www.samajalive.in
Sunday, December 7, 2025
26.1 C
Bhubaneswar

ଏୟାରଟେଲ୍‌ର ସବୁଠାରୁ ଶସ୍ତା ପ୍ଲାନ୍‌ ; ମାତ୍ର ଏତିକି ଟଙ୍କାରେ ମିଳିବ ଡାଟା ଠାରୁ ଆରମ୍ଭ କରି ଅନେକ ସୁବିଧା

ନୂଆଦିଲ୍ଲୀ : ଏୟାରଟେଲ୍‌ ନିଜ ଉପଭୋକ୍ତାଙ୍କୁ ଖୁସି କରିବାକୁ ଅନେକ ଶସ୍ତା ରିଚାର୍ଜ ପ୍ଲାନ୍‌ ଆଣିଥାଏ । ଆପଣ ଯଦି ଏୟାରଟେଲ୍‌ର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍‌ ଖୋଜୁଛନ୍ତି, ତେବେ ଏହି ଖାସ୍‌ ପ୍ଲାନ୍‌ ବିଷୟରେ ଜାଣନ୍ତୁ..
ଏୟାରଟେଲର ରିଚାର୍ଜ ତାଲିକାରେ ଥିବା ପ୍ଲାନ୍‌ ମଧ୍ୟରୁ ୧୯୯ ଟଙ୍କାର ଏକ ପ୍ଲାନ୍‌ ରହିଛି । ଏଥିରେ ଉପଭୋକ୍ତାଙ୍କୁ ଅନେକ ସୁବିଧା ମିଳିବ।

ଏହି ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୨୮ ଦିନର ସମୟ ସୀମା ମିଳିବ । ଅସୀମିତ କଲିଙ୍ଗ୍‌ ସୁବିଧା ସହ ଦୈନିକ ୧୦୦ ଏସଏମଏସ ସୁବିଧା ମଧ୍ୟ ମିଳିବ ।

- Advertisement -

ଉପଭୋକ୍ତାଙ୍କୁ ୨ଜିବି ଡାଟା ମଧ୍ୟ ମିଳିବ ।
ଏହାସହ ଏୟାରଟେଲର ଏହି ରିଚାର୍ଜ ପ୍ଲାନ୍‌ ଉପଭୋକ୍ତାଙ୍କୁ ସାଇବର ଠକେଇରୁ ସତର୍କ ମଧ୍ୟ କରିବ । ଏହି ପ୍ଲାନ୍‌ରେ ଏୟାରଟେଲ୍‌ ଏକ୍ସଟ୍ରିମ୍‌ ଆପ୍‌ ଏକ୍ସେସ୍‌ କରି ପାରିବେ । ଏଥିରେ ମାଗଣାରେ ଟିଭି ଶୋ, ପିଲ୍ମର ମଜା ମଧ୍ୟ ପାଇପାରିବେ ।

ଏପ୍ରିଲ ୭ରେ ଏକାଠି ହେଲେ ବୁଧ-ଶନି : ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାର ଦୂର ହେବ ରୋଗ,ଚିନ୍ତା..

ଦେଖନ୍ତୁ ଭିଡିଓ; ମହିଳାଙ୍କ ଜୁଗାଡ୍‌, ମାତ୍ର କିଛି ସେକେଣ୍ଡରେ ୧୦ କେଜି ଆଳୁରୁ କେମିତି ଚୋପା ଛଡାଇଲେ..

ଦେଖନ୍ତୁ ଭିଡିଓ.. ବିବାହରେ ବରପକ୍ଷଙ୍କୁ ନିସ୍ତୁକ ମାଡ ; ମଣ୍ଡପରେ ଫୁଲ ବଦଳରେ ଖାଲି ଗୋଇଠା, ବିଧା, ଲାଠିମାଡ

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories