ ନଗର ଥାନାରେ ହାଜର ହୋଇଥିଲେ। ବାବୁସାନଙ୍କ ସହ ତାଙ୍କ ମାଆ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ର ମଧ୍ୟ ଖାରବେଳ ନଗର…
Read More...

ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତି ଜବତ କଲା ଇଡି

ଭୁବନେଶ୍ୱର :  ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ପ୍ରବର୍ତନ ନିର୍ଦେଶାଳୟ ବା ଇଡି ଜବତ କରିଛି।  ବେଆଇନ କଳା ଧନ କାରବାର ଆଇନ ଅନୁଯାୟୀ ତାଙ୍କର ଏହି ସମ୍ପତ୍ତି…
Read More...

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର :  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରିଛନ୍ତି । ଏହି…
Read More...

ରାଜ୍ୟଗୋଷ୍ଠୀ କ୍ରୀଡା : ଭାରତ ପାଇଁ ପ୍ରଥମ ପଦକ ଜିତିଲେ ସଂକେତ ସାଗର

ଡେସ୍କ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ତା’ର ପଦକ ଅଭିଯାନ ଆରମ୍ଭ କରିଛି । ଭାରୋତ୍ତୋଳନର ୫୫ କିଗ୍ରା ପୁରୁଷ ବର୍ଗରେ ଭାରତର ସଂକେତ ସାଗର ରୌପ୍ୟ ପଦକ ଜିତି ଭାରତ ପାଇଁ ପ୍ରଥମ ପଦକ ବିଜୟୀ ହେବାର ଗୌରବ…
Read More...

ଜୟ ନାରାୟଣ ମିଶ୍ର ହେଲେ ନୂଆ ବିରୋଧୀ ଦଳ ନେତା

ଭୁବନେଶ୍ବର : ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିଧାନସଭାରେ ନୂଆ ବିରୋଧୀଦଳର ନେତା ଭାବେ ଘୋଷଣା କରାଯାଇଛି । ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ…
Read More...

ବଢ଼ିପାରେ ବିଧାୟକ ମାନଙ୍କ ଦରମା; ଗୃହରେ ଉଠିଲା ଗସ୍ତ ଖର୍ଚ୍ଚ ସହ ଦରମା ବୃଦ୍ଧି ପ୍ରସଙ୍ଗ, ଏବେ ପାଉଛନ୍ତି ଏତିକି ଟଙ୍କା

ଭୁବନେଶ୍ୱର: ବଢ଼ିପାରେ ବିଧାୟକ ମାନଙ୍କ ଦରମା । ବିଧାୟକ ମାନଙ୍କ ଦରମା ବୃଦ୍ଧି ହୋବାନେଇ ବିଧାନସଭାରେ ପ୍ରସଙ୍ଗ ଉଠିଛି । ସୂଚନା ଅନୁଯାୟୀ ଶୂନ୍ୟକାଳରେ ଏହି ପ୍ରସଙ୍ଗ ବିଜେଡି, ବିଜେପି, କଂଗ୍ରେସ ଓ ସ୍ୱାଧୀନ ବିଧାୟକ…
Read More...

ପିତାଙ୍କ ସ୍ମୃତିରେ ବୃତ୍ତି ପାଇଁ ବିଦ୍ୟାଳୟକୁ ଦାନ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଯୋରନ୍ଦା ଗ୍ରାମର ସ୍ୱର୍ଗତ ଶିକ୍ଷାବିତ୍‍ ବାଉରୀବନ୍ଧୁ ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଛାତ୍ରବୃତ୍ତି ପ୍ରଦାନ ଲାଗି ମାଧବ ସାମନ୍ତ ସିଂହାର ବିଦ୍ୟାପୀଠକୁ ସ୍ୱର୍ଗତ ରାଉତଙ୍କ…
Read More...

କ୍ରୀଡାବିତ୍‍ଙ୍କୁ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା

ଆଠଗଡ: ସଂପ୍ରତି କଲିକତାଠାରେ ଆୟୋଜିତ ଜାତୀୟ କିକ୍‍ବକ୍ସିଂ ଚମ୍ପିଆନସିପ୍‍ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଆଠଗଡର ୪ଜଣ କ୍ରୀଡାବିତ୍‍ଙ୍କୁ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।…
Read More...

ରାଷ୍ଟ୍ରପତିଙ୍କୁ ଅସମ୍ମାନ, କଂଗ୍ରସ ନେତାଙ୍କ କୁଶପୁତ୍ତଳିକା ଦାହ

ଆଠଗଡ: ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମହାମହିମ ରାଷ୍ଟ୍ରପତିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ଆଠଗଡ ବିଜେପି ପକ୍ଷରୁ ଶ୍ରୀ ଚୌଧୁରୀଙ୍କୁ ତୀବ୍ର ନିନ୍ଦା କରାଯିବା ସହ ତାଙ୍କ…
Read More...

କୁସୁମୀ ଗାଁରେ ବୀଭତ୍ସ ହତ୍ୟା; ରାସ୍ତାକଡ଼ରେ ପଡ଼ି ରହିଛି ମୃତଦେହ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ କୁସୁମୀ ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜନୈକ ଯୁବକଙ୍କୁ କୁରାଢୀରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ଗତକାଲି ରାତିରେ ଏଭଳି…
Read More...

କସ୍ତୁରବା ବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ

ବୌଦ୍ଧ: ବଲା ସିଂହା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ପରିବେଶ ସୁରକ୍ଷା ଓ ଆମର ଦାୟିତ୍ୱ ନେଇ ଏକ  କାର୍ଯ୍ୟକ୍ରମ ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର…
Read More...

ହିନ୍ଦୀ ନବୀକରଣ ପାଠ୍ୟକ୍ରମ ପ୍ରଶିକ୍ଷଣ ଉଦଯାପିତ

ବୌଦ୍ଧ: ବୌଦ୍ଧ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଜିଲ୍ଲାସ୍ତରୀୟ ହିନ୍ଦୀ ନବୀକରଣ ପାଠ୍ୟକ୍ରମ ପ୍ରଶିକ୍ଷଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଘିବେଲାଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି । ଏହି…
Read More...

ଭୂଜଳ ପରିଚାଳନା ସଂପର୍କିତ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ

ବୌଦ୍ଧ: କେନ୍ଦ୍ରୀୟ ଭୂଜଳ ପରିଷଦ ଭୂବନେଶ୍ୱର ଆନୁକୂଲ୍ୟରେ ଶୁକ୍ରବାର ଭୂଜଳ ପରିଚାଳନା ସଂପର୍କିତ ଜନ ବାର୍ତ୍ତାଳାପ କାର‌୍ୟ୍ୟକ୍ରମ ଜାତୀୟ ଉଦ୍ୟାନ କୃଷି ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ ପାଲଝାର ଠାରେ ଅନୁଷ୍ଠିତ…
Read More...

ଓଡିଶା ଡ୍ରାଇଭର ଏକତା ମହାମଞ୍ଚ ଗଠିତ

ସମ୍ବଲପୁର: ସମ୍ବଲପୁରର ଧନୁପାଲି ଠାରେ ଓଡିଶା ମୋଟର ଚାଳକ ସଂଘ, ଓଡିଶା ଡ୍ରାଇଭର ମହାସଂଘ ଓ ଅଲ ଓଡିଶା ପରିବହନ ଚାଳକ ସଂଘର ରାଜ୍ୟ ପଦାଧିକାରୀ ମାନଙ୍କ ସର୍ବ ସମ୍ମତି କ୍ରମେ ‘ଓଡିଶା ଡ୍ରାଇଭର ଏକତା ମହାମଞ୍ଚ’ ନାମରେ…
Read More...

ଭବ୍ୟ ରୂପେ ପାଳିତ ହେବ ସମ୍ବଲପୁରୀ ଦିନ: ସମ୍ବଲପୁରୀ ଏକତା ମଞ୍ଚ

ସମ୍ବଲପୁର: ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସ ଅଗଷ୍ଟ ୧ ତାରିଖକୁ ବିଗତ କିଛି ବର୍ଷ ହେବ ସମ୍ବଲପୁରୀ ଦିନ ରୂପେ ପାଳନ କରାଯାଇ ଆସୁଛି । ଏଣୁ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଆଗାମୀ ୧ ତାରିଖରେ ସ୍ଥାନୀୟ…
Read More...

ହୀରାଖଣ୍ଡ ନାଗରିକ ପରିଷଦର ଚାରାରୋପଣ

ସମ୍ବଲପୁର: ସମ୍ବଲପୁରର ହୀରାଖଣ୍ଡ ନାଗରିକ ପରିଷଦର ସଦସ୍ୟ ମାନଙ୍କ ଦ୍ୱାରା ବୁଢ଼ାରଜା ସଂରକ୍ଷିତ ଜଙ୍ଗଲ ଠାରେ ଚାରାରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡା. ଜୟଦେବ ମେହେର ଓ ସମ୍ପାଦକ ଡ.…
Read More...

କୁଲେଇଜୋର ନିକଟରେ ବାଇକ ଦୁର୍ଘଟଣା; ଦୁଇ ଗୁରୁତର

କଲମପୁର: କଲମପୁର ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାର କୁଲେଇଜୋର ବୁଲାଣି ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହେଇଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ପାଇବା ପରେ କଲମପୁର…
Read More...

ସମସ୍ୟା ଘେରରେ ଡଡ଼ିଙ୍ଗିଆ ପଞ୍ଚାୟତବାସୀ; ସମାଧାନ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବ୍ଳକ ଅନ୍ତର୍ଗତ ଡଡ଼ିଙ୍ଗିଆ ପଂଚାୟତରେ ଗତ ୫ ମାସ ହେଲା ହିତାଧିକାରୀ ମାନଙ୍କୁ କିରୋସିନି ମିଳିପାରୁନାହିଁ । ସମସ୍ୟା ନେଇ ଗ୍ରାମବାସୀ ମାନେ ଗ୍ରାମ ରୋଜଗାର ସହାୟକ ଠାରୁ ଆରମ୍ଭ କରି…
Read More...

ରେଙ୍ଗାଲି ବ୍ଲକ ସରପଞ୍ଚ ସଂଘ ଗଠନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ନିର୍ବଚିତ ସରପଞ୍ଚ ମାନଙ୍କୁ ନେଇ GK ସରପଞ୍ଚ ସଂଘ ଗଠନ କରାଯାଇଛି । ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ ସର୍ବ ସମ୍ମତି କ୍ରମେ ସଂଘର ସଭାପତି…
Read More...

ବୌଦ୍ଧରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍‍ଘାଟିତ

ବୌଦ୍ଧ: ବୌଦ୍ଧ ସହର ସ୍ଥିତ ପୁରୁଣାବ୍ଲକ ଛକ ଠାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍‍ଘାଟିତ ହୋଇଯାଇଛି । ଏହି ଅବସରରେ ବିଭାଗୀୟ ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
Read More...

୧୨ଘଣ୍ଟିଆ ବରଗଡ଼ ବନ୍ଦ

ବରଗଡ଼: ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ବରଗଡ଼ ବିକାଶ ଫାଷ୍ଟ ଷ୍ଟେପରେ ପଢୁଥିବା ଛାତ୍ର ଆଦିତ୍ୟରାଜର ମୃତ୍ୟୁକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ସ୍କୁଲ…
Read More...

ଅସୁରକ୍ଷିତ ନଦୀବନ୍ଧର ବିପଦ

ଭାରତର ନଦୀବନ୍ଧ ସମ୍ବନ୍ଧରେ ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଆସିଛି। ରିପୋର୍ଟରେ କୁହାଯାଇଛି କି ୨୦୨୫ ପର୍ଯ୍ୟନ୍ତ ଭାରତରେ ଏକ ହଜାରରୁ ଅଧିକ ଏପରି ବନ୍ଧ ରହିଛି, ଯାହା ୫୦ବର୍ଷରୁ ଅଧିକ ପୁରୁଣା ହେବ ଏବଂ ଏହି…
Read More...

ଆମ ଅସୁସ୍ଥ ସ୍ବାସ୍ଥ୍ୟସେବା

ଆମ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି ବୋଲି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦାବି କରନ୍ତି। ବାରମ୍ବାର ଖବରକାଗଜ ପୃଷ୍ଠା ମଣ୍ଡନ କରେ ସ୍ୱାସ୍ଥ୍ୟ ସେବା ପାଇଁ ନୂଆ ନୂଆ ଭିତ୍ତିଭୂମିର ଘୋଷଣା।…
Read More...

ଜଗନ୍ନାଥଙ୍କ ଜମି ଖୋଜିବ ମନ୍ଦିର ପ୍ରଶାସନ

ପୁରୀ: ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଖୋଜିବ ମନ୍ଦିର ପ୍ରଶାସନ। ଓକାକ୍‌ ମାଧ୍ୟମରେ ଜମିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବ। ମୁଖ୍ୟ ପ୍ରଶାସକ ବୀର…
Read More...

ତାଇୱାନ ପ୍ରସଙ୍ଗରେ ବାଇଡେନଙ୍କୁ ଜିନ୍‌ପିଙ୍ଗଙ୍କ ଧମକ

ୱାଶିଂଟନ: ତାଇୱାନ ପ୍ରସଙ୍ଗରେ ଆମେରିକା-ଚୀନ ପୁଣି ମୁହାଁମୁହିଁ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ଆଭାସୀ ମାଧ୍ୟମରେ କଥାବାର୍ତ୍ତା ବେଳେ ଏହି ମୁହାଁମୁହିଁ…
Read More...

ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ଅବହେଳା କରାଯିବନି: ସିନ୍ଧିଆ

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି ଏବଂ ଏଥିରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ଘରୋଇ…
Read More...

ରାଷ୍ଟ୍ରପତିଙ୍କୁ ଲିଖିତ କ୍ଷମା ମାଗିଲେ ଅଧୀର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଲିଖିତ କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଅଧୀର ଭୁଲ କ୍ରମେ ‘ରାଷ୍ଟ୍ରପତ୍ନୀ’…
Read More...

ଲୋକସଭାରେ ସୋନିଆଙ୍କୁ ଧମକାଇବା ପ୍ରସଙ୍ଗ; ସ୍ମୃତି ଇରାନୀଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ହୋଇଥିବା ମୁହଁାମୁହିଁ ପରିସ୍ଥିତି ଭିନ୍ନ ମୋଡ ନେଇଛି। ଏହି ଘଟଣାକୁ ନେଇ ଶୁକ୍ରବାର ସଂସଦର ଉଭୟ ଗୃହରେ କଂଗ୍ରେସ…
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ

ବର୍ମିଂହାମ୍‌: ଗୁରୁବାରଠାରୁ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଛି। ଏହି କ୍ରୀଡ଼ାରେ ୨୧୧ କ୍ରୀଡ଼ାବିତ୍‌ଙ୍କ ସହ ୩୦୦ରୁ ଅଧିକ ଭାରତୀୟ ଭାଗ ନେଉଛନ୍ତି। ଗତବର୍ଷ ଟୋକିଓ ଅଲିମ୍ପିକ୍‌ସରେ ଭାରତର ଅପ୍ରତ୍ୟାଶିତ…
Read More...

ୱେଷ୍ଟଇଣ୍ଡିଜ୍‌କୁ ୬୮ ରନ​ରେ ହରାଇଲା ଭାରତ

ଟାରୌବା(ୱେଷ୍ଟଇଣ୍ଡିଜ୍‌): ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚକୁ ଭାରତ ସହଜରେ ଜିତି ନେଇଛି । ଶୁକ୍ରବାର ଟାରୌବାର ବ୍ରାଏନ…
Read More...

ବର୍ଷାଙ୍କୁ ଦିଲ୍ଲୀ ପୁଲିସର ସମନ

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଥମୁନି । ସାଂସଦ ଅନୁଭବଙ୍କ କର୍ମଚାରୀ ସୁଜିତ୍‌ ଦଳେଇଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗକୁ ଆଧାର କରି ବର୍ଷାଙ୍କ ନାଁରେ ଦିଲ୍ଲୀ…
Read More...

ଋଣ କିସ୍ତି ଦେବାରେ ବିଫଳତା ଆଶଙ୍କା; ଆମେରିକାର ସହାୟତା ଲୋଡ଼ିଲେ ପାକ୍ ସେନାମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ସେନାମୁଖ୍ୟ ଜେନେରାଲ କ୍ବାମାର ଜାଭେଦ ବାଜୱା ଆମେରିକା ଠାରୁ ଆର୍ଥିକ ସହାୟତା ଲୋଡିଛନ୍ତି । ପାକିସ୍ତାନ ଆଗାମୀ ଦିନରେ ଋଣ ବାବାଦ କିସ୍ତି ପୈଠ କରିବାରେ ବିଫଳତା ଆଶଙ୍କା କରି ଜେନେରାଲ ବାଜୱା…
Read More...

କଳିଙ୍ଗ ହସ୍ପିଟାଲରେ ଖୋଲିବ ୧୦୦ ଶଯ୍ୟା ବିଶିଷ୍ଟ କର୍କଟକେନ୍ଦ୍ର

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲରେ ମିଳିବ ବିଶ୍ୱସ୍ତରୀୟ ଅତ୍ୟାଧୁନିକ କର୍କଟ ଚିକିତ୍ସା। ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କର୍କଟ ୟୁନିଟ ଖୋଲିବାକୁ ଯାଉଛି। ଯେଉଁଠାରେ ସମସ୍ତ ପ୍ରକାର କର୍କଟ ରୋଗର ନିଦାନ ଓ…
Read More...

ସରକାରଙ୍କୁ ଘେରିଲେ ବିରୋଧୀ; ଦୁର୍ନୀତି ବଢ଼ାଉଛି ଠିକା ନିଯୁକ୍ତି

ଭୁବନେଶ୍ୱର: ବେକାରୀଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଖାଲିପଦ ପୂରଣ କରାଯାଉ ନ ଥିବା ବେଳେ କେବଳ ଠିକା ନିଯୁକ୍ତି ଦେଇ ସେମାନଙ୍କୁ ପ୍ରତାରଣା ଦିଆଯାଉଛି। ଅନ୍ୟପକ୍ଷରେ ଠିକା…
Read More...

