www.samajalive.in
Saturday, December 6, 2025
14.1 C
Bhubaneswar

ଆର୍ନ୍ତଜାତିକ ସ୍ତରରେ ପାକିସ୍ତାନ ଏବେ ଏକଘରିକିଆ – ବି.କେ. ସିଂହ

ନୂଆଦିଲ୍ଲୀ: ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ଘଟଣା ପରେ ଆର୍ନ୍ତଜାତିକ ସ୍ତରରେ ପାକିସ୍ତାନ ଅଲଗା ପଡିଯାଇଥିବା କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି.କେ. ସିଂହ କହିଛନ୍ତି। ସିମ୍‍ଲାଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ୪୦ଟିରୁ ଅଧିକ ଦେଶ ପାକିସ୍ତାନକୁ କଠୋର ସମାଲୋଚନା କରିଛନ୍ତି। ସେ କହିଛନ୍ତି ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଯେତିକି ଦେଶ ଭାରତକୁ ସମର୍ଥନ କରିଥିଲେ ଏବେ ତାହାଠାରୁ ଅଧିକ ସଂଖ୍ୟକ ରାଷ୍ଟ୍ର ଏହି ପ୍ରସଙ୍ଗରେ ଭାରତକୁ ସମର୍ଥନ କରିବା କୂଟନୈତିକସ୍ତରରେ ଦେଶର ଏକ ବଡ ସଫଳତା। ସେ କହିଛନ୍ତି, ଏହି ଆକ୍ରମଣର ଜବାବର ସମୟ ଓ ସ୍ଥାନ ଭାରତ ନିରୂପଣ କରିବ। ବିଜେପିର ଭାରତ କେ ମନ୍‍ କି ବାତ୍‍, ମୋଦି କେ ସାଥ ଅଭିଯାନର ଶୁଭାରମ୍ଭ ପାଇଁ ଜେନେରାଲ ସିଂହ ସୋମବାର ସିମ୍‍ଲା ଗସ୍ତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories