୯ମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା; ସମଗ୍ର ରାଜ୍ୟରେ ଆନ୍ଦୋଳନ ପାଇଁ ଚେତାବନୀ

ଫୁଲବାଣୀ: କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ନିକଟ ଗଉଡପଡାଠାରେ ଗତ ମାସ ୧୭ ତାରିଖରେ ଜନୈକା ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ପୁଲିସ୍‌ ଇତି…
Read More...

ପଣସ ଓ ମହୁଲ ଫୁଲରୁ ଖାଦ୍ୟ ପ୍ରସ୍ତୁତି ନେଇ କର୍ମଶାଳା

ଫୁଲବାଣୀ: କନ୍ଧମାଳ ଜିଲାରେ ପ୍ରଚୁର ପରିମାଣରେ ମହୁଲ ଫୁଲ ସହ ପଣସ ଉତ୍ପାଦିତ ହୋଇଥାଏ । କିନ୍ତୁ ସଂରକ୍ଷଣ ବ୍ୟବସ୍ଥା ଓ ପ୍ରକ୍ରିୟାକରଣର ଅଭାବରୁ ଏହାର ପ୍ରକୃତ ଲାଭ ଲୋକେ ପାଇପାରିନଥାନ୍ତି । ତେଣୁ ଏହାର କିପରି…
Read More...

କଳିଙ୍ଗରେ ଆଜିଠାରୁ ସାଫ୍‌ ୨୦ ବର୍ଷରୁ କମ୍‌ ଫୁଟବଲ ଚମ୍ପିଆନସିପ୍‌

ଭୁବନେଶ୍ବର  : ଦକ୍ଷିଣ ଏସୀୟ ଫୁଟବଲ ଫେଡେରେସନ (ସାଫ) ୨୦ ବର୍ଷରୁ କମ୍‌ ପୁରୁଷ ଫୁଟବଲ ଚମ୍ପିଆନସିପ୍‌ର ୪ର୍ଥ ସଂସ୍କରଣ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ସର୍ବଭାରତୀୟ ଫୁଟବଲ…
Read More...

ଅକ୍ଷରଙ୍କ ବିସ୍ଫୋରକ ବ୍ୟାଟିଂ ; ଭାରତ ଶୃଙ୍ଖଳା ବିଜୟୀ

ପୋର୍ଟ ଅଫ୍‌ ସ୍ପେନ୍‌ : ଅକ୍ଷର ପଟେଲଙ୍କ ବିସ୍ଫୋରକ ଇନିଂସ ବଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ୨ୟ ଦିନିକିଆ ମ୍ୟାଚ୍‌ ଜିତିଛି ଭାରତୀୟ ଦଳ। ୨ ୱିକେଟରେ ଜିତି ଭାରତ ଶୃଙ୍ଖଳା ହାତେଇଛି। ରବିବାର ସୈ…
Read More...

ଆଜି ‌ଶପଥ ନେବେ ଦ୍ରୌପଦୀ

ନୂଆଦିଲ୍ଲୀ : ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିବେ। ସେ ହେବେ ଦେଶର ୧୫ତମ ରାଷ୍ଟ୍ରପତି। ଏହା ସହିତ ସେ ହେବେ ଦେଶର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି। ସଂସଦର…
Read More...

୧୦ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ରାଜ୍ୟର ଗୋଟିଏରୁ ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ଖୋର୍ଦ୍ଧା ଜିଲାର ଟାଙ୍ଗିରେ ସର୍ବାଧିକ ୧୧୫ ମିମି ଓ ସମ୍ବଲପୁର ଜିଲାର ଯୁଯୁମରାରେ ୧୧୦ ମିମି ବର୍ଷା ରେକର୍ଡ ହୋଇଛି। ରବିବାର…
Read More...

ଏକତରଫା ପ୍ରେମର କରୁଣ ପରିଣତି ; ନାବାଳିକାକୁ ପୋଡ଼ି ମାରିଲା ଯୁବକ

ଖଇରା : ଦାଦା ବୋଲି ସମ୍ବୋଧନ କରୁଥିବା ଝିଅକୁ ପାଠ ପଢ଼ାଉଥିବା ସମ୍ପୃକ୍ତ ଟିଉସନ ସାର ନିଜ କାମନା ବାସନା ଚରିତାର୍ଥ କରିବାକୁ ଯାଇ ଜିଅନ୍ତା ପୋଡ଼ି ମାରିଦେବା ଘଟଣା ବାଲେଶ୍ବର ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଖଇରା…
Read More...

ସମୁଦ୍ରରେ ଜଳିଗଲା ୨ ମାଛଧରା ଟ୍ରଲର

ପାରାଦ୍ୱୀପ : ପାରାଦ୍ୱୀପ ମାଛଧରା ବନ୍ଦରରୁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଦୁଇଟି ଟ୍ରଲର ଜଳିଯାଇଛି। ଏହି ଦୁଇ ଟ୍ରଲର ହୁତୁ ହୁତୁ ହୋଇ ଜଳି ସମୁଦ୍ରରେ ବୁଡିଯାଇଥିବାବେଳେ ସୌଭାଗ୍ୟବଶତଃ ଏଥିରେ ଥିବା ୧୭ଜଣ…
Read More...

ଆଇଏସସି ଦ୍ବାଦଶ ଫଳ ୯୯.୩୮%

ଭୁବନେଶ୍ବର : କାଉନସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ୍ସ(ସିଆଇଏସସିଇ) ଦ୍ବାରା ପରିଚାଳିତ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସସି) ଦ୍ବାଦଶ ପରୀକ୍ଷା ଫଳ ରବିବାର ଅପରାହ୍ଣ ୫ଟାରେ ପ୍ରକାଶ…
Read More...

କୁକୁଡା ମାଂସ : ଚାଷୀ ବିକୁଛନ୍ତି ୭୦ରେ, ଗ୍ରାହକ କିଣୁଛନ୍ତି ୨୦୦ରେ

କଟକ : ରାଜ୍ୟରେ କିଛିମାସ ହେଲା କୁକୁଡା ମାଂସ ଦର ୨୦୦ ଟଙ୍କା ପାଖାପାଖି ରହିଆସୁଛି। ମଝିରେ ଏହା କିଲୋ ପିଛା ୨୪୦ ଟଙ୍କାରେ ପହଞ୍ଚିଥିଲା। ପରେ ୨୨୦ ଟଙ୍କାକୁ ଖସିବା ପରେ ଏବେ କିଲୋ ୨୦୦ ଟଙ୍କା ରହିଛି। ତେବେ ଚାଷୀଙ୍କ…
Read More...

ଟାଟା ପାୱାର ବିରୋଧରେ ତାତିଲେ ଗୃହିଣୀ

ଚୌଦ୍ୱାର : ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାରର ଗ୍ରାହକ ଶୋଷଣ ନୀତି ବିରୋଧରେ ଚୌଦ୍ୱାର ଅଞ୍ଚଳର ଗୃହିଣୀ ମାନେ ଏକଜୁଟ ହେବା ସହିତ ଟାଟା ପାୱାରର ମନମୁଖୀ କାର୍ଯ୍ୟର ତୀବ୍ର ବିରୋଧ କରିଛନ୍ତି । ଚୌଦ୍ୱାର ପୌର…
Read More...

ମହିଳା ବିଜେଡି ପକ୍ଷରୁ ଖୋ-ଖୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଆଠଗଡ : ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଖୋ-ଖୋ ଖେଳରେ ରୌପ୍ୟ ପଦକ ହାସଲ କରିଥିବା ଆଠଗଡର ଖୋ-ଖୋ ଖେଳାଳି ଟି. ଜଗନ୍ନାଥ ଦାସଙ୍କୁ ସଂପ୍ରତି ଗୁଜୁରାଟ ରାଜ୍ୟ ଖୋ-ଖୋ ଦଳ ୩ ଲକ୍ଷ ଟଙ୍କା ଚୁକ୍ତିନାମାରେ ନିଜ ଦଳରେ ସାମିଲ…
Read More...

“ପୁରୁଣା ପେନସନ ଆମର ହକ୍‍” ପାଇଁ ଅଣ୍ଟା ଭିଡିଲେ ଶିକ୍ଷକ

ଆଠଗଡ :  ନୂଆ ପେନସନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ନେଇ କଟକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆଠଗଡ ବ୍ଲକ ଶାଖା ଗଠିତ ହୋଇଯାଇଛି । ସ୍ଥାନୀୟ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଆଠଗଡ ବ୍ଲକ…
Read More...

ସୋମବାର ରାଶିଫଳ (୨୫/୦୭/୨୦୨୨)

ମେଷ : ଧନାଗମ ହେବ; ମାତ୍ର ବିଳମ୍ବରେ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଚିନ୍ତାମୁକ୍ତ ହୋଇପାରନ୍ତି। ବ୍ୟବସାୟ ଧୀରେ ସୁସ୍ଥେ ଚାଲିବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ। ବୃଷ : କାର୍ଯ୍ୟ କ୍ଷେତ୍ରରେ…
Read More...

ଡାକ୍ତରଖାନାରୁ ଇନଭରର୍ଟର ଚୋରୀ

ପାତ୍ରପୁର : ପାତ୍ରପୁର ବ୍ଳକ ତୁରିବୁଡି ଡାକ୍ତରଖାନାରେ ଥିବା ଇନଭରର୍ଟର ଚୋରୀ ନେଇ ପୁଲିସରେ ଅଭିଯୋଗ ହୋଇଛି । ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ଭଟ୍ଟ  ଚୋରୀ ସମ୍ପର୍କରେ ଜରଡା ଥାନାରେ…
Read More...

ପୂର୍ବତନ ସାଂସଦ ସୁବାସ ନାୟକଙ୍କ ଦେହାନ୍ତ

ଭବାନୀପାଟଣା : କଳାହାଣ୍ଡିର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁବାସ ଚନ୍ଦ୍ର ନାୟକଙ୍କ ରବିବାର ‍ହୃଦ୍‍ଘାତରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଆଜି ଭବାନୀପାଟଣା ଇରିଗେସନ…
Read More...

ଆଉ ଗୋଟେ ଦିନ ଇଡି ହାଜତରେ ରହିଲେ ଅର୍ପିତା

କଲକାତା : ପଶ୍ଚିମବଙ୍ଗ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଜାଲିଆତି ଘଟଣାରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଆଉ ଗୋଟିଏ ଦିନ ଇଡି ହାଜତରେ ରହିଛନ୍ତି। ଶନିବାର ଗିରଫ…
Read More...

ପିଓକେ, ବଲଟିସ୍ତାନ ପାକିସ୍ତାନର ଜବରଦଖଲ ଅଞ୍ଚଳ

ଜାମ୍ମୁ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଓ ଗିଲଗିଟ୍ ବଲଟିସ୍ତାନ ହେଉଛି ପାକିସ୍ତାନର ଜବରଦଖଲ ଅଞ୍ଚଳ। ଏହା ପାକିସ୍ତାନର ସାର୍ବଭୌମତ୍ବର ଅଂଶ ନୁହେଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।…
Read More...

ଯୁବ ପିଢ଼ି ସଂସ୍କୃତି ସହିତ ଯୋଡ଼ି ହୋଇ ରୁହନ୍ତୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ସନ୍ଧ୍ୟାରେ ଦେଶ ଉଦ୍ଦେଶ୍ୟରେ ବିଦାୟୀ ଅଭିଭାଷଣ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଆଜକୁ ୫ବର୍ଷ ପୂର୍ବେ ଦେଶବାସୀ ମୋତେ ନିର୍ବାଚିତ ଜନପ୍ରତିନିଧିଙ୍କ ଦ୍ବାରା…
Read More...

ଗାଁ କୁ ନାହିଁ ଭଲ ରାସ୍ତା, ଭରା ନାଳରେ ଗମନାଗମନର ସାହାରା ପାଲଟିଛି ଝୁଲା ଦଉଡି

ଚାନ୍ଦିପୁଟ :  ସରକାର ଗାଁ-ଗାଁକୁ ଗମନଗମନ ସୁବିଧା ପାଇଁ ମାଳ ମାଳ ଯୋଜନାରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା, ହେଲେ ଅନେକ ସ୍ଥାନରେ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ କେଉଁଠି…
Read More...

ସମ୍ବଲପୁରର ‘ସିଦ୍ଧି’ ପାର୍ଶ୍ବ ଗାୟିକାରୁ ନାୟିକା

ସମ୍ବଲପୁର :  ସମ୍ବଲପୁରର ଓଡିଆ ଝିଅ ସିଦ୍ଧି ପ୍ରିୟଦର୍ଶିନୀ (ହନି) ବଙ୍ଗଳା ଚଳଚିତ୍ରରେ ଜଣେ ପାର୍ଶ୍ବ ଗାୟିକା ରୂପେ ପରିଚିତ ଥିବା ବେଳେ ଏବେ ସେ ନାୟିକା ଭୂମିକା ନିର୍ବାହ କରିବାର ସୁଯୋଗ ପାଇଛନ୍ତି । ସମ୍ବଲପୁରର…
Read More...

ଯୌତୁକ ମୁକ୍ତ ସମାଜ ବାର୍ତ୍ତା ପ୍ରଚାର ପାଇଁ ନିଆରା ବିବାହ

ସମ୍ବଲପୁର : ସମ୍ବଲପୁର ଠାରେ ଯୌତୁକମୁକ୍ତ ସମାଜର ବାର୍ତ୍ତା ପ୍ରଚାର ନିମନ୍ତେ ଏକ ନିଆରା ବିବାହ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ ପୁଟିବନ୍ଧ ସ୍ଥିତ ହରିଆଣା କୁରୁକ୍ଷେତ୍ରର ମୁନିନ୍ଦର ଧର୍ମାର୍ଥ ଟ୍ରଷ୍ଟ ସମ୍ବଲପୁର…
Read More...

ପ୍ରାଥମିକ ବିଦ୍ୟାଳୟ ସଂଘ ସମ୍ମିଳନୀ

ସୁଆଣ୍ଡୋ : ପୁରୀ ଜିଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆଲୋଚନା ଚକ୍ର ଓ ସାମ୍ବିଧାନିକ ସମ୍ମିଳନୀ ବୀରଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସାଂପ୍ରତିକ ସ୍ଥିତିରେ ପ୍ରାଥମିକ…
Read More...

ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

କଟକ : ପବିତ୍ର ଶ୍ରାବଣ ମାସରେ ବହୁତ ଶୈବ ଭକ୍ତ ନିଜର ମାନସିକ ପାଇଁ ବୋଲ ବମ ଯାତ୍ରାରେ ବାହାରନ୍ତି । ବୋଲ ବମ୍ ନିମନ୍ତେ ଜଳ ନେବା ଲାଗି ଗଡ଼ ଗଡ଼ିଆ ନଦୀ ଘାଟ ଭକ୍ତଙ୍କ ପ୍ରମୁଖ ପେଣ୍ଠସ୍ଥଳୀ । ଏହି ସ୍ଥାନରୁ ପ୍ରତି…
Read More...

ବ୍ରଜରାଜନଗର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ; ପ୍ରତାପ ସଭାପତି, ତ୍ରିଲୋଚନ ସାଧାରଣ ସମ୍ପାଦକ

ବ୍ରଜରାଜନଗର : ବ୍ରଜରାଜନଗର ବିର୍ଲା ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ବ୍ରଜରାଜନଗର ପ୍ରେସ କ୍ଲବ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସଂଜୀବ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…
Read More...

ମୁହଁ ଖୋଲିଲେ ଅପରାଜିତା; କହିଲେ ବାବୁସାନଙ୍କ ନିକଟକୁ ଆସୁଥିଲା ଧମକର ଫୋନ୍‌

ଭୁବନେଶ୍ୱର: ଅଭିନେତା ବାବୁସାନ ମହାନ୍ତି ଓ ତୃପ୍ତିଙ୍କ ପାରିବାରିକ କଳହ ମାମଲାରେ ମୁହଁ ଖୋଲିଛନ୍ତି ଅପରାଜିତା ମହାନ୍ତି । ଅପରାଜିତା ଗଣମାଧ୍ୟମ ଆଗରେ ନିଜର ମତ ରଖିବା ବେଳେ କୋହଭରା କଣ୍ଠରେ ନିଜର ସ୍ତ୍ରୀ, ପୁଅ, ଓ…
Read More...

ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାମନାଗୁଡା: ବିଜେଡିର ୨୫ବର୍ଷ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ମିଳିତ ସହଯୋଗରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଆର୍ଦଶ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର

ଗଞ୍ଜାମ: ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ପରିସରରେ ଦିନଦୟାଲ କୌଶଲ୍ୟ ଯୋଜନା ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ…
Read More...

ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ;​‌ ଆକ୍ରାନ୍ତଙ୍କୁ ମୌଲାନା ଆଜାଦ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା । ଦିଲ୍ଲୀରେ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କୁ…
Read More...

ଷ୍ଟାର ଦମ୍ପତିଙ୍କ କଳହ ଘଟଣା; ଆରମ୍ଭ ହେଲା ତଦନ୍ତ, ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍‌

ଭୁବନେଶ୍ୱର: ରାଜରାସ୍ତାରେ ଷ୍ଟାର ଦମ୍ପତି ବାବୁସାନ-ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ କଳହ ଘଟଣା । ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍‌ ହୋଇଛି । ଓଡ଼ିଶା ଫେରିଲେ ତୁରନ୍ତ…
Read More...

ଡମ୍ଫର ଧକ୍କା​‌ରେ ୬ କାଉଡିଆଙ୍କ ମୃତ୍ୟୁ ଘଟଣା; ୨୪ଘଣ୍ଟା ପରେ ବଦଳିଲେ ଏସ୍‌ପି  

ଉତ୍ତରପ୍ରଦେଶ: ହାଥରସର ସାଦାବାଦ ରାସ୍ତାରେ ଡମ୍ଫର ଧକ୍କା​‌ରେ ୬ଜଣ କାଉଡିଆଙ୍କ ମୃତ୍ୟୁ ଘଟଣାରେ ସରକାର କଡ଼ା ପଦ​‌କ୍ଷେପ ନେଇଛନ୍ତି । ହାଥରସର ଏସପି ବିକାଶ କୁମାର ବିଦ୍ୟାଙ୍କୁ ବଦଳି କରାଯାଇଛି । ହାଥରସରୁ ତାଙ୍କୁ…
Read More...

ଭୁଶୁଡ଼ିଲା ୩ ମହଲା କୋଠା; ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରୁଛି ଅଗ୍ନିଶମ ବାହିନୀ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ମୁସ୍ତଫାବାଦରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ମୁସ୍ତଫାବାଦର ବାବୁ ନଗର ଚନେୱାଲି ଗଳିରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି । ଫଳରେ କୋଠା ତ​‌ଳେ କିଛି ଲୋକ ଫସି ରହିଥିବା…
Read More...

ଦେଶରେ ଆଉ ୨୦ହଜାର ୨୭୯ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେଲା ଦେଶରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାର ଲାଗିଛି । ଦୈନିକ ସଂକ୍ରମଣ ୨୦ହଜାର ପାର୍ କରୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୦ହଜାର…
Read More...

ନାବାଳିକାଙ୍କୁ ପୋଡ଼ି ମରିଦେଲେ ଯୁବକ !

ସୋର: ଖଇରା ଥାନା ବାରିଙ୍ଗିଆ ଗାଁରେ ଜଣେ ନାବାଳିକାଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ସେହି ଗାଁର ଜଣେ ଯୁବକ ନାବାଳିକାଙ୍କୁ ପୋଡ଼ି ମାରିଦେଇଥିବା କୁହାଯାଉଛି । ଘଟଣାକୁ ନେଇ…
Read More...

ରାଜ୍ୟରେ ଆଉ ୧,୦୧୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ସଂକ୍ରମଣ । ଆଜି ବି ରାଜ୍ୟରେ ଏକ ହଜାର ଉପରେ କରୋନା ଦୈନିକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧,୦୧୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା…
Read More...

ରାଷ୍ଟ୍ରପତିଙ୍କ ପାଇଁ କ’ଣ ଥାଏ ସ୍ୱତନ୍ତ୍ର ବ୍ୟବସ୍ଥା ? ଜାଣନ୍ତୁ ସର୍ବୋଚ୍ଚ ଆସନ ବିଷୟରେ କିଛି ଅଜଣା କଥା

ନୂଆଦିଲ୍ଲୀ: ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତାଙ୍କର ଏହି ବିଜୟ ଭାରତ ପାଇଁ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଦେଶ ପାଇଛି ଆଦିବାସୀ ମହିଳା ରାଷ୍ଟ୍ରପତି…
Read More...

ରାସ୍ତା ମରାମତି ଦାବିରେ ଜାତୀୟ ରାଜପଥ ଅବରୋଧ

ଅନୁଗୁଳ: ତେଜିଲା ରାସ୍ତା ମରାମତି ଦାବି । ଆଜି ରାସ୍ତା ମରାମତି ଦାବିରେ ୬ ଘଣ୍ଟି ପାଇଁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଅନୁଗୁଳ ଓକିଲ ସଂଘ ପକ୍ଷରୁ ଏନଏଚ୍‌ ଅବରୋଧ କରାଯାଇଥିବା ବେଳେ ସଙ୍ଗ ପକ୍ଷରୁ ୨ଟି ପ୍ରମୁଖ…
Read More...

ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ପୁଣି ଥରେ ଭାରତ ପାଇଁ ଗୌରବ ଆଣିଛନ୍ତି ଜାଭଲିନ୍ ଥ୍ରୋ’ର ନୀରଜ ଚୋପ୍ରା । ବିଶ୍ୱ ଆଥ୍‌ଲେଟିକ୍‌ ଚାମ୍ପିଅନସିପରେ ନୀରଜ ଚୋପ୍ରା ରୌପ୍ୟ ଜିତି​‌ଛନ୍ତି । ଜାଭଲିନ୍ ଥ୍ରୋ’ରେ ୮୮.୧୩ ମି. ଜାଭଲିନ୍ ଫିଙ୍ଗି…
Read More...

ସାଙ୍ଗକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ସାଙ୍ଗ

ଆସିକା: ସମାନ୍ୟ ବଚସାରୁ ସାଙ୍ଗକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ସାଙ୍ଗ । କବିସୂର୍ଯ୍ୟନଗର ଥାନା ବଡ଼ଆଗୁଳି ଗଙ୍ଗାପୁର ରାସ୍ତାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ଦୁଇ ସାଙ୍ଗ ଗଙ୍ଗାପୁର ନିକଟରେ…
Read More...

ବିଦ୍ୟାଳୟ ସ୍ତରୀୟ ଆବୃତ୍ତି ଓ ଲିଖନ ଓ ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଡିଆଁଡେଇଁ ପ୍ରାଥମିକ ବିଦ୍ୟାଳୟ, ଶିଶୁ ଲେଖକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯକ୍ରମରେ ଭିକାରି ନାହାକ (ବିଦ୍ୟାଳୟ ପରିଚାଳନା କମିଟି ସଭାପତି ) ସଭାପତିତ୍ୱ…
Read More...

ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗରୁ ସହାୟତା ମିଳୁନି

ଭୁବନେଶ୍ୱର : ଚୋରା ନିଶା କାରବାରକୁ ରୋକିବାପାଇଁ ଓଡିଶା ଅବକାରୀ ବିଭାଗକୁ ପଶ୍ଚିମବଙ୍ଗରୁ ଯେଭଳି ସହାୟତା ମିଳିବା କଥା ତାହା ମିଳୁନାହିଁ। ପଶ୍ଚିମବଙ୍ଗର ନିଶା ମାଫିଆଙ୍କୁ ରୋକିବାପାଇଁ ବିଜେଡି ବିଧାୟକ ସଞ୍ଜିବ…
Read More...

ଲାଦେରପାଲି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା

ରେଙ୍ଗାଲିକ୍ୟାମ୍ପ :  ଅତାବିରା ସ୍ଥିତ ଲାଦେରପାଲି  ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶନିବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି । ଅତାବିରା ମହାବିଦ୍ୟାଳୟର ଅଧ୍ୟକ୍ଷ  ଅଶ୍ଵିନୀ…
Read More...

୪ଟି ସମବାୟ ବ୍ୟାଙ୍କ ଉପରେ ଆରବିଆଇର କଟକଣା

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ୪ଟି ସମବାୟ ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ଦୃଷ୍ଟିରୁ ସେଗୁଡ଼ିକ ଉପରେ ଅର୍ଥ ଉଠାଣ ସମେତ ଅନ୍ୟ କଟକଣାମାନ ଲାଗୁ କରିଛି । ସେହି ୪ଟି ସମବାୟ ବ୍ୟାଙ୍କ ମଧ୍ୟରେ ମହାରାଷ୍ଟ୍ରର…
Read More...

ଚଳିତ ବର୍ଷ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍

ଡେସ୍କ : ଚଳିତ ବର୍ଷ ରାଜ୍ୟର ୭ଟି ସ୍ଥାନ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ପୁଟସିଲ୍‍ ଓ ସୋନାପୁରଠାରେ ଇକୋ ରିଟ୍ରିଟ୍‍ ଆୟୋଜନ କରାଯିବ । ଧଉଳୀ, ରଘୁରାଜପୁର, ଶିଖର ଚଣ୍ଡୀ ଇତ୍ୟାଦିର…
Read More...

କାଶୀପୁରର ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଡେସ୍କ :  ରାୟଗଡ଼ା ଜିଲ୍ଲା କାଶୀପୁରର ହଇଜା ସ୍ଥିତି ଅନୁଧ୍ୟାନ ପାଇଁ ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରଭାବିତ ଗ୍ରାମ ପରିଦର୍ଶନ କରିଛନ୍ତି । ସେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ…
Read More...

ଅତାବିରା ପୁଲିସ ପକ୍ଷରୁ ଆତ୍ମ ସୁରକ୍ଷା ଶିବିର ଆୟୋଜିତ

ରେଙ୍ଗାଲି କ୍ୟାମ୍ପ :  ଅତାବିରା ଏନ୍ ଏ ସି ଅନ୍ତର୍ଗତ ଲାଦର ପାଲି ସ୍ଥିତ ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅତାବିରା ଆମ ପୁଲିସ  ସମିିତି ପକ୍ଷରୁ  ଆତ୍ମ ସୁରକ୍ଷା ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ପାଠ କହି ନ ପାରିବାରୁ ଶିକ୍ଷକଙ୍କ ମାଡ଼ ; ୧୦ ଆହତ, ୪ ଗୁରୁତର

ବାସୁଦେବପୁର ବ୍ଲକ ସୋନାମୁଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ଜ୍ୟାମିତି ପାଠ ନକହିପାରିବାରୁ ଶିକ୍ଷକଙ୍କ ମାଡ଼ରେ ୪ ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆଉ ୧୦ଜଣ ଛାତ୍ରଛାତ୍ରୀ ସାମାନ୍ୟ ଆହତ…
Read More...

ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଠାକରେ ଓ ସିନ୍ଦେଙ୍କୁ ଇସିଆଇଙ୍କ ନିର୍ଦେଶ

ମୁମ୍ବଇ : ଶିବସେନାକୁ ନିଜ ଅକ୍ତିଆରରେ ରଖିବା ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ପୂର୍ବନତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ କ୍ଷମତା କନ୍ଦଳ ଜାରି ରହିଛି । ତେବେ ଉଭୟ ନେତା ‌ନେତା ଉଦ୍ଧବ…
Read More...

ବାବୁସାନ-ତୃପ୍ତି ମଝିରେ ପ୍ରକୃତି ! କାହିଁକି ହେଲା ରାସ୍ତାରେ କଳି ? ଜାଣନ୍ତୁ ପୁରାଘଟଣା

ଭୁବନେଶ୍ୱର: ରାଜରାସ୍ତାରେ ଷ୍ଟାର ଦମ୍ପତିଙ୍କ ଟଣାଓଟରା । ସ୍ୱାମୀଙ୍କୁ ମାରିଲେ ବାନ୍ଧବୀଙ୍କ ଚୂଳକୁ ଟାଣିଲେ । ସେତିକିରେ ବୁଝିଲାନି ପତ୍ନୀଙ୍କ ମନ । ପରେ ଓଲିଉଡର ସୁପରଷ୍ଟାରଙ୍କ ପତ୍ନୀ ଅଭିନେତ୍ରୀ ଜଣକୁ କିଛି…
Read More...

୨୫ ପରିବର୍ତ୍ତେ ୨୬ରେ ହାଜର ପାଇଁ ସୋନିଆଙ୍କୁ ଇଡିର ସାନି ସମନ

ନୁଆଦିଲ୍ଲୀ : ନେସନାଲ୍‍ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆସନ୍ତା ୨୫ ତାରିଖ ପରିବର୍ତ୍ତେ ୨୬ ତାରିଖରେ ହାଜର ହେବା ପାଇଁ ସାନି ସମନ ଜାରି କରିଛି । ପୂର୍ବରୁ…
Read More...

ଇଡି ଚଢଉ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସର ହଟଗୋଳ : ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭାରେ  ଶନିବାର ଶୂନକାଳରେ ବିଜେପି ସଦସ୍ୟ ବିଷ୍ଣୁ ସେଠୀ ଇଡି ଚଢଉ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଦୁଇଦିନ ତଳେ କିଛି ସଦସ୍ୟ ଏଠାରେ କାହିଁକି ସୋନିଆ ଓ ରାହୁଳ ଗାନ୍ଧୀଙ୍କୁ ଇଡି ଡାକୁଛି ବୋଲି…
Read More...

ଏସସି ଓ ଏସଟି ତାଲିକାରେ ସାମିଲ କରା ନ ଯିବାକୁ ନେଇ ବିଧାନସଭାରେ ଉଦବେଗ

ଭୁୁବନେଶ୍ୱର : ସମାନ ଜାତିର ଲୋକ ମାନଙ୍କର ସାଙ୍ଗିଆ ଭିନ୍ନ ହେଲେ ମଧ୍ୟ ସେମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ ସାମିଲ କରା ଯାଉ ନାହିଁ। ଯାହା ଫଳରେ ସେମାନେ ସଂରକ୍ଷଣ ଓ ଅନ୍ୟ ବ୍ୟବସ୍ଥାର ଲାଭ ପାଇ ପାରୁ…
Read More...

ରେଳବିଭାଗ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ

ସୁଆଣ୍ଡୋ :  ପୂର୍ବତଟ ରେଳବାଇ ପକ୍ଷରୁ ୧୮ ତାରିଖରୁ ଆରମ୍ଭ ହୋଇଥିବା ଆଜାଦୀ କା ଅମୃତ ମହୋତ୍ସବ ପୁରୀ ଜିଲା ସାକ୍ଷୀଗୋପାଳ ରେଳ ଷ୍ଟେସନରେ ଶନିବାର ଉଦଯାପିତ ହୋଇଯାଇଛି । ସମ୍ବଲପୁର, କଟକ, ଖୋର୍ଦ୍ଧା ଓ ସାକ୍ଷୀଗୋପାଳରେ…
Read More...

ଭଲପାଇବାରେ ସମସ୍ତେ ବନ୍ଧା; ତୋ ବିନା ମୋ କାହାଣୀ ଅଧା

ଏଠି ଭଲପାଇବାରେ ସମସ୍ତେ ବନ୍ଧା । ସେ ପଶୁ ହୁଅନ୍ତୁ କି ମଣିଷ । ଦେଖନ୍ତୁ ଏହି ଦୁଇଟି ଭିଡିଓ ଶିଖାଉଛି ଭଲପାଇବାର ପରିଭାଷା । ଗୋଟିଏରେ ଆପଣ ଗୋ’ ମାତାଙ୍କ ନିକଟରେ ପିଲାଟିର ହରକତକୁ ଦେଖନ୍ତୁ । ଅନ୍ୟ ଭିଡିଓଟିରେ…
Read More...

‘ସମାଜ’ ପ୍ରଭାବ; ମଣିପୁର ଆଦର୍ଶ ବିଦ୍ୟାଳୟରେ ସ୍ୱାଭାବିକ ହେଲା ବିଦ୍ୟୁତ୍‌ ସେବା

ହରଭଙ୍ଗା: ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡିଯିବା  ଫଳରେ  ଅନ୍ତେବାସୀ ପିଇବା ପାଣି ଏବଂ ରହିବା ପାଇଁ ହଇରାଣ ହେଉଥିଲେ । ଫଳରେ ଗତ ସୋମବାର ୪୬ଜଣ ଅନ୍ତେବାସୀ ହଷ୍ଟେଲ ଛାଡିବାକୁ…
Read More...

ଝାରଖମଣ ସ୍କୁଲରେ ଅଭାବନୀୟ ଘଟଣା; ଗୀତ ଲେଖିନପାରିବାରୁ ଶିକ୍ଷକଙ୍କ ମାଡରେ ଚତୁର୍ଥ ଶ୍ରେଣୀ ଛାତ୍ର ଲହୁଲୁହାଣ ଅଭିଯୋଗ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଝାରଖମଣ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଆଉ ଏକ ଅଭାବନୀୟ ଚିତ୍ର ସାମନାକୁ ଆସିଛି । ଗୀତ ଲେଖିନପାରିବାରୁ ଜନୈକ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ପରମାନନ୍ଦ…
Read More...

ମମତାଙ୍କ ମନ୍ତ୍ରୀ ଗିରଫ; ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା ଲାଗିଛି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଶିକ୍ଷକ…
Read More...

ଓଡ଼ିଆ ପୁଅ ଜଗନ୍ନାଥଙ୍କ ଚତୁର୍ଥ ବିଶ୍ଵ ରେକର୍ଡ 

ପାଟଣା: ଜୀବନରେ କିଛି ଭିନ୍ନ ଏବଂ ଦୁଃସାହସିକ କାର୍ଯ୍ୟ କରିବାକୁ ତାଙ୍କର ଆଗ୍ରହ ରହିଥିଲା । ସେଥିପାଇଁ ସେ ସବୁବେଳେ ଉଦ୍ୟମ ଚଳାଇଥିଲେ । ଅଦ୍ୟମ ଇଚ୍ଛା ଶକ୍ତି ସହ ପ୍ରଚେଷ୍ଟା ଆଜି ତାଙ୍କୁ ଆଣିଦେଇଛି ସଫଳତା ।…
Read More...

ନବରଙ୍ଗପୁର, ଝରିଗାଁ ଓ ଚାନ୍ଦାହାଣ୍ଡି ବ୍ଲକର ସରପଞ୍ଚମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ଡିପିଆରସି ସଭାଗୃହ ଠାରେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସହାୟତାରେ ଜିଲ। ପ୍ରଶାସନ ପକ୍ଷରୁ ଜିଲ।ର ନବରଙ୍ଗପୁର, ଝରିଗାଁ ଓ…
Read More...

ବିନା କାଗଜପତ୍ର ରେ ଚାଲୁଛି ଶତାଧିକ ଗାଡି

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଞ୍ଚଳରେ ପରିବହନ ବ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ହଜାର ହଜାର ଗାଡି ମୋଟର ଏଠାରେ ଚଳାଚଳ କରୁଥିବାବେଳେ ଶତାଧିକ ଗାଡିର କାଗଜ ପତ୍ର ଠିକ ନଥିବାର…
Read More...

ପ୍ରଶାସନର ଜ୍ଞାତସାରରେ ଚାଲିଛି ପଥର ଚୋରା କାରବାର

ସିକୋ: ବେଗୁନିଆ ତହସିଲ ଅଧୀନରେ ବିଭିନ୍ନ ପଞ୍ଚାୟତରେ ଥିବା ବହୁ ସରକାରୀ ଜାଗାରେ ବେଆଇନ ଭାବେ ଚାଲିଥିବା ପଥର ଖଣି ଗୁଡିକ ପ୍ରଶାସନର ଜ୍ଞାତସାରରେ ଚାଲିଛି ବୋଲି ପଥର ମାଫିଆ ମାନେ ସ୍ଥାନୀୟ ଜନସାଧାରଣଙ୍କୁ…
Read More...

ମୋହନାର ଶିକୁଳିପଦର ଉଚ୍ଚ ବିଦ୍ୟାଳୟରେ ୫-ଟି ବିଦ୍ୟାଳୟର ସ୍ମାର୍ଟ-ବୋର୍ଡରେ ଶିକ୍ଷାଦାନ ତାଲିମ ଶିବିର ଉଦଯାପିତ

ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ନୋଡାଲ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚମ ପର୍ଯାୟ ବ୍ଲକ ସ୍ତରୀୟ ୫-ଟି ଶିକ୍ଷା ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର…
Read More...

ବିଦ୍ୟାଳୟ ମିଶ୍ରଣକୁ ବିରୋଧ

ସମ୍ବଲପୁର: ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅର୍ନ୍ତଗତ ପରମାଣପୁର ପଞ୍ଚାୟତର କୁର୍ଲାବାହାଲ ଓ ଚିଟକେଲ ଗ୍ରାମବାସୀ ମାନେ ଅଞ୍ଚଳରେ ରହିଥିବା ବିଦ୍ୟାଳୟକୁ ବନ୍ଦ କରାଯାଇ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣକୁ ବିରୋଧ…
Read More...

ଟାଉନ ଥାନାରେ ରକ୍ତଦାନ ଶିବିର; ୧୨୧ ୟୁନିଟ ସଂଗ୍ରହ

ସମ୍ବଲପୁର: ସମ୍ବଲପୁର ଜିଲା ପୁଲିସ ପକ୍ଷରୁ ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ଲକ୍ଷ୍ୟ ନେଇ ନିୟମିତ ରକ୍ତଦାନ ଶିବିର ମାନ ଆୟୋଜିତ ହୋଇ ଆସୁଛି । ଏହି କ୍ରମରେ ସମ୍ବଲପୁରର ଟାଉନ ଥାନା ପକ୍ଷରୁ ଶୁକ୍ରବାର ଏକ…
Read More...

ଶିଶୁପୁତ୍ର ସହ ମାନସିକ ବିକୃତ ମହିଳା ଉଦ୍ଧାର

ଚୌଦ୍ୱାର: ଚୌଦ୍ୱାର ଥାନା ଅଧିନ ବାଣୀପଦା ପଞ୍ଚାୟତ ସ୍ଥିତ ଆରଆଇ କାର୍ଯ୍ୟାଳୟ ପାଖରେ ଥିବା ଏକ ଭଙ୍ଗା ଘର ଭିତରୁ ଜଣେ ମାନସିକ ବିକୃତ ମହିଳା ଓ ତାର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି  । ଜଣେ ଅର୍ଦ୍ଧଲଗ୍ନ ମହିଳା ଏକ…
Read More...

କଳିଙ୍ଗ ବିଦ୍ୟାପୀଠରେ ବିଦ୍ୟାର୍ଥୀ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ

ଚୌଦ୍ୱାର: କଟକ ରାମକୃଷ୍ଣ ମିଶନ୍‌ ଓ ବିବେକାନନ୍ଦ ସେବା ସମିତି ମିଳିତ ଆନୁକୂଲ୍ୟରେ ଚୌଦ୍ୱାର କଳିଙ୍ଗ ନୋଡ଼ାଲ ବିଦ୍ୟାପୀଠରେ ବିଦ୍ୟାର୍ଥୀ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ବିଦ୍ୟାଳୟର ପ୍ରଧାନ…
Read More...

ଡାଲମିଆ ସିମେଣ୍ଟ ପକ୍ଷରୁ ଛାତ୍ରଙ୍କୁ ମେଧାବୃତ୍ତି

ପାଟଣା: ଢେଙ୍କିକୋଟର ଏମ.ଟି ଟ୍ରେଡର୍ସର ଶତ୍ଵାଧିକାରୀ ରାଜକିଶୋର ସାହୁଙ୍କ +୨ ପ୍ରଥମ ବର୍ଷରେ ଓଡିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିବା ପୁଅ ଅଙ୍କିତ କୁମାର ସାହୁ ଗତ ଦଶମ ସିବିଏସଇ ପରୀକ୍ଷାରେ ଶତକଡା ୯୩.୦୨ ନମ୍ବର ରଖି…
Read More...

ମଧ୍ୟାହ୍ନ ଭୋଜନ ଗୃହ ଉଦଘାଟନ କଲେ ଅତିରିକ୍ତ ଶାସନ ସଚିବ

ପାଟଣା: ଢେଙ୍କିକୋଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୋ ବିଦ୍ୟାଳୟ ଅଭିଯାନ ଦ୍ଵାରା ସଂଗୃହିତ ଅର୍ଥରେ ନବନିର୍ମିତ ମଧ୍ୟାହ୍ନ ଭୋଜନ ଗୃହକୁ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଡକ୍ଟର ପ୍ରତାପ ଚନ୍ଦ୍ର ମିଶ୍ର…
Read More...

ଶ୍ରେଣୀଗୃହରେ ପାଠ ପଢ଼ାଇଲେ ବିଧାୟକ 

ପାଟଣା: ପାଟଣା ବିଧାୟକ ଜଗନ୍ନାଥ ନାଏକ ଗତକାଲି ସାହାରପଡ଼ା ବ୍ଳକ ଖୁଣ୍ଟାପଡ଼ା ଗ୍ରାମପଞ୍ଚାୟତ ଗୋଜିଟାଙ୍ଗିରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି । ଦଳୀୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଚାରା ରୋପଣ…
Read More...

ନଦୀରୁ ନିଖୋଜ ମହିଳାଙ୍କର ମୃତଦେହ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ ଶଂକରାକୋଲ ନିକଟ ସାଲୁଙ୍କୀ ନଦୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ ପଂଚାୟତର ଆନନ୍ଦନଗରର ଲାଟେ…
Read More...

ସାହାରପଡ଼ା ଆଦର୍ଶ ବିଦ୍ୟାଳୟ; ଅଦିତୀ ଓ ରୌପ୍ୟାଙ୍କୁ ୯୫ ପ୍ରତିଶତ

ପାଟଣା: ସାହାରପଡ଼ା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମ ଫଳାଫଳ ପ୍ରକାଶ ପାଇଛି । ବିଦ୍ୟାଳୟର ଛାତ୍ରୀ ତଥା ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଝିଅ ଅଦିତୀ ଅଂଶୁଳିକା ବର୍ମା ୯୫.୨ ପ୍ରତିଶତ…
Read More...

ପ୍ରଶାସନ ଦ୍ୱାରା ଅହେତୁକ ବାଲି ଦର ବୃଦ୍ଧି; ଆନ୍ଦୋଳନକୁ ଓହ୍ଲାଇବ ଟ୍ରାକ୍ଟର ମାଲିକ ସଂଘ

ଫୁଲବାଣୀ: ପ୍ରଶାସନ ପକ୍ଷରୁ ଅହେତୁକ ଭାବରେ ବାଲିର ଦର ବୃଦ୍ଧି କରାଯାଇଥିବା ଅଭିଯୋଗ କରିଛି ଟ୍ରାକ୍ଟର ମାଲିକ ସଂଘ । ଏହାର ପ୍ରତିବାଦରେ ପ୍ରାୟ ୨୦ ଦିନ ହେଲା ଫୁଲବାଣୀର ସମସ୍ତ ଟ୍ରାକ୍ଟର ଚଳାଚଳ ବନ୍ଦ ରହିଛି । ଫଳରେ…
Read More...

ତଇଲାମାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପଥରବନ୍ଧ ଧସିଲା

ଆଠଗଡ: ଆଠଗଡ ବ୍ଲକ ରାଜନଗର ପଞ୍ଚାୟତ ଅନ୍ତର୍ଗତ ତଇଲାମାଳ ଠାରେ ସାପୁଆନଦୀ ଉପରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପଥର ବନ୍ଧଟି ପ୍ରଥମ ବନ୍ୟାଜଳ ପ୍ରବାହିତ ହେବା ବେଳେ ଧସି ଯାଇଥିବା ଜଣାପଡିଛି । ପ୍ରାୟ ୪୦ବର୍ଷ ତଳେ…
Read More...

ଡମ୍ଫର ଧକ୍କା​‌ରେ ୬ କାଉଡିଆଙ୍କ ମୃତ୍ୟୁ; ୨ଜଣ ଗୁରୁତର

ଉତ୍ତରପ୍ରଦେଶ: ହାଥରସର ସାଦାବାଦ ରାସ୍ତାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଡମ୍ଫର ଧକ୍କା​‌ରେ ୬ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ କାଉଡିଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯିବା…
Read More...

ଆଜିଠୁ ୪ ଦିନିଆ ଦିଲ୍ଳୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜିଠୁ ୪ ଦିନିଆ ଦିଲ୍ଳୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି ।…
Read More...

ସର୍ବାଧିକ ‘ପ୍ରିଫରେନ୍ସ ଅଫ ଚଏସ’ ସୀମା ନାହିଁ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୨-୨୩ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଗତ ୨୦ ତାରିଖରୁ ଆରମ୍ଭ ହୋଇଛି। ଚଳିତ ଶିକ୍ଷାବର୍ଷରେ ଇ-ନାମଲେଖାରେ କିଛିଟା ପରିବର୍ତ୍ତନ କରାଯାଇଛି। ଆବେଦନକାରୀଙ୍କୁ…
Read More...

ପ୍ରଥମ ଦିନିକିଆ : ଭାରତର ରୋମାଞ୍ଚକର ବିଜୟ

ପୋର୍ଟ ଅଫ ସ୍ପେନ : ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ପୋର୍ଟ ଅଫ ସ୍ପେନର କୁଇନ୍ସ ପାର୍କରେ ଶୁକ୍ରବାର ମ୍ୟାଚରେ ଭାରତ ୩ରନରେ…
Read More...

ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ ; ବିକାଶ ପାଣ୍ଠି ବିନିଯୋଗରେ ପିସି

ଭୁବନେଶ୍ୱର :  ରାଜ୍ୟରେ ଯୋଜନା ଓ ସମନ୍ବୟ ବିଭାଗ ନାଁ ବଦଳାଇ ଯୋଜନା ଓ ସଂଯୋଜନା ବିଭାଗ ରଖିଦେଲେ ବିକାଶ ହେବନାହିଁ। ବିକାଶ ଲାଗି ସ୍ବତନ୍ତ୍ର ଯୋଜନା ଓ ଗବେଷଣାକୁ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି।…
Read More...

ପ୍ରଦୂଷଣମୁକ୍ତ ପାରାଦ୍ୱୀପ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି

ନୂଆଦିଲ୍ଲୀ : ବନ୍ଦର ନଗରୀ ପାରାଦ୍ୱୀପକୁ ପ୍ରଦୂଷଣମୁକ୍ତ କରିବା ଲାଗି ଅଧିକ ସଂଖ୍ୟକ ମାଲବାହୀ ଟ୍ରେନ ଚଳାଇବାକୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ…
Read More...

ବ୍ୟବସାୟୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ଥମୁନି ମାଓ ହିଂସା। ଘରେ ପ୍ରବେଶ କରି ଜଣେ ଗ୍ରାମବାସୀଙ୍କୁ ମାଓବାଦୀ ହତ୍ୟା କରିଛନ୍ତି। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ଦର୍ନାପାଲରେ ଏପରି ଘଟଣା ଘଟିଛି।…
Read More...

ଗାଭାସ୍କରଙ୍କ ନାମରେ ନାମିତ ହେବ ଲିଚେଷ୍ଟର କ୍ରିକେଟ୍‌ ପଡ଼ିଆ

ଲଣ୍ଡନ : ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁନୀଲ ଗାଭାସ୍କରଙ୍କ ନାମରେ ନାମିତ ହେବାକୁ ଯାଉଛି ଇଂଲଣ୍ଡର ଲିଚେଷ୍ଟର କ୍ରିକେଟ୍‌ ପଡ଼ିଆ। ପୂର୍ବରୁ ଗାଭାସ୍କରଙ୍କ ନାମରେ ଆମେରିକାର କେଣ୍ଟକି ଓ ତାଞ୍ଜାନିଆର ଜାଞ୍ଜିବରରେ…
Read More...

ଲକ୍ଷ୍ୟଧାର୍ଯ୍ୟରୁ ୫୦% ଛୁଇଁନାହିଁ କୃଷି ଋଣ

ଭୁବନେଶ୍ୱର :  ଚଳିତବର୍ଷ ଖରିଫରେ ମୋଟ ୧୯ ହଜାର ୩୧ କୋଟି ଟଙ୍କା ଋଣ ଦେବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ରାଜ୍ୟ ସମବାୟ ବ୍ୟାଙ୍କ ୯ ହଜାର କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥିବା…
Read More...

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଗୁଣବର୍ଦ୍ଧନେ

କଲମ୍ବୋ : ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଥିବା ଦିନେଶ ଗୁଣବର୍ଦ୍ଧନେ ଭାରତୀୟ ବଂଶୋଦ୍ଭବ। ତାଙ୍କ ବାପା ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସାରଥି ଥିଲେ। କେବଳ ସେତିକି ନୁହେଁ;…
Read More...

କ୍ରସ୍‌ ଭୋଟିଂର ତଦନ୍ତ କରିବ କଂଗ୍ରେସ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ଅନୁଷ୍ଠିତ ମତଦାନରେ କ୍ରସ୍‌ ଭୋଟିଂକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏଥିରେ ମୋଟ ୧୭ ସାଂସଦ ଓ ବିଭିନ୍ନ ରାଜ୍ୟର ୧୨୦ ବିଧାୟକ ନିଜ ଦଳର ନିଷ୍ପତ୍ତି ବିରୋଧରେ ଯାଇ…
Read More...

ସାମ୍ନାକୁ ଆସିଲା ମମତାଙ୍କ ଚତୁରତା

ନୂଆଦିଲ୍ଲୀ/କଲକାତା : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣାରେ ତାଙ୍କ ସହ ପରାମର୍ଶ କରାଯାଇ ନ ଥିବା ଅଭିଯୋଗ କରି ମତଦାନରୁ ବିରତ ରହିବାକୁ ଘୋଷଣା କରିଥିବା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ…
Read More...

ଶନିବାର ରାଶିଫଳ (୨୩/୦୭/୨୦୨୨)

ମେଷ :  ସ୍ବକର୍ମ ଆପଣଙ୍କ ଭାଗ୍ୟ ନିୟନ୍ତା ହେବ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ସ୍ବଭାବ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ପତ୍ନୀଙ୍କ ରୋଷ ନିର୍ବାପିତ କରିପାରନ୍ତି। ଧନାଗମ ହେବ। ବୃଷ : ଧନ, ସମ୍ପଦ ଓ…
Read More...

ଜଙ୍ଗଲ ଜମି ଅଧିକାରୀ ଆଇନ ସଂପର୍କିତ ଜିଲା ସ୍ତରୀୟ କର୍ମଶାଳା

ଫୁଲବାଣୀ : ରାଜ୍ୟରେ ଲାଗୁ ହୋଇଥିବା ଜଙ୍ଗଲ ଜମି ଅଧିକାର ଓ କନ୍ଧମାଳ ଜିଲାରେ ଏହାର ଅଗ୍ରଗତି ନେଇ ଶୁକ୍ରବାର ଏକ ଜିଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସମନ୍ୱିତ ଆଦିବାସୀ ଉନ୍ନୟନ କାର୍ଯ୍ୟାଳୟ…
Read More...

ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଦିଗରେ କାର୍ଯ୍ୟ କରି ସମ୍ମାନିତ ହେଲେ ସମାଜସେବୀ

ଲାଞ୍ଜିଗଡ଼ : କଳାହାଣ୍ଡି  ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ଜିଲ୍ଲାର ଚାରିଜଣ ସମାଜସେବୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…
Read More...

ଯୁବ ଉଦ୍ୟମୀଙ୍କ ପାଇଁ ଜାଗୃତି ଯାତ୍ରା

ସମ୍ବଲପୁର :  ଦେଶର ଯୁବ ଉଦ୍ୟମୀ ମାନଙ୍କ ପାଇଁ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଚଳିତ ବର୍ଷର ଜାଗୃତି ଯାତ୍ରା ଆୟୋଜିତ ହେବ । ପ୍ରତି ବର୍ଷ ଏହି ଜାଗୃତି ଯାତ୍ରା ଦଳ ପକ୍ଷରୁ ଆୟୋଜିତ ହେଉଥିବା ବେଳେ କରୋନା ପାଇଁ ୨…
Read More...

ପ୍ରାଣୀ ବିଜ୍ଞାନ ବିଭାଗର ଶେଷବର୍ଷ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଶେଷବର୍ଷର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା…
Read More...

ଧୁରୁଷିଆରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଗୁରୁଡିଝାଟିଆ : ଧୁରୁଷିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । କଟକ ସିଡିଏସ୍ଥିତ ମର୍ଡର୍ଣ୍ଣ ଆଇ ହସ୍ପିଟାଲର ଚିକିତ୍ସକ ଓ କର୍ମଚାରୀ ଉପସ୍ଥିତ ରହି…
Read More...

ଜୀବନକୁ ବାଜି ଲଗାଇ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ରଛାତ୍ରୀ ଓ ଗ୍ରାମବାସୀ

ମୋହନା :  ରାଜ୍ୟ ସରକାର ବିଭିନ୍ନ ସମୟରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକର ଉନ୍ନତି ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତିି । ହେଲେ ଏମିତି କିଛି ଅଞ୍ଚଳ…
Read More...

ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ : ଆଠଗଡ ଉପଖଣ୍ଡସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଉପ-ଜିଲ୍ଲାପାଳ ତଥା ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ହେମନ୍ତ କୁମାର…
Read More...

ମହଙ୍ଗା ପଡିଲା ଅନଲାଇନ ପ୍ରେମ, ବଳତ୍କାର ଅଭିଯୋଗରେ ଯୁବକ ଗିରଫ

ଆଠଗଡ :  ଫେସବୁକରେ ବନ୍ଧୁତା ଓ ତାପରେ ଚାଟିଂ ଏବଂ ଶେଷରେ ପ୍ରେମ ହୋଇଥିଲା। ଶେଷରେ ଝିଅ ଓ ପୁଅ ଗତ ଏପ୍ରିଲ ୯ତାରିଖରେ ଫେରାର ହୋଇ ଯାଇଥିଲେ। ଏହି ଘଟଣା ଘଟିଛି ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତର ପାଟଲିଙ୍ଗା…
Read More...

ବିଶ୍ୱ ମସ୍ତିଷ୍କ ଦିବସରେ ସଚେତନତା ଶୋଭାଯାତ୍ରା

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଶୁକ୍ରବାର କଟକିଆ ସାହି ପଞ୍ଚାୟତର ବନ୍ଧହଟା ଗ୍ରାମ ଅଙ୍ଗନୱାଡି କେନ୍ଦ୍ରରେ ବିଶ୍ୱ ମସ୍ତିଷ୍କ ଦିବସ ପାଳନ…
Read More...

କୃଷି ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

ଆଠଗଡ : ଆଠଗଡ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଦ୍ୱାରା ଚାଷୀଙ୍କୁ ସଚେତନ କରିବା ଲାଗି ଏକ କୃଷି ସଚେତନତା ରଥ ପରିକ୍ରମାର ଉଦ୍‍ଘାଟନ ହୋଇଯାଇଛି। ଶୁକ୍ରବାର…
Read More...

ଆଜି ସିବିଏସ୍‌ଇ ଫଳ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତାକାଲି (ଶୁକ୍ରବାର) ପ୍ରକାଶ ପାଇବାର ସମ୍ଭାବନା ରହିଛି। ଦ୍ବାଦଶ ଫଳ ପୂର୍ବାହ୍ନ ସାଢେ…
Read More...

ମୋଟୁ ବନ୍ୟା ପୀଡ଼ିତଙ୍କୁ ‘ସମାଜ ରିଲିଫ୍‍’

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ମୋଟୁ ଅଞ୍ଚଳରେ ବନ୍ୟା ପୀଡିତଙ୍କୁ ‘ସମାଜ ରିଲିଫ୍‍’ ସହାୟତାର ହାତ ବଢ଼ାଇଛି। ଗତ ୧୦ଦିନ ଧରି ଲଗାଣ ବର୍ଷା ଯୋଗୁଁ ୭ଗୋଟି ଗାଁ ସମ୍ପୂର୍ଣ୍ଣ ବୁଡି ଯାଇଥିଲା। ପଡୋଶୀ ଆନ୍ଧ୍ର ଓ…
Read More...

ଦିନେଶ ଗୁଣବର୍ଦ୍ଧନେ ଶ୍ରୀଲଙ୍କାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ!

କଲମ୍ବୋ : ଦିନେଶ ଗୁଣବର୍ଦ୍ଧନେ ଶ୍ରୀଲଙ୍କାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେଙ୍କ ଘୋଷଣାକୁ ଅପେକ୍ଷା କରାଯାଇଛି। ବିକ୍ରମସିଙ୍ଘେ ପ୍ରଧାନମନ୍ତ୍ରୀ ପଦ…
Read More...

ଦ୍ରୌପଦୀ ମୁର୍ମୁ ମହାମହିମ

ନୂଆଦିଲ୍ଲୀ : ଭାରତୀୟ ଗଣତନ୍ତ୍ର ପାଇଁ ଗୁରୁବାର ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଥର ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କେବଳ ଭାରତ ନୁହେଁ;…
Read More...