ଥାନା ସମ୍ମୁଖରେ ବିଷ ପିଇଲେ ମହିଳା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗୋପାଳପୁର : ଗୋପାଳପୁର ଥାନାକୁ ଅଭିଯୋଗ ଦେବାକୁ ଆସି ଥାନା ସମ୍ମୁଖରେ ନିଜେ ଆଣିଥିବା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୁଲିସ ପକ୍ଷରୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ନିମନ୍ତେ…
Read More...

ପିପିଲିରେ କେନ୍ଦ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତିି

ପିପିଲି : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଶୁକ୍ରବାର ପିପିଲି ଗସ୍ତରେ ଆସି ଦଳୀୟ ଜିଲା ପଦାଧିକାରୀ, ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସାଙ୍ଗଠନିକ ବୈଠକ କରିଥିଲେ।…
Read More...

ସୁନାପୁର ବେଳାଭୂମିରେ ବିରଳ ଡ଼ଲଫିନର ମୃତ ଦେହ

ଚିକିଟି :  ବୁଲୁପ୍ତ ତାଲିକାରେ ସ୍ଥାନ ପାଇଥିବା ବିରଳ ପ୍ରଜାତିର "ବଟଲ ନୋଜ"ନାମକ ଡ଼ଲଫିନ ଆନ୍ଧ୍ର ପ୍ରଦେଶ ଓଡିଶା ସୀମାନ୍ତରେ ଥିବା ଗଞ୍ଜାମ ଜ଼ିଲ୍ଲା ସୁନାପୁର ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି। ଆଜି ସକାଳୁ…
Read More...

ବୃକ୍ଷର ପ୍ରତ୍ୟେକଟି ଅଂଶ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡିତ : ଶୁଭ୍ରାଞ୍ଜଳି

ଜି.ଉଦୟଗିରି : ସ୍ଥାନୀୟ ପ୍ରେସ କ୍ଳବ ସହଯୋଗରେ ସ୍ବିର୍କୀ ଘାଇ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ  ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳୀ ପ୍ରଧାନ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।…
Read More...

ଯୋଗାଣ ବିଭାଗ ପକ୍ଷରୁ ୧୫ଟି ଗ୍ୟାସ ସିଲିଣ୍ଡର ଜବତ

ମାଲକାନଗିରି :  ମାଲକାନଗିରି ସଦର ବ୍ଲକ ସ୍ଥିତ ତମସା ଗ୍ରାମ ପଂଚାୟତର ଏମ୍‌.ପି.ଭି. ୧ ଗ୍ରାମରୁ ଗ୍ୟାସ ସିଲିଣ୍ଡର କଳାବଜାରୀ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ୧୫ଟି ସିଲିଣ୍ଡର ଜବତ କରାଯାଇଛିା  ସୂଚନା ମୁତାବକ ଏହି…
Read More...

ପ୍ରଥମ ଟ୍ବେଣ୍ଟି-୨୦ : ଟସ୍ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

ଡେସ୍କ : ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଆରମ୍ଭ ହୋଇଛି । ଟସ୍ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ…
Read More...

ପୁରୀ ଲୋକସଭା ପ୍ରବାସ ଲାଭାର୍ଥୀ ଯୋଜନା ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି

ସୁଆଣ୍ଡୋ : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ସତ୍ୟବାଦୀରେ ପୁରୀ ଲୋକସଭା ପ୍ରବାସ ଲାଭାର୍ଥୀ ଯୋଜନା ଉଦଘାଟନ କରିଛନ୍ତି । ଏହି ଅବସରରେ ସତ୍ୟବାଦୀ ବିଜେପି ପକ୍ଷରୁ ବ୍ଲକ ଛକ…
Read More...

ରାଜଧାନୀରେ ଗଡ଼ିଲା ଇ-ରିକ୍ସା ଓ ଇ-ବସ୍

ଭୁବନେଶ୍ୱର : ରାଜଧାନୀରେ ଗଡ଼ିଲା ଇ-ରିକ୍ସା ଓ ଇ-ବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏୟାରପୋର୍ଟ ଛକରେ ଇ-ବସ୍ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ୟ୍ୟାୟରେ ୧୦ଟି ଇ -ବସ ଓ ୫୦ ଟି…
Read More...

ବ୍ଲକ ସ୍ତରୀୟ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ : ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବାଙ୍କୀ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପଞ୍ଚାୟତର ସରପଞ୍ଚ…
Read More...

ଡମପଡା ବ୍ଲକରେ ବିଭିନ୍ନ ଜନକଲ୍ୟାଣ ଯୋଜନାର ସମୀକ୍ଷା

ବାଙ୍କୀ : ବାଙ୍କୀ-ଡମପଡା ପଞ୍ଚାୟତ ସମିତି ସମ୍ମିଳନୀ ପ୍ରକୋଷ୍ଠରେ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଶୁକ୍ରବାର ଦିନ ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲଙ୍କ…
Read More...

ସିଦ୍ଧ ରାମଚଣ୍ଡୀ-ଦେବୀଦ୍ୱାର ପୀଠର ବିକାଶ ପାଇଁ ମିଳିଲା ପର୍ଯ୍ୟଟନ ବିଭାଗ ସହଯୋଗ

ବାଙ୍କୀ : ପର୍ଯ୍ୟଟନ ମାନଚିତ୍ରରେ ବାଙ୍କୀ ମା ଚର୍ଚ୍ଚିକା ପୀଠ ଅନନ୍ୟ। ଆଧ୍ୟାତ୍ମିକ ପୀଠ ସହିତ ସଞ୍ଜୋଗ ହୋଇଛି ସ୍ଥାନୀୟ ଅଂଶୁପା ହ୍ରଦ, ବୈଦେଶ୍ୱର ସ୍ଥିତ ରମନାଥ, ବୈଦ୍ୟନାଥ ପୀଠ ଓ ବଡମ୍ବାଗଡ ଅନ୍ତର୍ଗତ ମହାନଦୀ…
Read More...

ବିଧାନସଭାରେ ରତ୍ନ ଭଣ୍ଡାର ସୁରକ୍ଷା ତାତି

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସୁରକ୍ଷା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ରତ୍ନଭଣ୍ଡାର ସୁରକ୍ଷିତ…
Read More...

ଇକୋ ଟୁରିଜିମ୍ ପ୍ରକଳ୍ପକୁ ମିଳିବ ସମସ୍ତ ପ୍ରକାର ସହଯୋଗ

ଭୁବନେଶ୍ବର : ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହୋଇ ରାଜ୍ୟର ଅର୍ଥନୀତି ବୃଦ୍ଧି ପାଇବା ସହ ସ୍ଥାନୀୟ ଅଞ୍ଚଳରେ କିପରି ରୋଜଗାର ସୃଷ୍ଟି ହେବ ସେ ନେଇ…
Read More...

ଦେଶରୁ ଔଷଧପତ୍ର ରପ୍ତାନୀ ୧୪୬% ବୃଦ୍ଧି

ନୂଆଦିଲ୍ଳୀ : ଦେଶରୁ  ଔଷଧପତ୍ର ରପ୍ତାନୀ ପରିମାଣ ବୃଦ୍ଧି ପାଇଛି ।  ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‍ ୩ ମାସ ମଧ୍ୟରେ ଔଷଧପତ୍ର ରପ୍ତାନୀ ଶତକଡ଼ା ୧୪୬ ଭାଗ ବୃଦ୍ଧି ପାଇଛି । ଯାହା ୨୦୧୩ ମସିହାର ସେହି ସମୟ…
Read More...

ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ; ଭାରତରେ ବାଘ ସଂଖ୍ୟା ୨୯୬୭

ନୂଆଦିଲ୍ଲୀ :  ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ । ବ୍ୟାଘ୍ର ସଂରକ୍ଷଣ ଓ ସେମାନଙ୍କର ବଂଶ ବୃଦ୍ଧି ଉପରେ ସଚେତନତା ସୃଷ୍ଟି କରାଯାଉଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ,…
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଭାରତ

ବର୍ମିଂହାମରେ ଆରମ୍ଭ ହୋଇଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୬ଟି ସ୍ବର୍ଣ୍ଣ ସହ ୬୬ଟି ପଦକ ଜିତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରେ ୩ୟ ସ୍ଥାନରେ ରହିଥିଲା । ୨୦୧୦ ନୂଆଦିଲ୍ଲୀ…
Read More...

ବିଶ୍ୱ କାମଳ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ 

ଆଠଗଡ : ବିଶ୍ୱ କାମଳ ଦିବସ ଉପଲକ୍ଷେ ଆଠଗଡରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଧାଇପୁର…
Read More...

ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ

ଭୁୁବନେଶ୍ୱର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ମୌସୁମୀ ଜନିତ ନିମ୍ନ ଚାପ ରେଖା ଏହାର ସ୍ୱାଭାବିକ ଅବସ୍ଥିତି ଠାରୁ ଉତ୍ତରରେ ରହୁଥିବାରୁ, ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ ରହିଛି…
Read More...

ମାଓବାଦୀଙ୍କ ଶହୀଦ ସପ୍ତାହ : ୧୨ଟି ରୁଟରେ ସରକାରୀ ବସ ଚଳାଚଳ ବନ୍ଦ

ଜୟପୁର : ମାଓବାଦୀ ମାନେ ଶହୀଦ ସପ୍ତାହ ପାଳନ କରୁଥିବାରୁ କୋରାପୁଟ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ଜୟପୁର- ମାଲକାନଗିରି ବସ୍ ସେବା ସଂପୁଣ୍ଣ ବନ୍ଦ ହୋଇଯାଇଛି । ଜୟପୁର ଜୋନର ପାଖା ପାଖି ୧୨ଟି ରୁଟରେ ଓ ବିଜୟନଗରମ…
Read More...

ବିଦ୍ୟାଳୟସ୍ତରୀୟ ସୃଜନ କାର୍ଯ୍ୟକ୍ରମ

ଗଞ୍ଜାମ : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୋଖରକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ବିଦ୍ୟାଳୟ ସ୍ତରୀୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବ୍ଲକ ଶିକ୍ଷାଧିକାରୀ…
Read More...

ତୁରନ୍ତ ଫସଲ ବୀମା ସହାୟତା ପ୍ରଦାନ ପାଇଁ ଦାବି

ଭୁବନେଶ୍ବର : କୃଷକମାନଙ୍କର ବୃହତ ସ୍ଵାର୍ଥ ଦୃଷ୍ଟିରୁ ଯଥାଶୀଘ୍ର ୨୦୨୧ ମସିହା ( ଖରିଫ ) ପ୍ରଧାନମନ୍ତ୍ରୀ ଫସଲ ବୀମା ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି। ବିଜେପି…
Read More...

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୪୪ତମ ଚେସ୍ ଅଲିମ୍ପିଆଡ୍‌ ଉଦ୍‌ଘାଟିତ

ଚେନ୍ନଇ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଚେସ୍ ଅଲିମ୍ପିଆଡ୍‌ର ଶୁଭାରମ୍ଭ ହୋଇଛି । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ଚେସ୍ ଅଲିମ୍ପିଆଡ୍‌ର…
Read More...

ଧାମରାରେ ପ୍ରକୃତି ସଂରକ୍ଷଣ ଦିବସ ପାଳିତ

ଧାମରା : ଧାମରାରେ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ପରି ଜୁଲାଇ ୨୮ତାରିଖରେ ଏହି ଦିବସ ପାଳିତ ହେଉଥିବା ବେଳେ ବିଶ୍ୱ ପ୍ରକୃତି ଏବଂ ସଂରକ୍ଷଣ ପାଇଁ ସ୍ଥାୟୀ ଏବଂ ସୁସ୍ଥ ସମାଜ ଲାଗି ସୁସ୍ଥ…
Read More...

ଆଇଆଇଏମ ସମ୍ବଲପୁରକୁ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରୂପେ ଗଢ଼ି ତୋଳିବା ମୂଳ ଲକ୍ଷ୍ୟ : ପ୍ରଫେସର ଜୟସ୍ୱାଲ

ବୁର୍ଲା : ସମ୍ବଲପୁର ସ୍ଥାପିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନ(ଆଇଆଇଏମ)ର ଅଷ୍ଟମ ବ୍ୟାଚ ପ୍ରବେଶାର୍ଥୀଙ୍କୁ ସମ୍ବୋଧିତ କରି ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ୱାଲ କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନକୁ ଦେଶର ଏକ…
Read More...

ରେଳଧାରଣାରୁ ଅଚିହ୍ନା ଵୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଜିଆରପି ଫାଣ୍ଡି ଅନ୍ତର୍ଗତ କୁକୁଡାହାଡ଼ ଗାଁ ନିକଟ ରେଳ ଧାରଣା ନିକଟରୁ ଜଣେ ଅଚିହ୍ନା ଵୃଦ୍ଧାଙ୍କ ଗଳିତ ଶବକୁ ଉଦ୍ଧାର କରାଯାଇଛି। ଆଜି ଡାକ୍ତରଖାନାରେ ଶବ  ବ୍ୟବଛେଦ କରାଇ ଡାକ୍ତରଖାନା…
Read More...

ମନ୍ତ୍ରୀ ପଦରୁ ବିଦା ହେଲେ ପାର୍ଥ ଟାଚାର୍ଜୀ

କଲକାତା : ଶେଷରେ ମନ୍ତ୍ରୀ ପଦରୁ ବିଦା ହେଲେ ପାର୍ଥ ଟାଚାର୍ଜୀ । ଗୁରୁବାର ରାଜ୍ୟ କ୍ୟାବିନେଟ ବୈଠକରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଟାଚାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।…
Read More...

ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା : ପଦକ ଆଶାରେ ଦୂତି, ଶ୍ରାବଣୀ, ଦୀପ୍‌ ଗ୍ରେସ, ଅମିତ, ଦିନେଶ

ବର୍ମିଂହାମ (ଇଂଲଣ୍ଡ) :  ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ ବର୍ମିଂହାମଠାରେ ଆଜିଠାରୁ ଆରମ୍ଭ ହେଉଛି । ଅଗଷ୍ଟ ୮ ପର୍ଯ୍ୟନ୍ତ ୧୨ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ରାଜ୍ୟଗୋଷ୍ଠୀ କ୍ରାଡ଼ା ମହାକୁମ୍ଭରେ ୭୨ଟି…
Read More...

ରାଷ୍ଟ୍ରପତିଙ୍କ ବିରୋଧରେ କଂଗ୍ରେସର ବିବୃତି ପ୍ରସଙ୍ଗ; ବିଜେପି କହିଲା ଦେଶକୁ କ୍ଷମା ମାଗନ୍ତୁ ସୋନିଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଉଠିଲାପଡ଼ିଲା ସଂସଦ । କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ଅଶୋଭନୀୟ ମନ୍ତବ୍ୟ ଯୋଗୁ ଆଜି ବିଜେପି ନେତା ମାନେ ଲୋକସଭାରେ ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି । ଏନେଇ…
Read More...

ନୀଳଗିରିରେ ଦନ୍ତାକୁ ମାରିଲା ଦନ୍ତା !

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଜଙ୍ଗଲରେ ଏକ ଛୁଆ ଦନ୍ତାକୁ ଗୋଟିଏ ବଡ଼ ଦନ୍ତାହାତୀ ଦାନ୍ତରେ ଭୁସି ମାରିଦେବା ଘଟଣା ହଟଚମଟ ସୃଷ୍ଟି କରିଛି । ଝରଣଘାଟି ସେକ୍ସନ ତଥା ଚେମଚଟା ବିଟ୍‍ ଅଧୀନ…
Read More...

ଭାଇରାଲ ହେଉଛି ଜଣେ ଗରିବ ବାପା ଓ କୁନି ଝିଅର ଭିଡିଓ; ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଦୃଶ୍ୟ

ନୂଆଦିଲ୍ଲୀ: ପିତା ଧର୍ମ, ପିତା କର୍ମ, ପିତା ହିଁ ପରମ ତପ, ପିତରେ ପ୍ରିତିମା ପନ୍ନେ ପ୍ରିୟନ୍ତି ସର୍ବ ଦେବତା । ଏହି ଶୋକ୍ଳଟିର ଅର୍ଥ ହେଉଛି ପିତାଙ୍କୁ ଭକ୍ତି ଓ ସମ୍ମାନ କରିବା ଦ୍ୱାରା ସର୍ବଦା ଭଗବାନ ପ୍ରସନ୍ନ…
Read More...

ରାଜ୍ୟରେ ଆଉ ୧,୦୩୦ କରୋନା ପଜିଟିଭ୍‍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧,୦୩୦ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୩ ଓ ସ୍ଥାନୀୟ ସଂକ୍ରମିତ ୪୨୭ ରହିଥିବା ସୂଚନା ଦିଆଯାଇଛି । ଜନ୍ମରୁ ୧୮ ବର୍ଷର…
Read More...

ହାତୀ ଆକ୍ରମଣରେ ଯୁବକ ଆହତ

ଠାକୁରମୁଣ୍ଡା: ହାତୀ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି । ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅନ୍ତର୍ଗତ ନୂଆ ଦେଓ ଗାଁରୁ । ଗତକାଲି ବିଳମ୍ବିତ ରାତିରେ ସରୋଜ…
Read More...

ମାଓବାଦୀଙ୍କ ସହିଦ ସପ୍ତାହରେ ଲାଗିଲା ମାଓ ପୋଷ୍ଟର

ମ.ରାମପୁର: ମାଓବାଦୀ ମାନଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକର ମୋହନଗିରି ପଞ୍ଚାୟତର ମୋହନଗିରି ମେନରୋଡ଼ ହାଟପଡା,…
Read More...