ଶନିବାର ରାଶିଫଳ

ମେଷ: ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଉପୁଜି ପାରେ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ସୁ-ଯଶର ଅଧିକାରୀ ହେବେ। ଧନଶାଳୀ ହୋଇପାରନ୍ତି। ଯଥାର୍ଥ କାର୍ଯ୍ୟ କରିବେ। ବୃଷ:…
Read More...

ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୧୯ – ଶୀର୍ଷରେ ବ୍ରହ୍ମପୁର

ବ୍ରହ୍ମପୁର: ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୧୯ ପ୍ରକାଶ ପାଇଛି। ଏଥିରେ ବ୍ରହ୍ମପୁର ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ସମ୍ବଲପୁର, ପୁରୀ , ରାଉରକେଲା, କଟକ ଓ ଭଦ୍ରକ ସ୍ଥାନ…
Read More...

ଅଜେୟା-ଅପରାଜିତା

ଆବହମାନ କାଳରୁ ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଆସୁଥିବା ନାରୀ ପ୍ରମାଣିତ କରିଛି- ସେ ଅବଳା, ଦୁର୍ବଳା ନୁହେଁ। ନାରୀ ଏକ ଅଗ୍ନିସ୍ଫୁଲିଙ୍ଗ, ନାରୀ ଶକ୍ତି ଏକ ପ୍ରଚଣ୍ଡ ଶକ୍ତି। କେବଳ ଭାରତ ନୁହେଁ,…
Read More...

୩ ଦିନ ହେଲା ବ୍ୟବସାୟୀ ନିଖୋଜ

ପୁରୀ: କଟକର କପଡ଼ା ବ୍ୟବସାୟୀ ବିଶାଲ କୁମାର ସୁନ୍ଦରକାଙ୍କ ନିଖୋଜ ହେବାର ତିନିଦିନ ବିତିଲା। ପୁରୀ ସମୁଦ୍ରକୂଳରେ ତାଙ୍କ ଗାଡି ପୁଲିସ ଜବତ କରିଥିଲେ ମଧ୍ୟ ବିଶାଲଙ୍କ ସନ୍ଧାନ ମିଳିନାହିଁ। ତାଙ୍କୁ କେହି ଅପହରଣ କରି…
Read More...

ପିଏସ୍‌ଏଲ୍‌ ଫାଇନାଲରେ ଯୋଗ ଦେବେନାହିଁ ବିସିସିଆଇ ପ୍ରତିନିଧି

କରାଚି: ଚଳିତମାସ ୧୭ରେ ଖେଳାଯିବ ପାକିସ୍ତାନ ସୁପର ଲିଗ୍ (ପିଏସ୍‌ଏଲ୍‌)ର ଫାଇନାଲ ମ୍ୟାଚ୍। ଏହି ମ୍ୟାଚ୍‌ରେ ଉପସ୍ଥିତ ରହିବାକୁ ବିସିସିଆଇ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)।…
Read More...

ଉତ୍କଳ କରାଟେ ସ୍କୁଲରେ ଆତ୍ମରକ୍ଷା ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ନିମନ୍ତେ ଉତ୍କଳ କରାଟେ ସ୍କୁଲ ପରିସରରେ ଟାଟା କ୍ୟାପିଟାଲ ଫାଇନାନ୍‌ସିଆଲ ସର୍ଭିସେସ୍‌ ତରଫରୁ ଏକ ଆତ୍ମରକ୍ଷା ପ୍ରଶିକ୍ଷଣ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୋଟ ୩୧ଜଣ…
Read More...

ସାଇନା ଓ ଶ୍ରୀକାନ୍ତ କ୍ବାର୍ଟରକୁ ଉନ୍ନୀତ

ବର୍ମିଂହାମ: ଭାରତର ସାଇନା ନେହୱାଲ ଓ କିଦାମ୍ବି ଶ୍ରୀକାନ୍ତ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍‌ସ ୨ୟ ରାଉଣ୍ଡ ମ୍ୟାଚରେ ୮ମ ସିଡ୍‌ ସାଇନା…
Read More...

ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ରର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସ୍ମାର୍ଟ ସହର ମିଶନ ମାଧ୍ୟମରେ ସହରଗୁଡିକର କ୍ଷମତା ଓ ଅଭାବ ଅସୁବିଧାର ଚିହ୍ନଟ ହୋଇପାରିଛି। ସିକିମ୍‍ର ଗ୍ୟାଙ୍ଗଟକ୍‍ ଓ ନାମଚି, ଅରୁଣାଚଳ ପ୍ରଦେଶ ପାଶିଘାଟ ଓ ଇଟାନଗର ଓ ତ୍ରିପୁରାର ଅଗରତାଲାଠାରେ ଭିଡିଓ…
Read More...

ଶୁକ୍ରବାର ରାଶିଫଳ

ମେଷ: ଚାଲୁ ରହିଥିବା କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ। ଧନକ୍ଷୟ ହେବାର ସୂଚନା ମିଳୁଛି। ଚଞ୍ଚଳ ସ୍ବଭାବର ହେବେ। ମଧୁର ଭାଷୀ ହୋଇପାରନ୍ତି। ଆଖିରେ ପୀଡ଼ା ଉପୁଜି ପାରେ। ରାଜଯୋଗ ଅଛି। ବୃଷ:…
Read More...

ଭାରତୀୟ ହକି ଦଳର ଅଧିନାୟକ ହେଲେ ମନପ୍ରୀତ ସିଂହ

ନୂଆଦିଲ୍ଲୀ: ୧୮ ଜଣିଆ ଭାରତୀୟ ହକି ଦଳର ଅଧିନାୟକ ଭାବେ ମନପ୍ରୀତ ସିଂହକୁ ମନୋନୀତ କରାଯାଇଛି। ଆସନ୍ତା ୨୮ତମ ସୁଲତାନ ଅଜଲାନ ଶାହା କପ ହକି ପ୍ରତିଯୋଗିତାରେ ସେ ଦଳର ପ୍ରତିନିଧିତ୍ଵ କରିବେ। ମାଲେସିୟାର ଇପୋହଠାରେ…
Read More...

ମହିଳା କ୍ରିକେଟ ଟି୨୦ – ଭାରତ-ଇଂଲଣ୍ଡ ମୁକାବିଲା ଆଜି

ନୂଆଦିଲ୍ଲୀ: ମହିଳା କ୍ରିକେଟ୍‍ ଟି-ଟୋଣ୍ଟିରେ ଆଜି (ମାର୍ଚ୍ଚ ୭) ଗୌହାଟୀଠାରେ ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ଦିନ ଏଗାରଟାରେ ଏହି ମ୍ୟାଚ୍‍ ଖେଳାଯିବ। ତିନି ମ୍ୟାଚ୍‍ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ଟି୨୦ରେ…
Read More...

ଜର୍ମାନ ରାଷ୍ଟ୍ରଦୂତଙ୍କୁ ଭେଂଜୁଏଲା ଛାଡି ଚାଲିଯିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭେଂଜୁଏଲାରେ ଅବସ୍ଥାପିତ ଜର୍ମାନ ରାଷ୍ଟ୍ରଦୂତ ଡାନିଏଲ କ୍ରେନରଙ୍କୁ ଦେଶ ଛାଡି ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭେଂଜୁଏଲା ସରକାର ଡାନିଏଲଙ୍କୁ 'ଅବାଂଛିତ ବ୍ୟକ୍ତି' ଘୋଷଣା କରିବା ସହ ୪୮ ଘଣ୍ଟା…
Read More...

+୨ ପରୀକ୍ଷା ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦୁଝର: +୨ ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ବିଭାଗ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା କୁହାଯାଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦେଶ…
Read More...

ମାର୍ଚ୍ଚ ୮ରୁ ସର୍ବଭାରତୀୟ ସତ୍ୟପ୍ରସନ୍ନ ସ୍ମାରକୀ ଟି-୨୦ ଦିବାରାତ୍ର କ୍ରିକେଟ

କେନ୍ଦୁଝର: ସହର ଉପକଣ୍ଠ କବିତ୍ରା ନିକଟସ୍ଥ ସରକାରୀ ମେଡିକାଲ କଲେଜ ସମ୍ମୁଖ ପଡିଆରେ ଶଙ୍କର ସ୍ପୋର୍ଟିଂ କ୍ରିକେଟ ଏକାଡେମୀ ପକ୍ଷରୁ ମାର୍ଚ୍ଚ ୮ରୁ ଦ୍ୱିତୀୟ ସର୍ବଭାରତୀୟ ସତ୍ୟପ୍ରସନ୍ନ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା…
Read More...

ଆଫ୍‍ଗାନିସ୍ତାନର ଏକ ନିର୍ମାଣ କମ୍ପାନୀ ଉପରେ ଆତଙ୍କବାଦୀ ଆକ୍ରମଣ – ୧୮ ମୃତ

ନୂଆଦିଲ୍ଲୀ: ଆଫ୍‍ଗାନିସ୍ତାନର ପୂର୍ବାଞ୍ଚଳ ଜଲାଲାବାଦ୍‍ର ଏକ ନିର୍ମାଣ କମ୍ପାନୀ ଉପରେ ଆତଙ୍କବାଦୀ ଆକ୍ରମଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ନଙ୍ଗରହର ଗଭର୍ଣ୍ଣରଙ୍କ ମୁଖପାତ୍ର ଅତ୍ତାଉଲ୍ଲାହ ଖୋଜ୍ଞାନୀ କହିଛନ୍ତି, ଜଣେ…
Read More...

ତୃତୀୟ ଥର ଲାଗି ଇନ୍ଦୋର ସବୁଠୁ ସ୍ୱଚ୍ଛ ସହର

ନୂଆଦିଲ୍ଲୀ: ଇନ୍ଦୋର କ୍ରମାଗତ ଭାବେ ତୃତୀୟ ବର୍ଷ ଲାଗି ସବୁଠୁ ସ୍ୱଚ୍ଛ ସହର ପୁରସ୍କାର ଲାଭ କରିଛି। ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ଅନୁସାରେ ଏହି ପୁରସ୍କାର ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀରେ…
Read More...

ମାର୍ଚ୍ଚ ୭ରେ ପାଳିତ ହେବ ଜନୌଷଧି ଦିବସ

ନୂଆଦିଲ୍ଲୀ: ମାର୍ଚ୍ଚ ୭ରେ ଦେଶରେ ଜନୌଷଧି ଦିବସ ପାଳନ କରାଯିବ। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନ୍‍ସୁଖ ମାଣ୍ଡବୀୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…
Read More...

ପାକିସ୍ତାନ ନାଗରିକଙ୍କ ଭିସା ଅବଧି ହ୍ରାସ କଲା ଆମେରିକା

ନୂଆଦିଲ୍ଲୀ/ଇସଲାମାବାଦ: ଆମେରିକା ପାକିସ୍ତାନ ନାଗରିକଙ୍କୁ ଦେଉଥିବା ଭିସା ଅବଧି ପାଞ୍ଚ ବର୍ଷରୁ ହ୍ରାସ କରି ଏକ ବର୍ଷ କରିଛି। ଇସଲାମାବାଦ୍‍ସ୍ଥିତ ଆମେରିକୀୟ ଦୂତାବାସ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସାମ୍ବାଦିକ…
Read More...

ରାଫେଲ ମାମଲାର ଶୁଣାଣି ମାର୍ଚ୍ଚ ୧୪କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ରାଫେଲ ମାମଲାର ଶୁଣାଣିକୁ ମାର୍ଚ୍ଚ ୧୪ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ରାଫେଲ ଯୁଦ୍ଧ ବିମାନ କିଣା ମାମଲାରେ ସମୀକ୍ଷା ପିଟିସନ୍‍କୁ ଖାରଜ କରିବା ପାଇଁ ସରକାର ଚାହିଁଛନ୍ତି।…
Read More...

ଅଯୋଧ୍ୟା ଜମି ବିବାଦ ରାୟ ସ୍ଥଗିତ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ରାମ ଜନ୍ମଭୂମି - ବାବ୍ରି ମସ୍‍ଜିଦ୍‍ ଜମି ବିବାଦର ସମାଧାନ ମଧ୍ୟସ୍ଥତା ଜରିଆରେ ହେବ କି ନାହିଁ, ସେ ସଂକ୍ରାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟ ରାୟକୁ ସ୍ଥଗିତ ରଖିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ…
Read More...

ଆବାସିକ ଅଞ୍ଚଳ ଉପରେ ଆକ୍ରମଣ ନ କରିବା ପାଇଁ ପାକିସ୍ତାନକୁ ଚେତାବନୀ

ନୂଆଦିଲ୍ଲୀ: ସେନାବାହିନୀ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାରେ କଡ଼ା ପହରା ଦେଉଛି। ପାକିସ୍ତାନ ଦ୍ୱାରା ଯେକୌଣସି ଦୁଃସାହସିକ କାର୍ଯ୍ୟର ପରିଣାମ ଭୟାବହ ହେବ ଓ ଏହାର ଠିକଣା ଜବାବ ଦିଆଯିବ ବୋଲି ପ୍ରତିରକ୍ଷା…
Read More...

ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ପାଇଁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା

ଭଦ୍ରକ: ଭଦ୍ରକ ଡିଆରଡିଏ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ଆୟୋଜିତ ହୋଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ପତ୍ର ସୂଚନା କାର୍ୟ୍ୟାଳୟ, ଭୁବନେଶ୍ୱର ତରଫରୁ ଏହି ଆଞ୍ଚଳିକ…
Read More...

ମାର୍ଚ୍ଚ ୭ରୁ ଯୁକ୍ତ ଦୁଇ ଉପଶାସ୍ତ୍ରୀ ପରୀକ୍ଷା

ପୁରୀ: ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଦ୍ୱାରା ଆୟୋଜିତ ଯୁକ୍ତ ଦୁଇ ଉପଶାସ୍ତ୍ରୀ ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହେଉଛି ଓ ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ…
Read More...

ଗୁରୁବାର ରାଶିଫଳ

ମେଷ: ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‌ ହେବେ। ଭୋଗ-ବିଳାସ କରିପାରନ୍ତି। ଗୁଣବାନ୍‌ ହେବେ। ମନ ପ୍ରସନ୍ନ ରହିବ। ଅଶ୍ବିନୀ ଓ କୃର୍ତ୍ତିକା…
Read More...

ନବଜାତ ଶିଶୁପୁତ୍ରର ମୃତଦେହ ଜବତ

ପିପିଲି: ପିପିଲି ବ୍ଲକ ଛକ ନିକଟ ରାସ୍ତା କଡରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହକୁ ପୁଲିସ ଜବତ କରିଛି। ଏକ ଲୁଗାରେ ଗୁଡା ହୋଇ ଶିଶୁପୁତ୍ରର ମୃତଦେହ ରାସ୍ତାକଡରେ ଥିବା ବୁଦାମୂଳରେ ପଡିଥିବାର କେତେକ ଲୋକେ ଅପରାହ୍ନରେ…
Read More...

ଚୋରି ହୋଇଥିବା ୩୦ ଗ୍ୟାସ୍‍ ସିଲିଣ୍ଡର ଜବତ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦାଣ୍ଡମୁକୁନ୍ଦପୁର ନିକଟ ଭୋଗୁଆବାଙ୍କ ଛକରୁ ଏକ ଏଲ୍‍ପିଜି ସିଲିଣ୍ଡର ବୋଝେଇ ଟ୍ରକ୍‍ରୁ ଚୋରି ହୋଇଥିବା ୩୦ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡରକୁ ପିପିଲି ପୁଲିସ ବୁଧବାର…
Read More...

ଚୋରା ଚାଲାଣ ବେଳେ ପି.ଡ଼ି.ଏସ. ସାମଗ୍ରୀ ସହ ଟ୍ରକ ଅଟକ

ଧାମରା: ରାଜ୍ୟରେ କେହି ଭୋକିଲା ରହିବେ ନାହିଁ। ଏହି ନାରାରେ ସରକାରଙ୍କ ତରଫରୁ ରାସନକାର୍ଡ଼ ହିତାଧିକାରୀଙ୍କୁ ୧ଟଙ୍କାରେ ଚାଉଳ ଓ ପ୍ରତ୍ୟେକ ପରିବାରକୁ ୪ଲିଟର କିରୋସିନି ଯୋଗାଇ ଦିଆଯାଉଛି। ଏଥିପାଇଁ ପ୍ରତ୍ୟେକ ୱାର୍ଡ଼…
Read More...

ମାଟ୍ରିକ୍ ପରୀକ୍ଷା ବିଭ୍ରାଟ, ଅଧିକ ସଂସ୍କାର ଓ ସତର୍କତା ଆବଶ୍ୟକ

ଚଳିତ ବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ଯାହାସବୁ ଘଟୁଛି ତାହା ନିଶ୍ଚିତ ଦୁର୍ଭାଗ୍ୟଜନକ ଏବଂ ସାଧାରଣ ଗ୍ରହଣୀୟତାର ବାହାରେ। ଯାହାସବୁ ଘଟିବାର ନୁହେଁ ତାହା କ୍ରମାଗତ ଘଟିବା ଅର୍ଥ ବ୍ୟବସ୍ଥାରେ…
Read More...

ବାଲାକୋଟ୍‍ ବିମାନ ଆକ୍ରମଣ ଏକ ଆତଙ୍କବାଦ ବିରୋଧୀ ପଦକ୍ଷେପ – ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ବାଲାକୋଟ୍‍ ବିମାନ ଆକ୍ରମଣ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ପକ୍କା ତଥ୍ୟ ଉପରେ ପର୍ଯ୍ୟବସିତ ଆତଙ୍କବାଦ ବିରୋଧୀ ପଦକ୍ଷେପ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକମାନଙ୍କ ସହ…
Read More...

ଯେଉଁମାନେ ଦେଶକୁ ଭଲ ପାଉଛନ୍ତି, ସେମାନେ ଦେଶର ଏକତା ପାଇଁ କାର୍ଯ୍ୟ କରୁଛନ୍ତି – ପ୍ରଧାନମନ୍ତ୍ରୀ

ଧର: ପାକିସ୍ତାନର ବାଲାକୋଟ୍‍ ସ୍ଥିତ ସନ୍ତ୍ରାସବାଦୀ ଶିବିରଗୁଡ଼ିକ ଉପରେ ବିମାନ ଆକ୍ରମଣରେ କେତେ ସଂଖ୍ୟକ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ, ସେ ସଂକ୍ରାନ୍ତରେ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଥିବାରୁ ପ୍ରଧାନମନ୍ତ୍ରୀ…
Read More...

ଆତଙ୍କବାଦୀ ଗୋଷ୍ଠୀଙ୍କୁ ଧକ୍କା: ପାକ ସରକାର ଜବତ କରିବେ ସମ୍ପତ୍ତି

ଇସଲାମାବାଦ/ପାକିସ୍ତାନ: ଜାତିସଙ୍ଘ ଦ୍ୱାରା ଅନୁମୋଦିତ ଏବଂ ପାକିସ୍ତାନ ଘରୋଇ ଆତଙ୍କବାଦ ବିରୋଧୀ ଆଇନ ଅନ୍ତର୍ଗତ ତାଲିକାଭୁକ୍ତ ସଶସ୍ତ୍ର ଗୋଷ୍ଠୀଗୁଡିକର ସମ୍ପତ୍ତି ଓ ଅସ୍ତ୍ରଶସ୍ତ୍ର ଜବତ କରିବା ଉଦ୍ଦେଶ୍ୟରେ…
Read More...

ଜୈଶେ-ଏ-ମହମ୍ମଦ ମୁଖ୍ୟଙ୍କ ଦୁଇ ସମ୍ପର୍କୀୟ ସମେତ ୪୪ ଜଣକୁ ଗିରଫ କଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ସରକାର ଜୈଶେ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜାରର ଦୁଇ ସମ୍ପର୍କୀୟଙ୍କ ସମେତ ୪୪ ଜଣକୁ ଗିରଫ କରିବା ସହ ଅଟକ ରଖି ପଚରା ଉଚୁରା କରୁଛି। ଆନ୍ତର୍ଜାତିକ ଚାପରେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୁଦ୍ଧରେ…
Read More...

ଆଇଏନ୍‍ଏଫ୍‍ ଚୁକ୍ତିରୁ ଓହରିବ ରୁଷ୍‍

ନୂଆଦିଲ୍ଲୀ: ଶୀତଳ ଯୁଦ୍ଧ ସମୟରେ ଆମେରିକା ସହିତ ହୋଇଥିବା ଏକ ପ୍ରମୁଖ ଚୁକ୍ତିରୁ ଓହରିଯିବା ପାଇଁ ରୁଷ ନିଷ୍ପତ୍ତି ନେଇଛି। କ୍ରେମ୍‍ଲିନ୍‍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୯୮୭ ମସିହାରେ ସୋଭିଏତ୍‍ ୟୁନିୟନ୍‍ ଏବଂ…
Read More...

ଆତଙ୍କବାଦ ଦମନ ପାଇଁ ବିଶ୍ୱ ଆଗେଇ ଆସିବା ଆବଶ୍ୟକ – ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ପୁଲୁୱାମା ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଷଢ଼ଯନ୍ତ୍ର କରିଥିଲେ ଓ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିବା ଦେଶ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ବୋଲି ନୌସେନା ମୁଖ୍ୟ ସୁନୀଲ ଲାମ୍ବା କହିଛନ୍ତି।…
Read More...

କୃଷକ ଓ ଜବାନମାନଙ୍କ ହାତରେ ଆମ ଦେଶ ନିରାପଦ – ପ୍ରଧାନମନ୍ତ୍ରୀ

ଗୁଜୁରାଟ: କୃଷକ ଓ ଜବାନମାନେ ଆମକୁ ଖାଦ୍ୟ ଓ ନିରାପତ୍ତା ଯୋଗାଉଥିବାରୁ ସେମାନଙ୍କ ହାତରେ ଆମ ଦେଶ ନିରାପଦରେ ରହିଛି। ଗୁଜୁରାଟ ଗାନ୍ଧୀନଗର ଜିଲ୍ଲାର ଅଦାଲଜଠାରେ ଅନ୍ନପୂର୍ଣ୍ଣାଧାମ ମନ୍ଦିର ପରିସରରେ ସମବେତ ଜନତାଙ୍କୁ…
Read More...

ବାୟୁ ପ୍ରଦୂଷଣ ଅସମ୍ଭାଳ: ସଙ୍କଟରେ ୬୦୦କୋଟି ଲୋକଙ୍କ ଜୀବନ

ଜେନେଭା: ବାୟୁ ପ୍ରଦୂଷଣ ସ୍ଥର ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଜାତିସଙ୍ଘ ବିଶେଷଜ୍ଞ ଡେଭିଡ ବଏଡ଼ଙ୍କ ଏ ସମ୍ପର୍କିତ ରିପୋର୍ଟ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ୬୦୦କୋଟିରୁ ଉର୍ଦ୍ଧ୍ୱ ଲୋକ…
Read More...

୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ହିଲାରୀ କ୍ଲିଣ୍ଟନ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ବିଦେଶ ସଚୀବ ହିଲାରୀ କ୍ଲିଣ୍ଟନ ଆସନ୍ତା ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିୟୁଅର୍କ ସ୍ଥିତ ଏକ ଟିଭି ଚ୍ୟାନେଲକୁ…
Read More...

ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ପାଉଛି – ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‍ କହିଛନ୍ତି, ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ପାଉଛି, ଯାହା ଏହାର ସଶସ୍ତ୍ର ବାହିନୀର କ୍ଷମତା ସହ ସମ୍ପୂର୍ଣ୍ଣ ଖାପ ଖାଉଛି। ଭାରତ ଶାନ୍ତି ସ୍ଥାପନ ପାଇଁ ସମ୍ପୂର୍ଣ୍ଣ…
Read More...

ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଉଦ୍‍ଘାଟନ କରିଛନ୍ତି। ମେଟ୍ରୋ ରେଳରେ ଯାତ୍ରା କରି ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି।…
Read More...

ନିର୍ବାଚନରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ: ଜାତୀୟ ଗ୍ରୀନ ଟ୍ରିବୁନାଲ ଆଗାମୀ ନିର୍ବାଚନରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ କଟକଣା ଜାରୀ ହେବ କି ନାହିଁ ସେ ନେଇ ବିଚାର ବିମର୍ଷ କରିବାକୁ ମୁଖ୍ୟ ନିର୍ବାଚନ କମିଶନ, କେନ୍ଦ୍ର ସରକାର ଏବଂ…
Read More...

ସ୍କୁଲ ପିଲାଙ୍କ ପାଇଁ ‘ଇସ୍ରୋ’ର ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ - ଇସ୍ରୋ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଶେଷ ଯୋଜନା ଅନ୍ତର୍ଗତ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ (ଯୁବିକା) ଆରମ୍ଭ କରିଛି। ମହାକାଶ ବିଜ୍ଞାନ ସହ ଏହାର ଗତିବିଧି,…
Read More...

ନିର୍ବାଚନ ୨୦୧୯: ଶ୍ରମ, ଅର୍ଥ ଏବଂ ଭୂମି କ୍ଷେତ୍ରରେ ଆବଶ୍ୟକ ସଂସ୍କାର

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ରାଜ୍ୟରୁ କେନ୍ଦ୍ର ଯାଏଁ ସବୁ କିଛି ଚଳଚଞ୍ଚଳ ହୋଇ ପଡିଛି। ବିଗତ ଚାରି ବର୍ଷ ମଧ୍ୟରେ ଯେତିକି ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି, ସେ…
Read More...

ପୁଲୱମା ସହୀଦ ପରିବାରଙ୍କୁ ୧୧୦ କୋଟି ସାହାଯ୍ୟ ପାଇଁ ଇଛା ପ୍ରକାଶ କଲେ ଦୃଷ୍ଟି ବାଧିତ ବୈଜ୍ଞାନିକ

ମୁମ୍ବାଇ: ରାଜସ୍ଥାନ କୋଟା ନିବାସୀ ୪୪ ବର୍ଷୀୟ ବୈଜ୍ଞାନିକ ମୂର୍ତ୍ତଜା ଏ ଅହମ୍ମଦ ପୁଲୱମା ଆତଙ୍କବାଦୀ ଆକ୍ରମଣରେ ସହୀଦ ପରିବାରଙ୍କୁ ୧୧୦ କୋଟି ସାହାଯ୍ୟ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି। ମୁମ୍ବାଇରେ ରହୁଥିବା…
Read More...

ବିଜେପିରେ ମିଶିଲେ ବୈଜୟନ୍ତ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ସେନା ଦକ୍ଷତା ନେଇ ପ୍ରଶ୍ନ କରିବା ଦୁର୍ଭାଗ୍ୟଜନକ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଜାମନଗରରେ ସେନାର ଦକ୍ଷତା ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳଙ୍କୁ ସମାଲୋଚନା କରି କହିଛନ୍ତି, ଦେଶର ଜନସାଧାରଣ ଚାହୁଁଛନ୍ତି ଆତଙ୍କବାଦର ମୁଳୋତ୍ପାଟନ ହେଉ ଏବଂ…
Read More...

ପୁଣି ହୋଇପାରେ ନିଖୋଜ ଏମ୍‍ଏଚ୍‍-୩୭୦ ବିମାନର ଅନୁସନ୍ଧାନ

ନୂଆଦିଲ୍ଲୀ: ୨୦୧୪ ମସିହା ମାର୍ଚ୍ଚ ମାସରେ ୨୩୯ ଜଣ ଯାତ୍ରୀଙ୍କ ସହ ନିଖୋଜ ହୋଇଥିବା ଏମ୍‍.ଏଚ୍‍. ୩୭୦ ବିମାନର ଅନୁସନ୍ଧାନପାଇଁ ପ୍ରସ୍ତାବ ମିଳିଲେ ଏ ଦିଗରେ ପଦକ୍ଷେପ ନେବାରେ କୌଣସି ଅସୁବିଧା ନାହିଁ ବୋଲି ମାଲ୍‍ୟେସିଆ…
Read More...

ଆଫଗାନିସ୍ତାନ ଓ ପାକିସ୍ତାନରେ ବନ୍ୟା: ୨୬ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର କନ୍ଦାହାର ଦକ୍ଷିଣ ଅଞ୍ଚଳରେ ଅଚାନକ ବନ୍ୟା ଆସିବା ଫଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାକିସ୍ତାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜାତିସଂଘ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଘର…
Read More...

ବିହାରରୁ ବାଜିଲା ଲୋକସଭା ବିଗୁଲ

ବିହାର: ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଦେଶବାସୀ ଏକଜୁଟ୍‍ ହେବାପାଇଁ ଆହ୍ୱାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିହାରରେ ଲୋକସଭା ପାଇଁ ଏନ୍‍.ଡି.ଏ.ର ପ୍ରଚାର ଅଭିଯାନ ଆରମ୍ଭ କରିବା ପରେ ପାଟନାର…
Read More...

ଆମେଥିରେ ୫୬୮କୋଟି ଟଙ୍କାର ୧୭ଟି ପ୍ରକଳ୍ପ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଆମେଥିଠାରେ ୫୬୮ କୋଟି ଟଙ୍କାର ୧୭ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି। ଏଥିରେ ରୁଷ୍‍ ସହଯୋଗରେ ଏ.କେ.-୨୦୩ ରାଇଫଲ୍‍ ନିର୍ମାଣ କାରଖାନା…
Read More...

ଗ୍ୟାସ ସିିଲିଣ୍ଡର ଫାଟି ଯୁବକ ମୃତ, ବାପା ମା’ ଗୁରୁତର

ଧର୍ମଗଡ: ରନ୍ଧନ ପାଇଁ ବ୍ୟବହୃତ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିବାରୁ ଜଣେ ୨୦ବର୍ଷର ଯୁବକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ତାଙ୍କ ବାପା ମା'ଙ୍କ ଅବସ୍ଥା ଗୁରୁତର ରହିଛି। ଏହା ସହ ତାଙ୍କ ଘର ମଧ୍ୟ ଜଳିଯାଇଛି।…
Read More...

ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

ବଡ଼ସାହି: ରବିବାର ଅପରାହ୍ଣରେ ଦେଉଳିଆ ଗ୍ରାମର ବରିଷ୍ଠ କଂଗ୍ରେସ ନେତା ଭାସ୍କର ଲେଙ୍କା(୮୪)ଙ୍କର ପରଲୋକ ଘଟିଛି। ୧୯୩୫ ମସିହାରେ ଜନ୍ମିତ ସ୍ୱର୍ଗତ ଲେଙ୍କା ପିଲାବେଳରୁ ଭାରତ ଛାଡ଼ ଆନ୍ଦୋଳନର ମୁକସାକ୍ଷୀ ଥିବା ବେଳେ…
Read More...

ମାଣତ୍ରୀ ଜାଗର ମେଳା ପାଇଁ ପ୍ରସ୍ତୁତି ଶେଷ: ଭୋର ୪ଟାରେ ଉଠିବ ମହାଦୀପ

ବଡ଼ସାହି: ସୋମବାର ମହାଶିବରାତ୍ରି ଠାରୁ ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀର ବାବା କଖାରୁଆ ବୈଦନାଥଙ୍କ ମନ୍ଦିରରେ ଜାଗର ମେଳା ଆରମ୍ଭ ହେଉଛି। ୧୦ଦିନ ଧରି ବସୁଥିବା ମେଳାରେ ଜିଲା ତଥା ଜିଲା ବାହାର…
Read More...

ଆଖଣ୍ଡଳମଣି ପୀଠ ବିକାଶ ପାଇଁ ୬କୋଟି ଟଙ୍କା ମଞୁର

.ଆରଡି: ମାର୍ଚ୍ଚ ୨ ଶନିବାର ଦିନ ଦିନକିଆ ଭଦ୍ରକ ଜିଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଚାନ୍ଦବାଲିଠାରେ ଅନୁଷ୍ଠିତ ସାଧାରଣର ସଭାରେ ଯୋଗ ଦେଇ ସର୍ବପ୍ରଥମେ ପବିତ୍ର ମହାଶିବରାତ୍ରି ଅବସରରେ ଜିଲା ତଥା…
Read More...

ବିଜେପି ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ ଖସଡା ଜଳପ୍ରପାତରେ ବିଜେପି ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୋହନା ମଣ୍ଡଳ ସଭାପତି ଜିତେନ୍ଦ୍ର ବେହେରାଙ୍କ ସଂଯୋଜନାରେ ନିର୍ବାଚନ ମଣ୍ଡଳୀର ୮ଟି ମଣ୍ଡଳର…
Read More...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୋଡାଶଙ୍ଖ ଗାଁ ନିକଟରେ ଜଣେ ମହିଳାକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ସେହି ଗାଁର ପ୍ରିୟଙ୍କା…
Read More...

ମନ୍ଦିର ଚୂଡାରେ ଲାଗି ହେଲା ନୂଆ ନେତ: ଆରଡିଧାମରେ ପ୍ରସ୍ତୁତି ଚୂଡାନ୍ତ

ଆରଡି: ମହାଶିବରାତ୍ରି ପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ହୋଇଉଠିଛି ଉତ୍ସବମୁଖର। ଏହି ଅବସରରେ ରବିବାର ମନ୍ଦିର ଚୂଡାରେ ନୁଆ ନେତ ଲାଗି ହେବା ସହ ମନ୍ଦିର ମଧ୍ୟରେ ସ୍ୱତନ୍ତ୍ର…
Read More...

ଓଡିଶା-ଛତିଶଗଡ ଜମି ବିବାଦ ଘଟଣା – ସୀମାନ୍ତରେ ଲାଗିଲା ଓଡିଆ ଫଳକ

ଖଡିଆଳ: ଓଡିଶା-ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଲପଡା ଜମି ବିବାଦର ଅନ୍ତ ଘଟିଛି। ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିବାଦୀୟ ଜମିକୁ ନିଜ ଦଖଲକୁ ନେଇଛନ୍ତି।…
Read More...

ନୱାଜଙ୍କୁ ଜେଲରେ ସାକ୍ଷାତ କଲେ ଶାହଵାଜ, ଭାରତ-ପାକ ବିବାଦ କଥା କହିଲେ

ନୂଆଦିଲ୍ଲୀ: ପାକିସ୍ତାନର ବିରୋଧୀ ଦଳ ନେତା ତଥା ପିଏମଏଲ-ଏନ ମୂଖ୍ୟ ଶାହଵାଜ ସରିଫ ତାଙ୍କ ବଡ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଜେଲରେ ସାକ୍ଷାତ କରି ଭାରତ-ପାକ ରାଜନୈତିକ ବିବାଦ ସମ୍ପର୍କରେ ଅବଗତ…
Read More...

ଅଭିନନ୍ଦନଙ୍କ ଉପରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଲେ ସଲମାନ ଖୁର୍ସିଦ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ଦେଇଥିବା ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ ମନ୍ତବ୍ୟକୁ ନେଇ ଉଠିଥିବା ବିବାଦ…
Read More...

ପରିବେଶ ସହଯୋଗୀ ଷ୍ଟାର୍ଟ ଅପ ଉପରେ ବୃତ୍ତଚିତ୍ର ପ୍ରସାରଣ କରିବ ଡିସ୍କଭରୀ ଚ୍ୟାନେଲ

ନୂଆଦିଲ୍ଲୀ: ଡିସ୍କଭରୀ ଚ୍ୟାନେଲ ଭାରତରେ ସଫଳ ହୋଇଥିବା ପରିବେଶ ସହଯୋଗୀ ଷ୍ଟାର୍ଟ ଅପ ଉପରେ ପର୍ଯ୍ୟବସିତ ଧାରାବାହିକ ବୃତ୍ତଚିତ୍ର ପ୍ରସାରଣ କରିବ। ଧାରାବାହିକର ନାଁ ରହିଛି 'ପ୍ଲାନେଟ ହିଲର୍ସ'। ଡିସ୍କଭରୀ ଚ୍ୟାନେଲ…
Read More...

ନାଇଜେରିଆ ତେଲ ପାଇପ ବିସ୍ଫୋରଣରେ ୫୦ଜଣ ନିଖୋଜ

ନୂଆଦିଲ୍ଲୀ: ନାଇଜେରିଆର ଏକ ତେଲ ପାଇପ ଲିକ ହେବା ପରେ ବିସ୍ଫୋରଣ ଘଟି ପ୍ରାୟ ୫୦ ଜଣ ନିଖୋଜ ହେବା ସହ ଦଳାଚକଟା ଘଟିଛି। ନେମ୍ବି ପରିଷଦ ମୁଖପାତ୍ର କହିଛନ୍ତି ଯେ ଲିକ ହୋଇଥିବା ସ୍ଥାନରୁ ବହୁ ମାତ୍ରାରେ ତେଲ ନିର୍ଗତ…
Read More...

ନେପାଳରେ ଜିପ ଦୁର୍ଘଟଣା – ୧୧ ମୃତ

ନୂଆଦିଲ୍ଲୀ: ନେପାଳର ଦରଚୁଲା ଜିଲ୍ଲାରେ ଏକ ଜିପ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଜିପଟି ଦରଚୁଲାରୁ ଖଲଙ୍ଗା ଯାଉଥିବା ବେଳେ ୫୦୦ ମିଟର ତଳକୁ ମହାକାଳୀ ନଦୀକୁ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ୭ଜଣ ମହିଳା, ୩ଜଣ…
Read More...

ଏୟାର ମାର୍ଶାଲ ରଘୁନାଥ ନାମ୍ବିଆର ହେଲେ ବାୟୁସେନା ପଶ୍ଚିମ ଏୟାର କମାଣ୍ଡ ମୁଖ୍ୟ

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏୟାର ମାର୍ଶାଲ ରଘୁନାଥ ନାମ୍ବିଆର ବାୟୁସେନାର ପଶ୍ଚିମ ଏୟାର କମାଣ୍ଡ'ର ମୁଖ୍ୟ ଭାବେ ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି। ରାଷ୍ଟ୍ରୀୟ ପ୍ରତିରକ୍ଷା…
Read More...

ସରକାରକୁ ଆସିଲେ ‘ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା’ – ରାହୁଲ ଗାନ୍ଧୀ

ରାଞ୍ଚି: କଂଗ୍ରେସ ପାର୍ଟି କ୍ଷମତାକୁ ଆସିଲେ, ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା ଲାଗୁ କରିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ରାଞ୍ଚି ମୋରାବାଦୀ ଗ୍ରାଉଣ୍ଡରେ ଦଳୀୟ ପରିବର୍ତ୍ତନ ରାଲୀକୁ ଉଦବୋଧନ ଦେଇ…
Read More...

ଇଡିରେ ହାଜର ହେଲେ ଚନ୍ଦା କୋଚର ଓ ଦୀପକ କୋଚର

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତ୍ତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚର ମୁମ୍ବାଇସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଶନିବାର ହାଜର ହୋଇଛନ୍ତି। ମିଳିଥିବା ସୂଚନା…
Read More...

ଏଫ-୧୬ ଲଢୁଆ ଜେଟ୍‍ର ଅପବ୍ୟବହାର ନେଇ ପାକିସ୍ଥାନକୁ ତଥ୍ୟ ମାଗିଲା ଆମେରିକା

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ଆମେରିକା ନିର୍ମିତ ଏଫ-୧୬ ଲଢୁଆ ଜେଟ୍‍ର ଅପବ୍ୟବହାରକୁ ନେଇ ଆମେରିକା ପାକିସ୍ଥାନଠାରୁ ତଥ୍ୟ ମାଗିଛି। ଆମେରିକା ବୈଦେଶିକ ବିଭାଗର ସୂଚନା ଅନୁଯାୟୀ ପାକିସ୍ଥାନ ଏହି ଲଢୁଆ ବିମାନର…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ୍‍ ଉଦଘାଟିତ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ୍‍ ସିହାଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି। ଚଣ୍ଡିଖୋଲସ୍ଥିତ ବାବା…
Read More...

ମନ୍‍ କି ବାତ୍‍ ଏବେ ପୁସ୍ତକରେ: ଉନ୍ମୋଚନ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ‘ମନ୍‍ କି ବାତ୍‍ - ରେଡ଼ିଓରେ ଏକ ସାମାଜିକ ବିପ୍ଲବ’ ଶୀର୍ଷକ ପୁସ୍ତକକୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ନୂଆଦିଲ୍ଲୀରେ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ୫୦ଟି ମନ୍‍ କି ବାତ୍‍ କାର୍ଯ୍ୟକ୍ରମର ଏକ ସଂକଳନ।…
Read More...

ହରିୟାଣା ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆରାବଳୀ ପର୍ବତରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବା ପାଇଁ ଆଇନରେ ସଂଶୋଧନ କରିଥିବାରୁ ସୁପ୍ରିମକୋର୍ଟ ହରିୟାଣା ସରକାରଙ୍କ ଭତ୍ସନା କରିଛନ୍ତି। ଜଷ୍ଟିସ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ…
Read More...

ଜମ୍ମୁ-କାଶ୍ମୀର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆର୍ଥିକ ଅନଗ୍ରସର ବର୍ଗ ପାଉଥିବା ସଂରକ୍ଷଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗର ସମ୍ପ୍ରସାରଣ କରି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏକ ଆଦେଶ ଜାରି କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍‍…
Read More...

ଅଭିନନ୍ଦନଙ୍କୁ ଜାତିସଂଘ ମହାସଚିବଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ପାକିସ୍ତାନରୁ ସୁରକ୍ଷିତ ଭାବେ ଭାରତ ଫେରିବା ଘଟଣାକୁ ଜାତିସଂଘ ମହାସଚିବ ଆଣ୍ଟୋନୀଓ ଗୁଟେରସ୍‍ ସ୍ୱାଗତ କରିଛନ୍ତି। ଜାତିସଂଘର ମୁଖ୍ୟ ମୁଖପାତ୍ର ଷ୍ଟିଫେନ ଦୁଜାରିକ…
Read More...

ନିର୍ମାଣ ଜ୍ଞାନକୌଣଳ ଭାରତ-୨୦୧୯ ପ୍ରଦର୍ଶନୀ ଓ ସମ୍ମିଳନୀକୁ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରର ଏନଡିଏ ସରକାର ଗତ ସାଢ଼େ ୪ବର୍ଷ ମଧ୍ୟରେ ଏକକୋଟି ୩୦ଲକ୍ଷ ଗୃହ ନିର୍ମାଣ କରିଥିବା ବେଳେ ପୂର୍ବର ଉପା ସରକାର ନିଜ କାର୍ଯ୍ୟକାଳ ମଧ୍ୟରେ ମାତ୍ର ୨୫ଲକ୍ଷ ଘର ନିର୍ମାଣ କରିଥିଲେ। ନୂଆଦିଲ୍ଲୀରେ…
Read More...

ଚାନ୍ଦବାଲି ବିଜେଡିରେ ଫାଟ: ଏପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ସେପଟେ ବ୍ୟୋମକେଶ ହଟାଅ ଅଭିଯାନ

ଧାମରା: ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ଆଗମନରେ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀମାନେ ଏକତ୍ରିତ ହୋଇଥିବା ବେଳେ ଅନ୍ୟ ଏକ ସ୍ଥାନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯଶିପୁର, ଜଳେଶ୍ୱରପୁର,…
Read More...

୫ ବର୍ଷ ପାଇଁ ଦିଆଯିବ କଳିଙ୍ଗ ସମ୍ମାନ

ଭୁବନେଶ୍ୱର: ବିଜ୍ଞାନକୁ ଲୋକପ୍ରିୟ କରିବାରେ ଅବଦାନ ପାଇଁ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ୫ଜଣଙ୍କୁ କଳିଙ୍ଗ ସମ୍ମାନରେ ସମ୍ମାନୀତ କରାଯିବ। ୨୦୧୫ରୁ ୨୦୧୯ବର୍ଷ ଅର୍ଥାତ ୫ ବର୍ଷ ପାଇଁ ଏହି ସମ୍ମାନ ପ୍ରଦାନ…
Read More...

ଜମାତ-ଏ-ଇସ୍‍ଲାମୀ ଜମ୍ମୁ-କାଶ୍ମୀର ଗୋଷ୍ଠୀ ଉପରେ ୫ବର୍ଷ ପାଇଁ ନିଷେଧାଜ୍ଞା ଲାଗୁ

ନୂଆଦିଲ୍ଲୀ: ଆତଙ୍କବାଦ ନିରୋଧୀ ଆଇନ ଅନୁସାରେ ଜମାତ-ଏ-ଇସ୍‍ଲାମୀ ଜମ୍ମୁ-କାଶ୍ମୀର ଗୋଷ୍ଠୀ ଉପରେ କେନ୍ଦ୍ର ସରକାର ୫ବର୍ଷ ପାଇଁ ନିଷେଧାଜ୍ଞା ଲାଗୁ କରିଛନ୍ତି। ଏହି ସଙ୍ଗଠନ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ…
Read More...

ରୋହିଂଗ୍ୟା ସଙ୍କଟ ବଢ଼ିଲା: ମିଆଁମାର୍ ଶରଣାର୍ଥୀଙ୍କୁ ବାଂଲାଦେଶର ନାଁ

ନୂଆଦିଲ୍ଲୀ: ମିଆଁମାରରୁ ପଳାୟନ କରୁଥିବା ରୋହିଂଗ୍ୟା ଶରଣାର୍ଥୀଙ୍କୁ ବାଂଲାଦେଶ ଆଉ ଆଶ୍ରୟ ଦେବ ନାହିଁ ବୋଲି ଜାତିସଙ୍ଘ ସୁରକ୍ଷା ପରିଷଦକୁ ସ୍ପଷ୍ଟ କରିଛି। ଶରଣାର୍ଥୀଙ୍କ ପ୍ରତ୍ୟାବର୍ତ୍ତନ ନେଇ ମ୍ୟାମାଁର ଦେଇଥିବା…
Read More...

ରେଳ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୮୧ ଭାଗ ହ୍ରାସ ପାଇଛି

ନୂଆଦିଲ୍ଲୀ: ରେଳ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଗତ ପାଞ୍ଚ ବର୍ଷ ଭିତରେ ଶତକଡ଼ା ୮୧ ଭାଗ ହ୍ରାସ ପାଇଥିବା ଜଣାପଡିଛି। ରେଳ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ…
Read More...

ଅର୍ଥନୈତିକ ଅଭିବୃଦ୍ଧିର ଗତି ପରିବର୍ତ୍ତନ କରିପାରିବ ସର୍ବାଙ୍ଗୀନ ଶିକ୍ଷା

ହାଇଦ୍ରାବାଦ: ଦେଶରେ ମାନବ ସମ୍ବଳ ବିକାଶ ଲକ୍ଷ ହାସଲ ଦିଗରେ ଆମେ ଅଗ୍ରସର ହେଉଥିଲେ ମଧ୍ୟ ନିରକ୍ଷରତା ଓ ଶିକ୍ଷା କ୍ଷେତ୍ରରେ ଥିବା ସମସ୍ୟାରୁ ଆମକୁ ମୁକ୍ତ ହେବାକୁ ପଡିବ। ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ୍‍.…
Read More...

ସିମି ଉପରେ ନିଷେଧାଦେଶ ଆଉ ୫ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ୫ ସିମି ଆତଙ୍କବାଦୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ପ୍ରଦାନ କରିବା ପରେ କେନ୍ଦ୍ର ସରକାର ଭାରତୀୟ ଇସଲାମିକ ଛାତ୍ର ଆନ୍ଦୋଳନ - ସିମି ଉପରେ ନିଷେଧାଦେଶକୁ ଆଉ ୫…
Read More...

ହାଇଦ୍ରାବାଦରେ ଉଦଘାଟିତ ହେଲା ଜାତୀୟ ତଦନ୍ତ ସଂସ୍ଥାର ନୂତନ କାର୍ଯ୍ୟାଳୟ

ହାଇଦ୍ରାବାଦ: ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ହାଇଦ୍ରାବାଦରେ ଜାତୀୟ ତଦନ୍ତ ସଂସ୍ଥାର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦର…
Read More...

ସଶସ୍ତ୍ର ବାହିନୀ ପ୍ରତି ଦେଶବାସୀଙ୍କ ସମର୍ଥନ ଅଭୂତପୂର୍ବ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆତଙ୍କବାଦୀ ଆକ୍ରମଣର କଡା ଜବାବ ଦେବାରେ ସମର୍ଥ ହୋଇଛି ଏବଂ ପୂର୍ବ ସମୟ ତୁଳନାରେ ବର୍ତ୍ତମାନ ଆତଙ୍କବାଦର ମୁକାବିଲା କରିବାରେ ଯଥେଷ୍ଟ ପାର୍ଥକ୍ୟ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ଜାମ୍ମୁ-କାଶ୍ମୀର ସଂରକ୍ଷଣ ଅଧ୍ୟାଦେଶ, ୨୦୧୯କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଜାମ୍ମୁ-କାଶ୍ମୀର ସଂରକ୍ଷଣ (ସଂଶୋଧନ) ଅଧ୍ୟାଦେଶ, ୨୦୧୯କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଗୁରୁବାର ଏହି ବିଷୟ ଘୋଷଣା କରିଛନ୍ତି। ଏହି ଅଧ୍ୟାଦେଶ ଲାଗୁ…
Read More...

ଦେଶ ଏକ ନିରୁପାୟ ସରକାର ଚାହେଁନି, ଦୃଢ଼ ସରକାର ଚାହେଁ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ଲୋକମାନଙ୍କ ଆଶା ଓ ଆକାଂକ୍ଷାର ପୂରଣ ପାଇଁ ଉଦ୍ଦିଷ୍ଟ। ବିଜେପି କର୍ମୀମାନଙ୍କ ସହ ଭିଡିଓ କନଫରେନି୍ସଂ ମାଧ୍ୟମରେ ବାର୍ତ୍ତାଳାପ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ନିର୍ବାଚନ…
Read More...

ନୈତିକ ମନୋବଳ ଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏକ ହୋଇ ରହିବ, ଏକ ହୋଇ କାମ କରିବ, ଏକ ହୋଇ ଉନ୍ନତି କରିବ, ଏକ ହୋଇ ଲଢିବ ଓ ଏକ ହୋଇ ଜିତିବ। ବିଜେପି କର୍ମୀମାନଙ୍କ ସହ ଭିଡିଓ କନଫରେନି୍ସଂ ମାଧ୍ୟମରେ…
Read More...

ପ୍ରଧାନମନ୍ତ୍ରୀ ପ୍ରଦାନ କଲେ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬, ୨୦୧୭ ଏବଂ ୨୦୧୮ ବର୍ଷ ପାଇଁ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ନବୀକରଣ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ସହ ଲୋକମାନଙ୍କୁ…
Read More...

ଆତଙ୍କବାଦୀଙ୍କୁ ପାଣ୍ଠି ନ ଦେବାକୁ ଆମେରିକାର ପାକିସ୍ତାନକୁ ପରାମର୍ଶ

ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କୁ ଆଶ୍ରୟ ଓ ପାଣ୍ଠି ନ ଦେବାଲାଗି ଆମେରିକା ପୁଣି ଥରେ ପାକିସ୍ତାନକୁ ପରାମର୍ଶ ଦେଇଛି। ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ହିଥର ଆନ ନଟ ୱାଶିଂଟନରେ ସାମ୍ବାଦିକମାନଙ୍କୁ କହିଛନ୍ତି,…
Read More...

ଲୋକମାନଙ୍କ ପାଇଁ ବିଜ୍ଞାନ ଓ ବିଜ୍ଞାନ ପାଇଁ ଜନସାଧାରଣ

ନୂଆଦିଲ୍ଲୀ: ଲୋକମାନଙ୍କପାଇଁ ବିଜ୍ଞାନ ଓ ବିଜ୍ଞାନ ପାଇଁ ଜନସାଧାରଣ, ଏହା ହେଉଛି ଗୁରୁବାର (ଫେବୃଆରୀ ୨୮) ପାଳିତ ହେଉଥିବା ଜାତୀୟ ବିଜ୍ଞାନ ଦିବସର ବାର୍ତ୍ତା। ୧୯୨୮ ମସିହା ଫେବୃୟାରୀ ୨୮ ତାରିଖରେ ପଦାର୍ଥ ବିଜ୍ଞାନୀ…
Read More...

ଗ୍ରାମୀଣ ଭାରତର ବିକାଶ ଜରୁରୀ – ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଶ୍ୱ ସମୁଦାୟ ଏକତ୍ରିତ ହୋଇ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ କରିବାକୁ ଆଗେଇ ଆସିବା ଉଚିତ। ନୂଆଦିଲ୍ଲୀରେ ଡକ୍ଟର ଏ.ପି.ଜେ. ଅବଦୁଲ୍‍ କଲାମ ତୃତୀୟ ଉଦ୍‍ଭାବନ ଓ ପ୍ରଶାସନ ସମ୍ମିଳନୀରେ ଉଦ୍‍ବୋଧନ ଦେଇ…
Read More...

ଅଧ୍ୟାପକ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥାର ପୁନର୍ବିଚାର ମାମଲା ଖାରଜ

ନୂଆଦିଲ୍ଲୀ: ଅଧ୍ୟାପକ ନିଯୁକ୍ତି ସମୟରେ ଏସସି/ଏସଟି ଏବଂ ଓବିସିମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା କ୍ଷେତ୍ରରେ ଏକକ ବିଭାଗକୁ ୟୁନିଟ ଭାବେ ଗ୍ରହଣ କରାଯିବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୂର୍ବ ନିର୍ଦ୍ଦେଶର…
Read More...

ମାର୍ଚ୍ଚ ୫କୁ ଘୁଞ୍ଚିଲା ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି

ପୁରୀ: ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣିକୁ ମାର୍ଚ୍ଚ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସୁପ୍ରିମ୍‍କୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‍ ଏ.କେ ସିକ୍ରି ଅନୁପସ୍ଥିତ ଥିବା କାରଣରୁ ମାମଲାର…
Read More...

ସାମରିକ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ରହିବାକୁ ପାକିସ୍ତାନକୁ ଆମେରିକାର ଚେତାବନୀ

ନୂଆଦିଲ୍ଲୀ: ପାକିସ୍ତାନରୁ ଆତଙ୍କବାଦୀ କାର୍ଯ୍ୟ ଚଳାଉଥିବା ସଙ୍ଗଠନ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଆମେରିକା ପାକିସ୍ତାନକୁ କହିଛି। ଭାରତଦ୍ୱାରା ପାକିସ୍ତାନସ୍ଥିତ ଆତଙ୍କବାଦୀ ତାଲିମ୍‍ ଶିବିରଗୁଡ଼ିକ ଉପରେ…
Read More...

ଦଶ ଦିନରେ ମୁଁ ଓଡ଼ିଆ ଶିଖିଯିବି – କେନ୍ଦ୍ରମନ୍ତ୍ରୀ ମାଣ୍ଡଭ୍ୟା

ବଡ଼ସାହି: ମାତ୍ର ୧୦ଦିନ ଓଡ଼ିଶାରେ ରହିଲେ ମୁଁ ସମ୍ପୂର୍ଣ୍ଣ ଓଡ଼ିଆ ଶିଖିଯିବି ବୋଲି କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ, ଜାହାଜ, ରସାୟନ ଓ ସାର ରାଷ୍ଟମନ୍ତ୍ରୀ ମନଶୁଖ୍‍ ଲକ୍ଷ୍ମଣଭାଇ ମାଣ୍ଡଭ୍ୟା କହିଛନ୍ତି। ବୁଧବାର…
Read More...

ଯବାନମାନଙ୍କ ବୀରତ୍ୱର ପ୍ରଶଂସା କଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ପାକିସ୍ତାନରେ ଜୈସେ-ମହମ୍ମଦ ଆତଙ୍କବାଦୀ ତାଲିମ୍‍ ଶିବିର ଉପରେ ଭାରତୀୟ ବିମାନ ବାହିନୀର ଆକ୍ରମଣକୁ ସ୍ୱାଗତ କରି ସଶସ୍ତ୍ର ବାହିନୀ ଯବାନମାନଙ୍କର ବୀରତ୍ୱ ଓ ସାହସିକତାର ପ୍ରଶଂସା କରିଛନ୍ତି ବିରୋଧୀ ଦଳ।…
Read More...

ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କଲେ ଭାରତ, ରୁଷ ଓ ଚୀନ

ନୂଆଦିଲ୍ଲୀ: ରୁଷ, ଭାରତ ଓ ଚୀନ୍‍ ବୈଦେଶିକ ମନ୍ତ୍ରୀମାନଙ୍କ ଷୋଡ଼ଶ ବୈଠକରେ ଜାରି ମିଳିତ ବିବୃତ୍ତିରେ ତିନୋଟିଯାକ ଦେଶ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ନିନ୍ଦା କରିଛନ୍ତି। ଆତଙ୍କବାଦର ତୀବ୍ର ବିରୋଧ କରି…
Read More...

ନେପାଳ ପର୍ଯ୍ୟଟନ ମନ୍ତ୍ରୀ ହେଲିକପ୍ଟର ଦୁର୍ଘଟଣାରେ ମୃତ

ନେପାଳ: ନେପାଳ ପର୍ଯ୍ୟଟନ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀ ଓ ଅନ୍ୟ ଛ’ଜଣଙ୍କର ବୁଧବାର ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନେପାଳର ତାପ୍ଲେଜଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି।…
Read More...

ଦକ୍ଷିଣ କାଶ୍ମୀରର ୧୧ଟି ସ୍ଥାନରେ ଏନଆଇଏର ଖାନତଲାସୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଅନୁସନ୍ଧାନ ସଂସ୍ଥା, ଏନଆଇଏ ପୁଲ୍‍ୱାମା ଆକ୍ରମଣ ମାମଲା ଓ ବିଛିନତାବାଦୀଙ୍କ ଆତଙ୍କୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଡ଼ ମାମଲାରେ ଦକ୍ଷିଣ କାଶ୍ମୀରର ୧୧ଟି ସ୍ଥାନରେ ଏକ ସମୟରେ ଖାନତଲାସୀ…
Read More...

ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ ‘ଖେଲୋ ଇଣ୍ଡିଆ’ ଆପ୍‍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ‘ଖେଲୋ ଇଣ୍ଡିଆ’ ଆପ୍‍ର ଶୁଭାରମ୍ଭ କରିଛନ୍ତି। ଦେଶରେ କ୍ରୀଡ଼ା ସମ୍ବନ୍ଧରେ ଏହି ଆପ୍‍ ସମସ୍ତ ତଥ୍ୟ ଯୋଗାଇବ। ନୂଆଦିଲ୍ଲୀରେ ବୁଢାବାରଦିନ ଜାତୀୟ ଯୁବ ସଂସଦ ଉତ୍ସବ-୨୦୧୯ ପୁରସ୍କାର ପ୍ରଦାନ…
Read More...

ଆଜିର ଯୁବପିଢ଼ି ବହୁମୁଖୀ ପ୍ରତିଭା ଓ ଅସୀମ ଶକ୍ତିର ଅଧିକାରୀ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନବଭାରତ ଗଠନରେ ଯୁବପିଢ଼ିର ମୁଖ୍ୟ ଭୂମିକା ରହିଛି ଓ ସ୍ୱପ୍ନକୁ ସାକାର କରିବାପାଇଁ ସେମାନେ କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ନୂଆଦିଲ୍ଲୀରେ ଜାତୀୟ ଯୁବ…
Read More...

ଯୁଦ୍ଧ ସମାଧାନ ନୁହେଁ, ସମସ୍ୟା – ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ସମସ୍ୟା ପରିପ୍ରେକ୍ଷୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୁଇ ଦେଶ ପାଇଁ ଯୁଦ୍ଧ ସମାଧାନ ନୁହେଁ, ବରଂ ଏକ…
Read More...

ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ ପାଇବେ ସାହିତ୍ୟ ଭାରତୀ ସମ୍ମାନ-୨୦୧୯

କଟକ: ଚଳିତ ବର୍ଷର ମର୍ଯ୍ୟାଦାଜନକ ସାହିତ୍ୟ ଭାରତୀ ସମ୍ମାନ-୨୦୧୯ ପାଇବା ଲାଗି ପ୍ରଖ୍ୟାତ ସାହିତ୍ୟିକ ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ ମନୋନୀତ ହୋଇଛନ୍ତି। ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍‍ ଦ୍ୱାରା ଏହି ପୁରସ୍କାର ପ୍ରଦାନ…
Read More...