www.samajalive.in
Sunday, December 7, 2025
23.1 C
Bhubaneswar

‘ସମାଜ’ ପ୍ରଭାବ; ମଣିପୁର ଆଦର୍ଶ ବିଦ୍ୟାଳୟରେ ସ୍ୱାଭାବିକ ହେଲା ବିଦ୍ୟୁତ୍‌ ସେବା

ହରଭଙ୍ଗା: ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡିଯିବା  ଫଳରେ  ଅନ୍ତେବାସୀ ପିଇବା ପାଣି ଏବଂ ରହିବା ପାଇଁ ହଇରାଣ ହେଉଥିଲେ । ଫଳରେ ଗତ ସୋମବାର ୪୬ଜଣ ଅନ୍ତେବାସୀ ହଷ୍ଟେଲ ଛାଡିବାକୁ ବାଧ୍ୟ ହୋଇଥିଲେ । ଏ ସର୍ମ୍ପକୀତ ଖବର କେବଳ ଦୈନିକ ଖବରକାଗଜ ‘ସମାଜ’ରେ ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ ବିଭାଗ ନୂତନ ଟ୍ରାନ୍ସଫର୍ମର ଲଗାଇଥିଲେ । ଫଳରେ ହଷ୍ଟେଲରେ ବିଦ୍ୟୁତ୍‌ ସେବା ସ୍ୱାଭାବିକ ହୋଇଛି । ବର୍ତ୍ତମାନ ଅନ୍ତେବାସୀଙ୍କ ହଷ୍ଟେଲକୁ ଫେରୁଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories