ସରକାରକୁ ଆସିଲେ ‘ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା’ – ରାହୁଲ ଗାନ୍ଧୀ

0

ରାଞ୍ଚି: କଂଗ୍ରେସ ପାର୍ଟି କ୍ଷମତାକୁ ଆସିଲେ, ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା ଲାଗୁ କରିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ରାଞ୍ଚି ମୋରାବାଦୀ ଗ୍ରାଉଣ୍ଡରେ ଦଳୀୟ ପରିବର୍ତ୍ତନ ରାଲୀକୁ ଉଦବୋଧନ ଦେଇ ସେ ରାଫେଲ ଯୁଦ୍ଧ ବିମାନ କ୍ରୟରେ ଅନିୟମିତତା ହୋଇଥିବା କହିବା ସହ ଅନିଲ ଅମ୍ବାନୀଙ୍କୁ ୩୦ ହଜାର କୋଟି ଟଙ୍କା ଦିଆଯାଇଥିବା ଅଭିଯୋଗ କରିଛନ୍ତି।

Leave A Reply