www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଅନୁଗୁଳ: ପୋଲ ବାଡ଼ାକୁ ପିଟିବା ପରେ ଜଳି ଗଲା କାର, ସଦର ଥାନା କୁଇଓ ନିକଟରେ ଜଳିଗଲା କାର, ଡ୍ରାଇଭର ସୁରକ୍ଷିତ, ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲେ..

ମିଆଁମାର ଭୂକମ୍ପ: ମୃତ୍ୟୁ ସଂଖ୍ୟା ୩ ହଜାର ୪୭୧ରେ ପହଞ୍ଚିଲା, ୪ହଜାର ୬୭୧ଜଣ ଆହତ, ୨୧୪ଜଣ ଏବେ ବି ନିଖୋଜ..

- Advertisement -

ସୋର: ଖନ୍ତାପଡ଼ା ଥାନା ତୁଣ୍ଡରା ଚନକ ଗାଁ ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ, ଶୌଚ ହେବାବେଳେ ପୋଖରୀରେ ବୁଡ଼ି ଯାଇଥିଲେ ବୃଦ୍ଧା..

ଆଜି ଯୁଗଳ ମ୍ୟାଚ୍‌: କଲକାତାକୁ ଭେଟିବ ଲକ୍ଷ୍ନୌ, ଦୁଇ କିଙ୍ଗ୍‌ସଙ୍କ ମୁକାବିଲା..

ଚୀନକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଖୋଲା ଧମକ, ଚୀନ ଉପରେ ଅତିରିକ୍ତ ୫୦% ଟାରିଫ ଲଗାଇବ ଆମେରିକା..

ଚୀନ ରାଷ୍ଟ୍ରପତିଙ୍କୁ ୨୪ ଘଣ୍ଟିଆ ଅଲଟିମେଟମ ଦେଲେ ଟ୍ରମ୍ପ, ୩୪% ଟାରିଫରୁ ନ ଓହରିଲେ ୫୦% ଟାରିଫ ଲଗାଇବ ଆମେରିକା..

କାମଦା ଏକାଦଶୀରେ ମହାସଂଯୋଗ : ଏହି ରାଶିଙ୍କ ଉପରେ ବର୍ଷିବ ଭଗବାନ ବିଷ୍ଣୁ, ମା’ଲକ୍ଷ୍ମୀଙ୍କ କୃପା, ହେବେ ମାଲାମାଲ୍‌, କିଣିବେ ଘର..

ପୁରୀରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ଅଗ୍ନିକାଣ୍ଡ, ଜଳିଗଲା ପୁରୁଣା ବ୍ୟାରିକେଡ..

ମାଳତିପାଟପୁରରେ ହୁତୁହୁତୁ ହୋଇ ଜଳିଲା ଟୁରିଷ୍ଟ ବସ୍‌; ଯାତ୍ରୀ ସୁରକ୍ଷିତ..

କେନ୍ଦ୍ରାପଡା: ମାର୍ଶାଘାଇରେ ଅଘଟଣ, ଗୋଚର ଜମିରେ ଘର କରିବା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ , ୧୫ ଆହତ..

ଦେଖନ୍ତୁ ଭିଡିଓ ; ଶୋଷିଲା ଚିତାବାଘଙ୍କୁ ପାଣି ପିଆଇଲେ ଯୁବକ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା


 

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories