www.samajalive.in
Monday, December 8, 2025
27.1 C
Bhubaneswar

ଲୋକମାନଙ୍କ ପାଇଁ ବିଜ୍ଞାନ ଓ ବିଜ୍ଞାନ ପାଇଁ ଜନସାଧାରଣ

ନୂଆଦିଲ୍ଲୀ: ଲୋକମାନଙ୍କପାଇଁ ବିଜ୍ଞାନ ଓ ବିଜ୍ଞାନ ପାଇଁ ଜନସାଧାରଣ, ଏହା ହେଉଛି ଗୁରୁବାର (ଫେବୃଆରୀ ୨୮) ପାଳିତ ହେଉଥିବା ଜାତୀୟ ବିଜ୍ଞାନ ଦିବସର ବାର୍ତ୍ତା। ୧୯୨୮ ମସିହା ଫେବୃୟାରୀ ୨୮ ତାରିଖରେ ପଦାର୍ଥ ବିଜ୍ଞାନୀ ସି.ଭି. ରମଣଙ୍କଦ୍ୱାରା ରମଣ ପ୍ରଭାବ ଉଦ୍ଭାବନ କରାଯିବା ସ୍ମୃତିରେ ଏହି ଦିବସ ପାଳିତ ହେଉଛି। ଲୋକମାନଙ୍କ ମଧ୍ୟରେ ବିଜ୍ଞାନର ଗୁରୁତ୍ୱ ଓ ଏହାର ପ୍ରୟୋଗର ପ୍ରସାରପାଇଁ ଏହି ଦିବସର ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଜାତୀୟ ବିଜ୍ଞାନ ଦିବସ ଅବସରରେ ସାର୍‍ ସି.ଭି. ରମଣଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଲୋକମାନଙ୍କର ଜୀବନଶୈଳୀରେ ଉନ୍ନତି ଆଣିବାପାଇଁ ବୈଜ୍ଞାନିକ ଓ ଗବେଷକମାନେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବ୍ୟବହାର କରିବା ଉଚିତ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories