www.samajalive.in
Sunday, December 14, 2025
23.1 C
Bhubaneswar

୫ ବର୍ଷ ପାଇଁ ଦିଆଯିବ କଳିଙ୍ଗ ସମ୍ମାନ

ଭୁବନେଶ୍ୱର: ବିଜ୍ଞାନକୁ ଲୋକପ୍ରିୟ କରିବାରେ ଅବଦାନ ପାଇଁ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ୫ଜଣଙ୍କୁ କଳିଙ୍ଗ ସମ୍ମାନରେ ସମ୍ମାନୀତ କରାଯିବ। ୨୦୧୫ରୁ ୨୦୧୯ବର୍ଷ ଅର୍ଥାତ ୫ ବର୍ଷ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ଶନିବାର ମାର୍ଚ୍ଚ ୨ରେ ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିବେ। ୨୦୧୫ ପାଇଁ ବୈଜ୍ଞାନିକ ତଥା ଶିକ୍ଷାବିତ୍‍ ଡ. ପ୍ରଫୁଲ୍ଲ କୁମାର ଜେନା, ୨୦୧୬ ପାଇଁ ଡକ୍ଟର ଦ୍ୱିଜେଶ କୁମାର ପଣ୍ଡା, ୨୦୧୭ ପାଇଁ ଡକ୍ଟର ଜ୍ଞାନଦେବ ମହାରଣା, ୨୦୧୮ ପାଇଁ ଡକ୍ଟର ବିରେନ୍ଦ୍ର କିଶୋର ଦାସ ଏବଂ ୨୦୧୯ ବର୍ଷ ପାଇଁ ଡକ୍ଟର ନିମାଇଁ ଚରଣ ପଣ୍ଡାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ। ଏଥିରେ ପୁରସ୍କାର ବାବଦକୁ ଏକ ଲକ୍ଷ ଟଙ୍କା, ପ୍ରଶସ୍ତି ପତ୍ର ଓ ଫଳକ ପ୍ରଦାନ କରାଯାଇଥାଏ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories