www.samajalive.in
Saturday, December 6, 2025
26.1 C
Bhubaneswar

ମଣିଷ କାନ୍ଧରେ ଝୁଲୁଛି ହିଂସ୍ର ଭାଲୁ; ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ..

ମଣିଷ ସ୍ନେହରେ ବନ୍ଧା ହିଂସ୍ର ଭାଲୁ  । ଦେଖନ୍ତୁ ଏହି ଭାଲୁ ମାନଙ୍କୁ… ଜଣେ ମଣିଷକୁ ଦେଖି ଏମାନେ ହିଂସ୍ର ହେବାତ ଦୂରର କଥା ହେଲେ କିପରି ଖୁସି ହେଉଛନ୍ତି  । ବ୍ୟକ୍ତି ଜଣକ ଉପରେ ଚଢ଼ି କାନ୍ଧରେ ଓହଳି ପଡ଼ୁଛି ଗୋଟିଏ ଭାଲୁ  । ଅନ୍ୟ ଭାଲୁ ଗୁଡ଼ିକ ବ୍ୟକ୍ତି ଜଣକଙ୍କ ପଛରେ ଗୋଡାଉଛନ୍ତି  ।

ବ୍ୟକ୍ତି ଜଣକ ନିଜ କାମ କରିବାରେ ବ୍ୟସ୍ତ  । ହେଲେ ଭାଲୁ ମାନେ ମଧ୍ୟ ତାଙ୍କୁ ଛାଡ଼ୁନଥିବା ଭିଡିଓରେ ଦେଖିବାକୁ ମିଳୁଛି  । କିଛି ବାଟ ଯିବା ପରେ ଭାଲୁ ଯୁବକଙ୍କ ପାଦକୁ ଭିଡିଧରୁଥିବା ମଧ୍ୟ ନଜର ଆସୁଛି  । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଦର୍ଶକ ଏହାକୁ ଖବ୍‍ ପସନ୍ଦ ମଧ୍ୟ କରିଛନ୍ତି  ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories