www.samajalive.in
Saturday, December 6, 2025
26.1 C
Bhubaneswar

ରେଳଧାରଣାରୁ ଅଚିହ୍ନା ଵୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଜିଆରପି ଫାଣ୍ଡି ଅନ୍ତର୍ଗତ କୁକୁଡାହାଡ଼ ଗାଁ ନିକଟ ରେଳ ଧାରଣା ନିକଟରୁ ଜଣେ ଅଚିହ୍ନା ଵୃଦ୍ଧାଙ୍କ ଗଳିତ ଶବକୁ ଉଦ୍ଧାର କରାଯାଇଛି। ଆଜି ଡାକ୍ତରଖାନାରେ ଶବ  ବ୍ୟବଛେଦ କରାଇ ଡାକ୍ତରଖାନା ରଖା ଯାଇଥିବା ଜିଆରପି ପୁଲିସ ସୂଚନା ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ଵୃଦ୍ଧା ଜଣଙ୍କ ରେଳଧାରଣା ଉପରେ ପେଟରୁ ଆନ୍ତବୁଜୁଳା ବାହାରି ମୃତ ଅବସ୍ଥାରେ ପଡ଼ିଥିବା ମାଲବାହି ଟ୍ରେନର ଗାର୍ଡ ସ୍ଥାନୀୟ କଣ୍ଟାବାଞ୍ଜିରେ କାର୍ଯ୍ୟରତ ଷ୍ଟେସନ ମାଷ୍ଟରଙ୍କୁ ଜଣାଇବା ପରେ, ଷ୍ଟେସନ ମାଷ୍ଟର ସଂଗେ ସଂଗେ ଜିଆରପି ପୁଲିସକୁ ହକାଇଥିଲେ। ଜିଆ ପି ପୁଲିସ ଘଟଣା ସ୍ଥଳକୁ ଯାଇ ଵୃଦ୍ଧାଙ୍କ ଗଳିତ ଶବକୁ ଉଦ୍ଧାର କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories