mission shakti banner

ନେପାଳରେ ଜିପ ଦୁର୍ଘଟଣା – ୧୧ ମୃତ

BSKY banner  750×100
0

ନୂଆଦିଲ୍ଲୀ: ନେପାଳର ଦରଚୁଲା ଜିଲ୍ଲାରେ ଏକ ଜିପ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଜିପଟି ଦରଚୁଲାରୁ ଖଲଙ୍ଗା ଯାଉଥିବା ବେଳେ ୫୦୦ ମିଟର ତଳକୁ ମହାକାଳୀ ନଦୀକୁ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ୭ଜଣ ମହିଳା, ୩ଜଣ ପୁରୁଷ ଓ ଜଣେ ପିଲା ରହିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଭାରତର ପିଥୋରାଗଡ଼ ହସପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply