www.samajalive.in
Sunday, December 7, 2025
26.1 C
Bhubaneswar

ଭାଇରାଲ ହେଉଛି ଜଣେ ଗରିବ ବାପା ଓ କୁନି ଝିଅର ଭିଡିଓ; ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଦୃଶ୍ୟ

ନୂଆଦିଲ୍ଲୀ: ପିତା ଧର୍ମ, ପିତା କର୍ମ, ପିତା ହିଁ ପରମ ତପ, ପିତରେ ପ୍ରିତିମା ପନ୍ନେ ପ୍ରିୟନ୍ତି ସର୍ବ ଦେବତା । ଏହି ଶୋକ୍ଳଟିର ଅର୍ଥ ହେଉଛି ପିତାଙ୍କୁ ଭକ୍ତି ଓ ସମ୍ମାନ କରିବା ଦ୍ୱାରା ସର୍ବଦା ଭଗବାନ ପ୍ରସନ୍ନ ହୋଇଥାଆନ୍ତି । ଆଉ ଏହି ଶ୍ଲେକଟିକୁ କେବେ ବି ଏହି କୁନି ଝିଅଟି ବୁଝିନଥିବ କି ଜଣିବି ନଥିବ । ତଥାପି ଏହି କୁନି ଝିଅଟି ଯେମିତି ବାପାଙ୍କ ପ୍ରତି ସେହି କର୍ତ୍ତବ୍ୟ କରୁଛି ।

ପିତା ରୂପି ଦେବତାଙ୍କୁ ନିଜର କୁନି ହାତରେ ଖୁଆଇ ଦେଉଛି । ଭିଡିଓଟି ଏକ ଲୋକାଲ ଟ୍ରେନର । ଏବଂ ମୁମ୍ବାଇ ଅଞ୍ଚଳର । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଗରିବ ବାପା ତାଙ୍କ ଦୁଇ ବର୍ଷର ଝିଅକୁ ଧରି କୌଣସି ଏକ ସ୍ଥାନକୁ ଯାତ୍ରା କରୁଛନ୍ତି । ଆଉ କୁନି ଝିଅଟି କିଛି ଖାଇବା ସହ ବାପାଙ୍କୁ ଖୁଆଇ ଦେଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ପସନ୍ଦ କରୁଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories