mission shakti banner

ଯବାନମାନଙ୍କ ବୀରତ୍ୱର ପ୍ରଶଂସା କଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ପାକିସ୍ତାନରେ ଜୈସେ-ମହମ୍ମଦ ଆତଙ୍କବାଦୀ ତାଲିମ୍‍ ଶିବିର ଉପରେ ଭାରତୀୟ ବିମାନ ବାହିନୀର ଆକ୍ରମଣକୁ ସ୍ୱାଗତ କରି ସଶସ୍ତ୍ର ବାହିନୀ ଯବାନମାନଙ୍କର ବୀରତ୍ୱ ଓ ସାହସିକତାର ପ୍ରଶଂସା କରିଛନ୍ତି ବିରୋଧୀ ଦଳ।…
Read More...

ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କଲେ ଭାରତ, ରୁଷ ଓ ଚୀନ

ନୂଆଦିଲ୍ଲୀ: ରୁଷ, ଭାରତ ଓ ଚୀନ୍‍ ବୈଦେଶିକ ମନ୍ତ୍ରୀମାନଙ୍କ ଷୋଡ଼ଶ ବୈଠକରେ ଜାରି ମିଳିତ ବିବୃତ୍ତିରେ ତିନୋଟିଯାକ ଦେଶ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ନିନ୍ଦା କରିଛନ୍ତି। ଆତଙ୍କବାଦର ତୀବ୍ର ବିରୋଧ କରି…
Read More...

ନେପାଳ ପର୍ଯ୍ୟଟନ ମନ୍ତ୍ରୀ ହେଲିକପ୍ଟର ଦୁର୍ଘଟଣାରେ ମୃତ

ନେପାଳ: ନେପାଳ ପର୍ଯ୍ୟଟନ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀ ଓ ଅନ୍ୟ ଛ’ଜଣଙ୍କର ବୁଧବାର ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନେପାଳର ତାପ୍ଲେଜଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି।…
Read More...

ଦକ୍ଷିଣ କାଶ୍ମୀରର ୧୧ଟି ସ୍ଥାନରେ ଏନଆଇଏର ଖାନତଲାସୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଅନୁସନ୍ଧାନ ସଂସ୍ଥା, ଏନଆଇଏ ପୁଲ୍‍ୱାମା ଆକ୍ରମଣ ମାମଲା ଓ ବିଛିନତାବାଦୀଙ୍କ ଆତଙ୍କୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଡ଼ ମାମଲାରେ ଦକ୍ଷିଣ କାଶ୍ମୀରର ୧୧ଟି ସ୍ଥାନରେ ଏକ ସମୟରେ ଖାନତଲାସୀ…
Read More...

ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ ‘ଖେଲୋ ଇଣ୍ଡିଆ’ ଆପ୍‍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ‘ଖେଲୋ ଇଣ୍ଡିଆ’ ଆପ୍‍ର ଶୁଭାରମ୍ଭ କରିଛନ୍ତି। ଦେଶରେ କ୍ରୀଡ଼ା ସମ୍ବନ୍ଧରେ ଏହି ଆପ୍‍ ସମସ୍ତ ତଥ୍ୟ ଯୋଗାଇବ। ନୂଆଦିଲ୍ଲୀରେ ବୁଢାବାରଦିନ ଜାତୀୟ ଯୁବ ସଂସଦ ଉତ୍ସବ-୨୦୧୯ ପୁରସ୍କାର ପ୍ରଦାନ…
Read More...

ଆଜିର ଯୁବପିଢ଼ି ବହୁମୁଖୀ ପ୍ରତିଭା ଓ ଅସୀମ ଶକ୍ତିର ଅଧିକାରୀ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନବଭାରତ ଗଠନରେ ଯୁବପିଢ଼ିର ମୁଖ୍ୟ ଭୂମିକା ରହିଛି ଓ ସ୍ୱପ୍ନକୁ ସାକାର କରିବାପାଇଁ ସେମାନେ କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ନୂଆଦିଲ୍ଲୀରେ ଜାତୀୟ ଯୁବ…
Read More...

ଯୁଦ୍ଧ ସମାଧାନ ନୁହେଁ, ସମସ୍ୟା – ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଭାରତ ମଧ୍ୟରେ ଦେଖାଦେଇଥିବା ସମସ୍ୟା ପରିପ୍ରେକ୍ଷୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୁଇ ଦେଶ ପାଇଁ ଯୁଦ୍ଧ ସମାଧାନ ନୁହେଁ, ବରଂ ଏକ…
Read More...

ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ ପାଇବେ ସାହିତ୍ୟ ଭାରତୀ ସମ୍ମାନ-୨୦୧୯

କଟକ: ଚଳିତ ବର୍ଷର ମର୍ଯ୍ୟାଦାଜନକ ସାହିତ୍ୟ ଭାରତୀ ସମ୍ମାନ-୨୦୧୯ ପାଇବା ଲାଗି ପ୍ରଖ୍ୟାତ ସାହିତ୍ୟିକ ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ ମନୋନୀତ ହୋଇଛନ୍ତି। ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍‍ ଦ୍ୱାରା ଏହି ପୁରସ୍କାର ପ୍ରଦାନ…
Read More...

କ୍ୟୁ.ଆର୍‍.ସାମ୍ ମିଶାଇଲର ସଫଳ ପରୀକ୍ଷଣ

ଓଡିଶା: ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇ.ଟି.ଆର୍‍.ର ୩ ନମ୍ବର ଉତ୍‍କ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା କ୍ୟୁ.ଆର୍‍.ସାମ୍ ମିଶାଇଲର ମଙ୍ଗଳବାର…
Read More...

ଦେଶ ଯବାନମାନଙ୍କ ହାତରେ ନିରାପଦ ଅଛି – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶଠାରୁ ବଳି ଆଉ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଦେଶ ଯବାନମାନଙ୍କ ହାତରେ ନିରାପଦରେ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜସ୍ଥାନର ଚୁରୁଠାରେ ଏକ ସାଧାରଣ ସଭାରେ…
Read More...

ବାୟୁ ସେନାକୁ କ୍ରୀଡ଼ାବିତ୍‍ଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବାଲାକୋଟ୍‍ଠାରେ ଜୈସେ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ତାଲିମ୍‍ ଶିବିରକୁ ନଷ୍ଟ କରିଥିବାରୁ ବାୟୁ ସେନାର ଭୂୟସୀ ପ୍ରଶଂସା କରିଛନ୍ତି ଦେଶର କ୍ରୀଡ଼ାବିତ୍‍। ସେମାନେ ଟ୍ୱିଟ୍‍ ବାର୍ତ୍ତାରେ ବାୟୁ ସେନାକୁ…
Read More...

ବାବ୍‍ରୀ ମସ୍‍ଜିଦ୍‍ ମାମଲା ସମାଧାନ ମଧ୍ୟସ୍ଥତା ଜରିଆରେ କରାଯିବା ଉଚିତ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାମ ଜନ୍ମଭୂମି ବାବ୍‍ରୀ ମସ୍‍ଜିଦ୍‍ ବିବାଦୀୟ ଜମି ମାମଲାର ସମାଧାନ ପାଇଁ ଯଦି ଶତକଡ଼ା ୧ ଭାଗ ସମ୍ଭାବନା ରହିଛି, ତେବେ ମଧ୍ୟସ୍ଥତା ଜରିଆରେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବା ଉଚିତ ବୋଲି…
Read More...

ବର୍ଷକୁ ୧କୋଟି ୨୦ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଉଛି – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପର୍ଯ୍ୟଟନ, ବିମାନ ଚଳାଚଳ ଏବଂ ମୌଳିକଢାଞ୍ଚା ବିକାଶ ସମେତ ବିଭିନ୍ନ କ୍ଷେତ୍ରରେ ବର୍ଷକୁ ୧ କୋଟି ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଉଛି। ନୂଆଦିଲ୍ଲୀରେ…
Read More...

କାଶ୍ମୀର ବିଚ୍ଛିନ୍ନତାବାଦୀଙ୍କ ଘର ଖାନତଲାସୀ କଲା ଏନ୍‍ଆଇଏ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା - ଏନ୍‍ଆଇଏ କାଶ୍ମୀର ଉପତ୍ୟକାର ବିଚ୍ଛିନ୍ନତାବାଦୀମାନଙ୍କ ଘରେ ଖାନତଲାସୀ କରିଛି। ସନ୍ତ୍ରାସବାଦୀମାନଙ୍କୁ ପାଣ୍ଠି ପ୍ରଦାନ ସଂକ୍ରାନ୍ତରେ ଏନ୍‍ଆଇଏ ଏହି ଖାନତଲାସୀ କରିଥିବା…
Read More...

ଆତଙ୍କବାଦୀ ଶିବିର ଉପରେ ଆକ୍ରମଣକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଶଂସା

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର ଇଲାକାର ଆତଙ୍କବାଦୀ ଶିବିର ଉପରେ ବିମାନ ବାହିନୀର ବୋମାମାଡ଼କୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଶଂସା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଇଚ୍ଛା ବଳରେ ଏହି…
Read More...

ଗାନ୍ଧୀ ଶାନ୍ତି ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ୨୦୧୫, ୨୦୧୬, ୨୦୧୭ ଓ ୨୦୧୮ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ୨୦୧୫ ମସିହା ପାଇଁ…
Read More...

ଅସ୍ତ୍ରଶସ୍ତ୍ରର ଶକ୍ତି ସାମୂହିକ ଇଚ୍ଛାଶକ୍ତି ଆଗରେ ହାରମାନେ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୩ତମ ମନ କି ବାତରେ କହିଛନ୍ତି, ବାସ୍ତବରେ ଲୋକଙ୍କୁ ଯେତେବେଳେ ଏକ ପ୍ରେରଣାଦାୟୀ ନେତୃତ୍ୱ ମିଳେ ସେତେବେଳେ ଅସ୍ତ୍ରଶସ୍ତ୍ରର ଶକ୍ତି ଲୋକମାନଙ୍କ ସାମୁହିକ ଇଚ୍ଛାଶକ୍ତି…
Read More...

ଜାତୀୟ ସୈନିକ ସ୍ମାରକୀକୁ ଯିବା କୌଣସି ତୀର୍ଥସ୍ଥାନକୁ ଯିବା ସହ ସମାନ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ କି ବାତରେ ପ୍ରଧାନମନ୍ତ୍ରୀ ଜାତୀୟ ସୈନିକ ସ୍ମାରକୀକୁ ତୀର୍ଥସ୍ଥାନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ସ୍ମାରକୀ ଦିଲ୍ଲୀର କେନ୍ଦ୍ରସ୍ଥଳ ଇଣ୍ଡିଆ ଗେଟ୍ ଏବଂ ଅମର ଯବାନ ଜ୍ୟୋତି ପାଖରେ ନିର୍ମାଣ…
Read More...

କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶ ଗୋରଖପୁରଠାରେ ୭୫ ହଜାର କୋଟି ଟଙ୍କା ସମ୍ବଳିତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ଏକ କୋଟି ଚାଷୀ…
Read More...

ବୈଦେଶିକ ମନ୍ତ୍ରୀ ପରିଷଦ ଅଧିବେଶନରେ ଯୋଗଦେବେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଇସ୍‍ଲାମିୟ ସହଯୋଗ ସଂଗଠନ ବୈଦେଶିକ ମନ୍ତ୍ରୀ ପରିଷଦର ୪୬ତମ ଅଧିବେଶନ ମାର୍ଚ୍ଚ ପହିଲା ଓ ଦୁଇ ତାରିଖରେ ଆବୁଧାବିରେ ଅନୁଷ୍ଠିତ ହେବ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସେଠାକୁ ସମ୍ମାନୀୟ ଅତିଥିଭାବେ…
Read More...

ଫେବୃଆରୀ ୨୫ରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବ ରାଷ୍ଟ୍ରୀୟ ସୈନିକ ସ୍ମାରକୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୨୪ ଫେବୃଆରୀ ସଂସ୍କରଣରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆମକୁ ସୁରକ୍ଷିତ ରଖିବା ପାଇଁ ସେମାନେ…
Read More...

ଆକ୍ରମଣକୁ ନିନ୍ଦା କରି ଆମେରିକାରେ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ପୁଲୱାମାରେ ଭାରତୀୟ ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ଆମେରିକାରେ ବସବାସ କରୁଥିବା ୨ଶହରୁ ଊର୍ଦ୍ଧ୍ବ ଭାରତୀୟ ବଂଶୋଦ୍‍ଭବ ହଷ୍ଟନ୍‍ଠାରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ…
Read More...

୭ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ୭ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରବିବାର ଦିନ ହିମାଚଳ ପ୍ରଦେଶର କାଙ୍ଗରାଠାରେ ସେ ଏହି ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର…
Read More...

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ୧୨ଲକ୍ଷ ୪୫ହଜାର ଚାଷୀ ପଞ୍ଜୀକୃତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ପ୍ରାୟ ୧୨ ଲକ୍ଷ ୪୫ ହଜାର କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀ ଉପକୃତ ହେବେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

କିଷାନ୍‍ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ : କଥା ହେବେ ନବରଙ୍ଗପୁର ଚାଷୀଙ୍କ ସହ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ କିଷାନ୍‍ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିବେ। ଏହି କାର୍ୟ୍ୟକ୍ରମରେ ପି.ଏମ୍‍. କିଷାନ ଯୋଜନା ଅଧୀନରେ…
Read More...

୧୮୮ ଦେଶର କୁମ୍ଭ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଳୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରରେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜଠାରେ କୁମ୍ଭମେଳାରେ…
Read More...

ଭାରତର ଇଚ୍ଛାକୁ ସେ ବୁଝି ପାରୁଛନ୍ତି – ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ/ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ପରେ କିଛି ଦୃଢ ପଦକ୍ଷେପ ନେବା ପାଇଁ ଭାରତର ଇଚ୍ଛାକୁ ସେ ବୁଝି ପାରୁଛନ୍ତି। ଚୀନ ପ୍ରତିନିଧି ମଣ୍ଡଳକୁ…
Read More...

ପ୍ରଧାନମନ୍ତ୍ରୀ ପରିଦର୍ଶନ କରିବେ କୁମ୍ଭମେଳା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ପ୍ରୟାଗରାଜଠାରେ କୁମ୍ଭମେଳା ପରିଦର୍ଶନ କରିବେ। ସେ ସ୍ୱଚ୍ଛକୁମ୍ଭ ସ୍ୱଚ୍ଛ ଆଭାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ପାନୀୟଜଳ ଓ ପରିମଳ ମନ୍ତ୍ରଣାଳୟ ଦ୍ୱାରା…
Read More...

ପାକିସ୍ତାନ ବିରୋଧୀ ଲଢେଇରେ ସବୁ ବିକଳ୍ପ ଉନ୍ମୁକ୍ତ ଅଛି – ଜେଟଲୀ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ନିର୍ଣ୍ଣାୟକ ଲଢେଇରେ ସବୁ ବିକଳ୍ପର ବ୍ୟବହାର କରାଯିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ସେ କହିଛନ୍ତି ପୁଲୱମା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ପାକିସ୍ତାନକୁ…
Read More...

ଟ୍ରାପ ଲାଇନ୍‍ ଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପାଣିପାଗରେ ହଠାତ୍‍ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଶୀତର ପ୍ରଭାବ ହ୍ରାସ ପାଇଥିବାବେଳେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଉଥିବା ଅନୁଭୂତ ହେଉଛି। ଭୁବନେଶ୍ୱର ଓ ମାଲକାନଗିରିରେ ଦିନର ସର୍ବୋଚ୍ଚ…
Read More...

ରାଜ୍ୟବାସୀ ପରିବର୍ତ୍ତନ ପାଇଁ ଆଶାବାଦୀ – ଜୁଏଲ୍‍

ନବରଙ୍ଗପୁର: ବିଜେଡ଼ିର ଦୀର୍ଘ ବର୍ଷର ଅରାଜକତା ଓ ଦୁର୍ନୀତିରେ ରାଜ୍ୟବାସୀ ଅତିଷ୍ଠ ଓ ସେମାନେ ଏବେ ପରିବର୍ତ୍ତନ ପାଇଁ ଆଶାବାଦୀ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରୀ ଜୁଏଲ୍‍ ଓରାମ କହିଛନ୍ତି।…
Read More...

ବଡ଼ମ୍ବାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯୨୩ କୋଟିର ପ୍ରକଳ୍ପ ଭେଟି

କଟକ: ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ କାଳିଆ ଛାତ୍ରବୃତି ଯୋଜନା ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ନରସିଂହପୁରଠାରେ ଆୟୋଜିତ ସାଧାରଣ ସଭାରେ…
Read More...

ଭୁବନେଶ୍ୱର ବିମାନ ବନ୍ଦର କ୍ଷମତା ବୃଦ୍ଧି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରର କ୍ଷମତା ବୃଦ୍ଧି ପାଇଁ ଲିଙ୍କ୍‍ ବିଲ୍‍ଡିଂ ସମାନ୍ତରାଳ ଟ୍ୟାକ୍ସି ଟ୍ରାକ୍‍ ଏବଂ ଅତିରିକ୍ତ ପାର୍କିଂ ବେଜର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ଉତ୍ସବ…
Read More...

ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତକୁ ୧୦ ଲକ୍ଷ କୋଟି ଡଲାର୍‍ ଅର୍ଥନୀତିରେ ପରିଣତ କରିବା ଓ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ଗଢ଼ି ତୋଳିବାପାଇଁ ସରକାର କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିଶ୍ୱ…
Read More...

୮୩ ଦିନ ପରେ ଖୋଲିଲା ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ବଲାଙ୍ଗୀର: ଦୀର୍ଘ ୮୩ ଦିନ ପରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲିଛି। ପୂର୍ବରୁ ବନ୍ଦ ଥିବା ଅନ୍ୟ କେତେକ କାର୍ଯ୍ୟାଳୟ ମଧ୍ୟ ଖୋଲିଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‍ ପୁନଃ ପ୍ରତିଷ୍ଠା ଦାବି ନେଇ ଚାଲିଥିବା…
Read More...

କେନ୍ଦ୍ର ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ବାତିଲ: ଆସିଲେନି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ଅନେକ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବହୁ ପରିମାଣର ଅର୍ଥ ପ୍ରଦାନ କରୁଥିବା ବେଳେ ଅନେକ ସ୍ଥାନରେ ତାହା ଅଧାରେ ଅଟକି ରହିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ…
Read More...

ଫେବୃଆରୀ ୨୪ରେ ମନର କଥା କହିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଫେବୃଆରୀ ୨୪) ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ଶୀର୍ଷକରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‍ବୋଧନ ଦେବେ। ଆକାଶବାଣୀରେ ଦିନ ୧୧ଟା ସମୟରେ ଏହି କାର୍ଯ୍ୟକ୍ରମ…
Read More...

ରବିବାର ସିୱାରେ ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଫେବୃଆରୀ ୨୪) ଦିନ ’ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ବା ’ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ର ଶୁଭାରମ୍ଭ କରିବେ। ଉତ୍ତରପ୍ରଦେଶର ଗୋରଖପୁରରେ…
Read More...

କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କରିବେ। ଏଥିରେ ଯୋଗ ଦେବାପାଇଁ…
Read More...

ଆତଙ୍କବାଦୀଙ୍କ ଜେଲ ସ୍ଥାନାନ୍ତରଣ ପାଇଁ କୋର୍ଟକୁ ଗଲେ ସରକାର

ଜାମ୍ମୁ: ଜାମ୍ମୁ କାରାଗାରରେ ଥିବା ୭ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ତିହାର ଜେଲକୁ ସ୍ଥାନାନ୍ତର ଲାଗି ଜାମ୍ମୁ କାଶ୍ମୀର ସରକାର ସୁପ୍ରିମ୍‍କୋର୍ଟରେ ଆବେଦନ କରିଛନ୍ତି। ଏହି ଆତଙ୍କବାଦୀମାନେ ଜେଲରେ ଥିବା ଅନ୍ୟ…
Read More...

ଆସାମ ଗୋଲାଘାଟ ମଦମୃତ୍ୟୁ ଘଟଣା: ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି

ଆସାମ: ଆସାମର ଗୋଲାଘାଟ ଜିଲ୍ଲାରେ ହୋଇଥିବା ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଏହି ଘଟଣାରେ ବହୁ ଲୋକ ଅସୁସ୍ଥ ହୋଇ ଗୋଲାଘାଟ ଏବଂ ଜୋର୍‍ହାଟ୍‍ଠାରେ ଚିକିତ୍ସିତ ହେଉଛନ୍ତି। ଗୋଲାଘାଟର ପୁଲିସ୍‍…
Read More...

କଳା ତାଲିକାଭୁକ୍ତ ହୋଇପାରେ ପାକିସ୍ତାନ – ୨୭ଟି ସର୍ତ୍ତ ରଖିଲା ଏଫ୍‍ଏଟିଏଫ୍‍

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ୍‍ ଆକସନ୍‍ ଟାସ୍କ୍‍ ଫୋର୍ସ (ଏଫ୍‍ଏଟିଏଫ୍‍) ପକ୍ଷରୁ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବା ପୂର୍ବରୁ ୨୭ଟି ସର୍ତ୍ତ…
Read More...

ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ପାଳିତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ପାଳିତ ହୋଇଯାଇଛି। ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ…
Read More...

ତିନି ତଲାକ ସମେତ ୪ଟି ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ଟି ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ମୁସଲମାନ ମହିଳା (ବିବାହ ସଂରକ୍ଷଣ ଅଧିକାର) ଦ୍ଵିତୀୟ ଅଧ୍ୟାଦେଶ, ଭାରତୀୟ ଚିକିତ୍ସା ପରିଷଦ…
Read More...

ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି: ପ୍ରଧାନମନ୍ତ୍ରୀ

ସିଓଲ: ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କହିବା ଅପେକ୍ଷା ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି ବିଶ୍ୱ ସମୁଦାୟ ଏ…
Read More...

ମୋଦୀନୋମିକ୍ସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସିଓଲ ଶାନ୍ତି ପୁରସ୍କାର ୨୦୧୮

ସିଓଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱ ଅର୍ଥନୀତିକୁ ଅବଦାନ ଏବଂ ଭାରତ ସମେତ ସାରା ବିଶ୍ୱରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ସାମାଜିକ ଓ ଆର୍ଥିକ ତାରତମ୍ୟକୁ ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ନୀତି…
Read More...

ଭାରତରେ ୭ଲକ୍ଷ କୋଟି ନିବେଶ କରିବ ସାଉଦି ଆରବ

ନୂଆଦିଲ୍ଲୀ: ସାଉଦି ଆରବ, ଭାରତରେ ଶକ୍ତି, ବିଶୋଧନ, ପେଟ୍ରୋକେମିକାଲ, ସଂରଚନା, କୃଷି ଏବଂ ଵିନିର୍ମାଣ କ୍ଷେତ୍ରରେ ୭ଲକ୍ଷ କୋଟି ଟଙ୍କା ନିବେଶ କରିବ। ସାଉଦି ଆରବ ଯୁବରାଜଙ୍କ ଭାରତ ଗସ୍ତ ଅବସରରେ ସମ୍ବାଦଦାତାମାନଙ୍କୁ…
Read More...

ମାଟ୍ରିକ୍‍ ପରୀକ୍ଷା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ – ପ୍ରତି ସିଟିଙ୍ଗ ପୂର୍ବରୁ ପହଞ୍ଚିବ ପ୍ରଶ୍ନପତ୍ର

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‍ ପରୀକ୍ଷା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ୫ ଲକ୍ଷ ୭୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା…
Read More...

୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‍ପାଇଁ ୪୮ ହଜାର ୨୩୯ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ଓ ଆର୍ଥିକ ବିକାଶ ପାଇଁ କେନ୍ଦ୍ର ସରକାର ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‍ ପାଇଁ ୪୮ ହଜାର ୨୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆର୍ଥିକ ସେବା ସଚିବ ରାଜୀବ୍‍ କୁମାର…
Read More...

କାଶ୍ମୀର ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ହେଉ ନାହିଁ – ଜାବଡେକର

ନୂଆଦିଲ୍ଲୀ: ପୁଲ୍‍ୱାମା ସନ୍ତ୍ରାସବାଦୀ ଆକ୍ରମଣ ଘଟଣା ପରେ କାଶ୍ମୀର ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରାଯାଉଥିବା ବିଷୟକୁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଖଣ୍ଡନ କରିଛନ୍ତି। ନୂଆଦିଲ୍ଲୀରେ…
Read More...

ଆତଙ୍କବାଦ ଓ ଉଗ୍ରବାଦ ସମସ୍ତ ଦେଶକୁ ଗ୍ରାସ କରିଛି – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆତଙ୍କବାଦ ଓ ଉଗ୍ରବାଦର ବିପଦ ବିଶ୍ୱର ସମସ୍ତ ଦେଶକୁ ଗ୍ରାସ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏକ ଆରବୀୟ ସମ୍ବାଦପତ୍ର ‘ଓକାଜ୍‍’ ଓ ଇଂରାଜୀ ସମ୍ବାଦପତ୍ର ‘ସାଉଦି ଗେଜେଟ୍‍’କୁ…
Read More...

ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଭାରତ ଓ ସାଉଦି ଆରବ ଏକମତ

ନୂଆଦିଲ୍ଲୀ: ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ଓ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ଚାପ ବୃଦ୍ଧି କରିବାକୁ ପରସ୍ପରକୁ ସହଯୋଗ କରିବାପାଇଁ ଭାରତ ଓ ସାଉଦି ଆରବ ଏକମତ ହୋଇଛନ୍ତି। ସାଉଦି ଆରବ ଯୁବରାଜ ମହମ୍ମଦ…
Read More...

ପ୍ରଧାନମନ୍ତ୍ରୀଙ୍କ କୋରିଆ ଗସ୍ତ: ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ

ନୂଆଦିଲ୍ଲୀ: କୋରିଆ ଗସ୍ତ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କ୍ଷେତ୍ରରେ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବୁଧବାର ସନ୍ଧ୍ୟାରେ କୋରିଆ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ…
Read More...

ଆନ୍ତର୍ଜାତିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୀଓଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଉଛନ୍ତି। ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତାର ଅଂଶସ୍ୱରୂପ ପ୍ରଧାନମନ୍ତ୍ରୀ ସେଠାକୁ ଯାଉଛନ୍ତି। ଦକ୍ଷିଣ କୋରିଆ…
Read More...

ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତ ଏକ ବୃହତ୍ତମ ବଜାର – ସୀତାରମଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତରେ ପୁଞ୍ଜିନିବେଶ କରିବାକୁ ଆନ୍ତର୍ଜାତିକ ପୁଞ୍ଜିନିବେଶକାରୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତରେ ସେମାନଙ୍କ ପାଇଁ ଏକ…
Read More...

ନିଶା ଔଷଧ ସେବନ ନ କରିବାକୁ ଯୁବ ପିଢ଼ିକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ନିଶା ଔଷଧ କାରବାର ହେଉଛି ଆତଙ୍କବାଦୀ ଓ ଦେଶ ବିରୋଧୀ ଶକ୍ତିମାନଙ୍କର ସବୁଠାରୁ ବଡ଼ ଆୟର ଉତ୍ସ। ଭାରତକୁ ନିଶା ଔଷଧ ସେବନ ମୁକ୍ତ କରିବା ପାଇଁ ଅଭିଯାନ ଉପଲକ୍ଷେ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି,…
Read More...

ଦିଲ୍ଲୀ-ଗାଜିଆବାଦ-ମିରଟ ଦୃତ ସଡ଼କ ପଥ ନିର୍ମାଣ ପାଇଁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ-ଗାଜିଆବାଦ-ମିରଟ ଆଞ୍ଚଳିକ ଦୃତ ଗମନାଗମନ ସଡ଼କ ପଥ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍‍ ଅନୁମତି ପ୍ରଦାନ କରିଛି। ଏହାଦ୍ୱାରା ୮୨.୧୫ କିଲୋମିଟର ସଡ଼କପଥ ନିର୍ମାଣ ହେବ ଏବଂ ଏଥିପାଇଁ ୩୦ ହଜାର ୨୭୪…
Read More...

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କାର୍ଯ୍ୟକାରିତା ଅବଧି ବୃଦ୍ଧି

ନୂଆଦିଲ୍ଲୀ: ୨୦୧୯ ମାର୍ଚ୍ଚ ମାସ ପରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କାର୍ଯ୍ୟକାରିତା ଅବଧି ବୃଦ୍ଧି ପାଇଁ ମନ୍ତ୍ରୀ ପରିଷଦ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୨୦୨୨ ମସିହା ସୁଦ୍ଧା ଏହି ଯୋଜନାର ଦ୍ୱିତୀୟ…
Read More...

ଶକ୍ତି ଓ ପରିବେଶ ସବୁଠୁ ଚିନ୍ତାର ବିଷୟ – ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‍ କହିଛନ୍ତି, ଦ୍ରୁତ ବୈଷୟିକ ବିକାଶ ଯୁଗରେ ଶକ୍ତି ଓ ପରିବେଶ ସବୁଠୁ ଚିନ୍ତାର ବିଷୟ। ନୂଆଦିଲ୍ଲୀରେ ଶକ୍ତି ଓ ପରିବେଶ ଆନ୍ତର୍ଜାତିକ ସମ୍ମିଳନୀ ଓ ପ୍ରଦର୍ଶନୀରେ ସେ ପରିବେଶ…
Read More...

ଖୁସି ଖବର: କେନ୍ଦ୍ର କର୍ମଚାରୀଙ୍କ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି

ନୂଆଦିଲ୍ଲୀ: କ୍ୟାବିନେଟ ମଙ୍ଗଳବାର ଦିନ କେନ୍ଦ୍ର କର୍ମଚାରୀ ଓ ପେନସନ ଗ୍ରହୀତାଙ୍କ ପାଇଁ ମହଙ୍ଗା ଭତ୍ତା ତିନି ପ୍ରତିଶତ ବୃଦ୍ଧି କରିଛନ୍ତି। ପୂର୍ବରୁ ମହଙ୍ଗା ଭତ୍ତା ୯ ପ୍ରତିଶତ ଥିଲା। ୨୦୧୯ ଜାନୁଆରୀ ୧ ତାରିଖରୁ…
Read More...

ତିନି ତଲାକ ଅଧ୍ୟାଦେଶ ପୁଣି ଲାଗୁ ପାଇଁ କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ମୁସଲିମ ମହିଳା ବିବାହ ଅଧିକାର ସଂରକ୍ଷଣ ଅଧ୍ୟାଦେଶ ୨୦୧୯କୁ ପୁଣି ଲାଗୁ କରିବାକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ମଞ୍ଜୁରୀ ଫଳରେ ତିନି ତଲାକ ଅପରାଧୀ କାର୍ୟ୍ୟକଳାପ ଭାବେ…
Read More...

ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ

ପୁରୀ: ଶ୍ରୀଜୀଉମାନଙ୍କର ପ୍ରସିଦ୍ଧ ଗଜ ଉଦ୍ଧାରଣ ବେଶ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏହି ବେଶ ଦେଖିବା ଲାଗି ବଡଦେଉଳରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କର ସମାଗମ ହୋଇଛି। ଶ୍ରୀଜୀଉମାନଙ୍କ ଭୋଗମଣ୍ଡପ ନୀତି ଶେଷହୋଇ ମଇଲମ…
Read More...

ବନ୍ଧୁକ ଛାଡ଼, ଶାନ୍ତିରେ ରୁହ – ଭାରତୀୟ ସେନା

ନୂଆଦିଲ୍ଲୀ: ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ଅବସ୍ଥାରେ ହୋଇଥିବା ଏନ୍‍କାଉଣ୍ଟର ଘଟଣାକୁ ନେଇ ସେନା, ସିଆର୍‍ପିଏଫ୍‍ ଓ ଜାମ୍ମୁ କାଶ୍ମୀର ପୁଲିସ୍‍ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ…
Read More...

ସିମି କାର୍ଯ୍ୟକଳାପ ଉପରେ ନଜର ରଖିବ ରାଜ୍ୟ

ନୂଆଦିଲ୍ଲୀ: ବେଆଇନ୍‍ ଘୋଷିତ ସିମି ସଂଗଠନ ଦ୍ୱାରା ଯେକୌଣସି କାର୍ଯ୍ୟକଳାପ ଓ ପାଣ୍ଠିର ବ୍ୟବହାରକୁ ନିଷେଧ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କ୍ଷମତା ପ୍ରଦାନ କରିଛନ୍ତି। ସିମି ସଂଗଠନ ଉପରେ ନିଷେଧାଜ୍ଞାକୁ…
Read More...

ଷ୍ଟାର୍ଟଅପରେ ଟିକସ ରିହାତି ସୀମା ବୃଦ୍ଧି

ନୂଆଦିଲ୍ଲୀ: ଷ୍ଟାର୍ଟଅପରେ ୨୫ କୋଟି ଟଙ୍କା ପର୍ୟ୍ୟନ୍ତ ପୁଞ୍ଜିନିବେଶ କ୍ଷେତ୍ରରେ ସମ୍ପୂର୍ଣ୍ଣ ଟିକସ ରିହାତି ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଷ୍ଟାର୍ଟଅପ କମ୍ପାନୀକୁ ୧୦କୋଟି…
Read More...

ନବଭାରତ ଗଠନ ପାଇଁ ସଂଖ୍ୟା ଗରିଷ୍ଠ ସରକାର ଆବଶ୍ୟକ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନବଭାରତ ଗଠନ ପାଇଁ ଏକ ସଂଖ୍ୟା ଗରିଷ୍ଠ ଓ ମଜବୁତ ସରକାର ଆବଶ୍ୟକ। ସେ କହିଛନ୍ତି, ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ସରକାର ଦେଶର ସର୍ବାଙ୍ଗିନ…
Read More...

ପୁଲୱାମା ଆକ୍ରମଣର ୧୦୦ଘଣ୍ଟା, ସେନାର ଦୃଢ଼ ସଫଳତା

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀ କହିଛି, ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୦୦ ଘଣ୍ଟାରୁ କମ୍‍ ସମୟ ମଧ୍ୟରେ ଜୈସେ ମହମ୍ମଦ୍‍ର ପ୍ରମୁଖ ଆତଙ୍କବାଦୀକୁ ଏହା ନିପାତ କରିଛି। ମଙ୍ଗଳବାର ସକାଳେ ଶ୍ରୀନଗରଠାରେ…
Read More...

ଉତ୍ତରପ୍ରଦେଶରେ ସଡ଼କ ଦୁର୍ଘଟଣାରେ ୧୨ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ମଙ୍ଗଳବାର ସକାଳେ ଦୁଇଟି ସଡ଼କ ଦୁର୍ଘଟଣାରେ ୧୨ଜଣ ଲୋକ ପ୍ରାଣ ହରାଇଛନ୍ତି। ପ୍ରଥମ ଦୁର୍ଘଟଣାଟି ଯମୁନା ଏକ୍ସପ୍ରେସୱେରେ ମଥୁରାଠାରେ ଘଟିଛି। ଗୋଟିଏ ଆମ୍ବୁଲାନ୍ସ ଓ ଏକ କାର୍‍ ମଧ୍ୟରେ…
Read More...

ଗୁରୁ ରବିଦାସ ଓ ଛତ୍ରପତି ଶିବାଜୀ ମହାରାଜାଙ୍କ ଜୟନ୍ତୀ ପାଳିତ

ନୂଆଦିଲ୍ଲୀ: ଗୁରୁ ରବିଦାସଙ୍କ ଓ ଛତ୍ରପତି ଶିବାଜୀ ମହାରାଜାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଚତୁର୍ଦ୍ଦଶ ଶତାବ୍ଦୀର ସନ୍ଥ ଗୁରୁ ରବିଦାସ ଉତ୍ତର ଭାରତରେ ଭକ୍ତି ଆନ୍ଦୋଳନର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ବହୁ…
Read More...

କୁମ୍ଭରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଉତ୍ତରପ୍ରଦେଶ: ମାଘପୂର୍ଣ୍ଣିମା ଉପଲକ୍ଷେ ଉତ୍ତରପ୍ରଦେଶ ପ୍ରୟାଗରାଜ୍‍ର କୁମ୍ଭଠାରେ ଭକ୍ତମାନେ ପବିତ୍ର ବୁଡ଼ ପକାଇଛନ୍ତି। କଳ୍ପବାସୀମାନଙ୍କ ପାଇଁ ଏହା ଶେଷ ସ୍ନାନ। କୁମ୍ଭଠାରେ ଏକମାସର ରହଣି ପରେ କଳ୍ପବାସୀମାନେ…
Read More...

ବିହାର ସରକାରଙ୍କ ୪୮୯ ଜଣ ଅଫିସର ବଦଳି

ବିହାର: ଲୋକସଭା ନିର୍ବାଚନ ଦୃଷ୍ଟିରୁ ବିହାର ସରକାର ୧୭ଜଣ ଆଇଏଏସ୍‍ ଅଫିସର ଓ ୨୮ଜଣ ଆଇପିଏସ୍‍ ଅଫିସରଙ୍କ ସମେତ ବିହାର ପ୍ରଶାସନିକ ସେବାର ୨୨୮ଜଣ ଏବଂ ବିହାର ପୁଲିସ ସେବାର ୨୧୬ଜଣ ମୋଟ ୪୮୯ ଜଣ ଅଫିସରଙ୍କୁ ବଦଳି…
Read More...

ସନ୍ଥ ରବି ଦାସଙ୍କ ବାଣୀ ଓ ଶିକ୍ଷା ଯୁବ ପିଢ଼ୀଙ୍କୁ ଅନୁପ୍ରାଣିତ କରିବ – ପ୍ରଧାନମନ୍ତ୍ରୀ

ବାରଣାସୀ: ସନ୍ଥ ରବି ଦାସଙ୍କର ବାଣୀ ଓ ଶିକ୍ଷା ଯୁବ ପିଢ଼ୀଙ୍କୁ ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁ ରବି ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଛନ୍ତି ବାଛ ବିଚାର…
Read More...

ଚିଦାମ୍ବରମ୍‍ ଏବଂ ତାଙ୍କ ପୁଅକୁ ମାର୍ଚ୍ଚ ୮ ଯାଏଁ ମହଲତ

ନୂଆଦିଲ୍ଲୀ: ଏୟାରସେଲ୍‍ ମାକ୍‍ସିସ୍‍ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‍ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କୁ ମାର୍ଚ୍ଚ ମାସ ୮ ତାରିଖ ପର୍ୟ୍ୟନ୍ତ ଗିରଫ ନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ…
Read More...

ସିଆର୍‍ପିଏଫ୍‍ର ନୂଆ ନିରାପତ୍ତା ପଦକ୍ଷେପ

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ୍‍ ବାହିନୀ (ସି.ଆର୍‍.ପି.ଏଫ୍‍.) ଜାମ୍ମୁ କାଶ୍ମୀରରେ ଯବାନମାନଙ୍କ ଗାଡ଼ି ଚଳାଚଳକୁ ଅଧିକ ସୁରକ୍ଷିତ ଓ ନିରାପଦ କରିବା ପାଇଁ କେତେକ ନୂଆ ନିରାପତ୍ତା ପଦକ୍ଷେପ ନେବାକୁ…
Read More...

ଟାଗୋର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଂସ୍କୃତିକ ସଦ୍‍ଭାବନା ପାଇଁ ଟାଗୋର ପୁରସ୍କାର ପ୍ରଦାନ କରିଛନ୍ତି। ମଣିପୁରୀ ନୃତ୍ୟଶିଳ୍ପୀ ରାଜକୁମାର ସିଂହଜିତ୍‍ଙ୍କୁ ୨୦୧୪ ମସିହା ପାଇଁ ଏହି ପୁରସ୍କାର ଦିଆଯାଇଥିବା…
Read More...

ଜାତୀୟ ସବୁଜ ଟ୍ରାଇବୁନାଲ ଆଦେଶକୁ ଖାରଜ କଲେ ସୁପ୍ରିମକୋର୍ଟ

ତାମିଲନାଡୁ: ଟୁଟିକରିନ୍‍ଠାରେ ବେଦାନ୍ତର ଷ୍ଟେରିଲାଇଟ୍‍ କାରଖାନାକୁ ପୁଣି ଥରେ ଖୋଲିବା ପାଇଁ ଜାତୀୟ ସବୁଜ ଟ୍ରାଇବୁନାଲ ଡିସେମ୍ବର ୨୦୧୮ରେ ଦେଇଥିବା ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୨୦୧୮ରେ…
Read More...

କଥାବାର୍ତ୍ତା ନୁହେଁ, ଏବେ କାର୍ଯ୍ୟାନୁଷ୍ଠାନ – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦ ଆକ୍ରମଣ ଦର୍ଶାଉଛି ଯେ, କଥାବାର୍ତ୍ତା ପାଇଁ ଆଉ ସମୟ ନାହିଁ, ଏବେ ସନ୍ତ୍ରାସବାଦ ଏବଂ ଏହାକୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାରା ବିଶ୍ୱ…
Read More...

ଆର୍ନ୍ତଜାତିକ ସ୍ତରରେ ପାକିସ୍ତାନ ଏବେ ଏକଘରିକିଆ – ବି.କେ. ସିଂହ

ନୂଆଦିଲ୍ଲୀ: ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ଘଟଣା ପରେ ଆର୍ନ୍ତଜାତିକ ସ୍ତରରେ ପାକିସ୍ତାନ ଅଲଗା ପଡିଯାଇଥିବା କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି.କେ. ସିଂହ କହିଛନ୍ତି। ସିମ୍‍ଲାଠାରେ…
Read More...

ନିଯୁକ୍ତି ପାଇଁ ଖୋଲିଲା ନୂଆ ପୋର୍ଟାଲ୍‍ ‘ଇଫ୍‍କୋ ଯୁବା’

ଭୁବନେଶ୍ୱର: ନିଯୁକ୍ତିପାଇଁ କୌଶଳ ବିକାଶ ପରିପ୍ରେକ୍ଷୀରେ 'ଇଫ୍‍କୋ' ପକ୍ଷରୁ 'ଇଫ୍‍କୋ ଯୁବା' ନାମକ ଏକ ପୋର୍ଟାଲ୍‍ ଖୋଲାଯାଇଛି। ଏହାଦ୍ୱାରା ଚାକିରି ଖୋଜୁଥିବା ଯୁବବର୍ଗ ଉପକୃତ ହୋଇପାରିବେ। ପାରାଦ୍ୱୀପସ୍ଥିତ ଇଫ୍‍କୋ…
Read More...

’ମୋ ବସ୍‍’ ସେବା ପାଉଛନ୍ତି ୬୦ ହଜାର ଯାତ୍ରୀ

ଭୁବନେଶ୍ୱର: ଦୈନିକ ୬୦ ହଜାର ଯାତ୍ରୀ ଭୁବନେଶ୍ୱରରୁ ବିଭିନ୍ନ ରୁଟ୍‍କୁ ଏବଂ ଭୁବନେଶ୍ୱରରୁ ସହର ମଧ୍ୟରେ ଚଳାଚଳ କରୁଥିବା ମୋ ବସ୍‍ଗୁଡ଼ିକର ସେବା ପାଉଥିବାବେଳେ ଆସନ୍ତା ଦୁଇ ତିନି ମାସ ମଧ୍ୟରେ ୧ ଲକ୍ଷ ଲୋକ ଏହି ସେବା…
Read More...

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ୟବସାୟୀ ସଂଘ ରଖିଲା ଉପବାସ

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର ପୁଲ୍‍ୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ୍‍ ହେବା ଘଟଣାର ପ୍ରତିବାଦ ସହ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ସୋମବାର ଦେଶବ୍ୟାପୀ ବ୍ୟବସାୟୀମାନଙ୍କ ପକ୍ଷରୁ…
Read More...

ସୁରକ୍ଷାବଳର ବଡ ଜବାବ: ୩ ଆତଙ୍କବାଦୀ ନିହତ

ଜାମ୍ମୁ: ପୁଲୱାମାରେ ୧୪ ଫେବୃଆରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ସୁରକ୍ଷାବଳକୁ ବଡ ସଫଳତା ମିଳିଛି। ରବିବାର ପାହାନ୍ତା ପ୍ରହରରୁ ଆରମ୍ଭ ହୋଇଥିବା ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ୧୮…
Read More...

କପିଲ ଶର୍ମା ଶୋ’ରୁ ବିଦା ହୋଇନାହାନ୍ତି ସିଦ୍ଧୁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କପିଲ ଶର୍ମା ଶୋ'ରୁ ସିଦ୍ଧୁ ବିଦା ହେବା ଘଟଣା ମିଛ ପ୍ରମାଣିତ ହୋଇଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦାୟିତ୍ବହୀନ ମନ୍ତବ୍ୟ ପାଇଁ ତାଙ୍କୁ ଆଲୋଚନାର ଶରବ୍ୟ ହେବାକୁ ପଡିଥିଲା। ଏକଥା…
Read More...

ପୁଲ୍‍ୱାମା ଆତ୍ମଘାତୀ ଆକ୍ରମଣ ଘଟଣାରେ ୨୩ ଅଟକ

ନୂଆଦିଲ୍ଲୀ: ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍‍- ଇ-ମହମ୍ମଦ ସହ ସମ୍ପର୍କରେ ଥିବା ସନ୍ଦେହରେ ପୁଲିସ ୨୩ ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ଥିବା ୨୩ ଜଣଙ୍କ ମଧ୍ୟରେ ଜୈସ୍‍- ଇ-ମହମ୍ମଦ ଆତଙ୍କୀ ଗୋଷ୍ଠୀ…
Read More...

ବିଦେଶ ମନ୍ତ୍ରୀ ପଦ ଛାଡିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ରବିବାରଦିନ ୨୦୧୫ରୁ ନିଜେ ସମ୍ଭାଳୁ ଥିବା ବିଦେଶ ମନ୍ତ୍ରୀ ଦାୟିତ୍ଵ ଗୁଇନ୍ଦା ବିଭାଗ ମନ୍ତ୍ରୀ ଇଜ଼ରାଏଲ କାଜ଼ଙ୍କୁ ପ୍ରଦାନ କରିଛନ୍ତି । ଭଲ ଶାସନ…
Read More...

ଅନ୍ତର୍ଜାତୀୟ ଅଦାଲତରେ କୁଲ୍‍ଭୂଷଣ ମାମଲା: ଫେବୃଆରୀ ୧୮ରୁ ଶୁଣାଣି

ନୂଆଦିଲ୍ଲୀ: ଫେବୃଆରୀ ୧୮ରୁ ୪ ଦିନ ପର୍ଯ୍ୟନ୍ତ କୁଲ୍‍ଭୂଷଣ ଯାଦବ ମାମଲାର ସାର୍ବଜନୀନ ଶୁଣାଣି କରିବେ ଅନ୍ତର୍ଜାତୀୟ ଅଦାଲତ । ଜାତିସଂଘର ଏହି ସର୍ବୋଚ୍ଚ ଅଦାଲତରେ ଭାରତ ଓ ପାକିସ୍ତାନ ପକ୍ଷରୁ ଜବାବ୍‍ ସୁଆଲ୍‍ ଦାଖଲ…
Read More...

ଆତଙ୍କବାଦ ଦମନ ପାଇଁ ମିଳିମିଶି କାମ କରିବେ ଭାରତ ଓ ଇରାନ୍‍

ନୂଆଦିଲ୍ଲୀ: ଭାରତ ଓ ଇରାନ୍‍ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ପାକିସ୍ତାନରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଗୋଷ୍ଠୀଗୁଡ଼ିକଦ୍ୱାରା ଭାରତ ଓ ଇରାନ୍‍ର ସୈନ୍ୟମାନଙ୍କୁ ହତ୍ୟା ଘଟଣାକୁ ନେଇ ଉଭୟ ଦେଶ ଏହି…
Read More...

ଶ୍ରୀଜୀଉଙ୍କ ନୀତିକୁ ଶୃଙ୍ଖଳିତ କରିବା ଉପରେ ଶଙ୍କରାଚାର୍ଯ୍ୟଙ୍କ ଗୁରୁତ୍ୱାରୋପ

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ଏକ ଉଚ୍ଚସ୍ତରୀୟ ବୈଠକ ପୁରୀ ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ସମସ୍ୟାର ସ୍ଥାୟୀ ସମାଧାନ, ଶୃଙ୍ଖଳିତ ରୀତିନୀତି ଓ ଅନ୍ୟ କେତେକ ସମସ୍ୟା ନେଇ ଜଗତଗୁରୁ…
Read More...

ପରିଣାମ ପାଇଁ ପାକିସ୍ତାନ ପ୍ରସ୍ତୁତ ରହୁ – ଇରାନ ମେଜର ଜେନେରାଲ୍‍

ନୂଆଦିଲ୍ଲୀ: ଇରାନ୍‍ର ରିଭୋଲ୍ୟୁସନାରୀ ଗାର୍ଡ଼ ମେଜର୍‍ ଜେନେରାଲ୍‍ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବାରୁ ପରିଣାମ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ବୁଧବାରଦିନ ଇରାନରେ ଘଟିଥିବା ବୋମା…
Read More...

ଭାରତରେ ପର୍ଯ୍ୟାପ୍ତ ସୁଯୋଗ ରହିଛି – ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଯେ ଭାରତରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ସେ ବୁଲ୍‍ଗେରିଆରେ ରହୁଥିବା ଭାରତୀୟଙ୍କୁ ନିଜ ଦେଶରେ ପୁଞ୍ଜି ବିନିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତ। ଦ୍ବିପକ୍ଷୀୟ…
Read More...

ଭାରତ ଗସ୍ତରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ମୌରିସିଓ ମକ୍ରି

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ରାଷ୍ଟ୍ରପତି ମୌରିସିଓ ମକ୍ରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ…
Read More...

କରୋଲବାଗ ହୋଟେଲ ଅଗ୍ନିକାଣ୍ଡ ଘଟଣା: ମାଲିକ ଓ ଦୁଇ ସହଯୋଗୀ ଗିରଫ

ନୂଆଦିଲ୍ଲୀ: କରୋଲବାଗର ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୭ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ହୋଟେଲର ମାଲିକ ରାକେଶ ଗୋଏଲଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଇନ୍ଦିରାଗାନ୍ଧୀ ଅନ୍ତର୍ଜାତିୟ ବିମାନବନ୍ଦରରୁ ଦିଲ୍ଲୀ ପୁଲିସ…
Read More...

ପାକିସ୍ତାନ ଉପରେ ମୌଳିକ ବହିଃଶୁଳ୍କ ୨୦୦ଭାଗ ବୃଦ୍ଧି

ନୂଆଦିଲ୍ଲୀ: ପୁଲୁୱାମା ଆକ୍ରମଣ ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ସବୁ ସାମଗ୍ରୀ ଉପରେ ମୌଳିକ ବହିଃଶୁଳ୍କ ଶତକଡା ୨୦୦ଭାଗକୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଟ୍ୱିଟ କରି କହିଛନ୍ତି ଏହି ବୃଦ୍ଧି…
Read More...

ଜାମ୍ମୁରେ ତୃତୀୟ ଦିନ ପାଇଁ ସାନ୍ଧ୍ୟ ଆଇନ୍‍ ବଳବତ୍ତର

ଜାମ୍ମୁ: ତିନି ଦିନ ହେଲା ଜାମ୍ମୁରେ ସାନ୍ଧ୍ୟ ଆଇନ୍‍ ବଳବତ୍ତର ରହିଛି। ପୁଲୁୱାମା ଆକ୍ରମଣ ବିରୁଦ୍ଧରେ ଗତ ଶୁକ୍ରବାର ଦିନ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବାରୁ ସାନ୍ଧ୍ୟ ଆଇନ୍‍ ଜାରି କରାଯାଇଥିଲା। ଡେପୁଟି ପୁଲିସ…
Read More...

ଦେଶର ସୁରକ୍ଷା ପରିସ୍ଥିତି ସମୀକ୍ଷା କଲେ ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: ଶନିବାରଦିନ ଗୃହମନ୍ତ୍ରୀ ରାଜନାଥ ସିଂହ ଜାମ୍ମୁ କାଶ୍ମୀର ସମେତ ଦେଶର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଗୃହ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାକ ସମର୍ଥିତ ଆତଙ୍କବାଦୀ ସଂଗଠନ ଯେପରି…
Read More...

ଜାମ୍ମୁ କାଶ୍ମୀର ରାଜ୍ୟପାଳଙ୍କୁ ସାକ୍ଷାତ କଲେ କେନ୍ଦ୍ର ମନ୍ତ୍ରୀ ଜୀତେନ୍ଦ୍ର ସିଂହ

ଜାମ୍ମୁ: କେନ୍ଦ୍ର ମନ୍ତ୍ରୀ ଜୀତେନ୍ଦ୍ର ସିଂହ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକଙ୍କୁ ଜମ୍ମୁସ୍ଥିତ ରାଜ୍ୟପାଳ ଭବନରେ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ…
Read More...

ତେଲଙ୍ଗନାରେ ଜିଲ୍ଲା ସଂଖ୍ୟା ୩୩କୁ ବୃଦ୍ଧି ପାଇବ

ତେଲଙ୍ଗନା: ତେଲଙ୍ଗନାରେ ଆଉ ଦୁଇଟି ନୂଆ ଜିଲ୍ଲା ଗଠନ କରାଯିବାକୁ ସେଠାକାର ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଫଳରେ ରାଜ୍ୟର ମୋଟ୍‍ ଜିଲ୍ଲା ସଂଖ୍ୟା ୩୩କୁ ବୃଦ୍ଧି ପାଇବ। ନୂଆ ଜ଼ିଲ୍ଲା ମଧ୍ୟରେ ନାରାୟଣପେଟ୍‍…
Read More...

ପ୍ରୟାଗରାଜ କୁମ୍ଭ ସଂଗମରେ ପୂଜା କଲେ ଉପରାଷ୍ଟ୍ରପତି

ଉତ୍ତର ପ୍ରଦେଶ: ନଦୀ ହେଉଛି ଆମର ଜୀବନ ଧାରା ଏବଂ ଆମେ ଏହାର ସୁରକ୍ଷା କରିବା ଉଚିତ୍‍। ଏକଥା କହିଛନ୍ତି ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ। ଉତ୍ତରପ୍ରଦେଶର ପ୍ରୟାଗରାଜ କୁମ୍ଭ ସଂଗମରେ ପୂଜା ପରେ ସେ…
Read More...

ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲାରେ ମିସେଲଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ୩ହଜାର ୬ଶହ କୋଟି ଟଙ୍କା ସମ୍ବଳିତ ଅଗଷ୍ଟା ୱେଷ୍ଟଲାଣ୍ଡ ଭି.ଭି.ଆଇ.ପି. ହେଲିକପ୍ଟର ଦୁର୍ନୀତି ମାମଲାରେ କ୍ରିଷ୍ଟିଆନ୍‍ ମିସେଲଙ୍କ ଜାମିନ ନାମଞ୍ଜୁର କରିଛନ୍ତି। ସ୍ୱତନ୍ତ୍ର ବିଚାରପତି…
Read More...

କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶର ମନୋଭାବ ଏକ – ରାଜନାଥ ସିଂହ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସରକାର ଦୃଢ଼ ସଂକଳ୍ପ। ଆତଙ୍କବାଦୀ ଓ ଯେଉଁମାନେ ଆତଙ୍କବାଦକୁ ସାହାଯ୍ୟ ସମର୍ଥନ କରୁଛନ୍ତି ସେମାନଙ୍କୁ ଉଚିତ୍‍ ଶିକ୍ଷା…
Read More...