ରାଜ୍ୟରେ ହଜାରେ ତଳେ ଦୈନିକ ସଂକ୍ରମଣ
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩୪,ସଙ୍ଗରୋଧରୁ ୪୬୬ ଓ ସ୍ଥାନୀୟ ୩୩୧। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୩,୯୪୨କୁ ବୃଦ୍ଧି ପାଇଛି। ୧୨,୯୮,୦୧୬ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬ ହଜାର ୭୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 31st July
New Positive Cases: 797
Of which 0-18 years: 134
In quarantine: 466
Local contacts: 331(Details of local contacts will be shared by concerned District)
1. Balasore: 8
2. Bargarh: 30
3. Bhadrak: 7
4. Balangir: 28
5. Boudh: 38
6. Cuttack: 21— I & PR Department, Odisha (@IPR_Odisha) August 1, 2022
23. Puri: 1
24. Rayagada: 11
25. Sambalpur: 66
26. Sonepur: 23
27. Sundargarh: 176
28. State Pool: 27New recoveries: 672
Cumulative tested: 32662438
Positive: 1313942
Recovered: 1298016
Active cases: 6732— I & PR Department, Odisha (@IPR_Odisha) August 1, 2022
୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୮, ବରଗଡ ୩୦, ଭଦ୍ରକ ୭, ବଲାଙ୍ଗୀର ୨୮, ବୌଦ୍ଧ ୩୮, କଟକ ୨୧, ଦେଓଗଡ ୯, ଢେଙ୍କାନାଳ ୩, ଗଜପତି ୫, ଜଗତସିଂହପୁର ୧୧, ଯାଜପୁର ୧୯, ଝାରସୁଗୁଡା ୧୯, କଳାହାଣ୍ଡି ୩୭, କନ୍ଧମାଳ ୧୮, କେନ୍ଦ୍ରାପଡା ୫, କେନ୍ଦୁଝର ୧୩, ଖୋର୍ଦ୍ଧା ୧୧୩, କୋରାପୁଟ ୪, ମୟୁରଭଞ୍ଜ ୬୭,ନବରଙ୍ଗପୁର ୨୦, ନୟାଗଡ ୧୭, ନୂଆପଡା ୧୧,ପୁରୀ ୧, ରାୟଗଡା ୧୧, ସମ୍ବଲପୁର ୬୬, ସୋନପୁର ୨୩, ସୁନ୍ଦରଗଡ ୧୭୬,ଷ୍ଟେଟ ପୁଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.