www.samajalive.in
Sunday, December 14, 2025
19.1 C
Bhubaneswar

ଡାକ୍ତରଖାନାରୁ ଇନଭରର୍ଟର ଚୋରୀ

ପାତ୍ରପୁର : ପାତ୍ରପୁର ବ୍ଳକ ତୁରିବୁଡି ଡାକ୍ତରଖାନାରେ ଥିବା ଇନଭରର୍ଟର ଚୋରୀ ନେଇ ପୁଲିସରେ ଅଭିଯୋଗ ହୋଇଛି । ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ଭଟ୍ଟ  ଚୋରୀ ସମ୍ପର୍କରେ ଜରଡା ଥାନାରେ ଏତଲା ଦେଇଛନ୍ତି । ରବିବାର ସକାଳେ ଫାର୍ମାସିଷ୍ଟ ଜଣକ ଡାକ୍ତର ଖାନା ଖୋଲିବାକୁ ଯାଇଥିବା ବେଳେ ପ୍ରବେଶ ପଥର ଗ୍ରୀଲ ତାଲା ଭାଙ୍ଗିଥିବା ଜାଣିବାକୁ ପାଇଲେ। ଏହା ଦେଖି ସନ୍ଦେହ କରି ଭିତରକୁ  ଦେଖିବା ବେଳେ ଇନଭରର୍ଟର ନଥିବା ଜାଣିବାକୁ ପାଇ ଖାରିଆଗୁଡା ଫାଣ୍ଡିରେ ଖବର ଦେଇଥିଲେ। ଫାଣ୍ଡି ପୋଲିସ ପହଁଚିବା ସହ ଇନଭେଟେର ନଥିବା ଜାଣିବାକୁ ପାଇଥିଲେ।ଏହା  ପରେ ଜରଡ। ଥାନାରେ ଏତଲା ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories