www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ପୃଥିବୀର ପ୍ରତି ଦ୍ରାଘୀମା ଅର୍ଥାତ୍‌ ଦିନ ରାତିର ସୀମା; ଭିଡିଓ ଜାରିକଲା ଅନ୍ତର୍ଜାତୀୟ ସ୍ପେସ୍‍ ଷ୍ଟେସନ

ନୂଆଦିଲ୍ଲୀ: ସୂର୍ଯ୍ୟ ସ୍ଥିର । ଆଉ ପୃଥିବୀ ସୂର୍ଯ୍ୟ ଚାରିପଟେ ଅବିରତ ଘୁରୁଛି  । ଏକଥା ସମସ୍ତେ ଜାଣନ୍ତି  । ଆଉ ପିଲା ବେଳେ ନିଶ୍ଚୟ ବହିରେ ଏହିକଥା ପଢ଼ିଥିବେ  । ହେଲେ ଆପଣ ଜାଣିଛନ୍ତି କି ପୃଥିବୀର ସୀମା ବିଷୟରେ ? ଯେଉଁଠି ଦିନ ଓ ରାତି ହୋଇଥାଏ ? ଗୋଟିଏ ପଟେ ଅନ୍ଧକାର ହେଲେ ଅନ୍ୟପଟେ ସୂର୍ଯ୍ୟର ଆଲୋକରେ ଆଲୋକିତ ହୋଇଥାଏ ଧରା  । ଆଜ୍ଞା ହଁ ଦର୍ଶକ ବନ୍ଧୁ.. ଆପଣ ଏ ଯେଉଁ ଦୃଶ୍ୟ ଦେଖୁଛନ୍ତି ପୃଥିବୀର ପ୍ରତି ଦ୍ରାଘୀମା  ।

ଯେଉଁଠି ଦିନ ରାତି ହୋଇଥାଏ  । ସିଧାସଳଖ ଭାବେ କହିବାକୁ ଗଲେ ଯେଉଁ ସୀମା ଯୋଗୁ ଆମେ ପ୍ରତ୍ୟେକ ଦିନ ଅନ୍ଧକାର ଓ ଆଲୋକକୁ ଅନୁଭବ କରିଥାନ୍ତି  । ଆପଣ ଦେଖୁଥିବା ଏହି ଭିଡିଓଟି ବୈଜ୍ଞାନିକ ମାନେ ଅନ୍ତରୀକ୍ଷରେ ଥିବା ସ୍ପେଶ ଷ୍ଟେସନରୁ ଉତ୍ତୋଳନ କରିଛନ୍ତି  । ଯାହାକୁ ପ୍ରତି ଦ୍ରାଘୀମା ଅର୍ଥାତ୍‍ ଦିନ ରାତିର ସୀମା ବୋଲି କୁହାଯାଇଥାଏ  । ଏନେଇ ବୈଜ୍ଞାନିକ ମାନେ ଗବେଷଣା କରୁଥିବା ବେଳେ ଅନ୍ତର୍ଜାତୀୟ ସ୍ପେସ୍‍ ଷ୍ଟେସନ ପକ୍ଷରୁ ଏହି ଭିଡିଓଟି ଜାରି କରାଯାଇଛି  ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories