ଦେଖନ୍ତୁ ଭିଡିଓ.. ବିବାହରେ ବରପକ୍ଷଙ୍କୁ ନିସ୍ତୁକ ମାଡ ; ମଣ୍ଡପରେ ଫୁଲ ବଦଳରେ ଖାଲି ଗୋଇଠା, ବିଧା, ଲାଠିମାଡ

ନୂଆଦିଲ୍ଲୀ: ବିବାହ ସମାରୋହରେ ଅନେକ ରୀତିନୀତି ପାଳନ କରାଯାଏ । ଏହି ସମୟରେ ଅନେକ ଛୋଟ ବଡ କଳହ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ମାତ୍ର ଉତ୍ତରପ୍ରଦେଶର ବିଜନୌରରେ ଜୋତା ଚୋରି କରିବା ପ୍ରଥାରୁ ମହାଭାରତ ସୃଷ୍ଟି ହୋଇଥିଲା । ମାମଲା ସିଧାସଳଖ ଥାନାରେ ପହଞ୍ଚିଥିଲା । ଶାଳୀ ଜୋତା ଫେରାଇବା ବଦଳରେ ଟଙ୍କା ମାଗିବା ପରେ ବିବାହ ମଣ୍ଡପରେ ଆରମ୍ଭ ହୋଇଥିଲା ଖାଲି ଗୋଇଠା, ବିଧା, ଲାଠି ମାଡ । ଉଭୟ ବର … Continue reading ଦେଖନ୍ତୁ ଭିଡିଓ.. ବିବାହରେ ବରପକ୍ଷଙ୍କୁ ନିସ୍ତୁକ ମାଡ ; ମଣ୍ଡପରେ ଫୁଲ ବଦଳରେ ଖାଲି ଗୋଇଠା, ବିଧା, ଲାଠିମାଡ