www.samajalive.in
Monday, December 8, 2025
20.1 C
Bhubaneswar

ଶକ୍ତି ଓ ପରିବେଶ ସବୁଠୁ ଚିନ୍ତାର ବିଷୟ – ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‍ କହିଛନ୍ତି, ଦ୍ରୁତ ବୈଷୟିକ ବିକାଶ ଯୁଗରେ ଶକ୍ତି ଓ ପରିବେଶ ସବୁଠୁ ଚିନ୍ତାର ବିଷୟ। ନୂଆଦିଲ୍ଲୀରେ ଶକ୍ତି ଓ ପରିବେଶ ଆନ୍ତର୍ଜାତିକ ସମ୍ମିଳନୀ ଓ ପ୍ରଦର୍ଶନୀରେ ସେ ପରିବେଶ ସୁରକ୍ଷା ପାଇଁ ବାସ୍ତବ ନୀତି ପ୍ରଣୟନ ସକାଶେ ନୀତି ନିର୍ଦ୍ଧାରଣକାରୀମାନଙ୍କୁ ନିବେଦନ କରିଛନ୍ତି। ଶ୍ରୀ କୋବିନ୍ଦ୍‍ କହିଛନ୍ତି, ଲୋକମାନଙ୍କୁ ଶସ୍ତାରେ ଶକ୍ତି ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ରାଷ୍ଟ୍ରପତି କହିଛନ୍ତି, ଭାରତ ପ୍ୟାରିସ ଜଳବାୟୁ ସମ୍ମିଳନୀରେ ୨୦୩୦ ସୁଦ୍ଧା ପ୍ରଦୂଷଣ ନିର୍ଗମନ ମାତ୍ରା କମ କରିବା ପାଇଁ ପ୍ରତିଶୃତି ଦେଇଛି। ବିଜ୍ଞାନ ଏବଂ ପ୍ରାଦ୍ୟୋଗିକି ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ କହିଛନ୍ତି, ସରକାର ସ୍ଵଛ ଶକ୍ତି ପାଇଁ ନିରନ୍ତର ଶକ୍ତି ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭାରତ ଦୃତ ବିକାଶ କରୁଥିବାରୁ, ସ୍ଵଛ ଶକ୍ତି ଏବଂ ଜଳର ଆବଶ୍ୟକତା ବୃଦ୍ଧି ହେଉଥିବା ସେ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories